Browsing Category
ଓଡିଶା
କୁନ୍ତରା କଲେଜରେ ସମ୍ବିଧାନ ଦିବସ ପାଳିତ
ସମ୍ବଲପୁର, (କେପିଏନ୍ଏସ୍) : ଜି.ପି.ଆର୍ କଲେଜ, କୁନ୍ତରା, ଜିଲ୍ଲା ସମ୍ବଲପୁରର ରାଜନୀତି ବିଜ୍ଞାନ ବିଭାଗ ଦ୍ଵାରା ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ଡ଼. ରଂଜନ କୁମାର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଇଂରାଜୀ!-->…
Read More...
Read More...
ନିୟୁ ଷ୍ଟାର କ୍ଲବ ପକ୍ଷରୁ ସମ୍ବିଧାନ ଦିବସ ପାଳନ
ସୋନପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୋନପୁର ଆମ୍ବେଦକର ଛକ ଠାରେ ନିୟୁ ଷ୍ଟାର କ୍ଲବ୍ ପକ୍ଷରୁ ଭାରତ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ବିନୋଦ ପାତ୍ର, ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମାଜସେବୀ ମନୋରଞ୍ଜନ ତ୍ରିପାଠୀ ଓ!-->…
Read More...
Read More...
୫୦୦ ମିଟର ରାସ୍ତାକୁ ୧୦ ବଡ ହମ୍ପସ୍ : ଦୁର୍ଦ୍ଦଶା ଭୋଗୁଛନ୍ତି ବରିଷ୍ଠ ଓ ଭିନ୍ନକ୍ଷମ ନାଗରିକ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଚକାଚକ୍ ରାସ୍ତାକୁ ବରବାଦ କରିଦେଲେ ଯନ୍ତ୍ରୀ ଓ ଠିକାଦାର । ସୁବର୍ଣ୍ଣପୁର ସହରର ପୁରୁଣା ବସ୍ତି ଗାର୍ଲ୍ସ ହାଇସ୍କୁଲ ଛକ ଠାରୁ ବଡ଼ବଜାର ରାସ୍ତା ପୌର ପରିଷଦ ପକ୍ଷରୁ ନୂତନ ଭାବରେ ତିଆରି ହୋଇଛି । ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡି ରହିଥିବା!-->…
Read More...
Read More...
ଅକାଳରେ ଲିଭିଗଲା ରୁବିର ଜୀବନ ଦୀପ
ଜୟପାଟଣା, (ଶେଷଦେବ ବେହେରା) : କେତେ ସ୍ୱପ୍ନ ଆଙ୍କି ନଅ ମାସ ତଳେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲା ରୁବି । ମାସ ଗଡିଲା ପରେ ସବୁ ସ୍ୱପ୍ନ ଚୁର୍ମାର୍ ହେବାକୁ ବସିଲା । ଦାମ୍ପତ୍ୟ ଜୀବନର ସବୁ ସୁଖ ସମ୍ଭୋଗ ଉଜୁଡ଼ି ଗଲା । ଗତକାଲି ପୂର୍ବାହ୍ନରେ ତାର ଶାଢ଼ୀ କାନିରେ ଲଟକି ଥିବା ନିସ୍ପନ୍ଦ!-->…
Read More...
Read More...
ଶିଶୁ ମନ୍ଦିରର ୩୯ତମ ବାର୍ଷିକ କ୍ରୀଡା ଅନୁଷ୍ଠିତ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୩୯ତମ ବାର୍ଷିକ ଖେଳକୁଦ ସମାରୋହ ଦୁଇଦିନ ଧରି ହାତୀଶାଳ ପଡ଼ା ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଜୟପାଟଣା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ମୋହନ!-->…
Read More...
Read More...
ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ – ୨୦୨୫
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ-ହୀରାପୁର ପ୍ରଧାନମନ୍ତ୍ରୀ ଶ୍ରୀ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଓ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ୨୦୨୫ ସମାରୋହର ସହ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ଜୟପାଟଣା ଗୋଷ୍ଠୀ ସାଧନ କାର୍ଯ୍ୟାଳୟ!-->…
Read More...
Read More...
ଝାରବନ୍ଧର ଭାଜପା ଯୁବମୋର୍ଚ୍ଚା ସଭାପତି ହେଲେ ସତ୍ୟ ଭୂଷଣ ସାହୁ
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ମଣ୍ଡଳର ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଝାରବନ୍ଧର ବନଦୁର୍ଗା ମନ୍ଦିର ପରିସରରେ ଡା. ମୋହନ ପ୍ରସାଦ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସର୍ବସମ୍ମତିକ୍ରମେ ଭାରତୀୟ!-->…
Read More...
Read More...
ବୁଢ଼ୀପଦର ପଞ୍ଚାୟତରେ ସମ୍ବିଧାନ ଦିବସ ପାଳିତ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲାର ଏକମାତ୍ର ମହିଳା ଅନୁକୂଳ ଗ୍ରାମ ପଞ୍ଚାୟତର ମାନ୍ୟତା ପାଇଥିବା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ପଞ୍ଚାୟତ ପରିସରରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ସରପଞ୍ଚ ଲକ୍ଷ୍ମୀ ପଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି ସମାରୋହରେ ମୁଖ୍ୟ!-->…
Read More...
Read More...
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୧ତମ ବାର୍ଷିକ କ୍ରୀଡା ସମାରୋହ
ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ୪୧ତମ ଦ୍ୱିଦିବସୀୟ କ୍ରୀଡା ସମାରୋହ ଉଦଘାଟିତ ହୋଇଯାଇଛି । ବିଦ୍ୟା ମନ୍ଦିରର କୋଷାଧ୍ୟକ୍ଷ ଉପେନ୍ଦ୍ରନାଥ ଦାସଙ୍କ ସଭାପତିତ୍ୱ, ପ୍ରଧାନଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ!-->…
Read More...
Read More...
ନୂଆପଡ଼ାରେ ଜିଲ୍ଲା ସ୍ତରୀୟ ଖରିଫ ଧାନକ୍ରୟ କମିଟି ବୈଠକ
ଡିସେମ୍ବର ୦୩ ତାରିଖରୁ ଧାନ କ୍ରୟ ଆରମ୍ଭ
ନୂଆପଡ଼ା, (କେପିଏନ୍ଏସ୍) : ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଖରିଫ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବିଧାୟକ ଖଡିଆଳ ଅଧିରାଜ!-->!-->!-->…
Read More...
Read More...