Browsing Category

ଓଡିଶା

ବଲାଙ୍ଗିର ଉଠା ଜଳସେଚନ ବିଭାଗ ପକ୍ଷରୁ ବିଭାଜନ ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଂଚାୟତ ପକ୍ଷ ପାଳନ ହୋଇଯାଇଛି । ଉଠା ଜଳସେଚନ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଶାନ୍ତିପଡ଼ା କଲ୍ୟାଣ ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦେବକୀ ସାହୁ ଯୋଗଦେଇ ପାଣି
Read More...

ଜିଲ୍ଲାସ୍ତରୀୟ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ମହିଳା ସଂଗଠନ ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଭାରତର ପ୍ରଥମ ନାର‍ୀ ଶିକ୍ଷୟିତ୍ରୀ ମାତା ସାବିତ୍ରୀବାଇ ଫୁଲେ ଜୟନ୍ତୀ ଯାଦବ ଭବନ ଠାରେ ସଭାନେତ୍ରୀ ସବିତା ନନ୍ଦଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଅଛି । ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସୂଚନା
Read More...

ଜାନୁୟାରୀ ୧୯ରୁ ସର୍ବଭାରତୀୟ ଲାଲମନି କ୍ରିକେଟ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା କ୍ରିକେଟ ସଙ୍ଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିଅମରେ ଚଳିତ ମାସ ୧୯ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ୩୭ତମ ସର୍ବଭାରତୀୟ ଲାଲମନି କ୍ରିକେଟ ପ୍ରତିଯୋଗିତା (ଲାଲମନି କ୍ରିକ ଫେଷ୍ଟ -୨୦୨୬) ହେବା ନେଇ ଜିଲ୍ଲା କ୍ରିକେଟ ସଙ୍ଘ
Read More...

ଜାନୁୟାରୀ ୭ରୁ ୧୧ ଧୁମଧାମରେ ଅନୁଷ୍ଠିତ ହେବ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବ : ଜିଲ୍ଲାପାଳ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲାରେ ମହିମା ସୁବର୍ଣ୍ଣ ଲୋକ ମହୋତ୍ସବର ଯେଉଁ ମହାନ୍‌ ପରାକାଷ୍ଠା ରହିଛି, ତାହାକୁ ରାଜ୍ୟ ତଥା ଦେଶର କୋଣ ଅନୁକୋଣକୁ ପହଞ୍ଚାଇବାକୁ ସମସ୍ତେ ମିଳିତ ଉଦ୍ୟମ କରିବାକୁ ରାମେଶ୍ବର ଷ୍ଟାଡିୟମରେ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ହ୍ୟୁମାନିଟି ଫାଉଣ୍ଡେସନର ସାମ୍ବାଦିକ ସମ୍ମିଳନୀ

ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହ୍ୟୁମାନିଟି ଫାଉଣ୍ଡେସନର ଦ୍ୱିତୀୟ ବାର୍ଷିକୋତ୍ସବ ଆସନ୍ତା ୧୨ ତାରିଖରେ ହେବାକୁ ଥିବାବେଳେ ଏନେଇ ଏକ ସାମ୍ୱାଦିକ ସମ୍ମିଳନୀ ସେକ୍ଟର ୭ ଇସ୍ପାତ ସାହିତ୍ୟ ସଂସଦ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର
Read More...

ଆନ୍ତଃ ରାଜ୍ୟ କରାଟେ ଚମ୍ପିୟାନସିପ ୨୦୨୬ ସମ୍ପନ୍ନ

ରାଉରକେଲା, (ସସ୍ମିତା ପ୍ରଧାନ) : ଦ୍ୱିଦିବସୀୟ ଆନ୍ତଃ ରାଜ୍ୟ ଫୁଲ୍ କଣ୍ଟାକ୍ଟ କରାଟେ ଚମ୍ପିୟାନସିପ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କ୍ୟୁକୁସିଆନ କୁନବୁକାଇ ଓଡିଶାର ସ୍କୁଲ ଅଫ ମାର୍ଶାଲ ଆର୍ଟ ତରଫରୁ ଜଲଦା ସ୍ଥିତ ଅରିନ୍ଦମ ପାଲେସ ଠାରେ ଆୟୋଜିତ ଏହି ଚାମ୍ପିଅନସିପରେ ଓଡିଶା,
Read More...

