Browsing Category
ଓଡିଶା
ରେଳ ସୁରକ୍ଷାକୁ ସୁଦୃଢ କରୁଛନ୍ତି କବଚ ଓ ଏଆଇ
କବଚ ହେଉଛି ଏକ ସ୍ୱଦେଶୀ ଭାବରେ ବିକଶିତ ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ପ୍ରଣାଳୀ । ଏହା ଟ୍ରେନ୍ ଗୁଡ଼ିକୁ ଉଭୟ ସୁରକ୍ଷା ଏବଂ ଦୁର୍ଘଟଣା ନିବାରଣ କ୍ଷମତା ପ୍ରଦାନ କରେକବଚକୁ ୨୨୦୦ ରୁଟ୍ କିଲୋମିଟରରୁ ଅଧିକ ରେଳ ଟ୍ରାକରେ କାର୍ଯ୍ୟକାରୀ କରାଯାଇଛିକବଚ ୪.୦ ବର୍ତ୍ତମାନ ପାଞ୍ଚଟି ଭାରତୀୟ ରେଳ!-->…
Read More...
Read More...
ଜାତୀୟ ମୁଦ୍ରୀକରଣ ପାଇପଲାଇନ୍ (ଏନଏମପି) ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
• ଏନଏମପି ୨.୦କୁ ବିକଶିତ ଭାରତର ଭିତ୍ତିଭୂମି ବିକାଶ ଯୋଜନା ଅନୁରୂପ ପରିକଳ୍ପନା କରାଯାଇଛି: କେନ୍ଦ୍ର ଅର୍ଥ ମନ୍ତ୍ରୀ• ୧୬.୭୨ ଲକ୍ଷ କୋଟି ଟଙ୍କାର ମୁଦ୍ରୀକରଣ ସମ୍ଭାବନାର ଆକଳନ କଲା ଏନଏମପି ୨.୦
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା!-->!-->!-->…
Read More...
Read More...
ମାତୃଭାଷାର ଗରିମା ରକ୍ଷା ପାଇଁ ଛାତ୍ରଛାତ୍ରୀଙ୍କ ଶପଥ ପାଠ
ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ପୁରୀ ଜିଲ୍ଲା ଅନ୍ତର୍ଗତ ଡେଲାଙ୍ଗ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମାତୃଭାଷାର ସୁରକ୍ଷା, ନିର୍ଭୁଲ ଉପଯୋଗ, ବକ୍ତୃତା ଓ ପ୍ରବନ୍ଧ ପ୍ରତିଯୋଗିତା କରାଯିବା ସହ ଏହାର ପ୍ରସାର ନିମନ୍ତେ ଶପଥ ପାଠ ଆଦି କାର୍ଯ୍ୟକ୍ରମ!-->…
Read More...
Read More...
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା
ନୂଆଦିଲ୍ଲୀ, (ପିଆଇବି) : ସାରା ବିଶ୍ୱ କୃତ୍ରିମ ବୁଦ୍ଧିମତ୍ତାକୁ ଏକ ଡେଟା ଆଲଗୋରିଦିମ ବା ସ୍ୱୟଂଶାସିତ ବଳ ଭାବେ ଦେଖୁଥିବା ବେଳେ ଭାରତ ଏଥିରେ ମାନବିକ ଆକାଂକ୍ଷା ଓ ନୈତିକତାର ସମ୍ପ୍ରସାରଣକୁ ଦେଖୁଛି। ଭାରତର ଏହି ଆଭିମୁଖ୍ୟ ଏଆଇ ଉପଯୋଗ କ୍ଷେତ୍ରରେ ଏକ ନୂତନ ମୋଡ଼ ଆଣିବାକୁ ଯାଉଛି।!-->…
Read More...
Read More...
