Browsing Category

ଦେଶ ବିଦେଶ

ଅକ୍ଷୟ କୁମାରଙ୍କ ବଚ୍ଚନ ପାଣ୍ଡେ ଫିଲ୍ମ : ରିଲିଜ ହେବ ୨୬ ଜାନୁୟାରୀ ୨୦୨୨ରେ

ନୂଆଦିଲ୍ଲୀ : ବଚ୍ଚନ ପାଣ୍ଡେ ର ଏକ ନୂଆ ପୋଷ୍ଟର ସେୟାର୍‌ କରି ଅକ୍ଷୟ କୁମାର ଶନିବାର ଦିନ ସେୟାର କରି ଅକ୍ଷୟ କୁମାର ଲେଖିଛନ୍ତି ଯେ, ବଚ୍ଚନପାଣ୍ଡେ ୨୬ ଜାନୁୟାରୀ ୨୦୨୨ରେ ମୁକ୍ତିଲାଭ କରିବ । ତେବେ ଏହି ଫିଲ୍ମରେ ଅକ୍ଷୟଙ୍‌ଙ୍କୁ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାରେ ଅଭିନୟ କରିବାର ଦେଖିବାକୁ
Read More...

ଆରବିଆଇ ନେଲା ନିଷ୍ପତ୍ତି : ବଜାରରେ ବନ୍ଦ ହେବ ପୁରୁଣା ୧୦୦, ୧୦ ଓ ୫ ଟଙ୍କିଆ ନୋଟ୍

ନୂଆଦିଲ୍ଲୀ : ଏହି ବର୍ଷ ଆଉ ବଜାରରେ ଚାଲିବନି ପୁରୁଣା ୧୦୦ ଟଙ୍କିଆ ନୋଟ୍, ୧୦ ଏବଂ ୫ ଟଙ୍କିଆ ନୋଟ୍ ବୋଲି ଆରବିଆଇ ନିଷ୍ପତ୍ତି ନେଇଛି । ଏହା ମାର୍ଚ୍ଚ-ଏପ୍ରିଲ ପରେ ଆଉ ବଜାରରେ ଚାଲିବନି । ତେବେ ଏହା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଜେନେରାଲ ମ୍ୟାନେଜର ବି ମହେଶ ଏହି ସୂଚନା ଦେଇ
Read More...

ପରସ୍ପରକୁ ନଷ୍ଟ କରିବାକୁ ଚେଷ୍ଟା କରି ଦମ୍ପତି ପିଲାମାନଙ୍କର ପିଲାଦିନକୁ ନଷ୍ଟ କରନ୍ତି : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଦମ୍ପତିଙ୍କୁ କହିଛନ୍ତି ଯେ, ତୁମେ ଦୁହେଁ କେତେ ଯୁଦ୍ଧ କରିବ ? ତୁମେ ତୁମର ପିଲାମାନଙ୍କର ପିଲାଦିନ ଏବଂ ଭାଇଭଉଣୀଙ୍କ ମଧ୍ୟରେ ଥିବା ପବିତ୍ର ବନ୍ଧନକୁ ନଷ୍ଟ କରିବାକୁ କାହିଁକି ଇଚ୍ଛା କରୁଛ ? ପରସ୍ପର ବିରୋଧରେ ଚାଲିଥିବା ଅସୀମ ମାମଲାକୁ ନେଇ
Read More...

ରାଷ୍ଟ୍ରପତି କୋବିନ୍ଦ ଏବଂ ପିଏମ ମୋଦୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀରେ ତା‌ଙ୍କୁ ପ୍ରଣାମ…

ନୂଆଦିଲ୍ଲୀ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ । ଚଳିତ ବର୍ଷ ତାଙ୍କ ଜନ୍ମଦିନକୁ ଭାରତ ସରକାର 'ପାରକ୍ରାମ ଦିବସ' ଭାବରେ ପାଳନ କରୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
Read More...

