Browsing Category
ଦେଶ ବିଦେଶ
ନୂଆଦିଲ୍ଲୀ ଠାରେ କେନ୍ଦ୍ରମନ୍ତ୍ରୀ ଏବଂ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀଙ୍କ ମଧ୍ୟରେ ବୈଠକ
୬୫୦ କୋଟି ବ୍ୟୟରେ ନାଇଜର ଭୁବନେଶ୍ୱର ଠାରେଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ହେବ- ଧର୍ମେନ୍ଦ୍ର ପ୍ରଧାନ• ହସ୍ପିଟାଲ ନିର୍ମାଣ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଦେବ• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ!-->…
Read More...
Read More...
ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଆଉଟ୍ ଲେଟ୍ କାର୍ଯ୍ୟକ୍ଷମ
ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ ଫେମ୍ ଇଣ୍ଡିଆ ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୫୩୨ଟି ଚାର୍ଜିଂ ଷ୍ଟେସନ୍ ସ୍ଥାପନା କରିଛିପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଅଧୀନରେ ତୈଳ ବ୍ୟବସାୟ କରୁଥିବା କମ୍ପାନୀ ଗୁଡିକ ଖୁଚୁରା ଆଉଟ୍ଲେଟ୍ରେ ୩୪୪୮ଟି ଇଲେକ୍ଟ୍ରିକ୍ ଯାନ ଚାର୍ଜିଂ!-->…
Read More...
Read More...
ରୋ-ରୋ/ରୋ-ପାକ୍ସ ଫେରୀ ସେବାକୁ ପ୍ରୋତ୍ସାହନ
ଓଡ଼ିଶାର ୨ଟି ସମେତ ଦେଶର ୪୫ଟି ସ୍ଥାନରେ ବିକଶିତ ହେଉଛି ଜଳମାର୍ଗ ପରିବହନ ସେବା
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି । ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ!-->!-->!-->…
Read More...
Read More...
ସୋନିଆ ଗାନ୍ଧୀଙ୍କୁ ଆଜି ପୁଣି ଇଡିର ଜେରା
ନୂଆଦିଲ୍ଲୀ : ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ଦ୍ୱିତୀୟ ପର୍ଯ୍ୟାୟ ପଚରାଉଚରା ପାଇଁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ପୁଣି ଥରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି)ରେ ଆଜି ହାଜର ହେବେ । ଅଧିକାରୀ କହିଛନ୍ତି ଯେ, ସୋନିଆ ଗାନ୍ଧୀ ଆଜି ଅପରାହ୍ନରେ ଇଡି ଆଗରେ!-->…
Read More...
Read More...
ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ, ୪୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ : ଗୁଜୁରାଟର ବୋତଡ ଜିଲ୍ଲାରେ ବିଷାକ୍ତ ମଦ ପିଇ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହ ୪୦ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନାନୁସାରେ, ମାମଲାର ତଦନ୍ତ ବେଳେ ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଗିରଫ କରାଯାଇଛି । ସେମାନେ!-->…
Read More...
Read More...
ଆଜି କାର୍ଗିଲ ବିଜୟ ଦିବସ, ରାଷ୍ଟ୍ରପତି ମୁର୍ମୁ ଶହୀଦ ସୈନିକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
ନୂଆଦିଲ୍ଲୀ : ଆଜି ଅର୍ଥାତ୍ ୨୬ ଜୁଲାଇରେ କାର୍ଗିଲ ବିଜୟ ଦିବସ ସାରା ଦେଶରେ ପାଳନ କରାଯାଉଛି । ୧୯୯୯ରେ ଏହି ଦିନ, ଭାରତୀୟ ସେନା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଟାଇଗର ହିଲ୍ ଏବଂ ଅନ୍ୟାନ୍ୟ ପୋଷ୍ଟକୁ 'ଅପରେସନ୍ ବିଜୟ'ର ଅଂଶ ଭାବରେ କାବୁ କରିଥିଲା ।
ରାଷ୍ଟ୍ରପତି ଦ୍ରୌପଦୀ!-->!-->!-->…
Read More...
Read More...
ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ଗ୍ରହଣ ପରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ
ନୂଆଦିଲ୍ଲୀ, (ପିଆଇବି) :ଜୁହାର !ନମସ୍କାର !ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ନିମନ୍ତେ ମତେ ନିର୍ବାଚିତ କରିଥିବାରୁ ମୁଁ ସମସ୍ତ ସଂସଦ ଓ ବିଧାନସଭା ସଦସ୍ୟଙ୍କୁ ମୋର ହାର୍ଦ୍ଦିକ କୃତଜ୍ଞତା ଜଣାଉଛି । ଆପଣମାନଙ୍କ ଭୋଟ୍ ଦେଶର କୋଟି କୋଟି ନାଗରିକଙ୍କ ବିଶ୍ୱାସର ଅଭିବ୍ୟକ୍ତି । ଏହି!-->…
Read More...
Read More...
ଶପଥ ନେଲେ ଦ୍ରୌପଦୀ ମୁର୍ମୁ
ନୂଆଦିଲ୍ଲୀ : ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବରେ ଶପଥ ନେଲେ ଦ୍ରୌପଦୀ । ସଂସଦଭବନରେ ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ ସୁପ୍ରମିକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏନ.ଭି.ରମଣା । ଶପଥ ସମୟରେ ସଂସଦ ଭବନରେ ଉପସ୍ଥିତ ଥିଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ,!-->…
Read More...
Read More...
ଦ୍ରୌପଦୀ ମୁର୍ମୁ ଆଜି ଶପଥ ଗ୍ରହଣ କରିବେ, ଦେଶର ୧୫ତମ ରାଷ୍ଟ୍ରପତି ହେବେ
ନୂଆଦିଲ୍ଲୀ : ନବ ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ନାଗରିକ ଭାବେ ଶପଥ ଗ୍ରହଣ କରିବେ । ସେ ଦେଶର ୧୫ତମ ରାଷ୍ଟ୍ରପତି ହେବେ । ଦେଶର ସ୍ୱାଧୀନତା ପରେ ଜନ୍ମ ଗ୍ରହଣ କରିଥିବା ଏବଂ କମ୍ ବୟସରେ ଦେଶର ଶୀର୍ଷ ପଦବୀରେ ଅବସ୍ଥାପିତ ହେଉଥିବା ସେ!-->…
Read More...
Read More...
ମଙ୍କିପକ୍ସ ରୋଗ ସମ୍ପର୍କରେ ସଦ୍ୟତମ ରିପୋର୍ଟ
ଏନ୍ଆଇଭି ପୁନେ ଦ୍ୱାରା ଦିଲ୍ଲୀର ଜଣେ ବ୍ୟକ୍ତିଙ୍କ ଦେହରେ ମଙ୍କିପକ୍ସ ଭୂତାଣୁ ରହିଥିବା ସମ୍ପର୍କରେ ପୁଷ୍ଟିକରଣଦିଲ୍ଲୀସ୍ଥିତ ଲୋକ ନାୟକ ହସ୍ପିଟାଲ୍ରେ ସଙ୍ଗରୋଧ କେନ୍ଦ୍ରରେ ସଂକ୍ରମିତ ବ୍ୟକ୍ତିଙ୍କୁ ରଖାଯାଇଛିଡିଜିଏଚ୍ଏସ୍ ଦ୍ୱାରା ଆଜି ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ
ଦିଲ୍ଲୀ,!-->!-->!-->…
Read More...
Read More...