Browsing Category

ଦେଶ ବିଦେଶ

ଭାରତ-ଚୀନ୍ ବିବାଦ ପୁଣି ବଢ଼ିପାରେ : ଡ୍ରାଗନ୍ ନେବାକୁ ଯାଉଛି ଏହି ପଦକ୍ଷେପ

ନୂଆଦିଲ୍ଲୀ : ଲଦାଖରେ ଏଲ୍‌ଏସି ସହିତ ସୀମା ବିବାଦ ପରେ ଚୀନ୍ ସୀମାରେ ଥିବା ସୈନ୍ୟବାହିନୀକୁ ହ୍ରାସ କରି ଭାରତ ସହ ବନ୍ଧୁତାର କଥା କହୁଛି, କିନ୍ତୁ ସେ ତାର ଖଳ ଆଚରଣରୁ ନିଜକୁ ତ୍ରାହି କରି ପାରୁନାହିିଁ। ବିବାଦ ପରେ ଚୀନ୍ ଭାରତକୁ ଆଉ ଝଟକା ଦେବାକୁ ପ୍ରସ୍ତୁତ ହେଉଛି । ବ୍ରହ୍ମପୁତ୍ର ନଦୀ
Read More...

ଏବେ ସ୍ୱିଜରଲ୍ୟାଣ୍ଡରେ ବି ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତି : ୫୧% ଭୋଟର ଦେଲେ ସହମତ

ଜ୍ୟୁରିଖ୍‌ : ଫ୍ରାନ୍ସ ପରେ, ଏବେ ଅନ୍ୟ ଏକ ୟୁରୋପୀୟ ଦେଶ ସ୍ୱିଜରଲ୍ୟାଣ୍ଡ ମଧ୍ୟ ମୁସଲମାନ ମହିଳାମାନଙ୍କୁ ବୁର୍ଖା ପିନ୍ଧିବାକୁ ବାରଣ କରିବା ପାଇଁ ପ୍ରସ୍ତୁତ ହେଉଛି । ସ୍ୱିଜରଲ୍ୟାଣ୍ଡର ୫୧ ପ୍ରତିଶତ ଲୋକ ବୁର୍ଖା ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି । ନିଷେଧାଦେଶ ଉପରେ
Read More...

ମହିଳା କର୍ମଚାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶିବରାଜ ଲଗାଇଲେ ଝାଡ଼ୁ

ଭୋପାଳ : ଆଜି ସାରା ବିଶ୍ୱରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଉଛି । ଏହି ଅବସରରେ ଭୋପାଳର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ମହିଳା ସଫେଇ କର୍ମଚାରୀଙ୍କ ସହ କଥା ହୋଇଥିଲେ ଏବଂ ସେମାନଙ୍କ ସହ ଝାଡ଼ୁ ଲଗାଇଥିଲେ । ଏହା ପରେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶିବରାଜ ସିଂ କହିଛନ୍ତି
Read More...

ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେବ

ନୂଆଦିଲ୍ଲୀ : ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ୟ୍ୟାୟ ଆଜିଠାରୁ ଆରମ୍ଭ ହେବ । କୁହାଯାଉଛି ଯେ, ୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ରାଜ୍ୟ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସଂସଦର ବଜେଟ୍ ଅଧିବେଶନ ବସିବ ଏବଂ ବିଭିନ୍ନ ଦଳର ନେତାମାନେ ଏହି ଧାରଣା ଉପରେ ସହମତ ହେବେ ।
Read More...

ମାର୍ଚ୍ଚ ୯ ତାରିଖରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

• ତ୍ରିପୁରାରେ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଉଦଘାଟନ ସହିତ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନୂଆଦି‌ଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ ମଧ୍ୟାହ୍ନ ୧୨ରେ ଭିଡିଓ କନଫରେନ୍ସିଂ ଜରିଆରେ ଭାରତ ଓ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ
Read More...

ମାର୍ଚ୍ଚ ୯ରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ଥିବା ପାଣ୍ଡୁଲିପି ଉନ୍ମୋଚନ କରିବେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୯, ୨୦୨୧ରେ ନୂଆଦିଲ୍ଲୀର ଲୋକ କଲ୍ୟାଣ ମାର୍ଗଠାରେ ଶ୍ରୀମଦ୍ ଭଗବଦଗୀତା ଶ୍ଲୋକ ଉପରେ ୨୧ ଜଣ ବିଦ୍ଵାନଙ୍କ ବ୍ୟାଖ୍ୟା ସହିତ ୧୧ ଅଧ୍ୟାୟ ବିଶିଷ୍ଟ ପାଣ୍ଡୁଲିପି ଉନ୍ମୋଚନ କରିବେ । ଏହି ଅବସରରେ ଜମ୍ମୁ ଏବଂ କଶ୍ମୀର
Read More...

