Browsing Category

ଦେଶ ବିଦେଶ

ମର୍ମନ୍ତୁଦ ଦୁର୍ଘଟଣା : ଚାଲିଗଲା ୫ ଜୀବନ, ୨୦ ଆହତ

ରେୱାରୀ : ହରିୟାଣାର ରେୱାରୀରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ଜାତୀୟ ରାଜପଥ ନମ୍ବର ୪୮ରେ କାରଟି ବସ ସହିତ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । କାରରେ ଥିବା ୫ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ
Read More...

କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀମାନଙ୍କୁ ପାର୍ବଣ ଭେଟି

● ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତାର ଅତିରିକ୍ତ ୪% କିସ୍ତି ଜାରି କରିବା ପ୍ରସ୍ତାବକୁ ମଞ୍ଜୁର କଲେ କେନ୍ଦ୍ର କ୍ୟାବିନେଟ୍● ଜୁଲାଇ ପହିଲା, ୨୦୨୨ରୁ ପିଛିଲା ଭାବେ ମିଳିବ ଡିଏ ଏବଂ ଡିଆର ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର
Read More...

ମାଉଣ୍ଟ ମାନସଲୁରେ ହିମସ୍ଖଳନ : ୩ ପର୍ବତାରୋହୀଙ୍କ ମୃତ୍ୟୁ

କାଠମାଣ୍ଡୁ : ନେପାଳର ମାନସଲୁ ମାଉଣ୍ଟରେ ଏକ ବଡ଼ ଧରଣର ଦୁର୍ଘଟଣାରେ ତିନି ପର୍ବତାରୋହୀଙ୍କ ମୃତ୍ୟୁ ଘଟିଛି । ମାଉଣ୍ଟ ମାନସଲୁରେ ହିମସ୍ଖଳନ ଯୋଗୁଁ ଏଭଳି ଘଟିଛି । ଏଥିରେ ୧୨ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟମାନଙ୍କୁ ଖୋଜା ଚାଲିଛି ।
Read More...

ଫିକିର ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ ଏବଂ ଡିଜିଟାଲ୍ ଓ ଶିକ୍ଷା ସମ୍ବନ୍ଧୀୟ ଆନ୍ତର୍ଜାତିକ କନକ୍ଲେଭରେ କେନ୍ଦ୍ରମନ୍ତ୍ରୀ

ଦେଶରେ ଡ଼ିଜିଟାଲ୍ ଲାଇଫଷ୍ଟାଇଲ ନୂଆ ରୂପ ନେଉଛି- ଧର୍ମେନ୍ଦ୍ର ପ୍ରଧାନ• ‘ଡିଜିଟାଲ୍ ରୂପାନ୍ତର ଏବଂ ଶିକ୍ଷାର ଆନ୍ତର୍ଜାତୀୟକରଣ’ ଆନ୍ତର୍ଜାତିକ ସମ୍ମିଳନୀରେ ଯୋଗଦେଲେ• ଫିକିର ୧୩ତମ ‘ବିଶ୍ୱ ଦକ୍ଷତା ସମ୍ମିଳନୀ’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ• ଦେଶର ଅର୍ଥନୀତିକୁ ଅଧିକ ମଜଭୂତ କରିବା
Read More...

ଡିଆରଡିଓ ଦ୍ୱାରା ଅତି ସ୍ୱଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ସଫଳ…

ନୂଆଦିଲ୍ଲୀ, (ପିଆଇବି) : ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ବାରା ଅତି ସ୍ବଳ୍ପ ଦୂରତା ବିଶିଷ୍ଟ ବାୟୁ ପ୍ରତିରକ୍ଷା ପ୍ରଣାଳୀ (ଭିଏସଏଚଓଆରଏଡିଏସ) କ୍ଷେପଣାସ୍ତ୍ରର ଦୁଇଟି ପରୀକ୍ଷଣ ସଫଳ ହୋଇଛି । ୨୭ ସେପ୍ଟେମ୍ବର, ୨୦୨୨ ମଙ୍ଗଳବାର ଦିନ ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ
Read More...

ଏନସିଏସ୍ ପୋର୍ଟାଲ ଖାଲି ପଦବୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି

ନୂଆଦିଲ୍ଲୀ, (ପିଆଇବି) : ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ (ଏମଓଏଲଇ), ଭାରତ ସରକାରଙ୍କ ଜାତୀୟ କ୍ୟାରିୟର ସେବା (ଏନସିଏସ) ପୋର୍ଟାଲ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଜୁଲାଇ 2015 ରେ ଶୁଭାରମ୍ଭ କରାଯାଇଛି । ଏନସିଏସ୍ ହେଉଛି ଏକ ଜବ୍ ପ୍ଲାଟଫର୍ମ ଯାହାକି ଚାକିରୀ ଖୋଜୁଥିବା ପ୍ରାର୍ଥୀମାନଙ୍କୁ
Read More...

୨୦୩୦ ସୁଦ୍ଧା ମିଡିଆ ଓ ମନୋରଞ୍ଜନ କ୍ଷେତ୍ରକୁ ୧୦୦ ବିଲିୟନ ଡଲାରରେ ପହଞ୍ଚାଇବା ଉଚିତ୍ : ସୂଚନା ଓ ପ୍ରସାରଣ…

• ଫିକ୍କି ଫ୍ରେମସ୍ ଫାଷ୍ଟ ଟ୍ରାକ୍ ୨୦୨୨କୁ ସମ୍ବୋଧିତ କରି କହିଲେ ସଚିବ ଅପୂର୍ବ ଚନ୍ଦ୍ର• ଚଳଚ୍ଚିତ୍ର କ୍ଷେତ୍ରରେ ଅଧିକ ବିଦେଶୀ ନିବେଶକୁ ଆକୃଷ୍ଟ କରିବା ଲାଗି ଇନଭେଷ୍ଟ ଇଣ୍ଡିଆ ସହଭାଗିତାରେ ଚଳଚ୍ଚିତ୍ର ସୁବିଧା କାର୍ଯ୍ୟାଳୟର ପୁନରୁଦ୍ଧାର କରାଯିବ• ