Browsing Category

ରାଜନୀତି

କୋଭିଡ-୧୯ ପରିଚାଳନା ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା

କଂଟାବାଂଜି, (କେପିଏନ୍ଏସ୍) : କୋଭିଡ-୧୯ ପରିଚାଳନା ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା । ସେ ଗଣମାଧ୍ୟମରେ କହିଛନ୍ତି ଯେ, ଓଡ଼ିଶାରେ ଯେଭଳି ବ୍ୟାପକ ଭାବରେ କରୋନା ବ୍ୟାପିଲାଣି ତାହା ଚିନ୍ତାର ବିଷୟ ହୋଇଥିବା ବେଳେ ସାରା ଓଡ଼ିଶାକୁ ଏହା ଗ୍ରାସ କରି
Read More...

ପାଟଣାଗଡ ବିଜେପି ତରଫରୁ ସମୂହ ଦୀପ ଦାନ

ପାଟଣାଗଡ, (ଅଜିତ ପୁରୋହିତ) : ଦେଶରେ ତଥା ରାଜ୍ୟରେ ଦିନକୁ ଦିନ କରୋନା ସ୍ଥିତି ଜଟିଳ ହେବାରେ ଲାଗିଥିବାରୁ ବଲାଙ୍ଗିର ଜିଲ୍ଲା ପାଟଣାଗଡ ଭାରତୀୟ ଜନତା ପାର୍ଟି ତରଫରୁ ଆଜି ରାଜଖମାର ଦଶମତୀ ମନ୍ଦିର ଠାରେ କରୋନା ମହାମାରୀରୁ ରକ୍ଷା ତଥା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଆଶୁ ଆରୋଗ୍ୟ କାମନା କରି
Read More...

କେନ୍ଦ୍ର ସରକାର ଓ ରାଜ୍ୟ ପୂର୍ତ୍ତ ବିଭାଗକୁ ଧନ୍ୟବାଦ ଦେଲେ ନରସିଂହ

ବହୁ ପ୍ରତୀକ୍ଷିତ ଟ୍ରକ ଟର୍ମିନାଲ ଶୀଘ୍ର ହେବ ଆରମ୍ଭ : ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁରିବଲାଙ୍ଗିର, (ନିପ୍ର) : ବଲାଙ୍ଗିର ପାଇଁ ବହୁ ପ୍ରତୀକ୍ଷିତ ଟ୍ରକ୍ ଟର୍ମିନାଲ ନିର୍ମାଣର ରାସ୍ତା ଖୋଲି ଯାଇଛି । ଏଥିପାଇଁ ଜାତୀୟ ରାଜପଥ ବିଭାଗ ଏହା ଭିତରେ ଜମି ନିରୀକ୍ଷଣ କରିବା
Read More...

ବିଜେଡି ଯୁବ ନେତାଙ୍କ ପ୍ଲାଜମା ସଂଗ୍ରହ ଅଭିଯାନ

ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) ; ରାଜ୍ୟ ଶାସନାଧୀନ ରାଜ୍ୟ ବିଜେଡି ଦଳ ପକ୍ଷରୁ କରୋନା ରୋଗୀଙ୍କ ଜୀବନ ରକ୍ଷା ଦୃଷ୍ଟିରୁ ସାରା ରାଜ୍ୟରେ ପ୍ଲାଜମା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅବସରରେ ବିଜେଡି ରାଜ୍ୟ ପରିଷଦ ସଭ୍ୟ ତଥା ଲୋଇସିଂହା ନିର୍ବାଚନ ମଣ୍ଡଳୀ ବିଜେଡି ଯୁବ ନେତା
Read More...

ପୁଇଁନ୍ତଲା ବ୍ଲକରେ ମରୁଡି ଆଶଙ୍କା : ସମସ୍ୟାର ତୁରନ୍ତ ସାମାଧାନ ଦାବୀ କଲା କଂଗ୍ରେସ

ପୁଇଁନ୍ତଲା, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ପଂଚାୟତ ଅନ୍ତର୍ଗତ ପ୍ରାୟ ସମସ୍ତ ଗାଁରେ ଏ ବର୍ଷ ବର୍ଷା ଅଭାବରୁ ଭୟଙ୍କର ମରୁଡି ପରିସ୍ଥିତି ସୃଷ୍ଟି ହେଲାଣି । ଆଗାମୀ ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନ ହେଲେ ସ୍ଥିିତି ଅସମ୍ଭାଳ ହୋଇଯିବା ଆଶଙ୍କାରେ କୃଷକମାନଙ୍କର ସମସ୍ୟାର
Read More...