Browsing Category

ଓଡିଶା

କେସିଙ୍ଗା ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲାର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ଚାଲିଥିବା ଛାତ୍ରୀମାନଙ୍କ ଆତ୍ମସୁରକ୍ଷା ତାଲିମ ଶିବିର ତା. ୯.୧.୨୦୨୬ରୁ ୧୬.୧.୨୦୨୬ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଥିବାବେଳେ ଶୁକ୍ରବାର ଉଦଯାପିତ ହୋଇଯାଇଛି ।
Read More...

ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଲର୍ଣ୍ଣିଂ ଲିଙ୍କ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସି ମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଡଭେଲା
Read More...

ଶ୍ରୀ ଅରବିନ୍ଦ ଶ୍ରୀତନୁ ସ୍ମାରକୀ ବାର୍ଷିକ ଉତ୍ସବ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଯଉଁରାଭଉଁରା ପଞ୍ଚାୟତ ଅନ୍ତର୍ଗତ ପୂର୍ଣ୍ଣସେତୁ ଚଢ଼େଇଗୁଡ଼ି ଠାରେ ଶ୍ରୀ ଅରବିନ୍ଦଙ୍କ ଶ୍ରୀତକୁ ସ୍ମାରକୀ ତଥା (ରିଲିକ୍ସ) ପ୍ରତିଷ୍ଠା ୧୬ ତମ ବାର୍ଷିକ ଉତ୍ସବ ବୁଧବାର ଦିନ ପାଳିତ ହୋଇଯାଇଛି । ସୂଚନାଯୋଗ୍ୟ
Read More...

ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ରହଣୀ ଦାବୀ କଲେ ଛତ୍ରପୁର ବିଧାୟକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଫାଲକନାମା ଏକ୍ସପ୍ରେସ ଓ ୟଶବନ୍ତପୁର–ହାଓଡ଼ା ଏକ୍ସପ୍ରେସ ଏହି ଦୁଇ ଦୂରଗାମୀ ଟ୍ରେନ୍ ଛତ୍ରପୁର ରେଳଷ୍ଟେସନରେ ରହଣି ନିମନ୍ତେ ଦାବୀ ହୋଇଛି । ଲୋକଙ୍କର ଦୀର୍ଘଦିନର ଏହି ଦାବୀକୁ ଉପସ୍ଥାପନ କରି କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର
Read More...

ସ୍ୱର୍ଗତ ଚନ୍ଦ୍ରମଣି ସାହୁଙ୍କ ପରିବାରଙ୍କୁ ସାନ୍ତ୍ୱନା ଦେଲେ ବିଜେପି ପରିବାର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳର ଜଣାଶୁଣା ସମାଜସେବୀ ତଥା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଚନ୍ଦ୍ରମଣି ସାହୁଙ୍କ ବୁଧବାର ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦେହାନ୍ତ ହୋଇଯାଇଛି । ଖବର ପାଇ ପଦ୍ମପୁର ବିଜେପି ବିଧାୟକ ପ୍ରାର୍ଥୀ
Read More...

ସଂକ୍ରୀରେ ଏକ ଦିବସୀୟ ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମ ଠାରେ ପ୍ରଥମ କରି ଲିଜେଣ୍ଡ ଫୁଟବଲ ଟୁର୍ଣ୍ଣାମେଣ୍ଟ ଜ୍ୟୋତି ସ୍ପୋର୍ଟିଂ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଆଠଟି ଫୁଟବଲ ଦଳ ମାଣ୍ଡିଆଢିପା, ବରଭଟା, ଦହିତା, ସଂକ୍ରୀ, ଘନାମାଲ, ପାଟଣାଗଡ଼,
Read More...

ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ଖରିଫ ବିପଣନ ୨୦୨୫-୨୬ ଋତୁ ପାଇଁ ମାଣ୍ଡିଆ, ଡାଲି ଏବଂ ତୈଳବୀଜ ଜାତୀୟ ଫସଲର କ୍ରୟ ନିମନ୍ତେ ସ୍ଥାନୀୟ ଖଣ୍ଡୀୟ ବନ ଅଧିକାରୀଙ୍କ ସଭାଗୃହରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ବଲାଙ୍ଗିର ପରିସରରେ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା ସଫଳତାର ସହ ଆୟୋଜିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଦକ୍ଷତା ବିକାଶ ତଥା ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ
Read More...

ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଅବ୍ୟବସ୍ଥା ଦେଖି ବର୍ଷିଲେ ବିଧାୟକ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ମାତୃ ଶିଶୁ ହସ୍ପିଟାଲରେ ଶୁକ୍ରବାର ସକାଳେ ଜଣେ ରୋଗୀ ବିଧାୟକ ନବୀନ ଜୈନଙ୍କୁ ଫୋନ୍ କରି ହେଉଥିବା ଅବ୍ୟବସ୍ଥା ବିଷୟରେ ଅଭିଯୋଗ କରିବା ପରେ ନିଜେ ବିଧାୟକ ନବୀନ ଜୈନ ଗାଡ଼ି ଧରି ମାତୃ ଶିଶୁ ହସ୍ପିଟାଲରେ ପହଞ୍ଚିଥିଲେ । ସେ ଭିତରେ ଥିବା
Read More...

ପି ପି ଏକାଡେମୀର ବାର୍ଷିକ କ୍ରୀଡା ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପି ପି ଏକାଡେମୀର ଦୁଇଦିନିଆ ବାର୍ଷିକ କ୍ରୀଡା ପ୍ରଧାନ ଶିକ୍ଷକ ଦ୍ୟୁତି ରଞ୍ଜନ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ରମାନେ ସମଲେଶ୍ୱରୀ ମନ୍ଦିରରୁ ଏକ ଶୋଭାଯାତ୍ରାରେ ଆସି ମଶାଲ ସ୍ଥାପନ କଲା ପରେ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ
Read More...