Browsing Category
ଦେଶ ବିଦେଶ
ଆୟକର ବିଭାଗ ଦଳ ରବର୍ଟ ଭଦ୍ରାଙ୍କ ଘରେ ପହଞ୍ଚିଲେ : ବେନାମୀ ସମ୍ପତ୍ତି ମାମଲାରେ ତଦନ୍ତ
ନୂଆଦିଲ୍ଲୀ : ବେନାମୀ ସମ୍ପତ୍ତି ମାମଲାରେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ୱାମୀ ରବର୍ଟ ଭଦ୍ରାଙ୍କୁ ଆୟକର ବିଭାଗର ଅଧିକାରୀମାନେ ପଚରା ଉଚରା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆୟକର ବିଭାଗ ରବର୍ଟ ଭଦ୍ରାଙ୍କୁ ନୋଟିସ ପଠାଇଥିଲେ ମଧ୍ୟ ସେ ଆୟକର କାର୍ୟ୍ୟାଳୟରେ!-->…
Read More...
Read More...
ବାଲୁଚିସ୍ତାନରେ ଆଉ ଏକ ଭୟଙ୍କର ଆକ୍ରମଣ : ୧୧ ଜଣ ପାକିସ୍ତାନୀ କୋଇଲା ଖଣି ମାଲିକଙ୍କୁ ଗୁଳି କରି ହତ୍ୟା
କରାଚି : ପାକିସ୍ତାନର ଅଶାନ୍ନ୍ତ ଦକ୍ଷିଣ-ପଶ୍ଚିମ ବାଲୁଚିସ୍ତାନ ପ୍ରଦେଶରେ ପୁଣି ଥରେ ରକ୍ତ ହୋଲି ଖେଳାଯାଇଛି । ବନ୍ଧୁକଧାରୀମାନେ ଅପହରଣ କରିବା ପରେ ରବିବାର ଅତି କମରେ ୧୧ ଜଣ କୋଇଲା ଖଣି ମାଲିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନୀ ଖବରକାଗଜ ଏକ୍ସପ୍ରେସ ଟ୍ରିବ୍ୟୁନ ପୋଲିସ!-->…
Read More...
Read More...
ଦୁଇ ସାଙ୍ଗ ଗୋଟିଏ ଝିଅକୁ ପସନ୍ଦ କଲେ : ଏକାଠି ରହିବାକୁ ଅବଲମ୍ବନ କଲେ ଅଜବ୍ ତରିକା
ବ୍ରାଜିଲ : ବ୍ରାଜିଲର ଦୁଇଜଣ ବନ୍ଧୁ ଗୋଟିଏ ଝିଅକୁ ପସନ୍ଦ କଲେ । କିନ୍ତୁ ଆଶ୍ଚର୍ୟ୍ୟର କଥା ହେଲା, ଏହା ସେମାନଙ୍କର ବନ୍ଧୁତାକୁ ଭାଙ୍ଗି ନଥିଲା । ବରଂ ସେମାନଙ୍କ ମଧ୍ୟରେ ଏକ ନୂତନ ସମ୍ପର୍କ ସ୍ଥାପନ ହୋଇଥିଲା । ଏକାଠି ରହିବାକୁ ଅବଲମ୍ବନ କଲେ ଅଜବ୍ ତରିକା । ସେଇ ଝିଅଟି ମଧ୍ୟ ଜଣକୁ!-->…
Read More...
Read More...
ଟ୍ରମ୍ପ୍ ଅଡ଼ିଓକୁ ନେଇ ଆମେରିକାରେ ବୋବାଲ୍ : ନର୍ବାଚନ ଫଳାଫଳ ପରିବର୍ତ୍ତନ ପାଇଁ ନିର୍ବାଚନ ଅଧିକାରୀଙ୍କ ଉପରେ ଚାପ…
ୱାଶିଂଟନ : ଏକ ଅଡିଓ ଭାଇରାଲ୍ ହେବାରେ ଲାଗିଛି, ଯାହାକୁ ନେଇ ବୋବାଲ୍ ହୋଇଛି ଆମେରିକାରେ । ଅଭିଯୋଗ ହୋଇଛି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜର୍ଜିଆର ନିର୍ବାଚନ ଅଧିକାରୀଙ୍କୁ ଫୋନ୍ କରି ନିର୍ବାଚନ ଫଳାଫଳକୁ ପରିବର୍ତ୍ତନ କରିବାକୁ ଚାପ ପକାଇଥିଲେ । ଏହି ଅଡିଓ ଭାଇରାଲ ହେବା ପରେ!-->…
Read More...
