Browsing Category

ଦେଶ ବିଦେଶ

ବିହାରରେ ଟ୍ରକ୍‌ ଓଲଟି ୮ ମୃତ

ପାଟନା : ବିହାରର ପୁର୍ନିଆ ଜିଲ୍ଲାରେ ଗତକାଲି ଏକ ମାଲ ବୋଝେଇ ଟ୍ରକ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଟ୍ରକ୍‌ଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜଲାଲ୍‌ଗଡ ଥାନା ଅଧୀନସ୍ଥ କାଳି ମନ୍ଦିର ନିକଟରେ ସିଲିଗୁଡି-ଦିଲ୍ଲୀ ୪ ଥାକିଆ ରାଜପଥରେ ଗତକାଲି ଭୋର୍‌
Read More...

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ପଞ୍ଚମ ବିଶ୍ୱ ପୁନଃନିର୍ମାଣ ସମ୍ମିଳନୀର ଉଦ୍‌ଘାଟନୀ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ…

ୟୁଏନ୍‌ଡିପି, ବିଶ୍ୱବ୍ୟାଙ୍କ, ବିପର୍ୟ୍ୟୟ ହ୍ରାସ ସଂକ୍ରାନ୍ତ ବୈଶ୍ୱିକ ମଞ୍ଚ ଜିପିଡିଆରଆର୍‌ ଓ ଇଣ୍ଡୋନେସିଆର ସରକାରଙ୍କ ମିଳିତ ଉଦ୍ୟମ ଏହି ସମ୍ମିଳନୀ ଆୟୋଜିତବିପର୍ୟ୍ୟୟ ପରବର୍ତ୍ତୀ ପୁନଃନିର୍ମାଣ ଓ ପୁନରୁଦ୍ଧାର କାର୍ଯ୍ୟରେ ପାଂଚଟି ପ୍ରମୁଖ ବିଷୟ ଉପରେ ଡକ୍ଟର ମିଶ୍ରଙ୍କ ଗୁରୁତ୍ୱ“କେବଳ
Read More...

ହ୍ୱାଟ୍ସଅପ୍‌ର ମାଇ ଗଭ୍ ହେଲ୍ପ ଡେସ୍କରେ ବର୍ତ୍ତମାନ ନାଗରିକ ପାଇପାରିବେ ଡିଜିଲକର ସେବା

● ନାଗରିକମାନେ ଏଣିକି ଡିଜି ଲକର ନଥିପତ୍ର ଯେପରିକି ପ୍ୟାନକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ବାହାନ ପଞ୍ଜୀକରଣ ପ୍ରମାଣପତ୍ର ଇତ୍ୟାଦି ଡାଇନଲୋଡ କରିପାରିବେ ।● ହ୍ୱାଟ୍ସଅପ୍‌ରେ ମାଇଁ ଗଭ ହେଲ୍ପ ଡେସ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଲକ୍ଷ୍ୟ ଡିଜିଟାଲ ଇଣ୍ଡିଆ ଓ
Read More...

ୟୁପିରେ ସଡକ ଦୁର୍ଘଟଣାରେ ୮ ମୃତ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିର୍ଦ୍ଧାଥ ନଗର ଜିଲ୍ଲାର ଜାତୀୟ ରାଜପଥ ୩୮ରେ ଗତକାଲି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକକୁ ଗୋଟିଏ ଜିପ୍‌ ଧକ୍କା ଦେବାରୁ ସେଥିରେ ଥିବା ୧୧ ଜଣଙ୍କ ମଧ୍ୟରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାଗ୍ରସ୍ତ ଜିପ୍‌ଟି ଏକ
Read More...

“କାନ୍ସ ନେକ୍ସଟ” ଷ୍ଟାର୍ଟଅପ୍ ପିଚିଂ ସେସନ୍‌ରେ ଷ୍ଟାର୍ଟଅପ୍

ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍ ମୁରୁଗନଭାରତ ସବୁଠାରୁ ବଡ଼ ଏବଂ ଲାଭଜନକ ଚଳଚ୍ଚିତ୍ର ବଜାର ମଧ୍ୟରୁ ଅନ୍ୟତମ : ଡା. ମୁରୁଗନ ନୂଆଦିଲ୍ଲୀ, (ପିଆଇବି) : "କାନ୍ସ ନେକ୍ସଟ" ରେ ଷ୍ଟାର୍ଟଅପ୍ ପିଚିଂ ସେସନ୍ରେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡ. ଏଲ୍
Read More...

