Browsing Category

ଦେଶ ବିଦେଶ

କେପ ଆକାର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ…

• ସରକାରୀ ଘରୋଇ ଭାଗିଦାରୀ (ପିପିପି)ରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ ହେବ ପ୍ରକଳ୍ପ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ
Read More...

ଗୁପ୍ତଚର ଏଜେନ୍ସିର ବଡ ସଫଳତା : ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍ରିୱାଲକୁ ଦୁବାଇରୁ ପଠାଯାଇଥିଲା

ନୂଆଦି‌ଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଧରିବାରେ ନିୟୋଜିତ ସୁରକ୍ଷା ଏଜେନ୍ସିମାନେ ବଡ଼ ସଫଳତା ହାସଲ କରିଛନ୍ତି । ପଞ୍ଜାବର ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ଏବଂ ଖଲିସ୍ତାନୀ ଆତଙ୍କବାଦୀ ସୁଖ ବିକ୍‌ରିୱାଲକୁ ଭାରତ ଗୁରୁବାର ଦିନ ଦୁବାଇରୁ ଭାରତ ପଠାଯାଇଥିବା ଜଣାପଡ଼ିଛି ।
Read More...

ଭାରତରେ କରୋନାର ନୂତନ ଷ୍ଟ୍ରେନ୍ ପ୍ରବେଶ କଲା : ବ୍ରିଟେନରୁ ଫେରିଥିବା ୬ ଜଣଙ୍କଠାରେ ଲକ୍ଷଣ ମିଳିଲା

ନୂଆଦିଲ୍ଲୀ : ଭାରତରେ ମୋଟ ୬ ଜଣଙ୍କଠାରେ ନୂଆ କରୋନା ଭୂତାଣୁ ଚିହ୍ନଟ ହୋଇଛି । ମଙ୍ଗଳବାର ଦିନ ଭାରତ ସରକାର ଏହି ସୂଚନା ଦେଇଛନ୍ତି । ୟୁନାଇଟେଡ଼୍‌ କିଙ୍ଗ୍‌ଡ଼ମ୍‌ରୁ ଫେରିଥିବା ୬ ଜଣଙ୍କ ମଧ୍ୟରେ ଏହି ନୂତନ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ଏଥିମଧ୍ୟରୁ ବାଙ୍ଗାଲୋର, ହାଇଦ୍ରାବାଦ ଏବଂ
Read More...

ଡିସେମ୍ବର ୨୯ରେ ୪ଟି ପ୍ରସଙ୍ଗ ସହିତ ପରବର୍ତ୍ତୀ ରାଉଣ୍ଡ ଆଲୋଚନା ପାଇଁ କୃଷକ ସଂଗଠନ ସରକାରଙ୍କୁ ପ୍ରସ୍ତାବ ପଠାଇଲେ

ନୂଆଦିଲ୍ଲୀ : କେନ୍ଦ୍ରର ତିନୋଟି କୃଷି ନିୟମକୁ ବିରୋଧ କରି କୃଷକ ସଂଗଠନ ଶନିବାର ଦିନ ପୁଣି ସରକାରଙ୍କ ସହ ଆଲୋଚନା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ପରବର୍ତ୍ତୀ ପର୍ୟ୍ୟାୟ ଆଲୋଚନା ପାଇଁ ଡିସେମ୍ବର ୨୯ ତାରିଖ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍‌ଦ୍ୱାରା ନୂତନ ଆଇନ ଉପରେ ଆଲୋଚନା
Read More...

ଡିସେମ୍ବର ୨୮ରେ ବିଧାନସଭାରେ ଆଗତ ହେବାକୁ ଥିବା ଲଭ୍‌ ଜିହାଦ ବିରୋଧରେ ବିଲ୍ ମଞ୍ଜୁର କରିଛନ୍ତି ଶିବରାଜ କ୍ୟାବିନେଟ୍

ଭୋପାଳ : ମଧ୍ୟପ୍ରଦେଶର ଶିବରାଜ କ୍ୟାବିନେଟ ଲଭ୍‌ ଜିହାଦ ବିରୋଧରେ ବିଲ୍ ଅନୁମୋଦନ କରିଛନ୍ତି । ଏହି ବିଲ୍ ଅନୁଯାୟୀ, ଯଦି କେହି ପରିଚୟ ଲୁଚାଇ ବିବାହ କରିବ, ତେବେ ୧୦ ବର୍ଷ ପର୍ୟ୍ୟନ୍ତ କାରାବରଣ ହୋଇପାରେ । ବାଧ୍ୟତାମୂଳକ ଧର୍ମାନ୍ତିକରଣ କଲେ ୫ ବର୍ଷ ପର୍ୟ୍ୟନ୍ତ ଜେଲ୍‌ ହେବ । ୨୮
Read More...

