Browsing Category

ଦେଶ ବିଦେଶ

ଦିଲ୍ଲୀରେ ୟଲୋ ଆଲର୍ଟ ଜାରି, ଲାଗୁ କରାଯିବ ପ୍ରତିବନ୍ଧକ : କେଜ୍ରିୱାଲ କହିଲେ, ୧୦ ଗୁଣ ଅଧିକ ପ୍ରସ୍ତୁତି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ମାମଲାରେ ବୃଦ୍ଧି ପରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ 'ଗ୍ରେଡେଡ଼ ରେସପନ୍ସ ଆକ୍ସନ୍ ପ୍ଲାନ୍' ଅଧୀନରେ ଦିଲ୍ଲୀରେ ୟଲୋ ଆଲର୍ଟ ଜାରି କରାଯାଇଛି ଏବଂ ପ୍ରତିବନ୍ଧକ ମଧ୍ୟ ଲାଗୁ ହେବ । ସେ
Read More...

ମିଶନାରୀଜ୍ ଅଫ୍‌ ଚାରିଟି (ଏମ୍‌ଓସି)ର ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରିନାହିଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ

• ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ର ସୂଚନା : ମିଶନାରୀଜ୍ ଅଫ ଚାରିଟି ପକ୍ଷରୁ ହିଁ ନିଜ ଆକାଉଣ୍ଟକୁ ଫ୍ରିଜ୍ କରିବା ଲାଗି ଏସବିଆଇକୁ ଅନୁରୋଧ କରାଯାଇଥିଲା• ପ୍ରତିକୂଳ ଇନପୁଟ୍ କାରଣରୁ ଏଫସିଆରଏ ପଞ୍ଜୀକରଣ ପାଇଁ କରାଯାଇଥିବା ନବୀକରଣ ଆବେଦନକୁ ଅସ୍ବୀକାର କରି ଦିଆଯାଇଛି• ନବୀକରଣ ଆବେଦନ
Read More...

ହିମାଚଳପ୍ରଦେଶ ବୈଶ୍ୱିକ ବିନିଯୋଗକାରୀ ଦ୍ୱିତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତା

● ହିମାଚଳ ପ୍ରଦେଶର ମଣ୍ଡିଠାରେ ଏଗାର ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଜଳବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ● “ଆଜିର ଜଳବିଦ୍ୟୁତ ପ୍ରକଳ୍ପ ପରିବେଶ ଅନୁକୂଳ ବିକାଶ ନିମନ୍ତେ ଭାରତ ଅଙ୍ଗୀକାରବଦ୍ଧତାର ସୂଚକ”● “୨୦୧୬ ମସିହାରେ ଭାରତ ଲକ୍ଷ୍ୟ ରଖିଥିଲା ଯେ,
Read More...

ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୪୦୦ ଅତିକ୍ରମ କରିଛି, ଅନେକ ରାଜ୍ୟରେ ପ୍ରତିବନ୍ଧକ ଲଗାଯାଇଛି

ନୂଆଦିଲ୍ଲୀ : ଦେଶ ତଥା ବିଦେଶରେ ଓମିକ୍ରନ ସଂକ୍ରମଣ ଆଶଙ୍କା ବଢ଼ିବାରେ ଲାଗିଛି । ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟରେ ଖ୍ରୀଷ୍ଟମାସ ଏବଂ ନୂଆ ବର୍ଷ ପାର୍ଟି ଉପରେ ପ୍ରତିବନ୍ଧକ ଲଗାଯାଇଛି । ଓମିକ୍ରନ୍‌ର ମାମଲା ସମଗ୍ର ଦେଶରେ ୪୦୦ ଅତିକ୍ରମ କରିଛି । ଏହାକୁ ଦୃଷ୍ଟିରେ
Read More...

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ହାଇକୋର୍ଟଙ୍କ ଆବେଦନ : ରାଲିରେ ଭିଡ଼ ହ୍ରାସ କରନ୍ତୁ, ନିର୍ବାଚନ ସ୍ଥଗିତ ରଖିବାକୁ ବିଚାର…

ପ୍ରୟାଗରାଜ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ନୂତନ ଭାରିଆଂଟ ଓମିକ୍ରନ୍‌ର ଆଶଙ୍କା ଆହୁରି ଗଭୀର ହେବାରେ ଲାଗିଛି । ଏଭଳି ପରିସ୍ଥିତିରେ ଆସନ୍ତା ବର୍ଷ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନିର୍ବାଚନ ​​ରାଲିରେ ଭିଡ଼ ଜମିବାରେ ଲାଗିଛି । ଏହି
Read More...

