Browsing Category
ଦେଶ ବିଦେଶ
ଅଗ୍ନିପଥ ଯୋଜନାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପୁଣି ଘେରିଲେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କଂଗ୍ରେସ ନେତା ତଥା ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପୁଣିଥରେ କେନ୍ଦ୍ରରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଭାରତୀୟ ବାୟୁସେନାରେ ଅଗ୍ନିପଥ ଯୋଜନା ଅଧୀନରେ ଅଗ୍ନିବୀର ନିଯୁକ୍ତି ପାଇଁ ପରୀକ୍ଷା ଆଜି ଜୁଲାଇ ୨୪ରୁ ଆରମ୍ଭ ହୋଇଛି । ଏହି ସମୟରେ ରାହୁଲ ଗାନ୍ଧୀ!-->…
Read More...
Read More...
ପାକ୍ ଅଧିକୃତ କାଶ୍ମୀର କାହାର ?…. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ କ’ଣ କହିଲେ, ଆସନ୍ତୁ…
ଜାମ୍ମୁ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଜାମ୍ମୁରେ ଅଛନ୍ତି ଏବଂ ପାକିସ୍ତାନ ଅକ୍ତିଆର କରିଥିବା କାଶ୍ମୀର ସମ୍ପର୍କରେ ସେ ଏକ ବିବୃତ୍ତି ଦେଇଛନ୍ତି । ସେ କହିଛନ୍ତି, 'ପାକିସ୍ତାନ ଅଧିକୃତ କାଶ୍ମୀରକୁ ନେଇ ଭାରତ ସଂସଦରେ ଏକ ସଂକଳ୍ପ ପାରିତ ହୋଇଛି । ପାକ୍ ଅକ୍ତିଆର ହୋଇଥିବା କାଶ୍ମୀର!-->…
Read More...
Read More...
ବାଇକ ଓ ଟ୍ରକ୍କୁ ଧକ୍କା ଦେଲା କାର, ୩ ମୃତ
ଚେନ୍ନାଇ : ତାମିଲନାଡୁକ ଥାନୀରପାନ୍ଥଲ ଦେଇ ଯାଇଥିବା ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏକ କାର୍- ବାଇକ ଓ ଟ୍ରକ୍ ଧକ୍କା ଦେବାରୁ ଏହି ଅଘଟଣ ଘଟିଛି ।
ସୂଚନାନୁସାରେ, ଶନିବାର ସନ୍ଧ୍ୟାରେ ଏକ ବାଇକରେ ଦୁଇ ଜଣ ପେରାମବାଲୁର ରାଜପଥ!-->!-->!-->…
Read More...
Read More...
କୋଠା ଭୁଶୁଡ଼ି ଜଣେ ମୃତ
ନୂଆଦିଲ୍ଲୀ : ଦିଲ୍ଲୀର ମୁସ୍ତଫାବାଦର ବାବୁନଗରରେ ଆଜି ସକାଳେ ଏକ ଘର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ପାଇ ୩ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ଏହି ଘଟଣାରେ ଆଉ କ'ଣ କ୍ଷୟକ୍ଷତି ଘଟିଛି ତାହା ପରେ ଆକଳନ କରାଯିବ ବୋଲି!-->…
Read More...
Read More...
ବିଶ୍ୱ ଚାମ୍ପିୟନସିପ୍ରେ ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ
ନୂଆଦିଲ୍ଲୀ : ବିଶ୍ୱ ଆଥଲେଟିକ ଚାମ୍ପିଅନସିପ୍ରେ ରୌପ୍ୟ ଜିତି ଆଉ ଏକ ଇତିହାସ ରଚିଛନ୍ତି ଗୋଲ୍ଡେନ ବଏ ନୀରଜ ଚୋପ୍ରା । ୨୦୦୩ ପରେ ସେ ଏହି ଚାମ୍ପିୟନସିପ୍ରେ ଭାରତକୁ ପ୍ରଥମ ପଦକ ପ୍ରଦାନ କରିଛନ୍ତି । ନୀରଜ ଆମେରିକାର ୟୁଗେନରେ ଅନୁଷ୍ଠିତ ଚାମ୍ପିୟନସିପ୍ର ଫାଇନାଲରେ ଚତୁର୍ଥ ରାଉଣ୍ଡରେ!-->…
Read More...
Read More...
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍
କୋରୁକୋଣ୍ଡା : ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବସ୍ଟି ଦୃତଗତିରେ ବାଲିମେଳା ଆଡ଼କୁ ଯାଉଥିବା!-->…
Read More...
Read More...
ତ୍ରିରଙ୍ଗା ଉଡ଼ାଇବା ନିୟମରେ ପରିବର୍ତ୍ତନ କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ : ଏବେ ଯେ କୌଣସି ବ୍ୟକ୍ତି ନିଜ ଘରେ ଦିନ ରାତି ତ୍ରିରଙ୍ଗା ଉଡ଼ାଇପାରିବେ । ଏବେ ଏଭଳି ଏକ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ସ୍ୱାଧୀନତା ଦିବସ ପୂର୍ବରୁ 'ହର ଘର ତ୍ରିରଙ୍ଗା ସମାରୋହ' ଦ୍ୱାରା ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଏବେ ପର୍ଯ୍ୟନ୍ତ ସାଧାରଣ ଲୋକେ!-->…
Read More...
Read More...
ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ମିଳିଲା ବିଜୟ ସାର୍ଟିଫିକେଟ୍
ନୂଆଦିଲ୍ଲୀ : ରାଷ୍ଟ୍ରପତି ନିର୍ବାଚନରେ ଏନ୍ଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ବିଜୟୀ ହେବା ପରେ ଶୁକ୍ରବାର ନିର୍ବାଚନ କମିଶନଙ୍କ ପକ୍ଷରୁ ତାଙ୍କୁ ବିଜୟ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ରିଟର୍ଣ୍ଣିଂ ଅଫିସର ପି.ସି ମୋଦୀଙ୍କ ପକ୍ଷରୁ ନିର୍ବାଚନ ଫଳାଫଳ ସଂକ୍ରାନ୍ତ ଘୋଷଣାପତ୍ର ଦାଖଲ!-->…
Read More...
Read More...
‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ କଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର 'ହର ଘର ତ୍ରିରଙ୍ଗା' ଅଭିଯାନର ଶୁଭାରମ୍ଭ କରିଛନ୍ତି । ଏହା ସହ ଏହି ଅଭିଯାନରେ ବହୁ ସଂଖ୍ୟାରେ ସାମିଲ ହେବାକୁ ସେ ଜନସାଧାରଣଙ୍କୁ ଅପିଲ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସ୍ୱାଧିନତା ଓ ତ୍ରିରଙ୍ଗାକୁ ସ୍ୱତନ୍ତ୍ର ଭାରତରେ!-->…
Read More...
Read More...
ଫ୍ରିଜ୍ ଭିତରୁ ମିଳିଲା ମୃତଦେହ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ସୀଲମପୁର ଅଞ୍ଚଳରୁ ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଫ୍ରିଜ୍ ଭିତରୁ ମିଳିଛି । ସେ ହେଲେ ଜାକିର । ଯାହାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । କେହି ଜଣେ ତାଙ୍କ ହତ୍ୟା କରି ଏଭଳି କରିଥିବା ସନ୍ଦେହ କରାଯାଉଛି । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...