ଥାଇଲାଣ୍ଡର ବ୍ୟାଂକକରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି
• ଗତ ଛଅ ମାସ ଧରି ବିନା ବେତନ ଏବଂ ଉଚିତ୍ ଖାଦ୍ୟ ନଦେଇ ଶ୍ରମିକଙ୍କୁ ଅଟକ ରଖିଛି ସେମାନଙ୍କ ନିଯୁକ୍ତିଦାତା• ମାନସିକ ନିର୍ଯାତନା, ପାସପୋର୍ଟ ଜବତ ଏବଂ ପାରିଶ୍ରମିକ ଦେଉନଥିବା ନେଇ କେନ୍ଦ୍ରାପଡ଼ା ଜିଲ୍ଲାର ଶ୍ରମିକମାନେ ଏକ ଭିଡ଼ିଓ ବାର୍ତ୍ତାରେ ଆଣିଛନ୍ତି ଅଭିଯୋଗ• ପୀଡ଼ିତ ପରିବାରକୁ କୌଣସି!-->…
Read More...
Read More...
ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଭର୍ଚୁଆଲ୍ ଭାବରେ…
• ଏମ୍ସରେ ନୂତନ ଯକୃତ ପ୍ରତିରୋପଣ ସୁବିଧା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅଙ୍ଗଦାନକୁ ଆନ୍ଦୋଳନରେ ପରିଣତ କରିବାର ଏକ ମହାନ ଉଦ୍ଦେଶ୍ୟ ସହିତ ସମ୍ପୂର୍ଣ୍ଣ ସମନ୍ବିତ: ଶ୍ରୀ ନଡ୍ଡା• ଅତ୍ୟାଧୁନିକ ରୋବୋଟିକ୍ ସର୍ଜରୀ ସୁବିଧା ଆରମ୍ଭ କରିବାରେ ଏମ୍ସ ଭୁବନେଶ୍ୱର ଓଡ଼ିଶା ସମେତ ପୂର୍ବଭାରତରେ!-->…
Read More...
Read More...
ବାଙ୍କେଲ ସମଲେଶ୍ଵରୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ବାଙ୍କେଲ ଗ୍ରାମ ସଦର ମହକୁମାଠାରେ ଥିବା ସମଲେଶ୍ଵରୀ ଶିଶୁ ମନ୍ଦିରର ୨୫-୨୬ ଶିକ୍ଷା ବର୍ଷ ପାଇଁ ୧୩ତମ ବାର୍ଷିକ ଉତ୍ସବ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବାଙ୍କେଲ ଶିଶୁ ମନ୍ଦିରର ପ୍ରଧାନଆଚାର୍ଯ୍ୟ!-->…
Read More...
Read More...
ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ପଞ୍ଚାୟତ ସମିତି ବୈଠକ ଗୃହରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ଓ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜି ଯୋଗଦାନ କରି!-->…
Read More...
Read More...
୨୭ରୁ ସରସ ସ୍ୱଦେଶୀ ମେଳା
ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସର ମିଳିତ ଆନୁକୂଲ୍ୟରେ ଚଳିତ ମାସ ୨୭ରୁ ସରସ ସ୍ୱଦେଶୀ ମେଳା ଆରମ୍ଭ ହେବ । ଏହା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ । ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର!-->…
Read More...
Read More...
ଘୁନସର ବୈଷ୍ଣବୀ ଦେବୀଙ୍କ ପୀଠରେ ଚବିଶ ପ୍ରହର ନାମଯଜ୍ଞ
ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକ ଅଧୀନ ଘୁନସର ମହାଲିଙ୍ଗ ପଡାରେ ବୈଷ୍ଣବୀ ଦେବୀଙ୍କ ପୀଠରେ ଆଜି ପବିତ୍ର ଓଁ ଶ୍ରୀ ଶ୍ରୀ ଶନିଶ୍ଚର ନବଗ୍ରହ ଶାନ୍ତି ଉପଲକ୍ଷେ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହୋଇଛି । ଏହି ପୀଠରେ ଭକ୍ତମାନଙ୍କ ଭିଡ଼ ଦେଖିବାକୁ ମିଳୁଛି । ହୀରା ମହାଲିଙ୍ଗଙ୍କ!-->…
Read More...
Read More...