କୃଷକ ଜିଦ୍‌ରେ ଅଟଳ : ୫ ଘଣ୍ଟା ବୈଠକରେ କେବଳ ୩୦ ମିନିଟ୍ କଥାବାର୍ତ୍ତା

ନୂଆଦିଲ୍ଲୀ : କୃଷକ ଏବଂ ସରକାରଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା ଆଜି ଶେଷ ହୋଇଛି । ଆଜି ଏକାଦଶ ରାଉଣ୍ଡ ଆଲୋଚନାରେ ମଧ୍ୟ କୌଣସି ନିଷ୍‌ଷ୍ପତ୍‌ତ୍ତି ଆସିନାହିିଁ । ବୈଠକରୁ ବାହାରିବା ପରେ କୃଷକମାନେ କହିଛନ୍ତି ଯେ, ଆଜି ବୈଠକରେ ମାତ୍ର ୩୦ ମିନିଟ୍ ଆଲୋଚନା ହୋଇଛି । ଏଥି ସହ କୃଷି
Read More...

ମମତାଙ୍କୁ ଆଉ ଏକ ଝଟ୍‌କା ଲାଗିଲା : ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି

କୋଲକାତା : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଉତ୍ତେଜନା ତୀବ୍ର ହୋଇଛି । ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମସି) ବିପର୍ୟ୍ୟସ୍ତ ହୋଇପଡିଛି । ଶୁକ୍ରବାର ଦିନ ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳ
Read More...

ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ୮୦ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ : ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭଜନ ସମ୍ରାଟ ନରେନ୍ଦ୍ର ଚଞ୍ଚଲଙ୍କ ଦେହାନ୍ତ ହୋଇଯାଇଛି । ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ଗତ ତିନିମାସ ଧରି ନରେନ୍ଦ୍ର ଚଞ୍ଚଲ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଡାକ୍ତରଖାନା ପ୍ରଶାସନ ଅନୁଯାୟୀ, ଆଜି ଦିନ ପ୍ରାୟ ୧୨.୩୦ ସମୟରେ ସେ ଶେଷ
Read More...

ସୁରକ୍ଷା ବ୍ୟବସ୍ଥା ଆହୁରି ଦୃଢ଼ ହେବ : ଚୀନ୍ ସୀମାରେ ଆଇଟିବିପିର ବେଦାଙ୍ଗର ଫରୱାର୍ଡ ପୋଷ୍ଟରେ ହେଲିପ୍ୟାଡ୍ ନିର୍ମାଣ…

ନୂଆଦିଲ୍ଲୀ : ଭାରତ-ଚୀନ୍ ସୀମାରେ ଚୀନ୍‌ର ସକ୍ରିୟତା ବୃଦ୍ଧି ପାଇବା ପରେ ଭାରତ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ଆରମ୍ଭ କରିଛି । ଆଇଟିବିପି ଚୀନ୍ ସୀମାରେ ଥିବା ବେଦାଙ୍ଗରେ ଏକ ହେଲିପ୍ୟାଡ୍ ନିର୍ମାଣ କରିବାକୁ ଯାଉଛି ଭାରତ । ହେଲିପ୍ୟାଡ୍ ନିର୍ମାଣ ହେବା ପରେ ଯବାନମାନେ ଖାଦ୍ୟ
Read More...

ଫିଲିପାଇନ୍ସରେ ଭୂକମ୍ପ : ୭ମୃତ, ଅନେକ ଆହତ

ମାନିଲା : ଗୁରୁବାର ରାତିରେ ଫିଲିପାଇନ୍ସର ଦକ୍ଷିଣାଞ୍ଚଳ ଡାଭାଓରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୦ ଥିଲା । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୂଦ୍ର ଭିତରେ ୯୫.୮ କିଲୋମିଟର ଗଭୀରରେ ଚିହ୍ନଟ ହୋଇଛି । ଏଥିରେ ୭ ଜଣ‌ଙ୍କ ମୃତ୍ୟୁ ହେବା ସହ
Read More...

କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକ ସଂଗଠନ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା

ନୂଆଦି‌ଲ୍ଲୀ : ସରକାର ଏବଂ କୃଷକ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ଏକାଦଶ ରାଉଣ୍ଡ ଆଲୋଚନା ଶୁକ୍ରବାର ଦିନ ଦିଲ୍ଲୀର ଭିଗାନ୍ ଭବନରେ ଅନୁଷ୍ଠିତ ହେବାକୁ ଯାଉଛି । ଏହା ପୂର୍ବରୁ ଦଶମ ରାଉଣ୍ଡ ଆଲୋଚନାରେ ସରକାର ପ୍ରସ୍ତାବ ଦେଇଥିଲେ ଯେ, ଯଦି କୃଷକମାନେ ଏହି ପ୍ରତିବାଦ ପ୍ରତ୍ୟାହାର କରନ୍ତି,
Read More...