Browsing Category

ଓଡିଶା

ତାଣ୍ଡବ ରଚିଲା କାଳବୈଶାଖୀ, ଘରର ଛାତ ସହ ଉଡ଼ିଲା ବାଇକ୍ : ଉପାଡି ଦେଲା ଶହ ଶହ ଗଛ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଗୁରୁବାର ଦିନ ରାତ୍ର ପ୍ରାୟ ୮ଟା .୧୫ମିନିଟ୍‌ ବେଳେ ସୁବର୍ଣ୍ଣପୁର ସହର ଓ ଆଖପାଖ ଅଞ୍ଚଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ଅଧଘଣ୍ଟାରୁ ଅଧିକ ସମୟ ଧରି
Read More...

ଗରିମା ପରିବାର ଓ ଲାୟନ୍ସ ଇଣ୍ଟରନ୍ୟାସନାଲ ମିଳିତ ସହଯୋଗରେ ଜୁନ୍ ୧୭ ରଜ ମଉଜରେ ରଜ ରାଜକୁମାରୀ ସିଜିନ୍-୫

ଜୁନ୍ ୧୭ ତାରିଖ ରଜ ମଉଜ-୨୦୨୬ର ବିଶେଷ ଆକର୍ଷଣ ସିନେଷ୍ଟାର ଭୂମିକା ଏବଂ ପୁପିନ୍ଦର ରାଉରକେଲା, (ସସ୍ମିତା ପ୍ରଧାନ) : ଗରିମା ପରିବାର ଏବଂ ଲାୟନ୍ସ ଇଣ୍ଟରନ୍ୟାସନାଲ ରାଉରକେଲା ପକ୍ଷରୁ ଚଳିତ ବର୍ଷ ଜୁନ ୭ ତାରିଖ ଠାରୁ ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ରଜ ମଉଜ - ରଜ ରାଜକୁମାରୀ ସିଜିନ୍-୫
Read More...

ଭତ୍ତା ପାଇଁ ବ୍ଲକ ଅଫିସ ସମ୍ମୁଖରେ ଧାରଣା

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅନେକ ପଞ୍ଚାୟତର ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀ ବ୍ୟାଙ୍କ ଏକାଉଣ୍ଟ୍ ଯୋଗେ ପାଉଥିବା ହିତାଧିକାରୀମାନେ ଦୀର୍ଘ ୩ ମାସ ହେଲା ତାଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଆସିନାହିଁ ବୋଲି କହିଛନ୍ତି । ବାରମ୍ବାର
Read More...

ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ତହସିଲ ଅଫିସ ଘେରାଉ କଲା ଓଡ଼ିଶା ଜନତା କଂଗ୍ରେସ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟଶୈଳୀ ଏବଂ ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ର୍ଦୁବ୍ୟବହାର କରାଯାଉଥିବା ଅଭିଯୋଗକୁ ନେଇ ଶୁକ୍ରବାର ଦିନ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର୍‌ ପ୍ରତିବାଦ
Read More...

ଆତ୍ମଗୌରବ ଦିବସ ଅବସରରେ ନୂଆଦିଲ୍ଲୀରେ ବଲାଙ୍ଗିର ଜିଲ୍ଲା ଦେଢଗାଁର ଓଡ଼ିଆ ପୁଅ ବଳଦେବ ବାଗଙ୍କୁ ସମ୍ମାନିତ କଲା…

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ସାଂସ୍କୃତିକ, ସାମାଜିକ ଓ ଶିକ୍ଷାଗତ ବିକାଶ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟରତ ପ୍ରତିଷ୍ଠିତ ସଂସ୍ଥା ‘ଆଦିଲୀଳା ଫାଉଣ୍ଡେସନ’ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ଆନ୍ଧ୍ର–ତେଲେଙ୍ଗାନା ଭବନରେ ଆୟୋଜିତ ଭବ୍ୟ ସମାରୋହରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ
Read More...

ବଲାଙ୍ଗିର ଦୁର୍ଘଟଣାରେ ରାଜ ପରିବାର ସଦସ୍ୟଙ୍କ ଦେହାନ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରରେ ଏକ ଦୁଃଖଦ ଦୁର୍ଘଟଣାରେ ପୁରୁଣା ରାଜବାଟୀ ନିବାସୀ ତେଜବହାଦୂର୍ ସିଂହଦେଓଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଅନୁସାରେ ତେଜ ବାହାଦୂର ସିଂହଦେଓ ନିଜ ପାଟଣାଗଡ ଲୁହସିଂହା ସ୍ଥିତ ନିଜ ସମ୍ପର୍କୀୟ ଘରକୁ ଯାଇଥିଲେ ଏବଂ ସନ୍ଧ୍ୟାରେ ତାଙ୍କ ବୁଲେଟ ମୋଟର
Read More...

ଋତୁଶ୍ରାବ ପରିଷ୍କାର ଓ ପରିଚ୍ଛନ୍ନତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏକ ସୁସ୍ଥ, ସଚେତନ ଏବଂ ପିରିଅଡ୍-ଫ୍ରେଣ୍ଡଲି ସମାଜ ଗଠନର ଲକ୍ଷ୍ୟ ନେଇ ବରଗଡ଼ ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗ୍ରାମପଞ୍ଚାୟତର ପଲ୍ଲୀ ଆଲୋକ ପାଠାଗାର ଓ ରିବୁଲ୍ଡ ଇଣ୍ଡିଆ ସହାୟତାରେ ଋତୁଶ୍ରାବ ପରିଷ୍କାର ଓ ପରିଚ୍ଛନ୍ନତା ଦିବସ ଉସାହ ଓ
Read More...

ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଚଳିତ ମାସରେ ଟିଟିଲାଗଡ ବଣିକ ସଂଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ତେବେ ନୂତନ ନିର୍ବାଚିତ ସଦସ୍ୟଙ୍କ ଶପଥ ଗ୍ରହଣ ସମାରୋହ ଗୁରୁବାର ସନ୍ଧ୍ୟାରେ ସ୍ଥାନୀୟ ଡିଏନ୍‌ ରିସର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ
Read More...

ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟ ବିରୋଧରେ ତହସିଲ ଅଫିସ ଘେରାଉ କଲା ଓଡ଼ିଶା ଜନତା କଂଗ୍ରେସ

କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ବଙ୍ଗୋମୁଣ୍ଡା ତହସିଲଦାରଙ୍କ ମନମୁଖୀ କାର୍ଯ୍ୟଶୈଳୀ ଏବଂ ତହସିଲ କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ର୍ଦୁବ୍ୟବହାର କରାଯାଉଥିବା ଅଭିଯୋଗକୁ ନେଇ ଶୁକ୍ରବାର ଦିନ ବଙ୍ଗୋମୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର୍‌ ପ୍ରତିବାଦ କରାଯାଇଛି । ଓଡ଼ିଶା
Read More...

ଚେକ୍‌ଡ୍ୟାମ କାମ ନିମ୍ନମାନର ଅଭିଯୋଗ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଠାରୁ ନିଆପାଲି ଗ୍ରାମ ପଞ୍ଚାୟତ ଅମରାମୁଣ୍ଡା ଗ୍ରାମ ନିକଟସ୍ଥ କୁଲାରି ନାଳାରେ ନୂତନ ଭାବେ ନିର୍ମିତ ଚେକ୍‌ଡ୍ୟାମ କାମ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି । ସୂଚନା ଫଳକ ନଥିବାରୁ କେଉଁ ଅନୁଦାନର କାମ ? କେତେ ଟଙ୍କାର
Read More...