Browsing Category
ଦେଶ ବିଦେଶ
ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ମନ୍ତ୍ରିମଣ୍ଡଳର ଶୋକପ୍ରକାଶ
● ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ଦୁଇ ମିନିଟ ନିରବ ପ୍ରାର୍ଥନାନୂଆଦିଲ୍ଲୀ, (ପିଆଇବି) : ଭାରତର ପୂର୍ବତନ ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ପକ୍ଷରୁ ଶୋକପ୍ରକାଶ କରାଯାଇଛି । ଶ୍ରୀ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ମନ୍ତ୍ରିମଣ୍ଡଳ ତରଫରୁ ଦୁଇ!-->…
Read More...
Read More...
ନୂତନ ଶୀତଳ ଶୃଙ୍ଖଳ ପ୍ରକଳ୍ପରୁ ୨,୫୭,୯୦୪ କୃଷକ ଉପକୃତ ହେବେ : ହରସିମରତ କୌର ବାଦଲ
● ପ୍ରକଳ୍ପଗୁଡିକ ୧୬,୨୦୦ କୃଷକଙ୍କ ପାଇଁ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୃଷ୍ଟି କରିବ● ପ୍ରଧାନ ମନ୍ତ୍ରୀ କିସାନ ସଂପଦା ଯୋଜନା ଅଧୀନରେ ୨୭ଟି ପ୍ରକଳ୍ପକୁ ମିଳିଛି ଅନୁମୋଦନନୂଆଦିଲ୍ଲୀ, (ପିଆଇବି) : ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ହରସିମରତ କୌର ବାଦଲ!-->…
Read More...
Read More...
ଭାରତରେ କୋଭିଡ-୧୯ ମୁକାବିଲା ଲାଗି ୩୫୦୦ କୋଟି (ଆନୁମାନିକ) ଟଙ୍କା ଦେବାକୁ ଜାପାନର ପ୍ରତିଶ୍ରୁତି
• ସ୍ବାସ୍ଥ୍ୟକ୍ଷେତ୍ର ପାଇଁ ସରକାରୀ ବିକାଶମୂଳକ ଋଣ ସହାୟତା ଆକାରରେ ଯୋଗାଇ ଦିଆଯିବ ଅର୍ଥ• ଆନୁମାନିକ ୭୦ କୋଟି ଟଙ୍କାର ଗ୍ରାଣ୍ଟ ଇନ ଏଡ ସହାୟତା ପାଇଁ ମଧ୍ୟ ଚୁକ୍ତିନୂଆଦିଲ୍ଲୀ, (ପିଆଇବି) : କୋଭିଡ-୧୯ ସଙ୍କଟର ଜରୁରିକାଳୀନ ମୁକାବିଲା ଉଦ୍ଦେଶ୍ୟରେ ଜାପାନ ସରକାର ଜେପିଓ୍ବାଇ ୫୦ ବିଲିୟନ!-->…
Read More...
Read More...
ଓଡ଼ିଶା, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ କେନ୍ଦ୍ରୀୟ ଟିମ ପଠାଇବ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
• ଆବଦ୍ଧାଞ୍ଚଳ ନିରୀକ୍ଷଣ, ନମୁନା ପରୀକ୍ଷା ଏବଂ ଦକ୍ଷ ଚିକିତ୍ସା ପରିଚାଳନାକୁ ସୁଦୃଢ଼ କରିବାରେ ସହାୟତା କରିବ କେନ୍ଦ୍ରୀୟ ଦଳନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶା, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ ଏବଂ ଛତିଶଗଡ଼କୁ ମିଶାଇ ଚାରିଟି ରାଜ୍ୟରେ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ଦଳ ନିୟୋଜିତ କରିବା ଲାଗି କେନ୍ଦ୍ର!-->…
Read More...
Read More...
ମେକ୍ ଇନ୍ ଇଣ୍ଡିଆକୁ ପ୍ରୋତ୍ସାହନ : ଭାରତୀୟ ସେନାକୁ ପିନାକ କ୍ଷେପଣାସ୍ତ୍ର ଯୋଗାଣ ପାଇଁ ଭାରତୀୟ କମ୍ପାନୀଗୁଡ଼ିକ ସହ…
ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ପାଇଁ ଭାରତ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ଗତକାଲି ତାହାକୁ ଆଉ ଏକ ସାମର୍ଥ୍ୟ ମିଳିଛି । ପ୍ରତିରକ୍ଷା ମନ୍ତ୍ରଣାଳୟର ଅସ୍ତ୍ରଶସ୍ତ୍ର ଓ ସାମରିକ ଉପକରଣ କ୍ରୟ ବିଭାଗ ଆଜି ଭାରତ ଆର୍ଥମୁଭର୍ସ ଲିମିଟେଡ଼, ଟାଟା!-->…
Read More...