ଚାଂଚଲ୍ୟକର ଖବର : କଲେଜରେ ଚାଲିଥିଲା ନକଲି ମଦ କାରଖାନା

ମିରଟ : ୟୁପି.ର ମିରଟ ଜିଲା ଜାନି ଥାନା ଅନ୍ତର୍ଗତ ଭୋଲା ରୋଡ୍‌ ପେପଲା ଗାଁ ନିକଟରେ ମହେନ୍ଦ୍ର ପ୍ରତାପ ଡିଗ୍ରୀ କଲେଜ ରହିଥିବା ବେଳେ ଏହି କଲେଜ ୩ ବର୍ଷ ହେବ ବନ୍ଦ ହୋଇ ପଡ଼ି ରହିଛି । ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ସେଠାରେ ମଦ ତିଆରି କରି ଚୋରା କାରବାର କରୁଥିଲେ । ଏ
Read More...

ଜାପାନରେ ବି ପହଞ୍ଚିଛି କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ : ୭୦% ଅଧିକ ସଂକ୍ରାମକ

ଟୋକିଓ : ବ୍ରିଟେନର କରୋନା ଭୂତାଣୁର ନୂତନ ମ୍ୟୁଟାଣ୍ଟ ଷ୍ଟ୍ରେନ୍ ଜାପାନରେ ବି ପହଞ୍ଚିଛି । ଜାପାନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହା ନିଶ୍ଚିତ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ବ୍ରିଟେନରେ ବୃଦ୍ଧି ପାଇଥିବା କରୋନାର ନୂତନ ପ୍ରକାରର ପ୍ରଥମ ରୋଗୀ ଜାପାନରେ ପାଇଛନ୍ତି ।
Read More...

କୃଷକଙ୍କ ଆନ୍ଦୋଳନ ୩୧ ଦିନ ହେଲା : ସରକାର‌ଙ୍କ ଚିଠି ଉପରେ କୃଷକମାନ‌ଙ୍କ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ

ନୂଆଦି‌ଲ୍ଲୀ : ନୂତନ କୃଷି ଆଇନ ରଦ୍ଦ କରିବାକୁ ଦାବୀରେ ବସିଥିବା କୃଷକଙ୍କ ଆନ୍ଦୋଳନର ୩୧ ଦିନ ହେଲା । ୨୬ ନଭେମ୍ବରରେ ଠିକ୍ ଏକ ମାସ ପୂର୍ବରୁ କୃଷକମାନେ ସି‌ନ୍ଧୁ ସୀମାରେ ଏକାଠି ହୋଇଥିଲେ । ସେହି ସମୟରେ ନଭେମ୍ବରର ଶୀତ ଆଜି ଡିସେମ୍ବର ୨୬ର ଶୀତଳ ପବନ ପରି ପ୍ରବାହିତ ହେଉ ନଥିଲା । ଗତ ଏକ
Read More...

ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ, ନିଜ ବିଜ୍ଞାନର ଶିକାର ହୋଇଥିଲେ ସେମାନେ : ଅନୁସନ୍ଧାନ

ୱାଶିଂଟନ୍‌ : ଅସୀମ ଆକାଶରେ ଅନେକ ସମୟରେ ଏଲିଅନ୍‌ମାନଙ୍କ ଉପସ୍ଥିତି ବିଷୟରେ କଳ୍ପନାଜଳ୍ପନା ଚାଲିଛି । କିନ୍ତୁ ବର୍ତ୍ତମାନ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ, ଆମର ଆକାଶ ଗଙ୍ଗା ମୃତ ଏଲିଅନ୍‌ମାନଙ୍କ ଘର ହୋଇପାରେ । ଏଥି ସହିତ, ଏହି ବିଦେଶୀମାନେ ନିଜ ନିଜ ବିଜ୍ଞାନ ଏବଂ
Read More...

ପ୍ରଧାନମନ୍ତ୍ରୀ ମୋଦୀ ଆଜି ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮ ହଜାର କୋଟି ପଠାଇବେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମଧ୍ୟାହ୍ନ ୧୨ ଟାରେ କୃଷକଙ୍କ ଆକାଉଣ୍ଟକୁ ପିଏମ କିସାନ ସ‌ମ୍ମାନ ନିଧି (PM-KISAN) ଯୋଜନାର ପରବର୍ତ୍ତୀ କିସ୍ତି ପଠାଇବେ । ଏହା ଅଧୀନରେ ୯ କୋଟି ଚାଷୀଙ୍କ ଆକାଉଣ୍ଟକୁ ୧୮୦୦୦ କୋଟି ଟଙ୍କା ପଠାଯିବ । ପ୍ରଧାନମନ୍ତ୍ରୀ ମୋଦୀ ଦେଶର ୬ଟି
Read More...