Read More...
ଆଜି ପୁଣିଥରେ କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ : ନୂତନ ନିୟମ ହଟାଯିବା ପର୍ୟ୍ୟନ୍ତ ଆନ୍ଦୋଳନ ଜାରି…
ନୂଆଦିଲ୍ଲୀ : କୃଷକ ସଂଗଠନ ନୂତନ କୃଷି ନିୟମକୁ ବିରୋଧ କରି ଚାଲିଛି । ଆଜି କେନ୍ଦ୍ର ସରକାର ଏବଂ ବିରୋଧୀ କୃଷକ ସଂଗଠନ ମଧ୍ୟରେ ସପ୍ତମ ରାଉଣ୍ଡ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ରବିବାର ଦିନ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ!-->…
Read More...
Read More...
କୋଭିଡ୍ ୧୯ ଟିକାର ନିୟନ୍ତ୍ରିତ ଜରୁରୀ ଅନୁମୋଦନ ସଂପର୍କରେ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ (ଡିସିଜିଆଇ)ଙ୍କ…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍ସି୍ଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍ଷ୍ଟିୀଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା!-->…
Read More...
Read More...
ସେରମ ଓ ଭାରତ ବାୟୋଟେକ୍ ପ୍ରତିଷ୍ଠାନର କରୋନା ଟିକାକୁ ଅନୁମୋଦନ ମିଳିବା ପରେ ରାଷ୍ଟ୍ରକୁ ପ୍ରଧାନମନ୍ତ୍ରୀଙ୍କ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିସିଜିଆଇ ଦ୍ୱାରା ଭାରତୀୟ ସେରମ ପ୍ରତିଷ୍ଠାନ ଏବଂ ଭାରତ ବାୟୋଟେକ୍ କଂପାନୀ ଦ୍ୱାରା ପ୍ରସ୍ତୁତ କରୋନା ଟିକାକୁ ଅନୁମୋଦନ ମିଳିବା ଏକ ନିର୍ଣ୍ଣାୟକ ଘଟଣା । ଏହା କରୋନା ବିରୋଧୀ ଉତ୍ସାହଜନକ ଲଢେଇକୁ ଅଧିକ ବଳ!-->…
Read More...
Read More...
୨୦୨୦ରେ ପ୍ରସାର ଭାରତୀ (ଦୂରଦର୍ଶନ-ଆକାଶବାଣୀ)ର ବିପୁଳ ଡିଜିଟାଲ ଅଭିବୃଦ୍ଧି ହାସଲ
ପାକିସ୍ତାନରେ ଦୂରଦର୍ଶନ ଓ ଆକାଶବାଣୀର ଦ୍ୱିତୀୟ ସର୍ବାଧିକ ଡିଜିଟାଲ ଦର୍ଶକ ଏବଂ ଶ୍ରୋତା
ନୂଆଦିଲ୍ଲୀ, (ପିଆଇବି) : ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ!-->!-->!-->…
Read More...
Read More...
କୋଚି-ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପ୍ ଲାଇନ୍କୁ ଜାନୁଆରୀ ୫ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ ୫, ୨୦୨୧ ଦିନ ୧୧ ଟା ସମୟରେ କୋଚି - ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର୍ୟ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି!-->…
Read More...
Read More...
ପ୍ରେମିକଙ୍କୁ ପିଟି ପିଟି ହତ୍ୟା : ୩ ଅଭିଯୁକ୍ତ ଗିରଫ
ପାଟଣା, (କେପିଏନ୍ଏସ୍) : ଜଣେ ପ୍ରେମିକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁ ରାଜଭାଡ଼ି ବଜାରରେ ଯୁବକଙ୍କୁ ଠେଙ୍ଗାରେ ପିଟି ପିିଟି ହତ୍ୟା କରାଯାଇଛି । ତେଣୁ ୩ ଜଣ!-->…
Read More...
Read More...