Browsing Category

ଦେଶ ବିଦେଶ

ସ୍ପେଶଏକ୍ସ ମିଶନକୁ ପୁନର୍ବାର ଝଟକା : ଲ୍ୟାଣ୍ଡିଂ ବେଳେ ଜଳିଗଲା ରକେଟ

ନ୍ୟୁୟର୍କ : ଏଲନ ମସ୍କଙ୍କ ସ୍ପେଶଏକ୍ସ ମିଶନ ମାର୍ଶକୁ ବୁଧବାର ପୁନର୍ବାର ଝଟକା ଲାଗିଛି । ସ୍ପେଶଏକ୍ସ ରକେଟର ପ୍ରୋଟୋଟାଇପ ଲ୍ୟାଣ୍ଡିଂ ବେଳେ ଏହା ବୈଷୟିକ ତ୍ରୁଟି ଯୋଗୁ କ୍ରାଶ ହେବା ସହ ଜଳି ଯାଇଥିଲା । ମସ୍କଙ୍କ କମ୍ପାନୀକୁ ଏହା ଦ୍ୱିତୀୟ ଝଟକା । ପୂର୍ବରୁ ଗତବର୍ଷ ଡିସେମ୍ବରରେ ମଧ୍ୟ ଏ
Read More...

ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସିଇଓ ପଦରୁ ଇସ୍ତଫା ଦେବେ

ନୂଆଦି‌ଲ୍ଲୀ : ଇ-କମର୍ସ କମ୍ପାନୀ ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ କମ୍ପାନୀର ସିଇଓ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ବେଜୋସଙ୍କ ପରେ ଆଣ୍ଡି କମ୍ପାନୀର ସିଇଓ ଭାବେ ଅନୁସରଣ କରିବେ । ଆଣ୍ଡି ବର୍ତ୍ତମାନ ଆମାଜନର କ୍ଲାଉଡ୍ କମ୍ପ୍ୟୁଟିଂ ବ୍ୟବସାୟର ନେତୃତ୍ୱ ନେଉଛ‌ନ୍ତି ।
Read More...

ମୁଜାଫରପୁରର ମାନିଆରି ପୋଲିସ ଷ୍ଟେସନରେ ଅଗ୍ନିକା‌ଣ୍ଡ : ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଲିଭାଇବା ଆରମ୍ଭ

ମୁଜାଫରପୁର : ବିହାରର ମୁଜାଫରପୁରର ମାନିଆରି ପୋଲିସ ଷ୍ଟେସନରେ ନିଆଁ ଲାଗିଥିବାର ଖବର ଆସିଛି । ପ୍ରାଥମିକ ସୂଚନା ଅନୁଯାୟୀ, ମଣିଆରି ପୋଲିସ ଷ୍ଟେସନରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ ବାହିନୀ ନିଆଁ ଲିଭାଉଛନ୍ତି। ସବ୍-ଇନ୍ସପେକ୍ଟର ସୁଜିତ କୁମାର ମିଶ୍ର କହିଛନ୍ତି,
Read More...

ଆସିଲା ସିବିଏସ୍‌ଇ ବୋର୍ଡ ପରୀକ୍ଷା ସୂଚୀ

ନୂଆଦି‌ଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶ ଆଜି ସିବିଏସଇ ୧୦ମ ଓ ୧୨ଶ ଶ୍ରେଣୀ ବୋର୍ଡ ପରୀକ୍ଷାର ସୂଚୀ ଘୋଷଣା କରିଛ‌ନ୍ତି । ତେବେ ଏହି ପରୀକ୍ଷା ମେ ୪ ତାରିଖରୁ ଆରମ୍ଭ ହେବ । ପରୀକ୍ଷା ସୂଚୀ ସିବିଏସଇ ଓ୍ବେବ୍ ସାଇଟ୍‌ରେ ଉପଲ‌ବ୍ଧ‌ ହେଉଛି । ଛାତ୍ରଛାତ୍ରୀ ମାନେ ସହଜରେ
Read More...

