Browsing Category
ଦେଶ ବିଦେଶ
କେନ୍ଦ୍ର ମନ୍ତ୍ରୀ ସଦାନନ୍ଦ ଗୌଡ଼ା ହଠାତ୍ ଅସୁସ୍ଥ : ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ : ହଠାତ୍ ସ୍ୱାସ୍ଥ୍ୟ ଖରାପ ହେବା ପରେ କେନ୍ଦ୍ର ସାର ଓ ରାସାୟନିକ ମନ୍ତ୍ରୀ ସଦାନନ୍ଦ ଗୌଡ଼ାଙ୍କୁ ଚିତ୍ରାଦୁର୍ଗ ଜିଲ୍ଲାର ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେ କାର ଭିତରେ ବସିବାକୁ ଯାଉଥିବା ବେଳେ ବେହୋଶ ହୋଇ ତଳେ ପଡ଼ି ଯାଇଥିଲେ । ପ୍ରାଥମିକ ସୂଚନା ଅନୁଯାୟୀ!-->…
Read More...
Read More...
ଦୁଷ୍କର୍ମ ପାଇଁ ପତ୍ନୀଙ୍କୁ ଉଠାଇ ନେଉଥିବା ବେଳେ ବଂଚାଇବାକୁ ଚେଷ୍ଟା କରିଥିବା ସ୍ୱାମୀ ଅସାମାଜିକଙ୍କ ଆକ୍ରମଣରେ…
ଇନ୍ଦୋର : ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଜଣେ ଆହତ ବ୍ୟକ୍ତି ଶନିବାର ରାତିରେ ବାରବାଣୀରୁ ଏମ୍ୱାଏ ଡାକ୍ତରଖାନାରେ ଚିକିତ୍ସା ପାଇଁ ପହଞ୍ଚିଥିଲେ, ଯାହାଙ୍କ ମୁଣ୍ଡରେ ତୀର ଲଗିଥିଲା । ଆହତଙ୍କ କହିବା ଅନୁସାରେ, ତାଙ୍କ ପତ୍ନୀଙ୍କୁ ବଳାତ୍କାର କରିବାକୁ ଅସାମାଜିକମାନେ ଅପହରଣ କରି ନେଉଥିଲେ!-->…
Read More...
Read More...
ଶ୍ମଶାନର ଛାତ ଭୁଷୁଡ଼ି ପଡିବାରୁ ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ : ଉଦ୍ଧାର କାର୍ଯ୍ୟ ଜାରି
ଗାଜିଆବାଦ : ଦିଲ୍ଲୀ ନିକଟସ୍ଥ ଗାଜିଆବାଦରୁ ଏକ ବଡ ଖବର ଆସୁଛି । ଏଠାରେ ଏକ ଶବଦାହ ଭୂମିରେ ଛାତ ଭୁଷୁଡ଼ି ଯିବା ଫଳରେ ଅନେକ ଲୋକ ଏହାର ଚାପରେ ଆସିଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଥିବା କୁହାଯାଉଛି । ଉଦ୍ଧାର କାର୍ୟ୍ୟ ଚାଲିଛି ।
ଗାଜିଆବାଦ ପୋଲିସ ଷ୍ଟେସନର!-->!-->!-->…
Read More...
Read More...
ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
• ଆତ୍ମନିର୍ଭର ଭାରତରେ ଯୋଗଦାନ ନିମନ୍ତେ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ• ଦେଶର ଆଶାଆକାଂକ୍ଷା ସହିତ ନିଜ କ୍ୟାରିଅରକୁ ଯୋଡ଼ିବା ନିମନ୍ତେ ଆଇଆଇଏମ ଛାତ୍ରଛାତ୍ରୀଙ୍କୁ ପରାମର୍ଶ
ନୂଆଦିଲ୍ଲୀ / ସମ୍ବଲପୁର, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ!-->!-->!-->…
Read More...
Read More...
ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧ ହେବ କି ? ଇରାନ କମାଣ୍ଡରଙ୍କ ବାର୍ଷିକୀ ପୂର୍ବରୁ ପାରସ୍ୟ ଉପସାଗରରେ ଯୁଦ୍ଧର…
ତେହେରାନ : ପ୍ରାୟ ଏକ ବର୍ଷ ପୂର୍ବେ ଆମେରିକା ଇରାନର ସବୁଠାରୁ ଶକ୍ତିଶାଳୀ ସାମରିକ କମାଣ୍ଡର କାସେମ ସୋଲେମାନିଙ୍କୁ ହତ୍ୟା କରିଥିଲା । ଏହାଦ୍ୱାରା ଦୁଇ ଦେଶ ମଧ୍ୟରେ ତିକ୍ତତା ଗଭୀର ହୋଇଯାଇଥିଲା ଏବଂ ବର୍ତ୍ତମାନ ପୁଣି ଥରେ ଏହି ଅଞ୍ଚଳରେ ସାମରିକ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଛି ।!-->…
Read More...
Read More...
