Browsing Category
ଓଡିଶା
ବଲାଙ୍ଗିରରେ ବଡ଼ ଦୁର୍ଘଟଣା : ଦୁର୍ଘଟଣାରେ ୩ ଆହତ ଟାଉନ ଥାନାରେ ଡ଼୍ରାଇଭର ଅଟକ
ବଲାଙ୍ଗିର : ବଲାଙ୍ଗିରରେ ବଡ଼ ଦୁର୍ଘଟଣା । ଦୁର୍ଘଟଣାରେ ୩ ଆହତ । ଆହତ ମାନଙ୍କୁ ଉଦ୍ଧାର କରି ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ୍ ଓ ହସପିଟାଲ ରେ ଭର୍ତ୍ତି କରିଥିବା ଜଣାପଡିଛି । ବଲାଙ୍ଗିର ସମ୍ବଲପୁର ରାସ୍ତା ଗାନ୍ଧୀନଗର ପଡ଼ା ବଜାଜ ସୋ ରୁମ୍ ନିକଟରେ ଓଡ଼ି ଜ୦୩ଜେଡ୍ ନମ୍ବର ବିଶିଷ୍ଟ ଏକ!-->…
Read More...
Read More...
ହ୍ୟୁମାନଙ୍କ ମେନେଜର ନାରେ ବଲାଙ୍ଗିର ଟାଉନ ଥାନାରେ ଏତଲା
ବଲାଙ୍ଗିର : ହ୍ୟୁମାନଙ୍କ ମେନେଜର ଯିବେ ଜେଲ । ବଲାଙ୍ଗିର ଟାଉନ ଥାନାରେ ହେଲା ଏତଲା । ମେନେଜର୍ ପପୁଙ୍କ ନାରେ ସାଙ୍ଘାତିକ ଅଭିଯୋଗ ଆଣି ବଲାଙ୍ଗିର ଟାଉନ ଥାନାରେ ଅଭିଯୋଗ କରାଯାଇଛି । ଘଟଣାର ସିବିଆଇ ତଦନ୍ତ ହେଉ ବୋଲି ଦାବି କରି ଆଜି ଟାଉନ ଥାନାର ଦ୍ୱାରସ୍ଥ ହୋଇ ଖ୍ରୀଷ୍ଟିଆନ୍ ସମାଜର!-->…
Read More...
Read More...
ବଲାଙ୍ଗିର ବ୍ଲକ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା : ୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ
ବଲାଙ୍ଗିର : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟ!-->…
Read More...
Read More...
ଝରଣୀପାଲି ଗ୍ରାମପଞ୍ଚାୟତରେ ଧରତୀ ମାତା ବାଚାଓ ନିଗରାନୀ ସମିତି ଗଠନ
ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଜି ଝରଣୀପାଲି ଗ୍ରାମପଞ୍ଚାୟତରେ ସରପଞ୍ଚ ଶ୍ରୀମତୀ ସୁନୀତା ସାହୁଙ୍କ ଅଧ୍ୟକ୍ଷତା ଓ ଆବାହକ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଶ୍ମି ରଞ୍ଜନ ପଧାନ ଏବଂ ଗ୍ରାମ୍ୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତଙ୍କ ପରିଚାଳନାରେ ଧରତୀ ମାତା ବଚାଓ ଅଭିଯାନ ଅନ୍ତର୍ଗତ ଧରତୀ!-->…
Read More...
Read More...
ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗୀଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା
ପଦ୍ମପୁର, (ନିରୋଜ କୁମାର ପାଣୀ) : ସୁନ୍ଦରଗଡ଼ ଜିଲ୍ଲାରେ ରାଜ୍ୟ ସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ୧୪ ବର୍ଷ ବାଳିକା ବିଭାଗରେ ବରଗଡ଼କୁ ହରାଇ ସୁନ୍ଦରଗଡ଼ ବିଜେତା ହୋଇଥିଲା ଓ ବରଗଡ଼ ଉପବିଜେତା ହୋଇଥିଲା । ଏହି ପ୍ରତିଯୋଗିତାରେ ମାଣ୍ଡୋସିଲ!-->…
Read More...
Read More...
ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଉଦଘାଟିତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସାଂସଦ କ୍ରୀଡା ମହୋତ୍ସବ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଅନସ୍ଲୋ ମିନି-ଷ୍ଟାଡିୟମରେ ମଙ୍ଗଳବାର ଉଦଘାଟିତ ହୋଇଯାଇଛି । ଏହି ଖେଳ ମହୋତ୍ସବ ଯୁବଶକ୍ତିର ଉତ୍ସାହ, ସଙ୍କଳ୍ପ ଓ ସ୍ୱପ୍ନକୁ ନୂଆ ଗତି!-->…
Read More...
Read More...
ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ କନ୍ଧମାଳ ଜିଲ୍ଲା ପରିବହନ ପ୍ରାଧିକରଣ ଆନୁକୂଲ୍ୟରେ ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମାନଙ୍କୁ ନେଇ ଶୂନ୍ୟ ସଡକ ଦୁର୍ଘଟଣା ମୃତାହତ ସପ୍ତାହ ପାଳିତ ହୋଇଯାଇଛି । ପରିବହନ!-->…
Read More...
Read More...
ବିନିକା ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ
ବିନିକା, (କେପିଏନ୍ଏସ୍) : ବିନିକା ବ୍ଲକର ବ୍ରଜ ବିହାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଶଙ୍କରାରେ ଆଜି ବ୍ଲକ ସ୍ତରୀୟ ଜୁନିଅର୍ ରେଡକ୍ରସ କାଉନ୍ସେଲର୍ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି । ଜିଲ୍ଲା ଜୁନିୟର ରେଡକ୍ରସ୍ ଅଫିସର ରବିଚନ୍ଦ୍ର ପଶାୟତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ!-->…
Read More...
Read More...
ବଲାଙ୍ଗିର ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା
"୨୭୨ଟି ପ୍ରକଳ୍ପ ପ୍ରଦର୍ଶିତ"
ବଲାଙ୍ଗିର, (କେପିଏନ୍ଏସ୍) : ଆର. ଆର କଲୋନୀ ହାଇସ୍କୁଲରେ ବଲାଙ୍ଗିର ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ନୀଳମଣି ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପ୍ରଦର୍ଶନୀ ମେଳାକୁ!-->!-->!-->…
Read More...
Read More...
କନ୍ଧମାଳ ସାଂସଦଙ୍କ ଦ୍ଵାରା ବହୁ ପ୍ରତିକ୍ଷିତ ଇଣ୍ଡୋର ଷ୍ଟାଡିୟମ ପୁନଃ ଉଦଘାଟିତ
ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର କ୍ରୀଡ଼ାବିତଙ୍କ ବହୁ ଦିନର ସ୍ୱପ୍ନ ଆଜି ସାର୍ଥକ ହୋଇଛି । କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ଦ୍ଵାରା ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ଯଥା ରୀତିନୀତି ଅନୁସାରେ ମଙ୍ଗଳବାର ଉଦଘାଟିତ!-->…
Read More...
Read More...