Browsing Category
ଦେଶ ବିଦେଶ
ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ଜୁଲାଇ ୩୧, ବଢ଼ିବ ନାହିିଁ ଆଗକୁ : ରାଜସ୍ୱ ସଚିବ
ନୂଆଦିଲ୍ଲୀ : ଯଦି ଆପଣ ଏପର୍ଯ୍ୟନ୍ତ ଆପଣଙ୍କର ଆୟକର ରିଟର୍ଣ୍ଣ ଦାଖଲ କରିନାହାଁନ୍ତି, ତେବେ ବର୍ତ୍ତମାନ ବିଳମ୍ବ କରନ୍ତୁ ନାହିଁ । ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ସମୟ ଜୁଲାଇ ୩୧ ଠାରୁ ବୃଦ୍ଧି ହେବ ନାହିଁ ବୋଲି ରାଜସ୍ୱ ସଚିବ ସ୍ପଷ୍ଟ କରିଛନ୍ତି । ରାଜସ୍ୱ ସଚିବ ତରୁଣ ବଜାଜ କହିଛନ୍ତି!-->…
Read More...
Read More...
୨୦୨୪ ପାଇଁ ପ୍ରସ୍ତୁତିରେ ଲାଗିଥିବା ବିରୋଧୀ ଦଳକୁ ବଡ଼ ଝଟ୍କା, ରାଷ୍ଟ୍ରପତି ନିର୍ବାଚନରେ ’କ୍ରସ୍…
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଶେଷରେ ବିପୁଳ ପରିମାଣରେ ସମର୍ଥନ ପାଇ ଜିତିଛନ୍ତି । ବାଲାଟ ବକ୍ସ ଖୋଲିବା ଆରମ୍ଭରୁ ଦ୍ରୌପଦୀ ମୁର୍ମୁ ଆଗୁଆ ଥିଲେ । ସେ ବିରୋଧୀ ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ପରାସ୍ତ କରିଛନ୍ତି । ଏନ୍ଡିଏ ପ୍ରାର୍ଥୀ!-->…
Read More...
Read More...
ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ବ୍ୟକ୍ତିମାନେ : ଜଣାଇଲେ ଅଭିନନ୍ଦନ
ନୂଆଦିଲ୍ଲୀ : ଦେଶର ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଗୌରବ ଜନଜାତି ଜନନେତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଆଜି ତାଙ୍କ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଓଡ଼ିଶାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ବିଶେଷ ସାକ୍ଷାତ କରି ଅଭିନନ୍ଦନ ଜଣାଇଛନ୍ତି । ଓଡ଼ିଶାର!-->…
Read More...
Read More...
ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ନୂତନ ରାଷ୍ଟ୍ରପତିଙ୍କୁ ଟ୍ଵିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି, ୧୫ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ଓଡ଼ିଶାର ଝିଅ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା । ଦେଶର ସର୍ବୋଚ୍ଚ ପଦବୀ ପାଇଁ ସେ ନିର୍ବାଚିତ ହେବା ଓଡ଼ିଶାର!-->…
Read More...
Read More...
ଦ୍ରୌପଦୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
ନୂଆଦିଲ୍ଲୀ : ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ନେବେ । ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପିଏମ ମୋଦୀ ଦ୍ରୌପଦୀ ମୁର୍ମୁଙ୍କୁ ବାସଭବନରେ ପହଞ୍ଚି ତାଙ୍କୁ ଭେଟି ବିଜୟର ଶୁଭେଚ୍ଛା ଜଣାଇଥିଲେ ।!-->…
Read More...
Read More...
ପାକିସ୍ତାନରେ ଔଷଧର ଅଭାବ, ଏବେ ବି ସ୍ଥିତି ବେହାଲ୍
ଇସ୍ଲାମାବାଦ : ପାକିସ୍ତାନରେ ଇମ୍ରାନ ଖାନଙ୍କ ସରକାରର ପତନ ଏବଂ ଶାହବାଜ ସରିଫଙ୍କ ଶାସନ ପ୍ରାପ୍ତ ପରେ ମଧ୍ୟ ଦେଶର ସ୍ଥିତିରେ କୌଣସି ଉନ୍ନତି ହୋଇନାହିଁ । ଦୈନନ୍ଦିନ ସାମଗ୍ରୀର ଆକାଶଛୁଆଁ ମୂଲ୍ୟ ପରେ ଦେଶର ଅନେକ ସହରରେ ଔଷଧର ଅଭାବ ଦେଖାଦେଇଛି । ଯେଉଁଥିପାଇଁ ଦେଶରେ ଆତ୍ମହତ୍ୟା ହାର!-->…
Read More...
Read More...
୨୦୨୧-୨୨ରେ ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି :…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି କହିଛନ୍ତି ଯେ ୨୦୨୧-୨୨ ମସିହାରେ ଦେଶର ସ୍ୱାର୍ଥ ବିରୋଧରେ କାର୍ଯ୍ୟ କରୁଥିବା ୟୁଟ୍ୟୁବ ଚ୍ୟାନେଲଗୁଡିକ ବିରୋଧରେ ମନ୍ତ୍ରଣାଳୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ!-->…
Read More...
Read More...
୨୪ ଜୁଲାଇରେ ସରିବ ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ
ନୂଆଦିଲ୍ଲୀ : ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ । ୨୪ ଜୁଲାଇରେ ତାଙ୍କର କାର୍ଯ୍ୟକାଳ ଶେଷ ହେବା ପରେ ୨୫ ଜୁଲାଇରେ ସେ ରାଷ୍ଟ୍ରପତି ଭବନ ଛାଡିବେ । ରାଷ୍ଟ୍ରପତି ଭବନରେ ଜୁଲାଇ ୨୪ରେ ସନ୍ଧ୍ୟା ୭ଟାରେ ଏହି ଡିନର ପାର୍ଟି ଆୟୋଜନ କରାଯାଇଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀ!-->…
Read More...
Read More...
ଫଳାଫଳ ଘୋଷଣା ପୂର୍ବରୁ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ
ମୁମ୍ବାଇ : ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ, କିନ୍ତୁ ମହାରାଷ୍ଟ୍ର ବିଜେପି ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛି । ଏହି ଉତ୍ସବରେ ବିଜେପି ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ପାଟିଲ ଏବଂ ବହୁ ବିଜେପି!-->…
Read More...
Read More...
ବିଲ ଗେଟ୍ସଙ୍କୁ ପଛରେ ପକାଇଲେ ଗୌତମ ଆଦାନୀ
ନୂଆଦିଲ୍ଲୀ : ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ ଗେଟ୍ସଙ୍କୁ ପଛରେ ପକାଇଛନ୍ତି ଗୌତମ ଆଦାନୀ । ଭାରତର ସବୁଠାରୁ ଧନୀ ଶିଳ୍ପପତି ଗୌତମ ଆଦାନୀ ବିଶ୍ୱର ଚତୁର୍ଥ ଧନୀ ବ୍ୟକ୍ତି ହୋଇଛନ୍ତି । ଏବେ କେବଳ ଏଲୋନ ମସ୍କ, ବର୍ନାଡ ଆନାଲ୍ଟ ଏବଂ ଜେଫ ବେଜୋସ ଆଦାନୀଙ୍କଠାରୁ ଆଗରେ ଅଛନ୍ତି ।
Read More...
Read More...