ଦେଶରେ ଓମିକ୍ରନ୍‌ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି : ମୋଟ ରୋଗୀଙ୍କ ସଂଖ୍ୟା ୩୫୭କୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶରେ କରୋନା ଭୂତାଣୁ ସଂକ୍ରମଣର ନୂତନ ଭାରିଆଂଟ ଓମିକ୍ରନ୍‌ର ମାମଲା ବୃଦ୍ଧି ପାଉଛି । ଏଭଳି ପରିସ୍ଥିତିରେ ଅନେକ ରାଜ୍ୟ ନିଜ ସ୍ତରରେ ପଦକ୍ଷେପ ନେଉଛନ୍ତି । ଦେଶରେ ଏପର୍ୟ୍ୟନ୍ତ ୩୫୭ଟି ମାମଲା ସାମ୍‌ନାକୁ ଆସିଛି, ଯେଉଁଥି ପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟକୁ ସଚେତନ
Read More...

ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି : ଜାଣନ୍ତୁ, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ…

ନୂଆଦିଲ୍ଲୀ : ପାର୍ଟି ପିକ୍‌ନିକ୍‌ କରିବାକୁ ଯୋଜନା କରୁଛନ୍ତି କି ? ଆସନ୍ତୁ ଜାଣିନେବା, ମହାରାଷ୍ଟ୍ର ଏବଂ ୟୁପିରେ ଜାରି ହୋଇଥିବା ନୂତନ ନିର୍ଦ୍ଦେଶାବଳୀ । ମହାରାଷ୍ଟ୍ରରେ କୋଭିଡ -୧୯ ମାମଲା ଏବଂ ୬୫ ଓମିକ୍ରନ୍ ସଂକ୍ରମିତ ସଂଖ୍ୟା ମଧ୍ୟରେ ମହାରାଷ୍ଟ୍ର ସରକାର ଆସନ୍ତା ପର୍ବକୁ
Read More...

ରାମଙ୍କ ନାମରେ ଲୁଟ୍ ହୋଇଛି, ୟୁପି ସରକାରଙ୍କ ଅନୁସନ୍ଧାନ ଆଦେଶ କେବଳ ଲୋକ ଦେଖାଣିଆ : ପ୍ରିୟଙ୍କା ଗାନ୍ଧୀ

ନୂଆଦିଲ୍ଲୀ : ଅଯୋଧ୍ୟାରେ ନିର୍ମାଣ ହୋଇଥିବା ଭବ୍ୟ ରାମ ମନ୍ଦିରର ଜମି ଦୁର୍ନୀତି ମାମଲା କ୍ରମାଗତ ଭାବରେ ରାଜନୈତିକ ସ୍ତରରେ ଆଲୋଚନାର ବିଷୟ ପାଲଟିବାରେ ଲାଗିଛି । କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଅଯୋଧ୍ୟା ଜମି କ୍ରୟ ମାମଲାରେ ହୋଇଥିବା ଏହି ଘୋଟାଲା ଉପରେ ପ୍ରଶ୍ନ ଉଠାଇ
Read More...

ବିସ୍ଫୋରଣରେ କମ୍ପିଲା ଲୁଧିଆନା ଜିଲ୍ଲା କୋର୍ଟ : ୨ ମୃତ, ୩ ଗୁରୁତର

ଲୁଧିଆନା : ପଞ୍ଜାବର ଲୁଧିଆନା ସହରର ଜିଲ୍ଲା କୋର୍ଟ ପରିସରରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ସିଲିଣ୍ଡର ଫାଟିଯିବାରୁ ଏହି ବିସ୍ଫୋରଣ ଘଟିଥିବାର ଅନୁମାନ କରାଯାଉଛି । ସେଠାରେ ବିସ୍ଫୋରଣ ହେତୁ କାନ୍ଥ ଭୁଷୁଡି ପଡିଥିଲା । ଏହି ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଜଣ
Read More...

ପ୍ରତିରକ୍ଷା ମନ୍ତ୍ରଣାଳୟ ଡିଆରଡିଓ ଦ୍ୱାରା ସ୍ୱଦେଶୀ କୌଶଳରେ ବିକଶିତ ନୂତନ ପୀଢି କ୍ଷେପଣାସ୍ତ୍ର “ପ୍ରଳୟ”ର…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (ଡିଆର୍‌ଡିଓ) ଡିସେମ୍ବର ୨୨, ୨୦୨୧ରେ ଓଡ଼ିଶା ଉପକୂଳବର୍ତ୍ତୀ ଡକ୍ଟର ଏପିଜେ ଅବ୍‌ଦୁଲ କଲାମ ଦ୍ୱୀପରୁ ସ୍ୱଦେଶୀ କୌଶଳରେ ବିକଶିତ ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା କ୍ଷେପଣାସ୍ତ୍ର 'ପ୍ରଳୟ'ର ପ୍ରଥମ ଉଡାଣ
Read More...