କୃଷି ଆଇନ ପ୍ରତ୍ୟାହାର ନହେବା ପର୍ୟ୍ୟନ୍ତ କୃଷକ ଆନ୍ଦୋଳନ ଜାରି ରହିବ : ରାକେଶ ଟିକାୟତ୍‌

ମୁଜାଫରନଗର : ତିନୋଟି ନୂତନ କୃଷି ଆଇନ ରଦ୍ଦ ନହେବା ପର୍ୟ୍ୟନ୍ତ ତାଙ୍କର ଆନ୍ଦୋଳନ ଜାରି ରହିବ ବୋଲି କୃଷକ ନେତା ରାକେଶ ଟିକାୟତ୍‌ କହିଛନ୍ତି । କେନ୍ଦ୍ରର ନୂତନ କୃଷି ନିୟମ ବିରୁଦ୍ଧରେ ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନର ଶହେ ଦିନ ପୂର୍ତ୍ତି ଅବସରରେ ଏଠାରେ ରାମରାଜ ସହରରେ ଆୟୋଜିତ ଏକ
Read More...

ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କ୍ଷେତ୍ରରେ ବିଶ୍ୱର ସର୍ବବୃହତ ଅଭିଯାନ

ଅଯୋଧ୍ୟା : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ ଅଭିଯାନ ବିଶ୍‌ଶ୍ୱର ସର୍ବ ବୃହତ ପାଣ୍ଠି ସଂଗ୍ରହ ଅଭିଯାନରେ ପରିଣତ ହୋଇଛି । ତଥାପି ଲୋକମାନେ ଟ୍ରଷ୍ଟର ନୂତନ ୱେବସାଇଟ୍ ମାଧ୍ୟମରେ
Read More...

ହେମାମାଲିନୀ ହିମାଚଳ ପ୍ରଦେଶ ମହିଳା ପୋଲିସକୁ ପ୍ରଶଂସା କଲେ

ମୁମ୍ବାଇ : ଆନ୍ତର୍ଜାତୀୟ ମହିଳା ଦିବସର ଗୋଟିଏ ଦିନ ପୂର୍ବରୁ ବିଜେପି ସାଂସଦ ତଥା ଭେଟେରାନ୍‌ ଅଭିନେତ୍ରୀ ହେମାମାଲିନୀ ହିମାଚଳ ପ୍ରଦେଶ ପୋଲିସରେ କାର୍ୟ୍ୟ କରୁଥିବା ମହିଳାମାନଙ୍କୁ ୫୦ ବର୍ଷ ଧରି ନିରନ୍ତର ସେବା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ପୋଲିସ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ
Read More...

କରୋନାର ନୂଆ ପ୍ରକାରର ସଂକ୍ରମଣ ୟୁରୋପରେ ଦ୍ରୁତ ଗତିରେ ବ୍ୟାପୁଛି, ଗୋଟିଏ ସପ୍ତାହରେ ୧୦ ଲକ୍ଷରୁ ଅଧିକ ସଂକ୍ରମିତ

ମିଲାନ୍ : ଇଟାଲିର ମିଲାନର ବୋଲେଟ୍ ସହରରେ ଥିବା ଏକ ନର୍ସରୀ ବିଦ୍ୟାଳୟରେ ଏବଂ ତା’ର ପ୍ରାଥମିକ ବିଦ୍ୟାଳୟରେ କରୋନା ଭୂତାଣୁ ଶୀଘ୍ର ଲୋକଙ୍କୁ ସଂକ୍ରମିତ ହୋଇଥିବା ନଜରକୁ ଆସିଛି । ଖବର ଅନୁଯାୟୀ, ଉଭୟ ବିଦ୍ୟାଳୟର ୪୫ ପିଲା ଏବଂ ୧୪ କର୍ମଚାରୀ କିଛି ଦିନ ମଧ୍ୟରେ ଏହି ଭୂତାଣୁ ସଂକ୍ରମିତ
Read More...