Browsing Category

ଓଡିଶା

ନୂଆପଡ଼ା ପୋଲିସର ବଡ଼ ସଫଳତା

ନୂଆପଡ଼ା ପୋଲିସର ବଡ଼ ସଫଳତା : ଜିଲ୍ଲା ପୋଲିସ ପଡ଼ିଆରେ 'ମୋବାଇଲ୍ ମେଳା', ୬୦ଟି ହଜିଲା ମୋବାଇଲ୍ ମାଲିକଙ୍କୁ ହସ୍ତାନ୍ତର ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଏକ ଅତ୍ୟନ୍ତ ପ୍ରଶଂସନୀୟ ଓ ମାନବିକ କାର୍ଯ୍ୟ ଦେଖିବାକୁ ମିଳିଛି । ନୂଆପଡ଼ା
Read More...

ଏକ ହେଲେ ବଲାଙ୍ଗିର ବାସୀ : ଘେରାଉ କଲେ ଇଲେକ୍ଟ୍ରି ଅଫିସ

ବଲାଙ୍ଗିର : ବଲାଙ୍ଗିରରେ ଜୋର୍‌ ଧରୁଛି ଜନ ଅସନ୍ତୋଷ । ଟାଟା ପାୱାରର ବିଦ୍ୟୁତ୍‌ ସେବାକୁ ନେଇ ଏକ ହେଲେ ବଲାଙ୍ଗିର ବାସୀ, ଆଉ ଇଲେକ୍ଟ୍ରି ଅଫିସକୁ କଲେ ଘେରାଉ । ବଲାଙ୍ଗିରରେ ପ୍ରବଳ ତାତି, ତା ସାଙ୍ଗକୁ ଏହି ଘନ ଘନ ବିଦ୍ୟୁତ୍‌, ଦିନେ କି ଦି ଦିନ ନୁହେଁ ରେଗୁଲାର ଚାଲିଛି ଅଘୋଷିତ
Read More...

ଫ୍ୟୁଚର ପ୍ଲସ ଏଜୁକେସନର ଶିକ୍ଷା ମହୋତ୍ସବ

ରାଉରକେଲା, (ସସ୍ମିତା ପ୍ରଧାନ) : ଫ୍ୟୁଚର ପ୍ଲସ୍ ଏଜୁକେସନ୍ ଏକ ୟୁଜି ଶିକ୍ଷା ମହୋତ୍ସବ ଆୟୋଜନ କରିଛି ଏବଂ ସାରା ଭାରତରେ ଶ୍ରେଷ୍ଠ ୨୦ଟି ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଅଂଶ ଗ୍ରହଣ କରୁଛନ୍ତି । ଫ୍ୟୁଚର ପ୍ଲସ୍ ଏଜୁକେସନ୍ ଇଭେଣ୍ଟରେ ରାଉରକେଲାର ଛାତ୍ର ଏବଂ ଅଭିଭାବକଙ୍କ ଅଂଶ ଗ୍ରହଣ ।
Read More...

ହାତୀ ନଦୀରେ କୃତ୍ରିମ ବନ୍ୟା : ଅଧିକ ବିଜୁଳି ଉତ୍ପାଦନର ଲକ୍ଷ

ଜୟପାଟଣା, (ଶେଷଦେବ ବେହେରା) : ଇନ୍ଦ୍ରାବତୀରୁ ରବି ଜଳ ସେଚନ ସମାପ୍ତ ହେବା ପରେ ମଧ୍ୟ ଓଡିଶା ଜଳ ବିଦ୍ୟୁତ ନିଗମ ଅଧିକ ପରିମାଣରେ ବିଜୁଳି ଉତ୍ପାଦନ କରି ଜଳ ଭଣ୍ଡାରର ସଞ୍ଚିତ ଜଳକୁ ଅପଚୟ କରି ହାତୀ ନଦୀରେ କୃତ୍ରିମ ବନ୍ୟା ସୃଷ୍ଟି କରାଯାଉଛି ବୋଲି ବିଭିନ୍ନ ମହଲରୁ ଅଭିଯୋଗ ଆସୁଛି ।
Read More...

ଭୁବନେଶ୍ୱର ସମେତ ତିନି ନୂଆ କେନ୍ଦ୍ରକୁ ବାଛିଲେ ୨୩,୦୦୦ ୟୁପିଏସସି ସିଭିଲ ସେବା ପରୀକ୍ଷାର୍ଥୀ

ଭୁବନେଶ୍ୱର, (ପିଆଇବି) : ସିଭିଲ୍ ସେବା (ପ୍ରାରମ୍ଭିକ) ପରୀକ୍ଷା-୨୦୨୬ ପାଇଁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଭିଡ଼ କମ କରିବା ପାଇଁ, କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଭୁବନେଶ୍ୱର, କାନପୁର ଏବଂ ମିରଟରେ ତିନୋଟି ନୂତନ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି
Read More...