ହାର୍ଦ୍ଦିକଙ୍କୁ ମିଳିଲା ସ୍ପେଶାଲ୍ ଗିଫ୍ଟ : ଯାହା ସେ ସାରା ଜୀବନ ମନେ ରଖିବେ

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ଷ୍ଟାର୍ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଯେବେଠାରୁ ପୁତ୍ର ସନ୍ତାନର ବାପା ହେଲେଣି, ସେବେଠାରୁ ଅଧିକାଂଶ ସମୟରେ ସୋଶାଲ ମିଡିଆରେ ନିଜ ପୁଅର ଫଟୋ ଶେଆର୍ କରିଆସୁଛନ୍ତି। ନିକଟରେ ହାର୍ଦ୍ଦିକ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କୁ ଏଭଳି ଏକ ଗିଫ୍ଟ ମିଳିଛି,
Read More...

୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଜ ଟ୍ଵିଟର ଜରିଆରେ ୨୦୨୧ ବର୍ଷର ୟୁଜିସି ନେଟ୍‌ ପରୀକ୍ଷା ପାଇଁ ତାରିଖ ଘୋଷଣା କରି ଲେଖିଛନ୍ତି ଯେ, ଜାତୀୟ ପରୀକ୍ଷା ଏଜେନ୍‌ସି ଜୁନିଅର ରିସର୍ଚ୍ଚ ଫେଲୋସିପ୍‌ ଏବଂ ସହକାରୀ ପ୍ରଫେସରଙ୍କ ପାଇଁ ଯୋଗ୍ୟତା ପରୀକ୍ଷା
Read More...

ସିନେମା ହଲଗୁଡ଼ିକୁ ୧୦୦ ପ୍ରତିଶତ କ୍ଷମତାରେ କାର୍ଯ୍ୟକ୍ଷମ କରାଯିବ : ଚଳଚ୍ଚିତ୍ର ପ୍ରଦର୍ଶନ ନିମନ୍ତେ ସୂଚନା ଓ…

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି କୋଭିଡ଼ ୧୯ ମହାମାରୀ ସଂକ୍ରମଣ ଯୋଗୁ ବନ୍ଦ ପଡ଼ିଥିବା ଦେଶର ସିନେମା ହଲ୍ ଏବଂ ଥିଏଟରଗୁଡ଼ିକ ନିମନ୍ତେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ଼ିଓର (ଏସଓପି) ଜାରି କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି
Read More...

ମୋରାଦାବାଦ ସଡକ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ମୋରାଦାବାଦ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରିଛନ୍ତି । ସେ
Read More...

‘ପ୍ରବୁଦ୍ଧ ଭାରତ’ର ୧୨୫ ତମ ପ୍ରତିଷ୍ଠା ଦିବସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

ଏହି ପତ୍ରିକା ସ୍ୱାମୀ ବିବେକାନନ୍ଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା, ଭାରତ ଗରିବଙ୍କୁ ସଶକ୍ତ କରି ସ୍ୱାମୀ ବିବେକାନନ୍ଦଙ୍କ ପଦାଙ୍କ ଅନୁସରଣ କରୁଛି : ପ୍ରଧାନମନ୍ତ୍ରୀମହାମାରୀ ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ଭାରତର ଆଭିମୁଖ୍ୟବିବେକାନନ୍ଦଙ୍କ ବିଚାର ସହିତ ମେଳ ଖାଉଛି :
Read More...

ମୁଖ୍ୟ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ହେବେ ଏୟାର ମାର୍ଶଲ ରାଜେଶ କୁମାର

ନୂଆଦିଲ୍ଲୀ : ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ମୁଖ୍ୟ ଏୟାର ମାର୍ଶଲ ଏନଏସ ଧିଲନ୍ ଆଜି ନିଜ କାର୍ୟ୍ୟରୁ ଅବସର ଗ୍ରହଣ କରିବେ । ତେବେ ସୁଚନା ଅନୁସାରେ ତାଙ୍କ ସ୍ଥାନରେ ଏୟାର ମାର୍ଶଲ ରାଜେଶ କୁମାର ନିଯୁକ୍ତି ପାଇବେ । ରାଜେଶ କୁମାର ୧୯୮୧ ଡିସେମ୍ବରରେ ଭାରତୀୟ ବାୟୁସେନାରେ ଯୁଦ୍ଧ ବିମାନ
Read More...