Browsing Category

ଦେଶ ବିଦେଶ

କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ବ୍ୟାପିବାରେ ଲାଗିଛି : ଭାରତରେ ରୋଗୀଙ୍କ ସଂଖ୍ୟା ୭୩ରେ ପହଂଚିଲା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବୁଧବାର କେନ୍ଦ୍ର ସରକାର କହିଛନ୍ତି ଯେ, ବ୍ରିଟେନରେ ମିଳୁଥିବା ନୂତନ ପ୍ରକାରର କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଭାରତରେ ୭୩ରେ ପହଞ୍ଚିଛି । ପଜିଟିଭ୍‌ ରୋଗୀଙ୍କୁ ସ୍ୱାସ୍ଥ୍ୟସେବାରେ
Read More...

ଆମେରିକାର ସଂସଦ କମ୍ପ୍ଲେକ୍ସରେ ଟ୍ରମ୍ପ ସମର୍ଥକଙ୍କ ଦ୍ୱାରା ହିଂସାତ୍ମକ ବିରୋଧ : ୱାଶିଂଟନରେ କର୍ଫ୍ୟୁ, ଗୁଳି…

ନୂଆଦିଲ୍ଲୀ : ଗୁରୁବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକମାନେ ଆମେରିକା କଂଗ୍ରେସରେ ଥିବା ଇଲେକ୍ଟୋରାଲ କଲେଜ ବିଷୟରେ ବୈଠକ ପୂର୍ବରୁ ବିକ୍ଷୋଭ କରିଥିଲେ । ଟ୍ରମ୍ପ ସମର୍ଥକଙ୍କ ଉତ୍ତେଜନା ଏବଂ ହିଂସା ଯୋଗୁଁ ପରିସ୍ଥିତି ଅସମ୍‌ମ୍ଭାଳ ହେବା ଯୋଗୁଁ ୱାଶିଂଟନ୍ ଡିସିରେ କର୍ଫ୍ୟୁ
Read More...

‌ ଟପ୍‌-୧୦ ଧନୀ ରୁ ବାଦ ପଡିଲେ ଅମ୍ବାନୀ, ଆସିଲା ଫୋର୍ବସ୍‌ ରିୟଲ ଟାଇମ ଧନିକଙ୍କ ସୂଚୀ

ନ୍ୟୁଜର୍ସି : ଚୀନ୍‌ର ୱାଟର କିଙ୍ଗଭାବେ ଜଣାଶୁଣା ବ୍ୟବସାୟୀ ଝୋଙ୍ଗ ଶାନଶାନ୍‌ ଏସିୟ ଧନିକଙ୍କ ସୂଚୀର ପ୍ରଥମ ସ୍ଥାନରେ ପହଞ୍ଚିଛନ୍ତି । ଏହି ସ୍ଥାନରେ ଥିବା ଭାରତୀୟ ଉଦ୍‌ୟୋଗପତି ମୁକେଶ ଅମ୍ବାନୀ ତଳକୁ ଖସିଥିବା ବେଳେ ବିଶ୍ୱର ଶୀର୍ଷ ୧୦ ଧନିକଙ୍କ ସୂଚୀରୁ ମଧ୍ୟ ବାଦ ପଡିଛନ୍ତି । ଚୀନ୍‌
Read More...

ପ୍ରେମିକାଙ୍କୁ ଦେଖା କରିବାକୁ ବେଦିରୁ ଉଠି ଚାଲିଗଲା ବର, ଶେଷରେ କନ୍ୟାଙ୍କ ହାତ ଧରିଲେ ଜଣେ ନମନ୍ତ୍ରିତ ଅତିଥୀ

ନୂଆଦିଲ୍ଲୀ : ବିବାହ ପାଇଁ ପ୍ରସ୍ତୁତି ସରିଯାଇଥିଲା ବର ଘର କନିଆଁ ପକ୍ଷ ସମସ୍ତେ ମଣ୍ଡପରେ । କିନ୍ତୁ ବରର ପତ୍ତା ମିଳିଲାନି । ବହୁ ଖୋଜାଖୋଜି ପରେ ଜଣାପଡ଼ିଲା ବର ପ୍ରେମିକାକୁ ସାକ୍ଷାତ କରିବାକୁ ଯାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କର୍ଣ୍ଣାଟକର ଚିକ୍କାମାଙ୍ଗାଲୁରୁରେ ।
Read More...

୮୧ ବର୍ଷର କନିଆଁକୁ ୩୫ ବର୍ଷର ବର : ଏମିତି ବି ହୋଇପାରେ ପ୍ରେମ

ବ୍ରିଟେନ : ବ୍ରିଟେନରେ ଜଣେ ୮୧ ବର୍ଷୀୟ ମହିଳା, ଜଣେ ୩୫ ବର୍ଷ ବୟସ୍କ ପୁରୁଷଙ୍କୁ ବିବାହ କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ବ୍ରିଟେନର ରହୁଥିବା ଏହି ମହିଳା ଆଇରିସ୍‌ ଜୋନ୍ସ ଆଇଟିଭିର ଏକ ଶୋ'ରେ ଅଂଶଗ୍ରହଣ କରୁଥିବା ବେଳେ ନିଜ ସମ୍ପର୍କ ବିଷୟରେ କହିଥିଲେ । କିନ୍ତୁ ଜୋନ୍ସଙ୍କର ମଧ୍ୟ ଏକ
Read More...

