Browsing Category
ଓଡିଶା
ବୁଗୁଡ଼ାରେ ଜିଲ୍ଲାସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀରେ ୧୦୪ ଟି ଅଭିଯୋଗର ଶୁଣାଣୀ : ୧୫ ଟିର ତତକ୍ଷଣାତ୍ ସମାଧାନ
ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ବାଣ୍ଟିଲେ ନୂତନ ପଟ୍ଟା
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ବୁଗୁଡା ନଗରିସ୍ଥ ବିରଞ୍ଚି ନାରାୟଣ ମନ୍ଦିର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ମିଳିତ ଜନଅଭିଯୋଗ ଶୁଣାଣି ସୋମବାର ଅନୁଷ୍ଠିତ ହୋଇଯାଇଛି ।!-->!-->!-->…
Read More...
Read More...
ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ବାହାରିଲା ସଚେତନତା ରଥ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଜଙ୍ଗଲରେ ଅଗ୍ନି ନିରାପତ୍ତା ପାଇଁ ଲୋକଙ୍କୁ ସଚେତନତା କରିବା ପାଇଁ ଏକ ରଥ ବାହାରିଛି । ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ଲୋକଙ୍କୁ କିପରି ବ୍ୟାପକ ସଚେତନତା କରାଯିବ ଆଜି ଏ ନେଇ ସାମ୍ବାଦିକ!-->…
Read More...
Read More...
ରାମଚଣ୍ଡୀ ମହୋତ୍ସବର ଉଦଯାପନୀ ସନ୍ଧ୍ୟାରେ ସବ୍ୟସାଚୀଙ୍କ ଅଭିନୟ : ଓଡ଼ିଶୀ, ଢେମସା ନୃତ୍ୟ, ବାଘ ନାଚରେ ମଞ୍ଚ ମୁଖରୀତ
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ତିନିଦିନିଆ ରାମଚଣ୍ଡୀ ମହୋତ୍ସବ ରବିବାର ମଧ୍ୟରାତ୍ରୀରେ ଉଦଯାପିତ ହୋଇଯାଇଛି । ରାମଚଣ୍ଡୀ ମହୋତ୍ସବର ତୃତୀୟ ସନ୍ଧ୍ୟାରେ ଓଡ଼ିଆ ସିନେମା ତାରକା ସବ୍ୟସାଚୀ ମିଶ୍ରଙ୍କ ସମ୍ଭାଷଣରେ ଦର୍ଶକ ଯେତିକି ଚକିତ, ମହଲରେ ସେତିକି ବିମୋହିତ ହୋଇଛନ୍ତି ।!-->…
Read More...
Read More...
ମାଳିଶିରାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଶାଖାର ବୈଠକ
ନୂତନ ପଞ୍ଚାୟତସ୍ତରୀୟ କର୍ମକର୍ତ୍ତା ଚୟନବ୍ଲକସ୍ତରୀୟ ଆଦିବାସୀ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ମାଲିଶିରାଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ବ୍ଲକ ଶାଖାର ଏକ ବୈଠକ ବ୍ଲକ ଆଦିବାସୀ କଲ୍ୟାଣ ସଂଘ ସଭାପତି!-->!-->!-->…
Read More...
Read More...
ସ୍ୱାଧିନତା ସଂଗ୍ରାମୀ ମାଆ ପାର୍ବତୀ ଗିରିଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଦୁଇ ଦିନିଆ ସଚେତନତା ଓ ସଦ୍ଭାବନା…
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପୂଜ୍ୟପୂଜା ସେବା ସଂଗଠନର ନେତୃତ୍ୱରେ ଏବଂ ଶିଶୁ ବିକାଶ କେନ୍ଦ୍ର, ଆଦ୍ୟାଶକ୍ତି ନାରୀ ସଂଗଠନ ଓ ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସହଯୋଗରେ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ, ବହ୍ନିକନ୍ୟା ମାଆ ପାର୍ବତୀ ଗିରିଙ୍କ!-->…
Read More...
Read More...
ସୋନପୁର ରୋଡରେ ଡକାୟତି : ୪ ଗିରଫ, ୩ ଫେରାର, ୫ ବାଇକ ଜବତ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସୋନପୁର ୫୭ ନଂ ଜାତୀୟ ରାଜପଥରେ କରୁଥିଲେ ଡକାୟତି । ଲୋକଙ୍କ ସାମଗ୍ରୀ ସହିତ ବାଇକ ଲୁଟି ନେଇ ବିକି ଦେଉଥିଲେ । ପୁଇଁନ୍ତଳା ପୁଲିସ ଏଭଳି ଏକ ର୍ୟାକେଟର ପର୍ଦ୍ଦାଫାସ କରିବା ସହ ଉକ୍ତ ଘଟଣାରେ ୩ ଜଣ ଡକାୟତ ଓ ଜଣେ ଡକାୟତି ସାମଗ୍ରି କିଣୁଥିବା!-->…
Read More...
Read More...
ଆଇନ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଇନ୍ ମହାବିଦ୍ୟାଳୟର ତ୍ରିଦିବସୀୟ କ୍ରୀଡା ମହୋତ୍ସବ ଓ ଖାଦ୍ୟ ମେଳା ମହାବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଯାଇଛି । ଅଧ୍ୟକ୍ଷ ଡଃ. ବିଭୁରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା ଓ ଅଧ୍ୟାପିକା ଡ. ସମ୍ପାଦିକା ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି!-->…
Read More...
Read More...
ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ନେଇ ବାଲିଗୁଡାରେ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଦଣ୍ଡପଦର ସ୍ଥିତ ଯାତ୍ରା ପଡ଼ିଆ ଠାରେ ସୁଭଦ୍ରା ଶକ୍ତି ମେଳା ଚଳିତ ମାସ ୧୪ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏନେଇ ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାପାଳ ବେଦ ଭୂଷଣ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମେ ଜଗତର!-->…
Read More...
Read More...
ମା’ ଦୁର୍ଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ – ରାଣୀକଟା ଚମ୍ପିୟାନ
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ହାଇସ୍କୁଲ ପଡିଆ ଠାରେ ଗତ ଚାରିଦିନ ଧରି ଆୟୋଜିତ ହୋଇଥିବା ମା' ଦୁର୍ଗା କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ଝାରବନ୍ଧଲି ଏକାଦଶକୁ ୧୪ ରନରେ ହରାଇ ରାଣୀକଟା ଏକାଦଶ ବିଜେତା ହୋଇଥିଲା । ଉଦଯାପନୀ ତଥା!-->…
Read More...
Read More...
ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ତା.୦୮.୦୨.୨୦୨୬ ରିଖ ଦିନ କୃଷ୍ଣଚନ୍ଦ୍ର କ୍ଲବ ମଞ୍ଚରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଶିଷ୍ଟ ଘୁମୁରଗୁରୁ ତଥା ବିଶେଷଜ୍ଞ ତୀର୍ଥରାଜ ଦଳପତିଙ୍କ ସଭାପତିତ୍ୱରେ ପ୍ରାକ୍ତନ ପ୍ରାଧ୍ୟାପକ!-->…
Read More...
Read More...