Browsing Category
ଓଡିଶା
ଆମରଣ ଅନଶନ ପ୍ରତ୍ୟାହାର ପରେ ବିଭାଗୀୟ ତଦନ୍ତ ଆରମ୍ଭ
ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ଉନ୍ନୟନ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିକୁ ନେଇ ସମାଜସେବୀ ଚିନ୍ତାମଣି କୁମାର ଇନ୍ଦ୍ରାବତୀ ଜଳ ସମ୍ପଦ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଆମରଣ ଅନଶନ ଆରମ୍ଭ କରିଥଲେ । ଅନଶନର ଛଅ ଘଣ୍ଟା ପରେ ମୁଖ୍ୟ!-->…
Read More...
Read More...
ଉପଖଣ୍ଡ କ୍ରୀଡା ସଂଘ କପ : ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ ଉଦଘାଟିତ, ଏଫ. ସି. ସମ୍ବଲପୁର ବିଜୟୀ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂଘ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସରରେ ରାଜ୍ୟ ସ୍ତରୀୟ ଫୁଟବଲ ଚମ୍ପିୟାନସିପ -୨୦୨୬ ବୁଧବାର ଠାରୁ ଆରମ୍ଭ ହୋଇଛି । ଏହି ପରିପ୍ରେକ୍ଷୀରେ ସଂଘର ସଭାପତି ତଥା!-->…
Read More...
Read More...
ଅଷ୍ଟମ ବାଟାଲିୟାନ୍ ସିପାହୀ ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବରେ ପ୍ରଜ୍ଞା ହୋତାଙ୍କ ଗୀତରେ ଝୁମିଲେ ଦର୍ଶକ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ପୋଲିସ ଜିଲ୍ଲା ମହକୁମା ଛତ୍ରପୁର ସ୍ଥିତ ଅଷ୍ଟମ ବାଟାଲିୟାନ୍ ହାବିଲଦାର, ସିପାହୀ ସଂଘର ଦ୍ୱାଦଶତମ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇଯାଇଛି । ସଂଘର ସମ୍ପାଦକ ଜଗନ୍ନାଥ ସେଠୀ ସଂପାଦକୀୟ ବିବରଣୀ ପାଠ କରିଥିଲେ!-->…
Read More...
Read More...
ସାମାଜିକ ସଂଗଠନ ଓ ସାମ୍ବାଦିକ ବନ୍ଧୁମିଳନ
ବଲାଙ୍ଗିର, (କେପିଏନ୍ଏସ୍) : ଦେଓଗାଁ ଚିନିକଳ ସାମ୍ନାରେ ସାମଜିକ ସଂଗଠନ ଓ ସାମ୍ବାଦିକ ବନ୍ଧୁମାନଙ୍କ ମଧ୍ୟରେ ବନ୍ଧୁମିଳନ କାର୍ଯ୍ୟକ୍ରମ ରଖାଯାଇଥିଲା । ଏହି ସମାବେଶରେ ବିଭିନ୍ନ ସାମାଜିକ ସମସ୍ୟା ଗୁଡିକ ଆଲୋଚନା କରାଯାଇଥିଲା । ଧାନ, କପା, ଆଖୁ ଚାଷୀମାନଙ୍କ ଉପରେ ପ୍ରଶାସନର ଚରମ!-->…
Read More...
Read More...
ବିଲେଇସର୍ଡା ହାଇସ୍କୁଲର ବାର୍ଷିକ ଉତ୍ସବ ଉଦଯାପିତ
ନାଟକ "ଅବୁଝା ରାମ କେ ପୁଆଳ ଚୁଟା ରାବଣ" ମଞ୍ଚସ୍ଥ
ବଲାଙ୍ଗିର, (କେପିଏନ୍ଏସ୍) : ପୁଇଁତସ୍ଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ଜବାହାରଲାଲ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସ୍ୱାଧୀନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ!-->!-->!-->…
Read More...
Read More...
୬ ତାରିଖରୁ ଆୟୋଜିତ ହେବ ତିନିଦିନିଆ ରାମଚଣ୍ଡୀ ମହୋତ୍ସବ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମପଞ୍ଚାୟତର ନିଳାଦ୍ରୀପୁର ଗ୍ରାମରେ ଅବସ୍ଥିତ । ପ୍ରସିଦ୍ଧ ଶକ୍ତିପୀଠ ମା' ରାମଚଣ୍ଡୀ ମନ୍ଦିରର ତୃତୀୟ ବାର୍ଷିକ ଉତ୍ସବ ପାଇଁ ଉଦ୍ୟକ୍ତାଗଣ ବ୍ୟାପକ ପ୍ରସ୍ତୁତି ଚଲାଇଛନ୍ତି । ମନ୍ଦିର!-->…
Read More...