ଅମାନବୀୟ ଅପରାଧ : ଗ୍ୟାଙ୍ଗ ବଳାତ୍କାର ପରେ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ଼୍‌ ଗେଂଜି ନୃଶଂସ ହତ୍ୟା : ମୃତ ଦେହ ୧୭…

ବଦାୟୁଂ : ଉତ୍ତରପ୍ରଦେଶର ବଦାୟୁଂ ଜିଲ୍ଲାରେ ଜଣେ ମହିଳା ମନ୍ଦିରକୁ ପୂଜା କରିବାକୁ ଯାଇଥିବା ବେଳେ ମନ୍ଦିରର ମହନ୍ତ ସମେତ ତିନି ଜଣ ବ୍ୟକ୍ତି କେବଳ ତାଙ୍କୁ ବଳାତ୍କାର କରିନଥିଲେ, ବରଂ ତାଙ୍କ ପ୍ରାଇଭେଟ୍‌ ପାର୍ଟରେ ଲୁହା ରଡ ଗେଂଜି ତାଙ୍କୁ ହତ୍ୟା କରିଥିବା ଭଳି ଏକ ନୃଶଂସ ଖବର ଆସିଛି ।
Read More...

ମହାମାରୀ କରୋନା ଯୋଗୁଁ ଲକ୍‌ଡାଉନ୍‌ ବଢିଲା ଜାନୁୟାରୀ ୩୧ ପର୍ଯ୍ୟନ୍ତ ଏହି ସ୍ଥାନମାନଙ୍କରେ

ବର୍ଲିନ୍‌ : କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜର୍ମାନୀରେ ଜାନୁଆରୀ ୩୧ ଯାଏ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରାଯାଇଛି । ଜର୍ମାନ୍‌ ଚାନ୍‌ ସେଲର୍‌ ଆଞ୍ଜେଲା ମର୍କେଲ କହିଛନ୍ତି ଯେ, ସାମାଜିକ ଦୂରତା ରକ୍ଷା କରିବା, ଜନଗହଳିକୁ ଏଡ଼ାଇବା ଲାଗି ଏଭଳି ପଦକ୍ଷେପ ନିଆଯାଇଛି ।
Read More...

ପାକିସ୍ତାନ ଜେଲରେ ୧୧ ବର୍ଷ କାରାଦଣ୍ଡ ପରେ ଯୁବକ ମିର୍ଜାପୁରକୁ ଫେରିଲେ

ନୂଆଦି‌ଲ୍ଲୀ : ଉତ୍ତରପ୍ରଦେଶର ମିର୍ଜାପୁର ଜିଲ୍ଲାର ଜଣେ ଯୁବକ ଭୁଲରେ ସୀମା ପାର ହୋଇ ପ୍ରାୟ ୧୧ ବର୍ଷ ପୂର୍ବେ ପାକିସ୍ତାନକୁ ଚାଲି ଯାଇଥିଲେ । ଏଥିପାଇଁ ପାକିସ୍ତାନ ଜେଲରେ ଏକ ଦଶନ୍ଧିରୁ ଅଧିକ ସମୟ ବିତାଇବା ପରେ ଏବଂ ଆଇନଗତ ପ୍ରକ୍ରିୟା ଶେଷ କରିବା ପରେ ମଙ୍ଗଳବାର ରାତିରେ ଯୁବକ ତାଙ୍କ
Read More...

କୃଷକଙ୍କ ଆନ୍ଦୋଳନର ପରିସ୍ଥିତିରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କଲେ

ନୂଆଦିଲ୍ଲୀ : ତିନି କୃଷି ନିୟମ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ଏବଂ ସରକାରଙ୍କ ମଧ୍ୟରେ ହୋଇଥିବା ଆଲୋଚନା ବର୍ତ୍ତମାନ ପର୍ୟ୍ୟନ୍ତ ଫଳପ୍ରଦ ହୋଇନାହିଁ । ଏଥିପାଇଁ ସୁପ୍ରିମକୋର୍ଟ ବୁଧବାର ଚିନ୍ତା ପ୍ରକଟ କରିଛନ୍ତି । ତେବେ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏବଂ
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ମଧ୍ୟରେ ଟେଲିଫୋନ ବାର୍ତ୍ତାଳାପ :…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହିତ ଟେଲିଫୋନ ଯୋଗେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ଜନସନ ଆସନ୍ତା ସାଧାରଣତନ୍ତ୍ର ଦିବସ ପାଇଁ ତାଙ୍କୁ ମୁଖ୍ୟଅତିଥି ଭାବେ ନିମନ୍ତ୍ରଣ କରିଥିବାରୁ ପୁଣି ଥରେ ଭାରତକୁ ଧନ୍ୟବାଦ
Read More...