Browsing Category

ଦେଶ ବିଦେଶ

ପତି‌ଙ୍କ ଅଭିଯୋଗ : ପତ୍ନୀ ଏବଂ ପତ୍ନୀଙ୍କ ପ୍ରେମିକ ତା‌ଙ୍କ ନିରୀହ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଛନ୍ତି

ନୋଏଡା : ଜଣେ ବ୍ୟକ୍ତି ପତ୍ନୀ ଏବଂ ତାଙ୍କ ପ୍ରେମିକ ମିଶି ତା‌ଙ୍କ ନିରୀହ ପୁଅକୁ ଅଶ୍ଳୀଳ ଭିଡିଓ ଦେଖାଇଥିବା ଅଭିଯୋଗ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସ୍ୱାମୀ ଜଣକ ପତ୍ନୀ ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ନୋଏଡା ସେକ୍ଟର -୪୯ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ପୋଲିସ ନିକଟରେ
Read More...

୨୦୨୨ରେ ଭାରତର ଜିଡିପି ଅଭିବୃଦ୍ଧି ୧୦.୫% ହେବ : ଆରବିଆଇ ଗଭର୍ଣ୍ଣର

ନୂଆଦି‌ଲ୍ଲୀ : ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ଦିନ ଘୋଷଣା କରିଛନ୍ତି ଯେ, ୪% ରେପୋ ହାର ବଜାୟ ରହିବ । ସେ କହିଛନ୍ତି ଯେ, ମୁଦ୍ରା ନୀତି କମିଟି ଏକ ପ୍ରତିଷେଧକ ମନୋଭାବ ବଜାୟ ରଖିଛି । ଏହା ସହିତ ସେ କହିଛନ୍ତି ଯେ, ରିଭର୍ସ ରେପୋ ରେଟ୍ ମଧ୍ୟ ପରିବର୍ତ୍ତନ ହୋଇନାହିଁ ଏବଂ
Read More...

କୃଷକ ଆନ୍ଦୋଳନ ଉପରେ କୃଷି ମନ୍ତ୍ରୀ କହିଲେ, ଆଇନରେ କଳା କ’ଣ, ବିରୋଧୀ କୁହ‌ନ୍ତୁ

ନୂଆଦି‌ଲ୍ଲୀ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଶୁକ୍ରବାର ଦିନ ରାଜ୍ୟସଭାରେ କହିଛନ୍ତି ଯେ, ମୁଁ କୃଷକ ସଂଗଠନ ଏବଂ ବିରୋଧୀଙ୍କୁ ପଚାରୁଛି ଯେ ଆଇନରେ କଳା କ'ଣ ? ସେ କହିଛନ୍ତି, କୃଷକ ଆନ୍ଦୋଳନକୁ ନେଇ ଚିନ୍ତିତ ଥିବାରୁ ମୁଁ ବିରୋଧୀଙ୍କୁ ଧନ୍ୟବାଦ ଜଣାଉଛି ଏବଂ ଏହି ଆନ୍ଦୋଳନ
Read More...

ଅମିତାଭ ବଚ୍ଚନ ଭାବପ୍ରବଣ ହେଲେ ପୁଅର ଜନ୍ମଦିନରେ : କହିଲେ ଏମିତି

ମୁମ୍ବାଇ : ବଲିଉଡ୍‌ ଅଭିନେତା ଅଭିଷେକ ବଚ୍ଚନ ଆଜି ୪୫ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି । ଏଥିରେ ସାମିଲ ହୋଇଛନ୍ତି ଅଭିଷେକଙ୍କ ପିତା ତଥା ମହାନାୟକ ଅମିତାଭ ବଚ୍ଚନ । ପୁଅର ଜନ୍ମଦିନରେ ଭାବପ୍ରବଣ ହୋଇଯାଇଛନ୍ତି ଅମିତାଭ ବଚ୍ଚନ । ଅଭିଷେକଙ୍କ ସହ
Read More...

କୃଷକ ଆନ୍ଦୋଳନକୁ ନେଇ ବୟାନ ଦେଳେ ସଲ୍‌ମାନ ଖାନ୍

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ସରକାରଙ୍କ ତରଫରୁ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେଲିବ୍ରେଟିମାନେ ସୋସିଆଲ ମିଡିଆ ମାଧ୍ୟମରେ ବିଭିନ୍ନ ସମୟରେ ନିଜର ମତ ପ୍ରକାଶ କରୁଛନ୍ତି । ଏହି ଆନ୍ଦୋଳନ ଠିକ ବୋଲି କେହି କେହି ଖୋଲାଖୋଲି ଭାବେ କୃଷକମାନଙ୍କୁ ସମର୍ଥନ
Read More...