କଣ୍ଟାବାଞ୍ଜି ମାଟିର ମହୋତ୍ସବ ପାଇଁ ଶୁଭଖମ୍ବ ସ୍ଥାପନ

ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ରେଲୱେ ଖେଳ ପଡ଼ିଆ ଠାରେ ଆସନ୍ତା ଜାନୁୟାରୀ ୯ ତାରିଖରୁ ଆରମ୍ଭ ହୋଇ ତିନିଦିନ ଧରି ଆୟୋଜିତ ହେବ । ୨ୟ ବର୍ଷ କଣ୍ଟାବାଞ୍ଜି ମାଟିର ମହୋତ୍ସବ ୨୦୨୬ ପାଇଁ ସୋମବାର ସକାଳ ୧୧ ଟା ସମୟରେ ରେଲୱେ ଖେଳ ପଡ଼ିଆ ଠାରେ ଆୟୋଜକ
Read More...

ବରଗଡ଼ ଜିଲ୍ଲା ଏମ୍‌ ଶ୍ରୀଗିଡା ଗ୍ରାମରେ ଏକ ବଡ଼ ଧରଣର ଚୋରି ଘଟଣା

ବିଜେପୁର, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଏମ୍‌ ଶ୍ରୀଗିଡା ଗ୍ରାମରେ ଗତକାଲି ରାତିରେ ଏକ ବଡ଼ ଧରଣର ଚୋରି ଘଟଣା ଘଟିଥିବା ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଗ୍ରାମର ସୌଭାଗ୍ୟ ମେହେର ଓ ତାଙ୍କ ପରିବାର ସଦସ୍ୟମାନେ ବିଶ୍ୱପ୍ରସିଦ୍ଧ
Read More...

ସନ୍ତୁଳିତ ସାର ପ୍ରୟୋଗକୁ ପ୍ରୋତ୍ସାହନ : ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସବ୍‌ସିଡ଼ି

"କୃଷି କ୍ଷେତ୍ରରେ ସୁଲଭତା ଏବଂ ଉତ୍ପାଦକତା ସୁନିଶ୍ଚିତ” ପ୍ରମୁଖ ବିନ୍ଦୁ● ନୂତନ ସହାୟତା ହାର: ସରକାର ରବି ଋତୁ ୨୦୨୫-୨୬ ପାଇଁ ପୋଷକ ତତ୍ତ୍ୱ ଭିତ୍ତିକ ସହାୟତା ଦରକୁ ଅନୁମୋଦନ କରିଛନ୍ତି । ଏହା ୧ ଅକ୍ଟୋବର ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ । ଏଥିରେ ଡିଏପି
Read More...

ପୋଲିସ–ଜନତା ସମ୍ପର୍କ ସୁଦୃଢ଼ କରିବାରେ ଏକ ଅନୁକରଣୀୟ ପଦକ୍ଷେପ :
ଠୂଟିଭଟାରେ ଖପ୍ରାଖୋଲ ପୋଲିସର ଜନସମ୍ପର୍କ ଶିବିର ସଫଳ…

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ପୋଲିସର ସୌଜନ୍ୟରେ ଖପ୍ରାଖୋଲ ପୋଲିସ ତରଫରୁ ସୋମବାର ଠୂଟିଭଟା ଗ୍ରାମରେ ଏକ ବୃହତ୍ ଜନସମ୍ପର୍କ ଶିବିର ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖପ୍ରାଖୋଲ ଥାନା ଅଧିକାରୀ ନରେନ୍ଦ୍ର ଛତର ଅଧ୍ୟକ୍ଷତା କରିଥିବା ବେଳେ,
Read More...