Browsing Category
ଓଡିଶା
ସଂରକ୍ଷିତ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟିବା ଅଭିଯୋଗରେ ୩ ଗିରଫ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ତୁମୁଡ଼ିବନ୍ଧ ରେଞ୍ଜ ହରିପୁର ସଂରକ୍ଷିତ ଜଙ୍ଗଲରୁ ମୁଲ୍ୟବାନ ଗଛ କାଟିବା ବେଳେ ବନ ବିଭାଗ ଚଢ଼ାଉ କରି ଘଟଣାରେ ସଂଶ୍ଲିଷ୍ଟ ଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବନବିଭାଗ । ଘଟଣା!-->…
Read More...
Read More...
ପୋଲିସ ପେଟ୍ରୋଲିଂ ବେଳେ ସ୍କୁଟି ସହ ଗଞ୍ଜେଇ ଜବତ : ଦୁଇ ଗିରଫ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପୋଲିସ କେଳାପଡା ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ଏକ ସ୍କୁଟିକୁ ତନଖିବା ସମୟରେ ଡ଼ିକିରେ ଗଞ୍ଜେଇ ଥିବା ଦେଖିବାକୁ ପାଇଥିଲେ । ସ୍କୁଟି ଓ ଗଞ୍ଜେଇ ସହ ଦୁଇ ବ୍ୟକ୍ତିଙ୍କୁ ଗିରଫ!-->…
Read More...
Read More...
ବ୍ରହ୍ମକୁମାରୀ ଉପ ସେବକେନ୍ଦ୍ରରେ ୯୦ତମ ମହାଶିବରାତ୍ରି ପାଳିତ
କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଲମପୁର ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଉପ ସେବାକେନ୍ଦ୍ର ଠାରେ ୯୦ତମ ମହାଶିବରାତ୍ରି ଜୟନ୍ତୀ ବଡ ଧୁମଧାମରେ ପାଳିତ ହୋଇଯାଇଛି । ସେବାକେନ୍ଦ୍ର ସଞ୍ଚାଳିକା ବିକେ ରୋଜି ଭଉଣୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ!-->…
Read More...
Read More...
ଆହାର କେନ୍ଦ୍ରରେ ଲୋକଙ୍କ ଠାରୁ ଅଧିକ ଟଙ୍କା ଆଦାୟ ମାମଲା
ଆହାର କେନ୍ଦ୍ରରେ ପହଁଚିଲେ ବିଧାୟକ ଦୁର୍ଗା ତନ୍ତୀ
ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାରେ ଚାଲିଥିବା ଆହାର କେନ୍ଦ୍ର ଆସୁଥିବା ଲୋକଙ୍କ ପାଖରୁ ୫ଟଙ୍କା ବଦଳରେ ୧୦ଟଙ୍କା ଆଦାୟ କରାଯାଉଥିବା ନେଇ ବିଭିନ୍ନ ଗଣମାଧ୍ୟମରୁ ଖବର ପାଇବା ପରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ!-->!-->!-->…
Read More...
Read More...
ଓଡ଼ିଆ କାବ୍ୟକବିତାରେ ବସନ୍ତର ବାସ୍ନା ଆଲୋଚନା ଚକ୍ର ଅନୁଷ୍ଠିତ
ରାଉରକେଲା, (ସସ୍ମିତା ପ୍ରଧାନ) : ଅଖିଳ ଭାରତୀୟ ସାହିତ୍ୟ ପରିଷଦ ମାଧବ ନଗର ଶାଖା ଓ ରାଉରକେଲା କଲେଜ, ରାଉରକେଲାର ମିଳିତ ଆନୁକୂଲ୍ୟରେ ମାସିକ ସାରସ୍ଵତ ସମାବେଶ ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରାଉରକେଲା କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନାଙ୍କ ସଭାପତିତ୍ୱ, ନଗର!-->…
Read More...
Read More...
କେନ୍ଦ୍ରୀୟ ଦୋଳ ମେଲଣ ସମିତିର ଆବାହକ ହେଲେ ମୁକ୍ତିକାନ୍ତ
ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ରୀୟ ଦୋଳ ମେଲଣ ସମିତିର ବାର୍ଷିକ ସାଧାରଣ ବୈଠକ ସେକ୍ଟର ୧୫ ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ମାର୍ଚ୍ଚରେ ହେବାକୁ ଥିବା ଦ୍ୱାଦଶତମ ଦୋଳ ମେଲଣ ଉତ୍ସବ ପାଳନ କରିବା ନିମନ୍ତେ ସର୍ବସମ୍ମତି କ୍ରମେ କୌଣସି ପରିଚାଳନା!-->…
Read More...
