Browsing Category

ଓଡିଶା

ଜାତୀୟ ସ୍ତରରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଞ୍ଚିସ୍ଥିତ ତାନା ଭଗତ ଇନ୍‌ଡୋର ଷ୍ଟାଡିୟମ ଠାରେ ୨୩ତମ ସର୍ବ ଭାରତୀୟ ଫେଡେରେସନ କପ -୨୦୨୫ ଅନୁଷ୍ଠିତ ହୋଇଯାଇଛି । ପ୍ରତିଯୋଗିତାକୁ ଅଲ ଇଣ୍ଡିଆ ସେଇସିନ୍‌କାଇ ଶିଟୋର‍୍ୟୁ କରାଟେ ଡୁ ଫେଡେରେସନର ମୁଖ୍ୟ ହାଂସି ପ୍ରେମଜିତ ସେନଙ୍କ ତତ୍ୱାବଧାନରେ ଆୟୋଜିତ
Read More...

ବାଧିତ ଜନବନ୍ଧୁ ପ୍ରଭାକର ରଥଙ୍କ ୧୦୫ତମ ଜୟନ୍ତୀ ପାଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗାମୀ ପିଢି ମାର୍ଗଦର୍ଶକ କର୍ମତତ୍ପର, ସମାଜସେବା, ଦେଶପ୍ରେମ ଭାବ ମନରେ ଜାଗ୍ରତ କରାଇବାକୁ ଓ ପରଉପକାରରେ ବ୍ରତୀ କରାଇବା ହେଲେ ଏପରି ନିଃସ୍ୱାର୍ଥପର ସେବା କରିଥିବା ପ୍ରଭାକର ରଥଙ୍କ ପରି ସେବକମାନଙ୍କ ଜୟନ୍ତୀ ସମାରୋହ କରାଇବାକୁ ପଡିବ ବେଶଲି ମଂଚାସୀନ
Read More...

ଦେଶକୁ ନୂତନ ବର୍ଷର ଉପହାର ଦେଲା ଭାରତୀୟ ରେଳବାଇ

ଗୌହାଟୀ ଏବଂ ହାଓଡ଼ା ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର୍ ଟ୍ରେନ୍ ନୂଆଦିଲ୍ଲୀ, (ପିଆଇବି) : ନୂଆବର୍ଷରେ ଦେଶବାସୀଙ୍କ ପାଇଁ ନୂଆ ଉପହାର ନେଇ ଆସିଛି ଭାରତୀୟ ରେଳବାଇ । ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ ଖୁବଶୀଘ୍ର ଆସାମର ଗୌହାଟୀ ଏବଂ ପଶ୍ଚିମବଙ୍ଗର ହାଓଡା ମଧ୍ୟରେ
Read More...

ସ୍କିଲ୍ ଦ ନେସନ୍ ଏଆଇ ଚ୍ୟାଲେଞ୍ଜର ଶୁଭାରମ୍ଭ କଲେ ରାଷ୍ଟ୍ରପତି

● ରାଇରଙ୍ଗପୁରଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଦକ୍ଷତା କେନ୍ଦ୍ରକୁ ଆଭାସୀ ମାଧ୍ୟମରେ କଲେ ଉଦଘାଟନ● ଭାରତ ଭଳି ଏକ ଯୁବ ରାଷ୍ଟ୍ର ପାଇଁ ଏଆଇ କେବଳ ଏକ ପ୍ରଯୁକ୍ତିବିଦ୍ୟା ନୁହେଁ, ବରଂ ସକାରାତ୍ମକ ପରିବର୍ତ୍ତନ ପାଇଁ ଏକ ପ୍ରକୃଷ୍ଟ ସୁଯୋଗ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ,
Read More...

ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ରାଇରଙ୍ଗପୁର ଠାରେ ଇଗ୍ନୋର ଆଞ୍ଚଳିକ କେନ୍ଦ୍ର ଓ ଦକ୍ଷତା କେନ୍ଦ୍ର ଲୋକାର୍ପିତ

• ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ପାଠପଢା ସହିତ ଦକ୍ଷତା ଶିକ୍ଷା, ଜନଜାତି ଅଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ• ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ଅଧୀନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆଭାସୀ ମାଧ୍ୟମରେ ଲୋକାର୍ପିତ• ରାଷ୍ଟ୍ରପତିଙ୍କ ମାର୍ଗଦର୍ଶନରେ ସମାଜର ଅନ୍ତିମ
Read More...

ତ୍ରିନାଥ ସିଂହଙ୍କୁ ‘ଟାଇମପାସ୍ ବେଷ୍ଟ ସେଲର ଆୱାର୍ଡ଼’

ରାଉରକେଲା, (ସସ୍ମିତା ପ୍ରଧାନ) : ସୁପରିଚିତ କବି ଓ ଔପନ୍ୟାସିକ ତ୍ରିନାଥ ସିଂହଙ୍କୁ ତାଙ୍କ ରଚିତ ଉପନ୍ୟାସ 'ଦୁଇଫର୍ଦ୍ଦ ଆକାଶ' ପାଇଁ ଓଡ଼ିଶାର ପ୍ରତିଷ୍ଠିତ ପ୍ରକାଶନ ସଂସ୍ଥା ଟାଇମପାସ୍ ତରଫରୁ ୨୦୨୫ ମସିହା ପାଇଁ 'ବେଷ୍ଟ ସେଲର ଆୱାର୍ଡ଼'ରେ ସମ୍ବର୍ଦ୍ଧିତ କରାଯାଇଛି । ୧୯୯୯ ମସିହା
Read More...

କାବ୍ୟସନ୍ଧ୍ୟା ଓ ନନ୍ଦକିଶୋର ବଳଙ୍କ ଜୟନ୍ତୀ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : କଲଚରାଲ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ ପୂରାତନ ବର୍ଷକୁ ବିଦାୟ ଓ ନୂତନ ବର୍ଷକୁ ସ୍ୱାଗତ କରିବା ସହିତ ପଲ୍ଲୀ
Read More...

ରାମକୃଷ୍ଣ ମିଶନର କଳ୍ପତରୁ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ରାମକୃଷ୍ଣ ମିଶନ ତରଫରୁ ନବବର୍ଷରେ କଳ୍ପତରୁ ଦିବସ ପାଳନ ହୋଇଯାଇଛି । ମିଶନର ସ୍ୱାମୀ ପୂଜାନନ୍ଦଜୀ, ଗୋଲୋକେଶାନନ୍ଦଜୀ ମହାରାଜ ଓ ମିଶନ ପରିଚାଳନା ସମିତିର ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି
Read More...

ସେକ୍ଟର ୧୯ ଥାନାର ଆମ ପୁଲିସ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୧୯ ଥାନା ପକ୍ଷରୁ ଆମ ପୁଲିସ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେକ୍ଟର ୧୯ ଥାନା ପ୍ରଭାରୀ ବୈଦ୍ୟନାଥ ସାହୁଙ୍କ ଆବାହକତ୍ୱ ଓ ଆମ ପୁଲିସର ବରିଷ୍ଠ ସଦସ୍ୟ ଡ. ସୁମନ ଦତ୍ତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଡିଏସପି ଯୋଗେଶ୍ୱର
Read More...

ସଡକ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାନୁୟାରୀ ୧ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଅବସରରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗର ଆନୁକୂଲ୍ୟରେ ଜିଲାସ୍ତରୀୟ ସଡକ ସୁରକ୍ଷା ସପ୍ତାହ ପାଳନ କରାଯାଉଛି । ଏହି ଉପଲକ୍ଷେ ଗୁରୁବାର ପୂର୍ବାହ୍ନରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ
Read More...