Browsing Category

ଦେଶ ବିଦେଶ

ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ସମେତ ବହୁ ବିଧାୟକ ଏସ୍‌ପିରେ ଯୋଗ ଦେଲେ : କହିଲେ, ବିଜେପି ମଇଦାନ୍‌ରୁ ସଫା ହେବ

ଲକ୍ଷ୍ନୌ : ୟୁପିରେ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ସରକାରରୁ ବିଦ୍ରୋହ କରିବା ପରେ ଇସ୍ତଫା ଦେଇଥିବା ସ୍ୱାମୀ ପ୍ରସାଦ ମୌର୍ଯ୍ୟ କିଛି ପୂର୍ବତନ ମନ୍ତ୍ରୀଙ୍କ ସହ ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କ ସହ ଦଳରେ ଯୋଗ ଦେଇଛନ୍ତି । ପୂର୍ବରୁ ଇସ୍ତଫା ଦେଇଥିବା ବିଜେପି ବିଧାୟକମାନେ
Read More...

ଦିଲ୍ଲୀ ବିସ୍ଫୋରଣ ଷଡଯନ୍ତ୍ର ବିଫଳ, ବୋମା ସ୍କ୍ୱାର୍ଡକୁ ମଳିଲା ଆଇଇଡ଼ି

ନୂଆଦିଲ୍ଲୀ : ଆଜି ଦେଶର ରାଜଧାନୀରେ ଏକ ବିସ୍ଫୋରଣ ଷଡଯନ୍ତ୍ରକୁ ବିଫଳ କରିଛି ପୋଲିସ । ପ୍ରାପ୍ତ ସୂଚନା ଅନୁଯାୟୀ, ଏକ ଆଇଇଡି ଉଦ୍ଧାର କରାଯାଇଛ । ଏହାକୁ ବମ୍‌ ସ୍କ୍ୱାର୍ଡ ଦଳ ପକ୍ଷରୁ ଡିଫ୍ୟୁଜ୍‌ କରାଯାଇଛି । ଏକ ବଡ ବିପଦକୁ ଏଡାଇ ଦିଆଯାଇଛି ଥିବା ଚର୍ଚ୍ଚା ଜୋର୍‌ ଧରିଛି । ପୋଲିସ ଏହି
Read More...

ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟରେ ୫୦ଜଣ ବିଦ୍ୟାର୍ଥୀ ହେଲେ କରୋନା ପଜିଟିଭ

ଲକ୍ଷ୍ନୌ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପୁଣି ବୃଦ୍ଧି ପାଇବାରେ ଲାଗିଲାଣି । ତେବେ ଏହାକୁ ଆଖି ଅଗରେ ରଖି ଗୁରୁବାର ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀଙ୍କ କରୋନା ଟେଷ୍ଟ କରାଯାଇଥିବା ବେଳେ ଏମାନଙ୍କ ମଧ୍ୟରୁ ୫୦ଜଣ ଛାତ୍ରୀଛାତ୍ର କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି ।
Read More...

ଏକ ଘରୋଇ ଡାକ୍ତରଖାନାରୁ ମିଳିଲା ମଣିଷ ଖପୁରୀ ଓ ନର କଙ୍କାଳ : ଉତ୍ତେଜନା

ୱାର୍ଦ୍ଧା : ମହାରାଷ୍ଟ୍ର ୱାର୍ଦ୍ଧାର ଏକ ଘରୋଇ ଡାକ୍ତରଖାନାରେ ଉତ୍ତେଜନା ଦେଖାଦେଇଛି । ଘରୋଇ ଡାକ୍ତରଖାନା କଦମ ପରିସରରେ ମଣିଷ ଖପୁରୀ ଏବଂ କଙ୍କାଳ ଦେଖିବାକୁ ମିଳିଛି । ଡାକ୍ତରଖାନାରୁ ୧୧ଟି ମାନବ ଖପୁରୀ ଏବଂ ୫୬ଟି ମାନବ ଅଙ୍ଗ ମିଳିଛି । ଏହି ଖପୁରୀ ଓ କଙ୍କାଳ କାହାର, ତାହାର
Read More...

ସ୍ୱାମୀ ନିଜେ ସୋସିଆଲ ମିଡିଆରେ ପତ୍ନୀଙ୍କ ଅଶ୍ଳୀଳ ଫଟୋ ସେୟାର କରୁଥିଲେ, କାବୁ କଲା ପୋଲିସ

ହାର୍‌ଦା : ଅଦ୍ୟାବଧି ସୋସିଆଲ ମିଡିଆରେ ମାନସିକ ବିକୃତ କିମ୍ବା ବିକାରଗ୍ରସ୍ତ ଲୋକଙ୍କ ଦ୍ୱାରା ମହିଳା ଏବଂ ଝିଅମାନଙ୍କୁ ହଇରାଣ କରିବାର ଘଟଣା ଦେଖିବାକୁ ମିଳେ । କିନ୍ତୁ ମଧ୍ୟପ୍ରଦେଶର ହାର୍‌ଦା ଜିଲ୍ଲାର ଟିମ୍‌ରନିରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ସ୍ୱାମୀ ନିଜେ ସୋନୁ ନାମରେ
Read More...

