Browsing Category
ଓଡିଶା
ଆମ ପୁଲିସର ବୈଠକ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୯ ଥାନା ଆମ ପୁଲିସ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ସହ ଭାବ ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ରଞ୍ଜନ କୁମାର ନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଆମ ପୁଲିସର ସଭ୍ୟ ମାନଙ୍କ ସହ!-->…
Read More...
Read More...
ପଦ ହରାଇଲେ ସରପଞ୍ଚ ଲତା, ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କଲେ ବିଜୟ
ସଇଁତଲା, (ଖୁସିରାଣୀ ସାହୁ) : ପଦ ହରାଇଲେ ସଇଁତଲା ବ୍ଲକ ବୁଢାବାହାଲ ଗ୍ରାମ ପଞ୍ଚାୟତର ସରପଞ୍ଚ ଲତା କୁମ୍ଭାର । ନାଏବ ସରପଞ୍ଚ ବିଜୟ ସେଲମା ପିନ୍ଧିଲେ ବିଜୟ ମୁକୁଟ । ଏବେ ନୂତନ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜୟ । ସୂଚନା ଅନୁସାରେ ଗତ ୩୦ ଜୁନ୍ରେ ସରପଞ୍ଚ ଲତାଙ୍କ ବିରୋଧରେ!-->…
Read More...
Read More...
ବଲାଙ୍ଗିର ପୋଲିସ ହାତରେ ଧରାପଡିଲେ ୧୭ ଜୁଆଡ଼ି
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସଦର ଥାନା ପୋଲିସ ହାତରେ ୧୭ ଜୁଆଡ଼ି । ସଦର ଥାନା ଅନ୍ତର୍ଗତ କୁଟୁରାପାଲି ଗାଁରେ ଚାଲିଥିଲା ଏକ ବଡ଼ ଜୁଆ ଆଡ୍ଡା । ଆଉ ଏହି ଜୁଆ ଆଡ୍ଡା ଭିତରେ ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର ଜିଲ୍ଲାର ୧୭ ଜୁଆଡି ଲକ୍ଷ ଲକ୍ଷ ଟଙ୍କାର ଜୁଆ ଖେଳୁଥିଲେ ।!-->…
Read More...
Read More...
ଦୁଲୁକିଲା ଖଲିଆଭଟା ସରକାରୀ ଉଚ୍ଚ ବିଦ୍ୟାଳୟ ମଞ୍ଚ
ଜୟପାଟଣା, (ଶେଷଦେବ ବେହେରା) : ଖଲିଆଭଟା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଞ୍ଚଠାରେ ୨୦୨୫ ଜୋନ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ ପ୍ରତିଯୋଗିତା ସମାରୋହର ସହ ପାଳିତ ହୋଇଯାଇଛି । କଳାହାଣ୍ଡି, ନବରଙ୍ଗପୁର, ନୂଆପଡା ଜିଲ୍ଲା ଜୋନ ସ୍ତରୀୟ ବିଦ୍ୟାଳୟ ମାନଙ୍କରୁ ଛାତ୍ରଛାତ୍ରୀମାନଙ୍କ!-->…
Read More...
Read More...
ବ୍ରହ୍ମପୁର ବିମାନ ବନ୍ଦର ଟ୍ରାଫିକ ସମସ୍ୟାର ଶୀଘ୍ର କାର୍ଯ୍ୟ ସମାପ୍ତି କରିବା ପାଇଁ ଓଡ଼ିଏଫକୁ ଗଞ୍ଜାମ ଜିଲ୍ଲାପାଳଙ୍କ…
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଓ ଗଞ୍ଜାମ ଜିଲ୍ଲାରେ ଚାଲିଥିବା ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଓଡ଼ିଶା ଡେଭେଲପମେଣ୍ଟ ଫୋରମ(ଓଡ଼ିଏଫ୍)ର ସଦସ୍ୟମାନେ ଗଞ୍ଜାମ ଜିଲ୍ଲାପାଳଙ୍କୁ ଭେଟି ଗତକାଲି ଆଲୋଚନା କରିଛନ୍ତି । ରଙ୍ଗେଇଲୁଣ୍ଡା ବିମାନ ବନ୍ଦର,!-->…
Read More...
Read More...
ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ ଠକ୍କର ବାପା ଜୟନ୍ତୀ ପାଳିତ
ନୂଆପଡା, (କେପିଏନ୍ଏସ୍) : ନୂଆପଡା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମହୁଲପଡା ସେବାଶ୍ରମ ବିଦ୍ୟାଳୟରେ "ଠକ୍କର ବାପା ଜୟନ୍ତୀ" ପ୍ରଧାନ ଶିକ୍ଷକ କମଳ ସିଂ ମାଝୀଙ୍କ ଅଧ୍ୟକ୍ଷତା ପାଳିତ ହୋଇଥିଲା । ସର୍ବପ୍ରଥମେ ବିଦ୍ୟାଳୟ!-->…
Read More...
Read More...
ଜି.ପି.ଆର କଲେଜ କୁନ୍ତରାରେ ଆକସ୍ମିକ ବିପତ୍ତି ପରିଚାଳନା ପ୍ରଶିକ୍ଷଣ ଶିବିର
ଝାରସୁଗୁଡ଼ା, (କେପିଏନ୍ଏସ୍) : ଓଡ଼ିଶା ସରକାରଙ୍କ ଓ.ଏସ. ଏ.ପି ଦ୍ଵିତୀୟ ବାଟାଲିୟନ, ଓଡ୍ରାପ୍ ଦଳ, ଝାରସୁଗୁଡ଼ା ଆନୁକୂଲ୍ୟରେ ଦୁଇଦିନ ବ୍ୟାପି ଆକସ୍ମିକ ବିପତ୍ତିର ସୁପରିଚାଳନା ପାଇଁ ଜି.ପି.ଆର କଲେଜ, କୁନ୍ତରା, ସମ୍ବଲପୁରରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ.!-->…
Read More...
Read More...
ଧର୍ମପରାୟଣା ପ୍ରଭାବତୀ ରଥଙ୍କ ଦେହାନ୍ତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧର୍ମପରାୟଣା ମହିଳା ଶ୍ରୀମତୀ ପ୍ରଭାବତୀ ରଥ (୮୭)ଙ୍କ ଶୁକ୍ରବାର ମଧ୍ୟାହ୍ନରେ ତାଙ୍କ ନିଜସ୍ଵ ବାସଭବନ ବ୍ରହ୍ମପୁର ନିକଟସ୍ଥ ନିମଖଣ୍ଡି ଗ୍ରାମରେ ପରଲୋକ ହୋଇଯାଇଛି । ସେ ଜଣେ ଆଧ୍ୟାତ୍ମିକ ସମ୍ପନ୍ନା, ଜଗନ୍ନାଥପ୍ରେମୀ ଓ ପରୋପକାରୀ, ମେଳାପି,!-->…
Read More...
Read More...
ଶ୍ରମିକ ବିରୋଧୀ କଳା ଶ୍ରମ କୋଡ଼ ପ୍ରତ୍ୟାହାର ଦାବିରେ ମହାମହିମ ରାଷ୍ଟ୍ରପତିଙ୍କୁ ମିଳିତ ଟ୍ରେଡ ୟୁନିୟନ ମଞ୍ଚର…
ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ସରକାରଙ୍କ ଦ୍ଵାରା ଲାଗୁ କରାଯାଇଥିବା ଚାରୋଟି ଶ୍ରମ କୋଡ଼ ଶ୍ରମିକ ବିରୋଧୀ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ଆଜି ମିଳିତ ଟ୍ରେଡ ୟୁନିୟନ ମଞ୍ଚ ତରଫରୁ ଆରଏଲସିଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କୁ ଦାବିପତ୍ର ଦିଆଯାଇଅଛି ।!-->…
Read More...
Read More...
ଅନ୍ତର୍ଜାତୀୟ ଜାଗୁଆର ଦିବସ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ମେକ୍ସିକୋରୁ ଆର୍ଜେଣ୍ଟିନା ପର୍ଯ୍ୟନ୍ତ ଅଠରଟି ଦେଶକୁ ଘେରି ରହୁଥିବା ଜାଗୁଆର ହେଉଛି ଲାଟିନ୍ ଆମେରିକା ଅଞ୍ଚଳର ସବୁଠାରୁ ବଡ଼ ମାଂସାଶୀ ପ୍ରାଣୀ । ଏହି ଆକର୍ଷଣୀୟ ବଡ଼ ବିରାଡ଼ି ଜାତୀୟ ଶିକାରୀ ପ୍ରାଣୀ ବହୁତ ଶକ୍ତିଶାଳୀ, ଏବଂ ସେମାନଙ୍କ ଉପସ୍ଥିତି!-->…
Read More...
Read More...