Browsing Category

ଦେଶ ବିଦେଶ

୫୯ଟି ଆପ୍ ଉପରେ ନିଷେଧାଦେଶ ଜାରି କରି ଭାରତ ଚାଇନାକୁ ଦେଲା କଡ଼ା ଆଘାତ : ବର୍ତ୍ତମାନ ଡ୍ରାଗନ୍ ଡବ୍ଲୁଟିଏଚଓକୁ ଗୁହାରି…

ନୂଆଦିଲ୍ଲୀ : ଚୀନ୍ ସହ ସୀମା ବିବାଦ ମଧ୍ୟରେ ଭାରତ ସରକାର ଟିକ୍‌ଟକ୍‌ ଏବଂ ୟୁସି ବ୍ରାଉଜର ସମେତ ୫୯ଟି ଚାଇନିଜ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ନିକଟରେ ଟିକ୍‌ଟକ୍‌ ସମେତ ୫୯ ଟି ଚାଇନିଜ୍ ଆପ୍ ଉପରେ ନିଷେଧାଦେଶ ଜାରି ରହିଛି ବୋଲି ଭାରତ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।
Read More...

ଦିଲ୍ଲୀ-ଏନସିଆରର ଅନେକ କ୍ଷେତ୍ରରେ ଆଜି ମଧ୍ୟ ଇଣ୍ଟରନେଟ୍ ବନ୍ଦ, ଘରୁ କାମ ଏବଂ ଅନଲାଇନ୍ କ୍ଲାସ୍ ପ୍ରଭାବିତ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଇଣ୍ଟରନେଟ୍ ସେବା ବନ୍ଦ ହେବା ଦ୍ୱାରା କୋଟି କୋଟି ଉପଭୋକ୍ତା ପ୍ରଭାବିତ ହୋଇଛନ୍ତି । ମଙ୍ଗଳବାର ଦିନ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ମୋବାଇଲ୍-ଇଣ୍ଟରନେଟ୍ ସେବା ବନ୍ଦ କରି ଦେଇଛି । କୃଷକଙ୍କ ଟ୍ରାକ୍ଟର ରାଲିରେ ଉତ୍ତେଜନା ପରେ ଗୃହ
Read More...

ଗଣତନ୍ତ୍ର ଦିବସରେ ପ୍ରଥମ ଥର ପାଇଁ ଲାଲକି‌ଲ୍ଲା ଅନ୍ଧକାରରେ ବୁଡିଗଲା : ପୋଲିସ ବିଦ୍ୟୁତ କାଟ୍‌ କଲା

ନୂଆଦିଲ୍ଲୀ : ଗଣତନ୍ତ୍ର ଦିବସ କିସାନ ପରେଡରେ ଦିଲ୍ଲୀରେ ହୋଇଥିବା ହିଂସାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜାତୀୟ ରାଜଧାନୀ ଦିଲ୍ଲୀରେ ପାରାମିଲିଟାରୀ ଫୋର୍ସର ୧୫ ଟି ‌ପ୍ଲାଟୁନ୍‌ ନିୟୋଜିତ କରିବାକୁ ନିଷ୍ପତ୍ତି ନେଇଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସାମରିକ
Read More...

ସନି ଲିଓନ ଛକ୍କା ମାରି ଭାଙ୍ଗିଲେ କାଚ : ଟୁଇଟ୍‌ କରି କହିଲେ କଣ ମୁଁ ଇଂଲଣ୍ଡ ପାଇଁ ନିଜ କିଟ୍‌ ପ୍ୟାକ୍‌ କରିବି କି ?

ମୁମ୍ବାଇ : ବଲିଉଡ୍‌ ଅଭିନେତ୍ରୀ ସନି ଲିଓନ ନିକଟରେ ନିଜ ଟ୍ଵିଟର ହ୍ୟାଣ୍ଡେଲରୁ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହି ଭିଡିଓରେ ସନି କ୍ରିକେଟ ଖେଳୁଥିବାର ନଜର ଆସୁଛନ୍ତି । ଏଥିରେ ଦେଖିବାକୁ ମିଳୁଛି ଯେ, ସନି ଲିଓନ ବ୍ୟାଟିଂ କରୁଛନ୍ତି । ସେ ଏତେ ଜୋର୍‌ରେ ଛକ୍କା ମାରୁଛନ୍ତି ଯେ
Read More...

ଓଡ଼ିଶାରୁ ୨ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବେ

ନୂଆଦି‌ଲ୍ଲୀ : ଏ ବର୍ଷ ଓଡ଼ିଶାରୁ ୨ ଜଣ ବରିଷ୍ଠ ପୁଲିସ୍‍ ଅଧିକାରୀ ରାଷ୍ଟ୍ରପତି ପୁଲିସ୍‍ ପଦକ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମା ଏବଂ ବି.ପି.ଏସ୍‍.ପି.ଏ. ଡେପୁଟୀ ସୁବେଦାର ବୁଦ୍ଧ ବାହାଦୁର ଥାପ୍ପା ଏହି ପଦକ ପାଇଁ ମନୋନୀତ ହୋଇଛନ୍ତି । ସେହିଭଳି
Read More...