କୃଷକ ଆନ୍ଦୋଳନକୁ ବଢ଼ାଇବା ପାଇଁ ରାକେଶ ଟିକୈତ ଦେଲେ ଏହି ନୂତନ ସୂତ୍ର

ନୂଆଦିଲ୍ଲୀ : ଦିଲ୍ଲୀ ସୀମାରେ ପ୍ରାୟ ଅଢେ଼ଇ ମାସ ଧରି କୃଷି ଆଇନ ବିରୋଧରେ କୃଷକମାନେ ବିରୋଧ ପ୍ରଦର୍ଶନ କରିଆସୁଛନ୍ତି । ଗାଜିପୁର ସୀମାରେ ଥିବା ଭାରତୀୟ କିଷାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକୈତ ଏହି ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଚାଷୀଙ୍କୁ ଏକ ନୂତନ ସୂତ୍ର ଉପସ୍ଥାପନ
Read More...

୨୦୨୧-୨୨ କେନ୍ଦ୍ର ରେଳ ବଜେଟରେ ଓଡିଶାକୁ ୬୯୯୫.୫୮ କୋଟିର ଅନୁଦାନ : ରାଜ୍ୟରେ ରେଳ ଭିତିଭୂମି ସୁଦୃଢ କରିବା ସହ ଯାତ୍ରୀ…

 ପୂର୍ବବର୍ଷ ଅପେକ୍ଷା ଅଧିକ ଅନୁଦାନ ପାଇଁ ପ୍ରଧାନମନ୍ତ୍ରୀ ଏବଂ ରେଳମବୀଙ୍କୁ ଧନ୍ୟବାଦ ଓଡିଶା ତଥା ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରାଥମିକତା ରାଜ୍ୟରେ ରେଳ ପ୍ରକଳ୍ପକୁ ଶୀଘ୍ର ସାରିବା ପାଇଁ ବଜେଟ୍‌ରେ ଗୁରୁତ୍ୱ କଂଗ୍ରେସ ସରକାର ତୁଳନାରେ ମୋଦି ସରକାରରେ
Read More...

୧୯ ଦିନରେ ପ୍ରାୟ ୪.୫ ନିୟୁତ ହିତାଧିକାରୀଙ୍କ କୋଭିଡ-୧୯ ଟୀକାକରଣ ହୋଇପାରିଛି

ମାତ୍ର ୧୮ ଦିନରେ ୪ ନିୟୁତ ହିତାଧିକାରୀଙ୍କ ଟିକାକରଣ କ୍ଷେତ୍ରରେ ବିଶ୍ୱରେ ଭାରତ ଦ୍ରୁତତମ ଦେଶକ୍ରମାଗତ ହ୍ରାସ ପାଇ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୧.୫୫ ଲକ୍ଷ ହୋଇଛି ନୂଆଦି‌ଲ୍ଲୀ, (ପିଆଇବି) : ବୈଶ୍ୱିକ ମହାମାରୀ ବିରୋଧରେ ଲଢ଼େଇ କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା
Read More...

ପ୍ରିୟଙ୍କା ଗାନ୍ଧୀ ରାମପୁରରେ କହିଛନ୍ତି – ‘କୃଷକମାନଙ୍କ ଉପରେ ଅତ୍ୟାଚାର କରାଯାଉଛି, ଆଇନ ପ୍ରତ୍ୟାହାର…

ରାମପୁର : ଜାନୁଆରୀ ୨୬ରେ ଗଣତନ୍ତ୍ର ଦିବସରେ ଦିଲ୍ଲୀ ହିଂସା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବା ପରେ ମୃତ କୃଷକଙ୍କ ପରିବାର ପାଖରେ ପହଞ୍ଚି କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ, ଚାଷୀଙ୍କ ଉପରେ ଅତ୍ୟାଚାର କରାଯାଉଛି । ସମଗ୍ର ଦେଶ ଚାଷୀଙ୍କ ସହିତ ଛିଡା ହୋଇଛି ।
Read More...

ସୁଟିଂ ସେଟ୍‌ରେ ଲାଗିଲା ନିଆଁ

ମୁମ୍ବାଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍‌ ଏବଂ ପ୍ରଭାସଙ୍କ ଆଗାମୀ ଫିଲ୍ମ 'ଆଦିପୁରୁଷ'ର ସୁଟିଂ ବେଳେ ଗୋରେଗାଓଁ ସ୍ଥିତ ସେଟ୍‌ରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ପାଖାପାଖି ୫୦ରୁ ୬୦ ଜଣ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରଭାସ ଏବଂ ସୈଫ ଅଲ୍ଲୀ ଖାନ ସୁଟିଂ ବେଳେ ନ ଥିବା ଜଣାପଡିଛି ।
Read More...