Browsing Category
ଦେଶ ବିଦେଶ
ଏହି ବଜେଟ୍ ହେଉଛି ଦେଶର ପରବର୍ତ୍ତୀ ୨୫ ବର୍ଷ ପାଇଁ ବ୍ଲୁ ପ୍ରିଣ୍ଟ୍ : ଜେ.ପି. ନଡ୍ଡା
ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟିର ସଭାପତି ଜେ.ପି. ନଡ୍ଡା ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ୨୦୨୨-୨୩ ବର୍ଷ ପାଇଁ କେନ୍ଦ୍ର ବଜେଟକୁ ସାମାଜିକ ନ୍ୟାୟ, ସମାନତା ଏବଂ ସମ୍ମାନ ସୁଯୋଗର ସଂକଳ୍ପକୁ ସୂଚାଉଥିବା ବଜେଟ୍ ବୋଲି କହିଛନ୍ତି । ଏହା ଦେଶର ଅର୍ଥନୈତିକ ଚକ୍ରକୁ ନୂତନ ଶକ୍ତି ଦେବ!-->…
Read More...
Read More...
ଅର୍ଥନୀତି ଆହ୍ୱାନର ମୁକାବିଲା ପାଇଁ ବଜେଟ୍ ବିଫଳ, ଲୋକେ ଏହାକୁ ପ୍ରତ୍ୟାଖ୍ୟାନ କରିବେ : ଚିଦାମ୍ବରମ୍
ନୂଆଦିଲ୍ଲୀ : ମଙ୍ଗଳବାର ଦିନ ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍ କହିଛନ୍ତି ଯେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଅର୍ଥନୀତିର ପ୍ରମୁଖ ଆହ୍ୱାନକୁ ମୁକାବିଲା କରିବାରେ ବିଫଳ ହୋଇଛି । ସରକାର ଏହାକୁ ସଂଖ୍ୟା ଗରିଷ୍ଠତାର ସହ ସଂସଦରେ ପାରିତ କରି ଥାଇ ପାରନ୍ତି, କିଂତୁ!-->…
Read More...
Read More...
ନାବାଳିକାଙ୍କୁ ଅପହରଣ କରି ରାଞ୍ଚିକୁ ନେଇଗଲା ବଳାତ୍କାରୀ, ୬ ମାସ ଧରି ବଳାତ୍କାର କଲା, ୧୭ ବର୍ଷର ଝିଅ ଅନ୍ତସତ୍ତ୍ୱା
ଯଶପୁର : ଛତିଶଗଡ଼ର ଯଶପୁର ଜିଲ୍ଲାର ସନ୍ନା ପୋଲିସ ଷ୍ଟେସନ ଝାଡଖଣ୍ଡ ରାଞ୍ଚିରୁ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ୧୭ ବର୍ଷର ଝିଅକୁ ଅପହରଣ କରି ତାଙ୍କ ସହ ଜୋର୍ ଜବର୍ଦସ୍ତ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ୧୩ ଅକ୍ଟୋବର ୨୦୨୧ରେ ଜଣେ!-->…
Read More...
Read More...
ବଜେଟ୍ ଉପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସାମ୍ବାଦିକ ସମ୍ମିଳନୀ : କହିଲେ, ସାଧାରଣ ଲୋକଙ୍କ ବଜେଟ୍, ଆମେ ୨…
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଏଥି ସହିତ ଡିଜିଟାଲ୍ ସମ୍ପତ୍ତି ଏବଂ କ୍ରିପ୍ଟୋକ୍ୟୁରେନ୍ସି ସହିତ ଜଡିତ ଏକ ବଡ ନିୟମ ଅଣାଯାଇଛି । ବଜେଟରେ ଏହା ପ୍ରସ୍ତାବ!-->…
Read More...
Read More...
ସଂସଦରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା : ଦେଶରେ ୨୦୦ଟି ଶିକ୍ଷା ଚ୍ୟାନେଲ ଖୋଲିବ
ନୂଆଦିଲ୍ଲୀ : ଆଜି ସଂସଦରେ ଅର୍ଥମନ୍ତ୍ରୀ ଶିକ୍ଷା କ୍ଷେତ୍ରରେ ଏକ ବଡ ଘୋଷଣା କରିଛନ୍ତି। ତାହା ହେଲା ଚଳିତ ଶିକ୍ଷା ବର୍ଷରେ ଦେଶରେ ୨୦୦ ଟି ଶିକ୍ଷା ଚ୍ୟାନେଲ ଖୋଲାଯିବ। ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ଶିକ୍ଷା ଚ୍ୟାନେଲରେ ପାଠ ପଢାଯିବ। ପ୍ରତିଟି ବିଷୟ ପାଇଁ ସ୍ୱତନ୍ତ୍ର ଚ୍ୟାନେଲ!-->…
Read More...
