Browsing Category
ସାହିତ୍ୟ
କବିତା : ଶୀତ
ଚନ୍ଦ୍ରାବତୀ ପାଣ୍ଡେ
ଶୀତରେ ମୁଁ ଗୀତ ଲେଖେବିମୁଗ୍ଧ ମନରେଝୁମିଝୁମି ଝୁମିଝୁମିବରଫ ସାଥୀରେ ।
ବରଫ ସାଥୀରେ ମୁଁ ଯେ'ରଚିଥିଲି ପ୍ରେମସେ ପ୍ରେମେ ହଜିଲି ଆଜିମତୁଆଲା ସମ ।
ଜାଣି ନଥିଲି ସେ ଯେ'ମନଚୋର ବୋଲିଚୋରି କଲା ଚତୁର ସେମୋ ମନର ମଲ୍ଲି ।
ଭିଜିଗଲି ତା ଛୁଆଁରେହୋଇଗଲି!-->!-->!-->!-->!-->!-->!-->!-->!-->…
Read More...
Read More...
କବିତା : ଗାଢ଼ ଅନ୍ଧାର
ଜ୍ୟୋତ୍ସ୍ନାରାଣୀ ଭୋଇ (କିଟି)
ଖୁବ୍ ଡରୁଥିବାଅନ୍ଧାରକୁ ବିନିଜର କରିହୁଏ….ଭଲ ପାଉଥିବାଆଲୁଅ ଠୁ ମୁଁଅନେକ ଥର ଲୁଚୁଛି ।
ପ୍ରତିଟି ଜାନୁଆରୀ ଏକ ତାରିଖସକାଳ ଛଅଟା ପଇଁଚାଳିଶରୁମୋ ଟ୍ରେନର ଗତିଭୁବନେଶ୍ୱର ଠୁ ବଲାଙ୍ଗିର
ନୂଆ ବର୍ଷର ନୂଆ କମ୍ପନନଥାଏ ମନେ,ଦ୍ରୁତ ଗତିର ଟ୍ରେନହଠାତ୍!-->!-->!-->!-->!-->!-->!-->…
Read More...
Read More...
କବିତା : ଦେବୀ ପାଦରେ
ମାଧୁରୀ ପଣ୍ଡା
ଏଥର ମୋ'ପାଖେଶବ୍ଦ ନାହିଁ, ପ୍ରେମ ନାହିଁଆବେଗ ଶୂନ୍ୟ,ତୋ ନୀଳପାଦରେକେବଳ ରଖିଦେଇ ଯାଏଏ ସଂକ୍ରମିତ ସମୟ ।
ଯେଉଁଠି ତୋ ପାଦସେଇଠି କୁଢକୁଢ ଶବଙ୍କମହୋତ୍ସବ, ସେ ଭିତରେମୋ ଭାଇ, ଝିଅ, ପ୍ରେମିକବିମା'…।
ମୁଁ ଖାଲି ହୋଇ ଚାଲିଛିଗୋଟେ ଅକଥନୀୟଅସହାୟତାରେ ଛଟପଟମୋ!-->!-->!-->!-->!-->!-->!-->…
Read More...
Read More...
କବିତା : ଫେର୍ ବି ଜିଇଁବାର୍ ଅଛେ
ମହେଶ୍ୱର ପଧାନ
ତମର୍ଭିନ୍ ଧରମ୍ଭିନ୍ ଜାଏତ୍ଭିନ୍ ରାଜନୀତିଭିନ୍ ଭିନ୍ ରୀତି ନୀତି……ତମେ ସପନ୍ ଦେଖ୍ସବଡ୍ ହେଲେ ଛୁଆକେ ସାହେବ୍ ହେବାର୍ ।ମୁଇଁ ଶିଖାସିିଁ ମନ୍ମରା, ସପନ୍ମରାମୋର୍ ଛୁଆକେ ।ଖାଲି ପେଟେ ସପନ୍ କେନ୍ତା ଦେଖାତିଁ ?
ଦିନ୍ଭର୍ ଗୁନ୍ଦଲାଗୁପା ଜୀବନ୍ଯେନ୍ତା ଅନ୍ଧାର୍!-->!-->!-->!-->!-->…
Read More...
Read More...
କବିତା : ଅଫେରା ବାଟ୍
ବଲ୍ଲବ ସାହୁ
ତୋର୍ ପ୍ରେମର୍ ସୁର୍ତା ଯେତେଛାତିର ବନ୍ଦ କର୍ପନେ କବର୍ ଦେଇମୁଇଁ କେନ୍ତା ବଁଚିଥିତିକହତ….?
ମୋର ପୁଡ଼ିଗଲା ରକତ୍ ମାଉଁସଯାହା ଦେଖୁଛୁହେଟା ଆଏଜ୍ ଖାର୍ ଆଏ ।
ପଚ୍ରାବୁ ହେ ନଏଦ୍,ପର୍ବତଫୁଲ, ଫଗୁନ୍ ବିରାନ୍ ବାଟ୍କେକିଏ ପଦେ କହେଲେ କାଏଁଖାଲି ଯାହା!-->!-->!-->!-->!-->!-->!-->…
Read More...
