Browsing Category

ଦେଶ ବିଦେଶ

ଅନ୍‌ଲାଇନ୍‌ ଜୁଆ ଖେଳର ପ୍ରଚାର କରୁଥିବା ବିଜ୍ଞାପନ ବନ୍ଦ କରିବାକୁ ସୂଚନା ପ୍ରସାରଣ ମନ୍ତ୍ରଣାଳୟର ପରାମର୍ଶ

• ଭାରତୀୟ ଦର୍ଶକଙ୍କ ଉଦ୍ଦେଶ୍ୟରେ ଅନଲାଇନ ଓ ସାମାଜିକ ଗଣମାଧ୍ୟମରେ ଅନଲାଇନ ଜୁଆ ଖେଳ ବିଜ୍ଞାପନ ପ୍ରଦର୍ଶିତ ହେବ ନାହିଁ• ଜୁଆ ପାଇଁ ଉପଭୋକ୍ତାଙ୍କ ଉପରେ ଗମ୍ଭୀର ଆର୍ଥିକ ଓ ସାମାଜିକ ପ୍ରଭାବ ପଡ଼ୁଛି ନୂଆଦିଲ୍ଲୀ, (ପିଆଇବି) : ଅନ୍‌ଲାଇନ ଜୁଆ ଖେଳ ପରିଚାଳନା କରୁଥିବା ପ୍ଲାଟଫର୍ମ
Read More...

ରାହୁଲ ଗାନ୍ଧୀଙ୍କୁ ଇଡି ପକ୍ଷରୁ ପଚରାଉଚରା ଜାରି, ସାରା ଦେଶରେ କଂଗ୍ରେସ ପକ୍ଷରୁ ପ୍ରତିବାଦରେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଆଜି ଇଡି ମୁଖ୍ୟାଳୟରେ ନ୍ୟାସନାଲ ହେରାଲ୍ଡ ମାମଲାରେ ହାଜର ହୋଇଛନ୍ତି । ଇଡ଼ି ମୁଖ୍ୟାଳୟକୁ ଯିବା ପୂର୍ବରୁ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲେ । ଏହି ସମୟରେ ରାହୁଲଙ୍କ ସମର୍ଥନରେ ସ୍ଲୋଗାନ ଦେଉଥିବା ଅନେକ
Read More...

ଋଣ ଚାହିଦାରେ ସୁଧାର : ଷ୍ଟେଟ ବ୍ୟାଙ୍କ

ନୂଆଦିଲ୍ଲୀ : ମହାମାରୀ କରୋନା ପ୍ରଭାବରେ ଦୁଇ ବର୍ଷ ପର୍ଯ୍ୟନ୍ତ ମନ୍ଥର ରହିଥିବା ଋଣ ଚାହିଦାରେ ସୁଧାର ହୋଇଛି । ବର୍ଦ୍ଧିତ ମୁଦ୍ରାସ୍ଫୀତି ଓ ଋଣ ସୁଧରେ ବୃଦ୍ଧି ବ୍ୟବସାୟ ଜଗତର ନିବେଶ ଯୋଜନାକୁ ପ୍ରଭାବିତ କରିପାରିନାହିଁ । କମ୍ପାନୀଗୁଡିକ ୭୧୦୦ କୋଟି ହୋଲାର ଋଣ ନେବାକୁ ଚାହିଁ ରହିଛନ୍ତି
Read More...

ମେଘାଳୟରେ ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ : ଉତ୍ତର ପୂର୍ବ ରାଜ୍ୟ ମେଘାଳୟରେ ଭୂକମ୍ପ ଅନୁଭୂତ ହୋଇଛି । ସକାଳ ୬ ଟା ୩୨ ସମୟରେ ଭୂକମ୍ପ ଅନୁଭୂତ ହୋଇଥିଲା । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁସାରେ ରିକ୍ଟର ସ୍କେଲରେ ଭୂକମ୍ପ ମାତ୍ରା ୪.୦ ରେକର୍ଟ କରାଯାଇଛି । ତେବେ ଏହି ଭୂକମ୍ପରେ କୌଣସି ଧନ ଜୀବନ କ୍ଷୟ କ୍ଷତି
Read More...

କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀଙ୍କ ଦୁଇ ଦିନିଆ ଓଡ଼ିଶା ଗସ୍ତ

● କଳାହାଣ୍ଡିରେ ଆକାଂକ୍ଷୀ ଜିଲ୍ଲା କାର୍ୟ୍ୟକ୍ରମ ଅନ୍ତର୍ଗତ ବିକାଶ କାମର କଲେ ସମୀକ୍ଷା● କେସିଙ୍ଗା ଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ହିତାଧିକାରୀଙ୍କ ସହ କଲେ ଆଲୋଚନା ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଅର୍ଜ୍ଜୁନ ମୁଣ୍ଡା ଦୁଇ ଦିନିଆ ଓଡ଼ିଶା
Read More...

