Browsing Category

ଓଡିଶା

ବଲାଙ୍ଗିର ପଲିଥିନ୍ ବର୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌର ପରିଷଦ ତରଫରୁ ବରିଷ୍ଠ ନାଗରିକ ମାନଙ୍କ ସହଭାଗିତାରେ ପଲିଥିନ୍ ବର୍ଜନ ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସହରର ଗୋପାଳଜୀ ମନ୍ଦିରରୁ ଏହି ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍ ବର୍ଜନ ଅଭିଯାନର ଶୁଭାରମ୍ଭ କରାଯାଇଥିଲା ।
Read More...

ରାସ୍ତାରେ ପାଇଥିବା ମୋବାଇଲକୁ ଫେରାଇଲେ ଜୁରାବନ୍ଧ କପିଳେଶ୍ୱର ଯୁବକ ସଂଘର ସମ୍ପାଦକ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭାଲୁମୁଣ୍ଡା ରାସ୍ତାରେ ପାଇଥିବା ମୋବାଇଲକୁ ହଜାଇଥିବା ଯୁବକଙ୍କୁ ଫେରାଇଲେ ଜୁରାବନ୍ଧ ଗାଁର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ କପିଳେଶ୍ୱର ଯୁବକ ସଂଘର ସମ୍ପାଦକ ତୁଳାଚନ୍ଦ୍ର ପୋଡ଼ । ତୁଳାଚନ୍ଦ୍ର ରାସ୍ତାରେ
Read More...

ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ ବଲାଙ୍ଗିର ଶାଖା ପକ୍ଷରୁ ସାମ୍ବାଦିକ ସମ୍ବିଳନୀ

ବଲାଙ୍ଗିର, (କେପିଏନ୍‌ଏସ) : ବଲାଙ୍ଗିର ସାମ୍ବାଦିକ ଭବନଠାରେ ମହିଳା ସ୍ୱାସ୍ଥ୍ୟକର୍ମୀ ବଲାଙ୍ଗିର ଶାଖାର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଓଡିଶା ବହୁମୁଖୀ ମହିଳା ସ୍ୱାସ୍ଥ୍ୟକର୍ମୀ ସଂଘ, ବଲାଙ୍ଗିର ପକ୍ଷରୁ ପଦୋନ୍ନତି ପ୍ରକ୍ରିୟାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି ।
Read More...

‘ମନ କି ବାତ’ର ୧୩୨ତମ ଅଧ୍ୟାୟରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ମତ୍ସ୍ୟ ଚାଷରେ ସମ୍ବଲପୁରର ସୁଜାତା ଭୂୟାଁଙ୍କ ସଫଳତା ବିଷୟରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ, (ପିଆଇବି) : ମୋର ପ୍ରିୟ ଦେଶବାସୀଗଣ, ନମସ୍କାର ।‘ମନ୍ କି ବାତ୍’ରେ ପୁଣିଥରେ ଆପଣ ସମସ୍ତଙ୍କୁ ସ୍ୱାଗତ । ଏହି ମାର୍ଚ୍ଚ ମାସଟି ବିଶ୍ୱସ୍ତରରେ ଅତ୍ୟଧିକ ଗତିବିଧିପୂର୍ଣ୍ଣ ରହିଛି ।
Read More...

ଦେଓଗାଁ ଚିନିକଳ ସଂଘର୍ଷ ସମିତି ବୈଠକ

ଆସନ୍ତା ୮ ତାରିଖରେ ଜିଲ୍ଲାପାଳ ଅଫିସରେ ଧାରଣା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ଚିନିକଳ ପୁନଃଉଦ୍ଧାର ପାଇଁ ବାରମ୍ବାର ଆଲୋଚନା ଏବଂ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ସରକାରଙ୍କ ସମ୍ପୂର୍ଣ୍ଣ ନିରବତା ଏବଂ
Read More...

ଭାରତୀୟ ଶିକ୍ଷଣ ମଣ୍ଡଳର ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ପୂର୍ଣ୍ଣଚନ୍ଦ୍ର ରଥ ପାଠାଗାରର ପ୍ରତିଷ୍ଠାତା ସ୍ୱର୍ଗତ ବାଞ୍ଛାନିଧି ରଥଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ଶୋକସଭାର ଆୟୋଜନ ହୋଇଥିଲା । ୧୯୩୨ ମସିହାରେ ଜନ୍ମିତ ସ୍ୱର୍ଗତ ରଥଙ୍କ ମୃତ୍ୟୁ ସମୟରେ ୯୩ ବର୍ଷ ବୟସ ହୋଇଥିଲା । ତାଙ୍କ
Read More...

ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ

ମହୀମୁଣ୍ଡା, (କେପିଏନ୍‌ଏସ୍‌) : ମହୀମୁଣ୍ଡା ଜଗନ୍ନାଥ ପଡ଼ା ଆନୁକୂଲ୍ୟରେ ଦୀର୍ଘ ବର୍ଷ ହେଲା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ‌ ପୂଜନୋତ୍ସବ ଦୀର୍ଘ ୭୨ ବର୍ଷ ହେଲା ପାଳନ କରାଯାଉଛି । ଏହି ମହୋତ୍ସବରେ ପ୍ରାୟ ,୧୨୦ଜଣ ଉଭୟ ପୁରୁଷ ଓ ମହିଳା ପୂଜା ନିୟମକୁ ମାନିବା ସହିତ
Read More...

ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ

ପ୍ରତାପ ସଭାପତି, ପ୍ରୀୟଜିତ ସମ୍ପାଦକ ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ନିର୍ବାଚନ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ୩୦ପର୍ଯ୍ୟନ୍ତ ମତଦାନ କାର୍ଯ୍ୟକ୍ରମ ହୋଇଥିଲା ବେଳେ ସନ୍ଧ୍ୟାରେ ଗଣତି ଫଳାଫଳ ଘୋଷଣା
Read More...

ତୁରେକେଲାରୁ କର୍ଣ୍ଣାଟକ ଦାଦନ ଖଟିବାକୁ ଯାଇ ଶ୍ରମିକ ନିଖୋଜ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ବଡ଼ବାଙ୍କି ଗାଁର ଅବିନାଶ ଜଗତ ଦାଦନ ଶ୍ରମିକ ଭାବେ କର୍ଣ୍ଣାଟକ ଇଟାଭାଟିରେ କାମ କରୁଥିବା ବେଳେ ସେ ଯଶୋବନ୍ତପୁର ଷ୍ଟେସନରୁ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅବିନାଶ ଘରକୁ ଫେରିବା ପାଇଁ
Read More...

ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଏସ୍‌ପି ଅଭିଳାଷ ଏକ ବଡ଼ ସୂଚନା ଦେଇଛନ୍ତି । ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ପୋଲିସର ପ୍ରାଥମିକ ତଦନ୍ତ ପରେ ପିଏସ୍‌ଓଙ୍କ ବିରୋଧରେ ଶୃଙ୍ଖଳାଗତ
Read More...