Read More...
ଓଡ଼ିଆ ସିନେମା ଜଗତରେ ନୂଆ ଅଧ୍ୟାୟ : ମୁକ୍ତିଲାଭ କଲା ଓଡ଼ିଶାର ପ୍ରଥମ ଏଆଇ କ୍ଷୁଦ୍ର ଚଳଚ୍ଚିତ୍ର…
ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ମନୋରଞ୍ଜନ ଦୁନିଆରେ ଏକ ନୂତନ କ୍ରାନ୍ତିର ଆରମ୍ଭ ହୋଇଛି । ଆଧୁନିକ ଜ୍ଞାନକୌଶଳ ଏବଂ ମାନବୀୟ ସୃଜନଶୀଳତାର ଅପୂର୍ବ ମିଶ୍ରଣରେ ପ୍ରସ୍ତୁତ ହୋଇଛି ଓଡ଼ିଶାର ସର୍ବପ୍ରଥମ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆଧାରିତ କ୍ଷୁଦ୍ର ଚଳଚ୍ଚିତ୍ର "ନିଃସର୍ତ୍ତ" ।!-->…
Read More...
Read More...
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବସନ୍ତ ଉତ୍ସବ ଉଦ୍ଘାଟିତ
ଶିକ୍ଷାର ଉଦ୍ଦେଶ୍ୟ ହେଉଛି ଖାଲି ମନକୁ ଖୋଲା କରିବା-ପ୍ରଫେସର ଦାସଆକାଶରେ କେତେ ଦୂର ଉଡ଼ିବ ତାହା କେତେ ଦୂର ମାଟି ସହିତ ଯୋଡ଼ି ହେବା ଉପରେ ନିର୍ଭରଶୀଳ - ପ୍ରଫେସର ଦାସ
ରାଉରକେଲା, (ସସ୍ମିତା ପ୍ରଧାନ) : ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଦୁଇଦିନିଆ ବସନ୍ତ!-->!-->!-->…
Read More...
Read More...
କେସିଙ୍ଗା ତହଁସିର ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବ ମନ୍ଦିରରେ ମହାଶିବରାତ୍ରୀ ମେଳା
କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗା ବ୍ଲକ ତହଁସିର ଗ୍ରାମରେ ଶ୍ରୀ ଶ୍ରୀ କପିଳେଶ୍ଵର ମହାଦେବଙ୍କ ମନ୍ଦିରରେ ବିଧିବିଧାନ ସହ ମହାଶିବରାତ୍ରୀ ଉତ୍ସବ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳନ କରାଯିବ । କାଲି ତା ୧୩.୦୨.୨୬ ଠାରୁ ଆରମ୍ଭ ହୋଇଛି ଛପ୍ପନ ପ୍ରହର ନାମଯଜ୍ଞ ଯାହାକି ତା!-->…
Read More...
Read More...
ପ୍ରଭାବତୀ ପବ୍ଲିକ ସ୍କୁଲରେ ଯୋଗ ବେଦାନ୍ତ ସେବା ସମିତି ଓ ଗୁରୁକୃପା ସେବା ଟ୍ରଷ୍ଟ ତରଫରୁ ମାତୃପିତୃ ଦିବସ ପାଳିତ
ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଫେବୃଆରୀ ମାସ ୧୪ ତାରିଖକୁ ପାଶ୍ଚାତ୍ୟ ପରମ୍ପରା ଅନୁସାରେ ଯୁବପିଢ଼ି ଭାଲେଣ୍ଟାଇନ ଡେ ରୂପେ ପାଳନ କରୁଥିବା ବେଳେ ଏହି ଦିବସକୁ ଏବେ ପିତୃମାତୃ ଦିବସ ଭାବେ କିଛି ସଂଗଠନ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଟିଟିଲାଗଡ଼ ପ୍ରଭାବତୀ ପବ୍ଲିକ ସ୍କୁଲରେ!-->…
Read More...
Read More...