ପଦ୍ମାଳୟାର ଆମ ସଂସ୍କୃତି ଆମ ପରମ୍ପରା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ପଦ୍ମାଳୟା ଓଡ଼ିଆ ସଙ୍ଗୀତ, ସାହିତ୍ୟ, ସଂସ୍କୃତି ଏବଂ ନୃତ୍ୟ ପ୍ରତି ଏକ ସମର୍ପିତ ଅନୁଷ୍ଠାନ । ଏହା ସହିତ ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ସହିତ ଅନୁଷ୍ଠାନ ଜଡିତ । ୨୦୨୫ ମସିହାରୁ ସକ୍ରିୟ ଭାବେ କାମ କରୁଛି । ସଂଗଠନରେ ଉପସଭାପତି ଗଙ୍ଗାଧର ଦାଶ ଓ
Read More...

ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ସେକ୍ଟର-୨ ଦୁର୍ଗା ପୂଜା ପଡ଼ିଆରେ ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ…

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ପ୍ରଚାର ପ୍ରସାର ସମିତି, ରାଉରକେଲା ଆନୁକୂଲ୍ୟରେ ଚଳିତ ମଇ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଏକ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ଅବସରରେ ଶ୍ରୀ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବତିଶି ବେଶ ଦର୍ଶନ ସହିତ
Read More...

ଯୁକ୍ତ ଦୁଇ କଳା ପରୀକ୍ଷାରେ ବାଜିମାତ୍ କଲେ ବଲାଙ୍ଗିରର ଓମ୍ ଏକାଡେମୀର ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଯୁକ୍ତ ଦୁଇ କଳା ପରୀକ୍ଷାରେ ବାଜିମାତ୍ କଲେ ବଲାଙ୍ଗିରର ଓମ୍ ଏକାଡେମୀର ଛାତ୍ରୀ । ନାଆ ତାଙ୍କର ନିରୁପମା କର, ସେ ନିଜର କଠିନ ପରିଶ୍ରମ ବଳରେ ୫୫୨ ମାର୍କ ଆଣି ପାରିଛନ୍ତି । ଏହି ସବୁର ଶ୍ରେୟ ତାଙ୍କ ଜନ୍ମଦାତ୍ରୀ ମା' ବାପା ଓ ତାଙ୍କ ଶିକ୍ଷକ
Read More...

ଇଲେକ୍ଟ୍ରି ଅଫିସରେ ବିଞ୍ଛଣା ଧରି ବିଜେଡି କଲା ପ୍ରତିବାଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ପ୍ରବଳ ଖରାକୁ ଗୁଳୁଗୁଳି ଆଉ ତା' ସାଙ୍ଗକୁ ବିଦ୍ୟୁତ ବିଭାଗର ମନଇଚ୍ଛା ଅଘୋଷିତ ବିଦ୍ୟୁତ୍ କାଟ । ସାଧାରଣ ଜନତାଙ୍କୁ ହନ୍ତସନ୍ତ କରିପକାଉଛି । ଆଉ ଏହାକୁ ନେଇ ଆଜି ବଲାଙ୍ଗିର ବିଜେଡି ଇଲେକ୍ଟ୍ରି ଅଫିସ ଘେରାଉ କରି କାର୍ଯ୍ୟନିର୍ବାହୀ
Read More...

ଜିଜ୍ଞାସା ଶିକ୍ଷା କେନ୍ଦ୍ରରେ କୋଚିଂ ନେଇ ଟପ୍ପର ହେଲେ ମମତା ପାତ୍ର

ଭୋଗରାଇ, (କେପିଏନ୍‌ଏସ୍‌) : ଚଳିତ ବର୍ଷ ଯୁକ୍ତ ଦୁଇ କଳା ବାର୍ଷିକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୋଗରାଇ ବ୍ଲକ ଦହମୁଣ୍ଡା ଆନନ୍ଦମୟୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ମମତା ପାତ୍ର ମୋଟ୍ ୫୨୦ ମାର୍କ ରଖି କଲେଜ ଟପ୍ପର ହେଇଛନ୍ତି । ମମତା ନାଚିନ୍ଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ
Read More...