ମିଳିତ ଜାତିସଂଘର ଚେତାବନୀ : ଓମିକ୍ରନ୍‌ ଭାରତରେ ବଡ ଧ୍ୱଂସ ଘଟାଇପାରେ, ଡେଲ୍‌ଟା ସଂକ୍ରମଣ ପରି ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ : ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, କରୋନା ଭାଇରସ୍‌ ପୁଣି ଥରେ ଭାରତରେ ହଇଚଇ ସୃଷ୍ଟି କରିପାରେ । ମିଳିତ ଜାତିସଂଘ ଅନୁଯାୟୀ, ଡେଲ୍‌ଟା ଭାରିଆଂଟ ପରି ପରିସ୍ଥିତି ପୁଣି ଥରେ ଖରାପ ହୋଇପାରେ । ରିପୋର୍ଟ ଅନୁଯାୟୀ, ଏପ୍ରିଲ୍‌ରୁ ଜୁନ୍‌ ୨୦୨୧ ମଧ୍ୟରେ କୋଭିଡ୍‌
Read More...

ଗୌହାଟି-ବିକାନେର ଏକ୍ସପ୍ରେସ ଦୁର୍ଘଟଣା : କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘଟଣାସ୍ଥଳରେ ପହଂଚିଲେ, ୯ ମୃତ୍ୟୁ,…

କୋଲକାତା : ଗୁରୁବାର ସଂଧ୍ୟାରେ ପଶ୍ଚିମବଙ୍ଗର ଜଲପାଇଗୁଡ଼ିରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗର ଜଲପାଇଗୁଡ଼ିିରେ ବିକାନେର୍‌ ଗୌହାଟି ଏକ୍ସପ୍ରେସ ୧୫୬୩୩ (ଅପ୍‌ ଲାଇନ୍‌)ର ଅନେକ ବଗି ଲାଇନ୍‌ଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ଏକ ସରକାରୀ ସୂଚନା ଅନୁଯାୟୀ,
Read More...

ଟ୍ରେନ୍‌ ଲାଇନ୍‌ ଚ୍ୟୁତ : ୩ ମୃତ

କୋଲକାତା : ପଶ୍ଚିମବଙ୍ଗର ଜଲପାଇଗୁଡି ନିକଟରେ ବିକାନେର ଏକ୍ସପ୍ରେସ(୧୫୬୩୩) ଲାଇନ୍‌ଚ୍ୟୁତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ୧୨ଟି ବଗି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ସୂଚନା ମିଳିଛି । ଆଜି ସନ୍ଧ୍ୟା ପ୍ରାୟ ୫ଟା୧୫ ମିନିଟରେ ଏହି ଦୁର୍ଘଟଣା
Read More...

କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସର ପଦଯାତ୍ରା ଅଧାରୁ ବନ୍ଦ

କର୍ଣ୍ଣାଟକ : ଦେଶରେ କରୋନା ମହାମାରୀର ପ୍ରାଦୁର୍ଭାବ ପୁଣି ବଢିବାରେ ଲାଗିଲାଣି । ତେବେ ଏହାକୁ ଆଖି ଅଗରେ ରଖି କର୍ଣ୍ଣାଟକରେ ଚାଲିଥିବା କଂଗ୍ରେସ ପଦଯାତ୍ରାକୁ ଗୁରୁବାର ଅଧାରୁ ବନ୍ଦ କରି ଦିଆଯାଇଥିବା ସୂଚନା ମଳିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଫୋନ କରି ଦଳୀୟ କର୍ମକର୍ତ୍ତାଙ୍କୁ
Read More...

ଓମିକ୍ରନ୍ ଯୋଗୁଁ ଆସନ୍ତା ୪ ସପ୍ତାହ ପାଇଁ ବିଶ୍ୱବ୍ୟାପୀ ୱିପ୍ରୋର ସମସ୍ତ କାର୍ଯ୍ୟାଳୟ ବନ୍ଦ

ନୂଆଦିଲ୍ଲୀ : ଓମିକ୍ରନ୍ ଯୋଗୁଁ ବେଙ୍ଗାଲୁରୁ ସ୍ଥିତ ପ୍ରମୁଖ ଆଇଟି କମ୍ପାନୀ ୱିପ୍ରୋ ସମଗ୍ର ବିଶ୍ୱରେ ଥିବା ନିଜର ସମସ୍ତ ଅଫିସକୁ ଆସନ୍ତା ଚାରି ସପ୍ତାହ ପାଇଁ ସର୍ବଭାରତୀୟ ସ୍ତରରେ ଏହାର କାର୍ଯ୍ୟାଳୟ ବନ୍ଦ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।
Read More...