ଆଜିଠାରୁ ଦେଶରେ କରୋନା ଟୀକାର ଡ଼୍ରାଏ ରନ୍ : ପ୍ରକ୍ରିୟା କେଉଁଠାରେ ଏବଂ କିପରି ଚାଲିବ, ଆସନ୍ତୁ ଜାଣିବା
ନୂଆଦିଲ୍ଲୀ : ଭାରତରେ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତି ସମ୍ପୂର୍ଣ୍ଣ ହୋଇଛି । ବର୍ତ୍ତମାନ ଟୀକାକରଣ ଆରମ୍ଭ ତାରିଖ ଘୋଷଣା ପୂର୍ବରୁ ସମସ୍ତ ଆବଶ୍ୟକୀୟ ପ୍ରସ୍ତୁତି ପରୀକ୍ଷା କରିବା ଆବଶ୍ୟକ । ଏଥିପାଇଁ କେନ୍ଦ୍ର ସରକାର ଆଜି ଦେଶରେ ଜାନୁୟାରୀ ୨, ୨୦୨୧ରୁ ଦେଶର ପ୍ରତ୍ୟେକ ରାଜ୍ୟରେ ଡ଼୍ରାଏ!-->…
Read More...
Read More...
ଏସବୁ ହେଉଛି ନୂଆ କରୋନା ଭୂତାଣୁର ଲକ୍ଷଣ : ଛାତି ଯନ୍ତ୍ରଣା ବଡ଼ ବିପଦ ହୋଇପାରେ
ନୂଆଦିଲ୍ଲୀ : ଭାରତରେ ୧୯ତମ ଦିନରେ କୋଭିଡ -୧୯ ର ୩୦ ହଜାରରୁ କମ୍ ନୂତନ ସଂକ୍ରମଣ ଘଟିଛି ଏବଂ ଏହା ସହିତ ଦେଶରେ ସଂକ୍ରମଣ ମାମଲା ଶୁକ୍ରବାର ଦିନ ୧,୦୨,୮୬,୭୦୯କୁ ବୃଦ୍ଧି ପାଇଛି । ସେଥିମଧ୍ୟରୁ ୯୮.୮୩ ଲକ୍ଷରୁ ଅଧିକ ଲୋକ ସଂକ୍ରମଣମୁକ୍ତ । ତେବେ ଆହୁରି ୨୫୬ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ!-->…
Read More...
Read More...
ୟୁପିରେ କୁହୁଡ଼ି : ଏକ୍ସପ୍ରେସ ୱେରେ ବଡ ଦୁର୍ଘଟଣା
ବାଗପତ : ଆଜି ସକାଳେ ଦିଲ୍ଲୀ ଏନ୍ସିଆର ଏବଂ ପଶ୍ଚିମ ୟୁପିରେ ଘନ କୁହୁଡି ଦେଖାଦେଇଛି । ପଶ୍ଚିମ ୟୁପିର ବାଗପତରେ ଘନ କୁହୁଡ଼ିର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ପରିଲକ୍ଷିତ ହୋଇଛି । କୁହୁଡି ଯୋଗୁଁ ଆଜି ସକାଳେ ଇଷ୍ଟର୍ଣ୍ଣ ପେରିଫେରାଲ୍ ଏକ୍ସପ୍ରେସ ୱେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁହୁଡି!-->…
Read More...
Read More...
ସରକାରଙ୍କ ସହ କୃଷକଙ୍କ ଅଷ୍ଟମ ରାଉଣ୍ଡ ଆଲୋଚନାର ପ୍ରସ୍ତୁତି ପାଇଁ ଆଜି ୮୦ଟି ସଂଗଠନ ସାମିଲ୍ ହେବେ ଏକ ବୈଠକରେ
ନୂଆଦିଲ୍ଲୀ : ଆଜି ହେଉଛି କୃଷକ ଆନ୍ଦୋଳନର ୩୭ ତମ ଦିନ । କୃଷକ ଏବଂ ସରକାରଙ୍କ ମଧ୍ୟରେ ସପ୍ତମ ରାଉଣ୍ଡ ଆଲୋଚନାରେ ସମ୍ପୂର୍ଣ୍ଣ ସମାଧାନ ହୋଇପାରିଲା ନାହିଁ । କିନ୍ତୁ ବିବାଦର ଦୁଇଟି ପ୍ରସଙ୍ଗରେ ସହମତି ପ୍ରକାଶ ପାଇଲା । ବର୍ତ୍ତମାନ ସମ୍ପୂର୍ଣ୍ଣ ସମାଧାନ ପାଇଁ ଜାନୁଆରୀ ୪ରେ ଅଷ୍ଟମ ରାଉଣ୍ଡ!-->…
Read More...
Read More...
ସିବିଆଇସିର ଅଂଶବିଶେଷ କୃଷ୍ଣାପାଟନମ୍ ଏବଂ ତୁମାକୁରୁରେ ଶିଳ୍ପ କରିଡର ନୋଡ ନିର୍ମାଣକୁ କ୍ୟାବିନେଟର ଅନୁମୋଦନ
• ଗ୍ରେଟର ନୋଏଡାରେ ମଲ୍ଟି ମୋଡାଲ ଲଜିଷ୍ଟିକ ହବ୍ ଏବଂ ମଲ୍ଟିି ମୋଡାଲ ଟ୍ରାନ୍ସପୋର୍ଟ ହବ୍ ନିର୍ମାଣକୁ ଅନୁମୋଦନ• ଅନୁମୋଦନ ଲାଭ କରିଥିବା ଏହି ପ୍ରକଳ୍ପଗୁଡିକର ମୋଟ ବ୍ୟୟ ଅଟକଳ ୭୭୨୫ କୋଟି ଟଙ୍କା; ଏଥିରେ ୨.୮ ଲକ୍ଷରୁ ଅଧିକ ନିଯୁକ୍ତି ସୁବିଧା ସୃଷ୍ଟି ହେବାର ଲକ୍ଷ୍ୟ• ଏହାଦ୍ୱାରା!-->…
Read More...
Read More...