Read More...
‘ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍’ ଉପସ୍ଥାପନ : ୧୬୩ ଲକ୍ଷ ଚାଷୀଙ୍କ ଠାରୁ କ୍ରୟ କରାଯିବ ୧୨୦୮…
ନୂଆଦିଲ୍ଲୀ : ଆଜି 'ଆତ୍ମନିର୍ଭରଶୀଳ ଭାରତ ୨୦୨୨-୨୩ ର ବଜେଟ୍' ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ରବି ୨୦୨୧-୨୨ ରେ ୧୬୩ ଲକ୍ଷ ଚାଷୀଙ୍କ ଠାରୁ ୧୨୦୮ ମେଟ୍ରିକ୍ ଟନ୍ ଗହମ ଏବଂ ଧାନ କ୍ରୟ କରାଯିବ। ଏହା ସହିତ!-->…
Read More...
Read More...
କଂଗ୍ରେସ ଉପରେ ଅପର୍ଣ୍ଣା ଯାଦବଙ୍କ ଆକ୍ରମଣ, କହିଛନ୍ତି – ପ୍ରିୟଙ୍କା ଗାନ୍ଧୀ କେବଳ ସ୍ଲୋଗାନ ଦିଅନ୍ତି, କିଛି…
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇଥିବା ମୁଲାୟମ ସିଂ ଯାଦବଙ୍କ ବୋହୂ ଅପର୍ଣ୍ଣା ଯାଦବ କଂଗ୍ରେସ ଅଭିଯାନରେ ନାରା ଦେଇଥିବା 'ଲଡ଼କି ହୁଁ, ଲଢ଼୍ ସକ୍ତି ହୁଁ' ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ କଡ଼ା ଟାର୍ଗେଟ କରିଛନ୍ତି । ରବିବାର ଦିନ ଏକ!-->…
Read More...
Read More...
ୟୁପି ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟିକୁ ବଡ ଝଟ୍କା : ଶିବ କୁମାର ବେରିଆ ବିଜେପିରେ ମିଶିଲେ
ଲକ୍ଷ୍ନୌ : ୟୁପି ନିର୍ବାଚନ ପୂର୍ବରୁ ସମାଜବାଦୀ ପାର୍ଟି ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି । ଦଳର ଜଣେ ବଡ ନେତା ତଥା ମୁଲାୟମ ସିଂ ଯାଦବଙ୍କ ସ୍ୱତନ୍ତ୍ର ଶିଷ୍ୟ ଶିବକୁମାର ବେରିଆ ବିଜେପିରେ ଯୋଗ ଦେଇଛନ୍ତି । ବିଜେପିରେ ଯୋଗଦେବା ପରେ ବେରିଆ କହିଛନ୍ତି ଯେ, ମୁଲାୟମ ସିଂଙ୍କ ସମୟରେ!-->…
Read More...
Read More...
ବଢ଼ିଲା ଫେବୃଆରୀ ୧୧ ପର୍ଯ୍ୟନ୍ତ ରାଲି ଏବଂ ରୋଡ୍ ସୋ’ ଉପରେ ପ୍ରତିବନ୍ଧକ
ନୂଆଦିଲ୍ଲୀ : କରୋନା ମହାମାରୀ ହେତୁ ପାଞ୍ଚଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ସମୟରେ ଫେବୃଆରୀ ୧୧ ପର୍ଯ୍ୟନ୍ତ ନିର୍ବାଚନ ଆୟୋଗ ରାଲି, ବୈଠକ ଉପରେ ପ୍ରତିବନ୍ଧକକୁ ବୃଦ୍ଧି କରିଛନ୍ତି । ତେବେ ନିର୍ବାଚନ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକକୁ କମିଶନ ଟିକିଏ ହାଲୁକା କରିଥିବା ଦେଶବାସୀଙ୍କୁ!-->…
Read More...
Read More...
ଅର୍ଥମନ୍ତ୍ରୀ ଅର୍ଥନୈତିକ ସର୍ବେକ୍ଷଣ ୨୦୨୧-୨୨ ଉପସ୍ଥାପନ କଲେ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଅର୍ଥନୈତିକ ସର୍ବେକ୍ଷଣ ୨୦୨୨ ଉପସ୍ଥାପନ କରିଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସରକାରଙ୍କ ବଜେଟ୍ ପୂର୍ବରୁ ଅର୍ଥନୀତିର ସ୍ଥିତିର ବିବରଣୀ ଦିଆଯାଇଛି । ଆର୍ଥିକ ସର୍ବେକ୍ଷଣ ୨୦୨୨-୨୩ ଆର୍ଥିକ ବର୍ଷରେ (ଏପ୍ରିଲ ୨୦୨୨!-->…
Read More...
Read More...