Browsing Category

ଦେଶ ବିଦେଶ

ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ…

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଟିକସ ସହ ଜଡ଼ିତ ସୂଚନା ବିନିମୟ ଓ ସଂଗ୍ରହରେ ସହାୟତା ପାଇଁ ଭାରତ ଏବଂ ସେଣ୍ଟ ଭିନସେଣ୍ଟ ଓ ଗ୍ରେନେଡାଇନ୍ସ ମଧ୍ୟରେ ରାଜିନାମାକୁ ଅନୁମୋଦନ କରାଯାଇଛି ।
Read More...

କରୋନାର ତୃତୀୟ ତରଙ୍ଗ ଦ୍ୱିତୀୟ ଅପେକ୍ଷା କେତେ ଭୟଙ୍କର ହେବ… ଆସନ୍ତୁ ଜାଣିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କ’ଣ…

ନୂଆଦିଲ୍ଲୀ : ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ବୁଧବାର କହିଛନ୍ତି ଯେ, ଯଦି ପ୍ରଭାବଶାଳୀ ରଣନୀତି ଏବଂ ଉପଯୁକ୍ତ କଟକଣା ପାଳନ କରାଯାଏ, ତେବେ ତୃତୀୟ ତରଙ୍ଗରେ ମାମଲା ସ୍ୱାସ୍ଥ୍ୟ ବ୍ୟବସ୍ଥା ଚାପରେ ପଡ଼ିବା ଭଳି ଭୟଙ୍କର ରୂପ ନେବନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ
Read More...

ଜାମ୍ମୁ କାଶ୍ମୀରର ୧୪ ନେତା ଆଜି ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବେ, ଧାରା ୩୭୦ ରଦ୍ଦ ହେବା ପରେ ପ୍ରଥମ ଥର ପାଇଁ ଏତେ…

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରରେ ଧାରା ୩୭୦ ରଦ୍ଦ ହେବା ପରେ ଆଜି ପ୍ରଥମ ଥର ପାଇଁ କେନ୍ଦ୍ରର ରାଜନୈତିକ ଦଳର ନେତା ଏବଂ ଜାମ୍ମୁ କାଶ୍ମୀରର ନେତାଙ୍କ ମଧ୍ୟରେ ଆଲୋଚନା ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦ୍ୟମରେ ଜାମ୍ମୁ କାଶ୍ମୀରର ଚାରିଜଣ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୪
Read More...

କୋଭିଡ-୧୯ ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି ୨୯.୧୦ କୋଟି ଡୋଜରୁ ଅଧିକ ଟିକାଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ଉପଲବ୍ଧ ଅଛି ୩.୦୬ କୋଟିରୁ ଅଧିକ ଡୋଜ ନୂଆଦିଲ୍ଲୀ, (ପିଆଇବି) : ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ
Read More...

ଭାରତୀୟ ଆଇଟି ନିୟମ-୨୦୨୧ ସମ୍ପର୍କରେ ମାନବିକ ଅଧିକାର ପରିଷଦକୁ ଭାରତୀୟ ସ୍ଥାୟୀ ମିଶନର ସ୍ପଷ୍ଟୀକରଣ

• ବରିଷ୍ଠ ଅଂଶୀଦାରଙ୍କ ସହ ଆଲୋଚନା ପରେ ଚୂଡାନ୍ତ ହୋଇଛି ଆଇଟି ନିୟମ• ସାମାଜିକ ଗଣମାଧ୍ୟମର ସାଧାରଣ ବ୍ୟବହାରକାରୀଙ୍କୁ ସଶକ୍ତ କରିବା ପାଇଁ ହୋଇଛି ଆଇଟି ନିୟମ ନୂଆଦିଲ୍ଲୀ, (ପିଆଇବି) : ଜାତିସଂଘର ଭାରତୀୟ ସ୍ଥାୟୀ ମିଶନ କାର୍ୟ୍ୟାଳୟ ଓ ଜେନିଭାସ୍ଥିତ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନ,
Read More...

ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହଙ୍କ ଦେହାନ୍ତ

ଚଣ୍ଡିଗଡ଼ : ଶ୍ରେଷ୍ଠ ଧାବକ ଫ୍ଲାଇଂ ଶିଖ୍‌ ମିଲ୍‌ଖା ସିଂହ(୯୧)ଙ୍କ ଦେହାନ୍ତ ହୋଇଥିବା ଜଣାପଡ଼ିଛି । ପାଖାପାଖି ମାସେ ତଳେ ସେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିବା ବେଳେ ଗତରାତି ପ୍ରାୟ ସାଢେ଼ ୧୧ଟାରେ ତାଙ୍କ ପରଲୋକ ହୋଇଥିବା ଜଣାପଡ଼ିଛି । ତାଙ୍କ ବିୟୋଗରେ କ୍ରୀଡ଼ା ଜଗତରେ ଶୋକର
Read More...