Read More...
ମା’ ପାଟଣେଶ୍ୱରୀ ପୁସ୍ତକ ଉନ୍ମୋଚିତ : ପାଟଣେଶ୍ୱରୀ ମହୋତ୍ସବ ୨୦୨୬ ଉଦ୍ଯାପିତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧ ତାରିଖ ରୁ ଚାରି ଦିନ ବ୍ୟାପି ଅନୁଷ୍ଠିତ ପାଟଣେଶ୍ୱରୀ ମହୋତ୍ସବ ୨୦୨୬ ବୁଧବାର ଉଦ୍ଯାପିତ ହୋଇଯାଇଛି । ଦେବାଳୟ ଐତିହ୍ୟ ସୁରକ୍ଷା କମିଟି ବଲାଙ୍ଗିର ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ପାଟଣା ରାଜ୍ୟର ଅଧିଷ୍ଠାତ୍ରୀ ଦେବୀ ମା' ପାଟଣେଶ୍ୱରୀ ମନ୍ଦିର!-->…
Read More...
Read More...
ଜନଜାତିଙ୍କ ସଂଖ୍ୟା ଏବଂ ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ
ନୂଆଦିଲ୍ଲୀ, (ପିଆଇବି) : ଆଜି ରାଜ୍ୟସଭା ସଦନରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜୁଆଲ ଓରାମ ଏକ ବିବୃତ୍ତି ଉପସ୍ଥାପନ କରିଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ, ସର୍ବଶେଷ ଉପଲବ୍ଧ ତଥ୍ୟ ଅନୁସାରେ ଓଡ଼ିଶାରେ ବସବାସ କରୁଥିବା ଅନୁସୂଚିତ ଜନଜାତି (ଏସଟି)ଙ୍କ ମୋଟ ସଂଖ୍ୟା ୯୫,୯୦,୭୫୬।ଜନଜାତି!-->…
Read More...
Read More...
ଭାରତ ନେତ୍ର ଅଧୀନରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବ୍ଲାକ୍ ସ୍ୱାନ୍ ଶିଖର ସମ୍ମିଳନୀ
• ଜିଏଫଟିଏନ ସହଭାଗିତାରେ ଦକ୍ଷତା ବିକାଶ, ନିଯୁକ୍ତି ଓ ନିବେଶକୁ ଦେବ ପ୍ରୋତ୍ସାହନ• ଭାରତର ପରବର୍ତ୍ତୀ ଫିନଟେକ୍, ଏଆଇ ଏବଂ ବିଶ୍ୱ ସାମର୍ଥ୍ୟ କେନ୍ଦ୍ର ଭାବେ ବିକଶିତ ହେଉଛି ଓଡ଼ିଶା
ନୂଆଦିଲ୍ଲୀ, (ପିଆଇବି) : ଆସନ୍ତା 5-6 ଫେବୃଆରୀ 2026ରେ ଭୁବନେଶ୍ୱର ଠାରେ ପ୍ରଥମ ବ୍ଲାକ୍ ସ୍ୱାନ!-->!-->!-->…
Read More...
Read More...
ବନ୍ଦେ ଭାରତ ସ୍ଲିପର ଟ୍ରେନର ୨୬୦ ଟି ରେକ୍ ନିର୍ମାଣ ଯୋଜନା : ଅଶ୍ୱିନୀ ବୈଷ୍ଣବ
ନୂଆଦିଲ୍ଲୀ, (ପିଆଇବି) : ବନ୍ଦେ ଭାରତ ସ୍ଲିପର ପାଇଁ ନୂତନ ରୋଲିଂ ଷ୍ଟକର ବିକାଶ ପ୍ରକ୍ରିୟାରେ ବୈଷୟିକ ନବସୃଜନ, ରଣନୈତିକ ଯୋଜନା ଓ ଉତ୍ପାଦନ-ଏ ତିନୋଟିକୁ ଏକ ସାମଗ୍ରିକ ଆଭିମୁଖ୍ୟରେ ସମନ୍ୱୟ କରାଯିବା ଆବଶ୍ୟକ, ଯାହା ଯାତ୍ରୀମାନଙ୍କୁ ନିରାପଦ, ବିଶ୍ୱସନୀୟ ଓ ଆରାମଦାୟକ ଯାତ୍ରା!-->…
Read More...
Read More...