ଶ୍ରୀ ଗଣପତି ସଚ୍ଚିଦାନନ୍ଦ ସ୍ୱାମୀ ଜୀ’ଙ୍କର ୮୦ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

“ପ୍ରକୃତି ନିମନ୍ତେ ବିଜ୍ଞାନର ଉପଯୋଗ ଏବଂ ଆଧ୍ୟାତ୍ମିକତା ସହିତ ପ୍ରଯୁକ୍ତିର ସମ୍ମିଶ୍ରଣ ଗତିଶୀଳ ଭାରତର ଆତ୍ମା ଅଟେ”“ଆଜି ଦୁନିଆ ଆମର ଷ୍ଟାର୍ଟଅପ୍ ଗୁଡିକୁ ନିଜର ଭବିଷ୍ୟତ ଭାବେ ଦେଖୁଛି । ଆମର ଉଦ୍ୟୋଗ ଏବଂ ଆମର ‘ମେକ୍ ଇନ୍ ଇଣ୍ଡିଆ’ ବିଶ୍ୱ ସ୍ତରରେ ବିକାଶ ନିମନ୍ତେ ଆଶାର କିରଣ ହେବାରେ
Read More...

ପିପିଏ ବୋର୍ଡ ସଦସ୍ୟା ହେଲେ ଯାମିନୀ ଷଡଙ୍ଗୀ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ପାରାଦ୍ୱୀପ ବନ୍ଦର ପ୍ରାଧିକରଣ(ପିପିଏ) ବୋର୍ଡ ସଦସ୍ୟା ଭାବେ ଆଇଏଏସ୍‌ ଅଧିକାରୀ ତଥା ଓଡିଶା ରାଜ୍ୟ ମେଡିକାଲ କର୍ପୋରେସନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀଙ୍କୁ ନିଯୁକ୍ତ କରିଛନ୍ତି । ନିଯୁକ୍ତି ସଂପର୍କରେ କେନ୍ଦ୍ର ବନ୍ଦର, ଜାହାଜ
Read More...

ବାଂଲାଦେଶର ଭୋଟର ତାଲିକାରେ ଟିଏମ୍‌ସି ପ୍ରାର୍ଥିନୀଙ୍କ ନାମ, ବିଧାନସଭା ନିର୍ବାଚନରେ ​​ମମତା ଦେଇଥିଲେ ଟିକେଟ

ନୂଆଦିଲ୍ଲୀ : ୨୦୨୧ ମସିହାରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ​​ବାଂଲାଦେଶୀ ମହିଳା ଆଲୋ ରାନୀ ସାର୍କଙ୍କ ବିଷୟରେ ନୂତନ ଖୁଲାସା ସାମ୍‌ନାକୁ ଆସିଛି । ତାଙ୍କୁ ମମତା ବାନାର୍ଜୀ ଟିକେଟ ଦେଇଥିଲେ । ବର୍ତ୍ତମାନ ଏହା ସାମ୍ନାକୁ ଆସିବା ପରେ ରାଜନୀତି ଜଗତରେ ଆଲୋଚନ ସୃଷ୍ଟି
Read More...

ଚୀନ ରାଷ୍ଟ୍ରପତି ଜିନପିଙ୍ଗ ନେପାଳକୁ ପ୍ରଶଂସା କରି କହିଲେ, ନିର୍ବାଚନ କରିବା ସଠିକ୍ ପଦକ୍ଷେପ

ନୂଆଦିଲ୍ଲୀ : ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନେପାଳର ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଉବାଙ୍କୁ ସ୍ଥାନୀୟ ନିର୍ବାଚନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ଏବଂ ଲୋକମାନଙ୍କ ଦ୍ୱାରା ଲୋକ ପ୍ରତିନିଧି ଚୟନ କରିବାର ପ୍ରକ୍ରିୟା ଏକ ଭଲ ପଦକ୍ଷେପ ବୋଲି ସେ କହିଛନ୍ତି । ନେପାଳର ଚୀନ୍ ରାଷ୍ଟ୍ରଦୂତ ହୋ
Read More...

ଜ୍ଞାନବାପୀ ପ୍ରସଙ୍ଗରେ ବିବାଦୀୟ ପୋଷ୍ଟ କରି ଡିୟୁ ପ୍ରଫେସର ଗିରଫ

ନୂଆଦିଲ୍ଲୀ : ବାରାଣାସୀର ଜ୍ଞାନବାପୀ ମସଜିଦରୁ ମିଳିଥିବା ଶିବଲିଙ୍ଗକୁ ନେଇ ଫେସବୁକରେ ବିବାଦୀୟ ପୋଷ୍ଟ କରିଥିବାରୁ ପୋଲିସ ଶୁକ୍ରବାର ଦିନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଇତିହାସ ପ୍ରଫେସର ରତନ ଲାଲଙ୍କୁ ଗିରଫ କରିଛି । ଏହି ପୋଷ୍ଟ ପାଇଁ ଇଣ୍ଟରନେଟ ମିଡିଆରେ ପ୍ରଫେସରଙ୍କୁ କଡ଼ା ସମାଲୋଚନା
Read More...