Read More...
କବିତା : ତୁମେ
ଜ୍ୟୋତିର୍ମୟ
ତୁମେ ମୋ କବିତାର ଉତ୍ସ ଓ ଉତ୍ସବତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତତୁମଠାରେ କବିତା ମୋ’ଉଦୟ ଓ ଅସ୍ତ ।
ତୁମେ ମୋ’ କବିତାର ଅସ୍ଥି ଅବୟବତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସତୁମେ ମୋ’ କବିତାର ଲହୁ ଓ ଲୁହତୁମ ବିନା ମୋ’ କବିତାହଜାଏ!-->!-->!-->!-->!-->…
Read More...
Read More...
କବିତା : ଅପେକ୍ଷା
ଗୌରାଂଗ ଚଂଦ୍ର ଦାଶ
ମୋର ଏକାଗ୍ରତାଅଭିଷ୍ଟ ମନକୁ ନେଇମୁଁ ଭାବନାରେ ଫୁଟେଇ ଦେଇ ପାରିବିପଦ୍ମଫୁଲ ।
ଆଂକି ଦେବି ଦୂର ପାହାଡ଼ସୁନ୍ଦର ବଗିଚାରାତିକ ପାଇଁ ହେଲେ ବି ରଚି ଦେବିତମ ମନ ମୁତାବକ ରଙ୍ଗଶାଳା ।
ଶୀତଳ ଆଶ୍ୱାସନାଙ୍କୁଜହ୍ନର ଶୀତଳ ଆଲୁଅରେ ଭରିଦେବିପିଆଇ ଦେବି ସୁବାସିତ ଜଳ!-->!-->!-->!-->!-->!-->!-->…
Read More...
Read More...
କବିତା : ସ୍ୱପ୍ନ
ପ୍ରୀଦପ କୁମାର ପଣ୍ଡା
ପାହାଡ଼ଟି ଧସିପଡେ ଏମିତିଯେତେଥର ମୁଁ ଶୁଣିବାକୁ ଇଚ୍ଛା କରେତା'ର ଅବ୍ୟୟ ସ୍ୱର ।ଜଂଗଲଟି ପୋଡିଯାଏ ଧାଏଁ ଧାଏଁମୁଁ ଶାଗୁଆ ହେବାକୁ ଚାହେଁ ଯେତେଥର ।ଏମିତି ଘଟେ ବାରଂବାର ମୋ ଜୀବନରେ,ଶୋକସଭାର ଭରା ନୀରବତାରେମୋର ଆସେ ଏକଲଂବା ସଶବ୍ଦ ତୃପ୍ତ ଏଉଡିଓ ଭଂଡୁର ହୋଇଯାଏ!-->!-->!-->…
Read More...
Read More...
କବିତା : ଆସ ସବୁକେ ଅଂଘେଇ ନେମା
ଦିଲ୍ଲିପ କୁମାର ସରାପ
ଉବେଲ ଥି ପୁହୁଁଚି ଗଲିଁ ବଲିଘୁପ୍ଘୁପା ଅନ୍ଧାରେଢିଲିନେଲ ଲାଜର୍ ବୁଚକାମୋର୍ ଭାବର୍ ଦୁଆରେ..କେଁଚି ନେଲ ଉଖେନ୍ ଲେଖେଲଟ୍କିଥିବାର୍ ଅବଗୁନ୍, ଅଚଲନ୍ବିଶ୍ୱାସକେ ପୁଂଜିକରିଜଗାଲି ପ୍ରେମ ଗଛ୍ ଦୁରା ମନ୍ ଦୁଆରେଫୁଲ ଫୁଟି ମଗ୍ମଗାଲା ବେଲେଦେଖତଉସ୍ତାର୍ ନିନ' ତୁମର୍!-->!-->!-->…
Read More...
Read More...
କଥାନି : ନୂଆଁଖାଇର୍ ନୂଆଁ କଥା
ପ୍ରଦୀପ ମିଶ୍ର
ନୂଆଁଖାଇର୍ ନାଁ ପଡ୍ଲେ ଏକା ଟିହିଲୁର୍ ତାଲୁ ତପି କରି ଟାଏଁ ଟାଏଁ କର୍ସି !
ତାର୍ ବାଗିର୍ ସୁଖ୍ବାସୀ ମାନେ ଗହକି ହେଇକରି ବନେ କେତେ ଦିନ୍ ଆଘଥୁ ଯେନ୍ ଘର୍ ଦୁଆର୍ ଲିପା ପୁଛା କରି ଚିକ୍ ଚିକ୍ କରି ପକାସନ୍, ଭେଲି ଭେଲି ହେଇ କରି ସିନ୍ଧି ଦୁକାନୁ!-->!-->!-->!-->!-->…
Read More...
Read More...