Browsing Category
ଦେଶ ବିଦେଶ
କୋଭିଡ-୧୯ ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା
ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଦିଆଯାଇଛି ୩୦.୫୪ କୋଟି ଡୋଜରୁ ଅଧିକ ଟିକାଟିକାକରଣ ପାଇଁ ଏବେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ପାଖରେ ଉପଲବ୍ଧ ଅଛି ୧.୫୦ କୋଟିରୁ ଅଧିକ ଡୋଜ
ନୂଆଦିଲ୍ଲୀ, (ପିଆଇବି) : ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର!-->!-->!-->…
Read More...
Read More...
ଯୌତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା ମାମଲାରେ ତନାଘନା
ଥିରୁବନନ୍ତପୁରମ୍ : କେରଳରେ ଯୌତୁକ ନିର୍ଯ୍ୟାତନା କାରଣରୁ ଆତ୍ମହତ୍ୟା କରିଥିବା ୨୪ ବର୍ଷିୟା ଯୁବତୀ ବିସ୍ମାୟାଙ୍କ ମାମଲା ଏବେ ହେଡଲାଇନ୍ରେ ରହିଛି । ବିଶେଷ କରି କେରଳରେ ଏ ବିଷୟରେ ବହୁତ ହଇଚଇ ରହିଛି । ଭିସମାୟାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ ପୋଲିସ ଗ୍ରହଣ କରିଛି, ଯେଉଁଥିରେ ସେ!-->…
Read More...
Read More...
ଆନ୍ଦୋଳନକୁ ସମାପ୍ତ କର, ସରକାର ଆଲୋଚନା ପାଇଁ ପ୍ରସ୍ତୁତ : କୃଷି ମନ୍ତ୍ରୀ ତୋମାର କୃଷକମାନଙ୍କୁ ନିବେଦନ କଲେ
ନୂଆଦିଲ୍ଲୀ : ନୂତନ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡ଼ିକର ବିରୋଧ ଅଷ୍ଟମ ମାସରେ ପ୍ରବେଶ କରିଛି । ଏହି ସମୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏହି ସଂଗଠନକୁ ଆନ୍ଦୋଳନ ବନ୍ଦ କରିବାକୁ ନିବେଦନ କରି କହିଛନ୍ତି ଯେ, ଏହି ତିନୋଟି ଆଇନର ବ୍ୟବସ୍ଥା ଉପରେ ଆଲୋଚନା ଆରମ୍ଭ!-->…
Read More...
Read More...
ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ, ଘଟଣାସ୍ଥଳରେ ବୋମା ନିଷ୍କ୍ରିୟ ସ୍କ୍ୱାର୍ଡ
ଜାମ୍ମୁ : ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଘଟିଛି । ଜଣେ ଅଧିକାରୀ ଏ ବିଷୟରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜାମ୍ମୁ ବିମାନବନ୍ଦରର ବୈଷୟିକ ଅଞ୍ଚଳରେ ଦୁଇଟି ବିସ୍ଫୋରଣ ଶୁଣାଯାଇଛି । ଘଟଣା ପରେ ବମ୍ ଡିସପୋଜାଲ୍ ସ୍କ୍ୱାର୍ଡ ଏବଂ ଫୋରେନସିକ୍ ଟିମ୍!-->…
Read More...
Read More...
ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆନ୍ଧ୍ରପ୍ରଦେଶରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ବାତିଲ ହେଲା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ଆନ୍ଧ୍ରପ୍ରଦେଶ ସରକାର ଦଶମ ଏବଂ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିଛନ୍ତି । ରାଜ୍ୟ ବୋର୍ଡ ଦ୍ୱାଦଶ ପରୀକ୍ଷା ବାତିଲ ସହ ଜଡିତ ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କ ବିରୋଧରେ ଦଢ଼ ମନ୍ତବ୍ୟ ଦେଇଛନ୍ତି । କୋର୍ଟ!-->…
Read More...
Read More...
କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହେବ : ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଲୋକ କଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଶେଷ ହୋଇଯାଇଛି । ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ସ୍ଥିରତା ପରେ କାଶ୍ମୀରରେ!-->…
Read More...
Read More...
ସେଣ୍ଟ୍ରାଲ ୱେରହାଉସିଂ କର୍ପୋରେସନ (ସିଡବ୍ଲୁସି) ସହିତ ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ୍ କମ୍ପାନୀ ଲିମିଟେଡ…
• ସିଡବ୍ଲୁସି-ସିଆରଡବ୍ଲୁସିର ବିଲୟ ମାଧ୍ୟମରେ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ” ସୁନିଶ୍ଚିତ ହେବ• ଏହି ବିଲୟ ଫଳରେ ଦୁଇ କମ୍ପାନୀର ପଣ୍ୟ ଭଣ୍ଡାରଣ, ପରିଚାଳନା ଓ ପରିବହନ ଭଳି ସମାନ କାର୍ୟ୍ୟ ଏକୀକୃତ ହେବ• ଫଳସ୍ୱରୂପ ରେଳବାଇ ପଣ୍ୟାଗାରଗୁଡ଼ିକର ଦକ୍ଷତା, ସର୍ବାଧିକ କ୍ଷମତା ଉପଯୋଗ,!-->…
Read More...
Read More...
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପର୍ଯ୍ୟାୟ-୪) ଅନ୍ତର୍ଗତ ଜୁଲାଇରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଅଧିକ ପାଞ୍ଚ ମାସ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (ପର୍ଯ୍ୟାୟ-୪) ଅନ୍ତର୍ଗତ ଜୁଲାଇରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଅଧିକ ପାଞ୍ଚ ମାସ ପାଇଁ ଏନଏଫଏସଏ ହିତାଧିକାରୀମାନଙ୍କୁ ଅତିରିକ୍ତ!-->…
Read More...
Read More...
କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ସଫଳତା ହାର ବଢୁଛି
ନୂଆଦିଲ୍ଲୀ, (ପିଆଇବି) : କୋଭିଡ ପ୍ରତିଷେଧକ ଟିକାଦାନ କ୍ଷେତ୍ରରେ ଥିବା ୯ଟି ପରିଚୟ ସମ୍ବଳିତ ଦସ୍ତାବିଜ୍ କିମ୍ବା ମୋବାଇଲ ଫୋନ ନ ଥିବା ବ୍ୟକ୍ତିମାନଙ୍କୁ ମଧ୍ୟ ଟିକା ଦିଆଯାଉଛି । ଏଭଳି ବ୍ୟକ୍ତିମାନଙ୍କୁ ସ୍ୱତନ୍ତ୍ର ଭାବରେ ସାମୂହିକ ଟିକାକରଣ କାର୍ୟ୍ୟ ମାଧ୍ୟମରେ ଅନ୍ତର୍ଭୁକ୍ତ କରାଯାଇଛି!-->…
Read More...
Read More...
ଅଲିମ୍ପିକ ଦିବସ ଅବସରରେ ସମସ୍ତ ଭାରତୀୟ ଅଲିମ୍ପିଆନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ଟୋକିଓ ଅଲିମ୍ପିକ ପାଇଁ ଭାରତୀୟ ଅଲିମ୍ପିଆନଙ୍କୁ ଶୁଭେଚ୍ଛାମାଇଁଗଭ ଅଲିମ୍ପିକ କ୍ୱିଜରେ ଭାଗ ନେବାକୁ ଯୁବପୀଢିଙ୍କୁ ଆମନ୍ତ୍ରଣ ଜଣାଇଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ପିଆଇବି) : ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ପାଇଁ ଦେଶ ଗର୍ବିତ!-->!-->!-->…
Read More...
Read More...