ଟ୍ରାକ୍ଟର ପରେଡ : ବ୍ୟାରିକେଡ ଭାଙ୍ଗି କୃଷକମାନେ ଦିଲ୍ଲୀରେ ପ୍ରବେଶ କଲେ, ଲୁହବୁହା ଗ୍ୟାସ ଛାଡିଲା ପୋଲିସ

ନୂଆଦି‌ଲ୍ଲୀ : ନାଙ୍ଗଲୋଇରେ ପ୍ରାୟ ଏକ ଘଣ୍ଟା ଧରି ଚାଷୀମାନେ ଅପେକ୍ଷା କରିଥିଲେ ଯେ ପୋଲିସ ସେମାନଙ୍କୁ ଦିଲ୍ଲୀ ଆଡକୁ ବଢ଼ିବାକୁ ରାସ୍ତା ଦେବ । କିନ୍ତୁ ସେମାନଙ୍କୁ ରାଲିର ନିର୍ଦ୍ଦିଷ୍ଟ ମାର୍ଗରେ ଅଗ୍ରଗତି କରିବାକୁ ପଡ଼ିବ ବୋଲି ପୋଲିସ କହିଛି । ନାଙ୍ଗଲୋଇରୁ ଚାଷୀଙ୍କୁ ଡାହାଣକୁ
Read More...

ଟିକରି ସୀମାରେ ୩୦ କିଲୋମିଟର ପର୍ୟ୍ୟନ୍ତ କୃଷକଙ୍କ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ : ଟିକରି ସୀମାରେ ୩୦ କିଲୋମିଟର ପର୍ୟ୍ୟନ୍ତ କୃଷକଙ୍କ ଟ୍ରାକ୍ଟର ରାଲି ଚାଲିଥିବା ସୂଚନାରେ କୁହାଯାଇଛି । ପ୍ୟାରେଡରେ ଲୋକମାନେ ଶାନ୍ତିପୂର୍ଣ୍ଣ ଭାବେ ଟ୍ରାକ୍ଟର ରାଲି ନେଉଥିବାର ଦେଖାଯାଉଛି । ଟ୍ରାକ୍ଟର ରାସ୍ତାର ଗୋଟିଏ ପାର୍ଶ୍ୱରେ ଚାଲୁଥିବା ବେଳେ ଅନ୍ୟ ପା‌ଶ୍ୱର୍ରେ
Read More...

ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଆରମ୍ଭ ହୋଇଛି

ନୂଆଦିଲ୍ଲୀ : ଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଧୀରେ ଧୀରେ ଆଗକୁ ବଢ଼ୁଛି । ଏଥିସହିତ ରାଜପଥ ଉପରୁ ଆକାଶରେ ଚାରୋଟି ଏମଆଇ ହେଲିକପ୍ଟର ରାଷ୍ଟ୍ରୀୟ ଭବନ ଆଡକୁ ଉଡୁଥିବା ଦେଖିବାକୁ ମିଳିଛି । ଏହି ହେଲିକପ୍ଟରଗୁଡ଼ିକ ଦର୍ଶକଙ୍କ ଉପରେ ଫୁଲ ବିଂଛୁଛନ୍ତି । ଏହା ପୂର୍ବରୁ
Read More...

ବିମାନ ଦୁର୍ଘଟଣାରେ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ

ବ୍ରାଜିଲ : ବିମାନ ଦୁର୍ଘଟଣାରେ ଫୁଟବଲ୍ କ୍ଲବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ଘଟିଛି ବୋଲି ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ଫୁଟବଲ୍ କ୍ଲବର ୪ ଜଣ ଖେଳାଳି କରୋନା ସଂକ୍ରମିତ ଥିଲେ । ତେଣୁ ତା‌ଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିବାରୁ ତାଙ୍କୁ ଅଲଗା ଏକ ଘରୋଇ ବିମାନରେ ଗତ ରବିବାର
Read More...

କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ଜୟଶ୍ରୀ ରମୈୟା‌ଙ୍କ ଆତ୍ମହତ୍ୟା

ବାଙ୍ଗାଲୋର : କନ୍ନଡର ଲୋକପ୍ରିୟ ଅଭିନେତ୍ରୀ ତଥା ପୂର୍ବତନ ବିଗବସ୍ କନ୍ନଡ ପ୍ରତିଯୋଗୀ ଜୟଶ୍ରୀ ରାମାୟା ବା‌ଙ୍ଗାଲୋର ସ୍ଥିତ ତାଙ୍କ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ତାଙ୍କ ଶବତ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ପ୍ରାରମ୍ଭିକ ତଦନ୍ତରେ ଜୟଶ୍ରୀ ମାନସିକ
Read More...