Browsing Category

ଦେଶ ବିଦେଶ

ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକରେ କୋଭିଡ -୧୯ ଟୀକା ପ୍ରମାଣପତ୍ରରୁ ପିଏମ୍‌ଙ୍କ ଫଟୋ ଅପସାରିତ

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ -୧୯ ଟୀକା ପ୍ରମାଣପତ୍ରରୁ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇବା ପାଇଁ ପ୍ରତିଦ୍ୱନ୍ଦ୍ୱୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ କୋ-ୱିନ ପ୍ଲାଟଫର୍ମରେ ଫିଲ୍ଟର ବ୍ୟବହାର କରାଯାଇଛି । ମାର୍ଚ୍ଚ ୯ ତାରିଖ ଦିନ ନିର୍ବାଚନ ଆୟୋଗଙ୍କୁ ଲେଖିଥିବା
Read More...

ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି

ୱାଶିଂଟନ୍ : ଆମେରିକା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଚୀନ୍ ବିଶ୍ୱର ସର୍ବବୃହତ ନୌସେନା ନିର୍ମାଣ କରିଛି । ସମ୍ପ୍ରତି ଚୀନ୍ ପାଖରେ ଯେତିକି ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଅଛି, ଆମେରିକା ପାଖରେ ମଧ୍ୟ ନାହିିଁ । ଏହା ଏକ ଭିନ୍ନ କଥା ଯେ, ଚୀନ୍ ନୌସେନାରେ ଏତେ ସଂଖ୍ୟକ
Read More...

କୃଷି ଆଇନକୁ ବିରୋଧ କରି ଆସ‌ନ୍ତା ମାର୍ଚ୍ଚ ୨୬ରେ ପୁଣି ଚାଷୀ‌ଙ୍କର ଭାରତ ବନ୍ଦ

ନୂଆଦି‌ଲ୍ଲୀ : ଦିଲ୍ଲୀ ସୀମାରେ କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଥିବା ଚାଷୀ ମାର୍ଚ୍ଚ ୨୬ ତାରିଖରେ ୪ ମାସ ପୂରା ହେଉଥିବାରୁ ଭାରତ ବନ୍ଦ ଡାକରା ଦିଆଯାଇଥିବା ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ବନ୍ଦକୁ ଦେଶବ୍ୟାପୀ
Read More...

ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି, ଶାହା ଓ ରାଜନାଥ ସିଂହ ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ

ନୂଆଦିଲ୍ଲୀ : ପବିତ୍ର ମହାଶିବରାତ୍ରୀ ଆଜି । ଦେବ ଦେବ ମହାଦେବ‌ଙ୍କ ପୂଜନୋ‌ତ୍ସବ । ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶୈବ ପୀଠ । ମହାଦେବଙ୍କ ଜାଗର ଯାତ୍ରା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ
Read More...

ଆଜି ମହାଶିବତ୍ରୀରେ ମହାକୁ‌ମ୍ଭର ପ୍ରଥମ ରାଜ ସ୍ନାନ : ଲକ୍ଷ ଲକ୍ଷ ଭକ୍ତ ଗଙ୍ଗାରେ ବୁଡ଼ ପକାଇଲେ

ହରିଦ୍ୱାର : ମହାଶିବରାତ୍ରୀ ଅବସରରେ ଭକ୍ତମାନେ ହରିଦ୍ୱାରର ପବିତ୍ର ଗଙ୍ଗା ନଦୀରେ ମହାକୁ‌ମ୍ଭର ପ୍ରଥମ ରାଜ ସ୍ନାନରେ ଲକ୍ଷ ଲକ୍ଷବୁଡ଼ ପକାଇଲେ । ଆଇଜି କୁ‌ମ୍ଭ ମେଳା ସଞ୍ଜୟ ଗୁଞ୍ଜୟାଲ କହିଛନ୍ତି ଯେ, ଏପର୍ୟ୍ୟନ୍ତ ୨୨ ଲକ୍ଷରୁ ଅଧିକ ଭକ୍ତ ସ୍ନାନ କରିଛନ୍ତି । ଏହା ପୂର୍ବରୁ ବୁଧବାର ଦିନ
Read More...

ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ପାଣ୍ଠି ଗଠନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି

• ସ୍ୱାସ୍ଥ୍ୟଏବଂ ଶିକ୍ଷା ଉପକରରୁ ପ୍ରାପ୍ତ ହେଉଥିବା ଅର୍ଥରାଶିରେ ଏହା ହେବ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଏକ ସିଙ୍ଗଲ ନନ-ଲାପ୍ସେବଲ ରିଜର୍ଭ ଫଣ୍ଡ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଆଜି ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ
Read More...

ଓଡ଼ିଶାରେ ବନାଗ୍ନିର ପ୍ରଭାବୀ ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଶେଷଜ୍ଞ ସମିତି ଗଠିତ

• ସ୍ଥିତି ମୁକାବିଲାରେ ରାଜ୍ୟ ସରକାରଙ୍କୁ କରିବେ ସହାୟତା• ଖୁବଶୀଘ୍ର ରାଜ୍ୟ ଗସ୍ତ କରିବ ବିଶେଷଜ୍ଞ ସମିତି• ପରିସ୍ଥିତିକୁ ଗମ୍ଭୀରତାର ସହ ଅନୁଧ୍ୟାନ କରୁଛି କେନ୍ଦ୍ର ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାରେ ଦେଖାଦେଇଥିବା ଅପ୍ରତ୍ୟାଶିତ ବନାଗ୍ନି ଘଟଣାର ପ୍ରଭାବୀ ନିୟନ୍ତ୍ରଣରେ ରାଜ୍ୟ
Read More...

୧୧ ମାର୍ଚ୍ଚରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାର୍ଚ୍ଚ ୧୧, ୨୦୨୧ (ଗୁରୁବାର) ପୂର୍ବାହ୍ନ ୧୦.୨୫ରେ ଭର୍ଚୁଆଲ ମାଧ୍ୟମରେ ସ୍ୱାମୀ ଚିଦଭବାନନ୍ଦଜୀଙ୍କ ଭଗବଦ୍ ଗୀତାର କିଣ୍ଡଲ୍ ସଂସ୍କରଣକୁ ଉନ୍ମୋଚନ କରିବେ ଏବଂ ଏହି ସମାରୋହକୁ ସମ୍ବୋଧିତ କରିବେ।ସ୍ୱାମୀ ଚିଦଭବାନନ୍ଦଜୀଙ୍କ
Read More...

ଛତିଶଗଡ : ଶବ ଜାଳିବା ବଦଳରେ ଗୋଣ୍ଡ ଆଦିବାସୀମାନେ ଏବେ ମାଟିରେ ପୋତିବେ

ରାୟପୁର : ଛତିଶଗଡରେ ଆଦିବାସୀଙ୍କ ଅନ୍ତିମ ସଂସ୍କାର ସମ୍ପର୍କରେ ଏକ ନୂଆ ବିତର୍କ ଆରମ୍ଭ ହୋଇଛି ।ରାଜ୍ୟର କବୀରହମ୍ ଜିଲ୍ଲାରେ ଦୁଇ ଦିନ ଧରି ଚାଲିଥିବା ଗୋଣ୍ଡ ଆଦିବାସୀମାନଙ୍କର ସାଧାରଣ ସଭାରେ ନିଷ୍ପତ୍ତି ନିଆଯାଇଛି ଯେ, ମୃତ ଶରୀରକୁ ଆଉ ଗୋଣ୍ଡ ସମାଜରେ ପୋଡ଼ି ଦିଆଯିବ ନାହିଁ, ବରଂ ମୃତ
Read More...

ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଲେ କୋନେରୁ ହମ୍ପି

ନୂଆଦିଲ୍ଲୀ : ବିବିସି ଇଣ୍ଡିଆନ ସ୍ପୋର୍ଟ୍ସ ଓମ୍ୟାନ ଅଫ ଦି ଇୟର ପୁରସ୍କାର ଜିତିଛ‌ନ୍ତି ଭାରତର ଷ୍ଟାର ଚେସ୍ ଖେଳାଳି କୋନେରୁ ହମ୍ପି । ସେ ର‌୍ୟାପିଡ ଚେସ ଫର୍ମାଟରେ ବିଶ୍ୱ ଚାମ୍ପିୟନ ହୋଇଛନ୍ତି । ବିବିସି ମହାନିର୍ଦ୍ଦେଶକ ଟିମ୍ ଡେଭ୍ ଏଥିରେ ଅଧ୍ୟକ୍ଷତା କରିବା ସହ ଭର୍ଚୁଆଲ ଉତ୍ସବରେ
Read More...