ଥାଇଲ୍ୟାଣ୍ଡରେ ଡ୍ରଗ୍ସ ମାମଲାରେ ଧରାପଡ଼ିଲେ ମୃତ୍ୟୁଦଣ୍ଡ, କିନ୍ତୁ ଏବେ ଲୋକେ ଗଂଜେଇ ଚାଷ କରିପାରିବେ

ନୂଆଦିଲ୍ଲୀ : ଭାରତର ପଡୋଶୀ ଦେଶ ମିଆଁମାର ଏବଂ ଏହାର ପଡୋଶୀ ଦେଶ ଥାଇଲ୍ୟାଣ୍ଡ । ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି । ଥାଇଲ୍ୟାଣ୍ଡ ସରକାର ଦେଶରେ ଗଂଜେଇ ଚାଷ ଏବଂ ବ୍ୟବହାରକୁ ଆଇନଗତ କରିଛନ୍ତି । ସବୁଠାରୁ ବଡ଼ କଥା ହେଲା, ଡ୍ରଗ୍ସ ମାମଲାରେ ଏହି ଥାଇଲ୍ୟାଣ୍ଡରେ ବିଶ୍ୱର ସବୁଠାରୁ ବେଶୀ କଠୋର
Read More...

୧୦୮ ଦିନରେ ରୁଷ-ୟୁକ୍ରେନ ଯୁଦ୍ଧ : ଏବେ ୟୁକ୍ରେନ ସ୍ଥିତି ଅସଂଭାଳ

ନୂଆଦିଲ୍ଲୀ : ଯେତେବେଳେ ରୁଷ ୨୪ ଫେବୃଆରୀରେ ୟୁକ୍ରେନ ବିରୁଦ୍ଧରେ ସାମରିକ ଅଭିଯାନ ଆରମ୍ଭ କଲା, ସମସ୍ତେ ଭାବିଥିଲେ ଯେ ଏହି ଯୁଦ୍ଧ ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ଶେଷ ହେବ । କିଂତୁ ଦୀର୍ଘ ୧୦୮ ଦିନରେ ପହଂଚିଛି ଏବେ ଯୁଦ୍ଧ । ଏବେ ୟୁକ୍ରେନ ସ୍ଥିତି ଅସଂଭାଳ । ରୁଷ ସାମ୍‌ନାରେ ଏବେ ବିଜୟର
Read More...

ଖାଇବା ତେଲ ଦର ୯% ହ୍ରାସ

ନୂଆଦିଲ୍ଲୀ : ଖାଇବା ତେଲ ଦର ୯% ହ୍ରାସ । ଗତ ମାସ ଘରୋଇ ବଜାରରେ ଖାଇବା ତେଲ ଦର ୯% ହ୍ରାସ ଘଟିଛି । ଚଳିତ ମାସ ଏଥିରେ ଆହୁରି ହ୍ରାସ ସମ୍ଭାବନା ରହିଛି । ଅନ୍ତର୍ଜାତୀୟ ବଜାରରେ ଯୋଗାଣ ବୃଦ୍ଧି ଯୋଗୁ ଘରୋଇ ବଜାରରେ ତେଲ ଦର କମୁଥିବା ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ଗତ ମାସ
Read More...

ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ରେକର୍ଡ

ନୂଆଦିଲ୍ଲୀ : ମୁମ୍ବାଇରେ ୨୫.୬୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମୁମ୍ବାଇ ଛୁଇଁଛି । ଜୁନ ୧୧ରେ ସ୍ୱାଭାବିକ ଭାବେ ମୌସୁମୀ ମୁମ୍ବାଇ ଛୁଇଁଥାଏ । ଗତକାଲି ରାତିରୁ ମୁମ୍ବାଇରେ ପବନ ସହ ପ୍ରବଳ ବର୍ଷା ଓ ବଜ୍ରପାତ ଘଟିଥିଲା । ପାଗ ଅନୁକୂଳ ରହିବା ଫଳରେ
Read More...

ପ୍ଲାଷ୍ଟିକ୍‌ ଖାଉଥିବା ‘ଜିଆ’ ଆବିଷ୍କାର କଲେ ବୈଜ୍ଞାନିକ

ନୂଆଦିଲ୍ଲୀ : ପ୍ଲାଷ୍ଟିକ୍‌ ପୁନଃଚକ୍ରଣର ମାର୍ଗ ଅନ୍ୱେଷଣ ପାଇଁ ବୈଜ୍ଞାନିକମାନେ ପ୍ରୟାସ ଜାରି ରଖିଛନ୍ତି । ଏହି ବିଶ୍ୱସ୍ତରୀୟ ସମସ୍ୟାର ସମାଧାନ ଲାଗି ଅଷ୍ଟ୍ରେଲିଆର କ୍ୱିନ୍‌ସଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏଭଳି ଏକ କୀଟ ଆବିଷ୍କାର କରିଛନ୍ତି, ଯାହା ପ୍ଲାଷ୍ଟିକ୍‌କୁ ଖାଇ
Read More...