Read More...
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି
ନୂଆଦିଲ୍ଲୀ, (କେପିଏନ୍ଏସ୍) : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ୮୪ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୧୯୩୫ ମସିହା ଡିସେମ୍ବର ୧୧ ତାରିଖ ଦିନ ଜନ୍ମ ଗ୍ରହଣ କରିଥିବା କଂଗ୍ରେସର ଜଣେ ବରିଷ୍ଠ ନେତା ଭାବରେ ବେଶ୍ ସୁନାମ ଅର୍ଜନ କରିଥିଲେ । ଶାନ୍ତ, କାନ୍ତ, କୋମଳ, କମନୀୟ!-->…
Read More...
Read More...
ମନର କଥା ୨.୦ (ପଂଚଦଶ ଅଧ୍ୟାୟ) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ରେଡ଼ିଓ ଅଭିଭାଷଣ ‘ମନ୍ କି…
• ଦେଶରେ ପ୍ରତ୍ୟେକ ଆୟୋଜନରେ ଯେଉଁଭଳି ସଂଯମତା ଏବଂ ଆଡମ୍ବରଶୂନ୍ୟତା ପରିଲକ୍ଷିତ ହେଉଛି, ତାହା ଅଭୂତପୂର୍ବ : ପ୍ରଧାନମନ୍ତ୍ରୀ• ଖେଳନା ଉଦ୍ୟୋଗର ବିକାଶ ପାଇଁ ଷ୍ଟାର୍ଟ-ଅପ୍ ମାନଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ଟିମ୍ ଅପ୍ ଫର୍ ଟଏଜ୍’ ଆହ୍ୱାନ• ଆତ୍ମନିର୍ଭର ଭାରତ ଅଭିଯାନରେ ଭର୍ଚୁଆଲ୍!-->…
Read More...
Read More...
ବରିଷ୍ଠ ସାମ୍ବାଦିକ ବରିଷ୍ଠ କୁମାର ଶର୍ମାଙ୍କ ଦେହାନ୍ତ
ଜୟପୁର, (କେପିଏନ୍ଏସ୍) : ରାଜସ୍ଥାନ ଶ୍ରମଜୀବୀ ପତ୍ରକାର ସଂଘର ପୂର୍ବ ମହାସଚିବ ତଥା ଭାରତୀୟ ଶ୍ରମଜୀବୀ ପତ୍ରକାର ସଂଘର ଉପାଧ୍ୟକ୍ଷ ବରିଷ୍ଠ କୁମାର ଶର୍ମାଙ୍କ ଆଜି ଦେହାନ୍ତ ହୋଇଯାଇଛି । ତାଙ୍କ ବିୟୋଗରେ ସାରା ଭାରତର ସାମ୍ବାଦିକ ଜଗତରେ ଶୋକର ଛାୟା ଖେଳି ଯାଇଛି । ଆସନ୍ତା କାଲି!-->…
Read More...
Read More...
ଲଗାତାର ଦୁଇଦିନ ଧରି ଦୈନିକ ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା
• ମୋଟ ପରୀକ୍ଷା ସଂଖ୍ୟା ୪ କୋଟି ନିକଟତର• ବିଗତ ୨ ସପ୍ତାହରେ ୧ କୋଟିରୁ ଅଧିକ ନମୁନା ପରୀକ୍ଷାନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସରକାରଙ୍କ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ପାଥେୟ କରି ଦେଶରେ ଗତ ୨ ଦିନ ଧରି ଲଗାତାର ୯ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି । ଗତକାଲି ୨୪!-->…
Read More...
Read More...
ଆଜି ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଦ୍ଵାଦଶ ପ୍ରତିଷ୍ଠା ଦିବସ
• ଭର୍ଚୁଆଲ କାର୍ୟ୍ୟକ୍ରମରେ ଯୋଗ ଦେବେ ତିନି କେନ୍ଦ୍ର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ• ପ୍ରତିଷ୍ଠା ଦିବସ ଅଭିଭାଷଣ ରଖିବେ ମୁଖ୍ୟ ଆର୍ଥିକ ପରାମର୍ଶଦାତା• କାର୍ୟ୍ୟକ୍ରମରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କ ଶୁଭେଚ୍ଛା ବାର୍ତ୍ତା ପାଠ କରାଯିବ• କୋରାପୁଟଠାରେ ୨୦୦୯ରେ ପ୍ରତିଷ୍ଠା ହୋଇଥିଲା!-->…
Read More...
Read More...