କୃଷି ଆଇନ ଉପରେ କୃଷକଙ୍କ ସହ ଆଲୋଚନା ସମ୍ପର୍କରେ କୃଷି ମନ୍ତ୍ରୀଙ୍କ ବଡ ବିବୃତ୍ତି : ମଧ୍ୟରାତ୍ରିରେ ବି କଥା ହେବାକୁ…

ନୂଆଦିଲ୍ଲୀ : କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଏକ ବଡ ବିବୃତ୍ତି ସରକାର ଏବଂ କୃଷକଙ୍କ ମଧ୍ୟରେ କୃଷି ଆଇନ ସମ୍ପର୍କରେ ସାମ୍‌ନାକୁ ଆସିଛି । ନରେନ୍ଦ୍ର ସିଂ ତୋମାର କହିଛନ୍ତି ଯେ, ଯଦି କୌଣସି କୃଷକ ସଂଗଠନ ମଧ୍ୟରାତ୍ରିରେ ମଧ୍ୟ କୃଷି ଆଇନ ଉପରେ ଆଲୋଚନା କରିବାକୁ
Read More...

କରୋନାର ତୃତୀୟ ତରଙ୍ଗ ଦ୍ୱାରା ଅଧିକ ପିଲା ଆକ୍ରାନ୍ତ ହେବେ କି : ଆସନ୍ତୁ ଜାଣିବା ଏମ୍‌ସ୍‌ର ସେରୋ ସର୍ଭେର ତଥ୍ୟ

ନୂଆଦିଲ୍ଲୀ : ଦେଶର ରାଜଧାନୀରେ ଅବସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍‌ସ୍‌)ର ନେତୃତ୍ୱରେ ଦେଶର ୫ଟି ଡାକ୍ତରଖାନା ଦ୍ୱାରା କରାଯାଇଥିବା ସେରୋ ସର୍ଭେର ମଧ୍ୟବର୍ତ୍ତୀକାଳୀନ ରିପୋର୍ଟ ଆସିଛି । ଏହି ରିପୋର୍ଟରେ ଏହା ସାମ୍ନାକୁ ଆସିଛି ଯେ, କରୋନାର ଦ୍ୱିତୀୟ
Read More...

ଆଶ୍ଚର୍ଯ୍ୟଜନକ ଘଟଣା : ପୋଲିସ ଆଣି ବିବାହ ବନ୍ଦ କରିଦେଲେ ଯୁବତୀ, ବର ମୋ’ ସ୍ୱାମୀ ବୋଲି ଦାବୀ କଲେ

ଦାନାପୁର : ବର ଏବଂ କନ୍ୟା ପରସ୍ପରର ବେକରେ ଫୁଲମାଳ ପକାଇ ବିବାହ ପ୍ରକ୍ରିୟା ସମାପନ କରୁଥିଲେ। ଏତିକି ବେଳେ ଚଳଚ୍ଚିତ୍ର ଶୈଳୀରେ ପୋଲିସ ସହ ପହଞ୍ଚି ଜଣେ ଯୁବତୀ ବରକୁ ତାଙ୍କ ସ୍ୱାମୀ ବୋଲି ଦାବୀ କରି ବିବାହ ବନ୍ଦ କରି ଦେଇଥିଲେ । ବିହାର ରାଜ୍ୟର ଦାନାପୁର ପାଲିଗଞ୍ଜରେ ଏଭଳି ଏକ ଘଟଣା
Read More...

ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲିଲା ଐତିହ୍ୟ ସ୍ଥଳୀ ତାଜମହଲ

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ପାଇଁ ଆଜିଠାରୁ ଖୋଲୁଛି ଐତିହ୍ୟ ସ୍ଥଳୀ ତାଜମହଲ । ତାଜମହଲରେ ପର୍ଯ୍ୟଟକଙ୍କ ପ୍ରବେଶ ପୁଣି ମିଳିଲା ଅନୁମତି । ଏ ନେଇ ଆଗ୍ରା ଏଏସ୍‌ଆଇ ମଙ୍ଗଳବାର ସୂଚନା ଦେଇଥିଲେ । ପର୍ଯ୍ୟଟକଙ୍କ ଲାଗି ସ୍ୱତନ୍ତ୍ର କୋଭିଡ୍‌ ପ୍ରୋଟୋକଲ୍‌ ରହିଛି । ନିର୍ଦ୍ଦେଶାବଳୀ ଅନୁଯାୟୀ
Read More...