Browsing Category

ଓଡିଶା

ସୁନ୍ଦରଗଡ଼ରେ ଏସ୍‌ଆଇଆର୍ ଉପରେ ସଚେତନତା ରଥର ଶୁଭାରମ୍ଭ

ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍.ଆଇ.ଆର୍. ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ସୁରଜ କୁମାର ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅଭିମନ୍ୟୁ ମାଝୀ ଏବଂ
Read More...

ବିଦ୍ୟୁତ୍‌ ଯୋଗାଣରେ ଅନିୟମିତତାକୁ ନେଇ ଗର୍ଜିଲା ଆଜି ପାଟଣାଗଡ଼ ବିଜେଡ଼ି

ପାଟଣାଗଡ଼, (କେପିଏନ୍‌ଏସ୍‌) : ବିଦ୍ୟୁତ୍‌ ଯୋଗାଣରେ ଅନିୟମିତତାକୁ ନେଇ ଗର୍ଜିଲା ଆଜି ପାଟଣାଗଡ଼ ବିଜେଡ଼ି । ପାଟଣାଗଡ଼ର ପୂର୍ବତନ ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ସରୋଜ ମେହେରଙ୍କ ନେତୃତ୍ୱରେ ଆଜି ଶହ ଶହ ସଂଖ୍ୟାରେ ବିଜେଡ଼ି କର୍ମକର୍ତ୍ତାମାନେ ବିଜେଡ଼ି କାର୍ଯ୍ୟାଳୟରୁ ବିଦ୍ୟୁତ
Read More...

ଆନ୍ତଃ ଜିଲ୍ଲା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ର ତୃତୀୟ ଦିବସ

ବାଳକ ବର୍ଗରେ ବଲାଙ୍ଗିର ଓ ନୟାଗଡ଼ ଏବଂ ବାଳିକା ବର୍ଗରେ ଦେବଗଡ଼଼ ଓ ନୟାଗଡ଼ ବିଜୟୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆନ୍ତଃ ଜିଲ୍ଲା ୧୪ ବର୍ଷ ବାଳକ ଓ ବାଳିକା ସିଏମ୍‌ ଟ୍ରଫି-୨୦୨୬ ଫୁଟବଲ ଚାମ୍ପିୟନସିପ୍‌ ଗାନ୍ଧୀ ଷ୍ଟାଡ଼ିୟମ, ବଲାଙ୍ଗିର ଠାରେ ତୃତୀୟ ଦିବସ ବାଳକ ବର୍ଗ ପ୍ରଥମ ଖେଳରେ
Read More...

ନାରେନ୍‌ ଠାରେ ବିଶ୍ୱ ସାଇକେଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଟିଟିଲାଗଡ ବ୍ଲକ ନାରେନ ପଞ୍ଚାୟତ ଠାରେ ବିଶ୍ୱ ସାଇକେଲ ଦିବସ ପାଳିତ ହୋଇଯାଇଛି । ସକାଳୁ ସାଇକେଲ ରେଲି ଏବଂ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ ମେରା ଯୁବା ଭାରତ ଆୟୋଜନ କରିଥିଲେ । ମା' ବୀଣାପାଣି ପାଠାଗାର, ଆଦର୍ଶ
Read More...

ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶର ଏକ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଗାର୍ଡେନଇନ୍ ହୋଟେଲଠାରେ ଅଖିଳ ଭାରତୀୟ ଅଘରିଆ ସମାଜ ଓଡ଼ିଶା ପ୍ରଦେଶର ଏକ ବୈଠକ ରାଜ୍ୟ ସଭାପତି ଦୀନବନ୍ଧୁ ନାଏକଙ୍କ‌ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବଲାଙ୍ଗିର ଆଞ୍ଚଳିକ କମିଟି ସଭାପତି, ଗାଙ୍ଗପୁର ଆଞ୍ଚଳିକ କମିଟି
Read More...

ପୋଲିସ ଆସୋସିଏସନ ତରଫରୁ ସ୍ୱାସ୍ଥ୍ୟ ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଆସୋସିଏସନ, ରାଉରକେଲା ତରଫରୁ ସାଧାରଣ ସମ୍ପାଦକ ଡ଼କ୍ଟର ସୁମନ ଦତ୍ତଙ୍କ ନେତୃତ୍ୱରେ ହୃଦରୋଗର ନିରାକରଣ ଓ ଚିକିତ୍ସା ସମ୍ବନ୍ଧୀୟ ଏକ ସ୍ୱାସ୍ଥ୍ୟ ଶିବିର ଛେଣ୍ଡ ଥାନା ପରିସରରେ ଥିବା ବରିଷ୍ଠ ନାଗରିକ ସହାୟତା କେନ୍ଦ୍ରରେ ଗତ
Read More...

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା ଦାବି କରି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ବଣେଇ, ରଘୁନାଥପାଲ୍ଲୀ, ରାଉରକେଲା ଏବଂ ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗୋଟିଏ
Read More...

ସାଲେମୁଡଗା ଗାଁରୁ ବିପୁଳ ପରିମାଣର ସାଗୁଆନ କାଠ ଜବତ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଧିନସ୍ଥ ଗନ୍ଧର୍ଲା ନିକଟ ସାଲେମୁଡୁଗା ଗାଁ ଠାରୁ ବିପୁଳ ପରିମାଣର ସାଗୁଆନ କାଠ ବଙ୍ଗୋମୁଣ୍ଡା ବନ ବିଭାଗ ଜବତ କରିଥିବା ନେଇ ସୂଚନା ମିଳିଛି । ସାଲେମୁଡୁଗା ଗାଁର ବିଭିନ୍ନ ସ୍ଥାନରେ ମାଫିଆମାନେ ସାଗୁଆନ କାଠକୁ
Read More...

ସୂଚନା ଓ ଲୋକସମ୍ପର୍କ ବିଭାଗର ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକଙ୍କ ଜିଲ୍ଲା ମହକୁମା ଛତ୍ରପୁର ଗସ୍ତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସୂଚନା ଓ ଲୋକସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ (ଦକ୍ଷିଣାଞ୍ଚଳ) ବସନ୍ତ କୁମାର ପ୍ରଧାନ ଆଜି ଛତ୍ରପୁରସ୍ଥିତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ବ୍ରହ୍ମପୁରଠାରେ ଦକ୍ଷିଣାଞ୍ଚଳ ଉପନିର୍ଦ୍ଦେଶକ ଭାବେ ନୂତନ ଦାୟିତ୍ୱ
Read More...

ବାଲିଚୁଆଁ ହିଁ ସାହା ଭରସା

ପାନୀୟ ଜଳ ପାଇଁ ଡହକ ବିକଳ ବରକାନି ଗ୍ରାମବାସୀଓଭରହେଡ୍‌ ଟାଙ୍କି ନିର୍ମାଣ କେବେ ?ଜଙ୍ଗଲ ତଲି ଗାଁ ହୋଇଥିଲେ ମଧ୍ୟ ପ୍ରଶାସନର ନଜର ପଡିନି ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ଗାଁ ଗାଁରେ ବିଶୁଦ୍ଧ ପାନୀୟ ଜଳ ପାଇଁ ସରକାର କରୁଛନ୍ତି କୋଟି କୋଟି ଟଙ୍କାର ଯୋଜନା । ପ୍ରଶାସନର ଅବହେଳା
Read More...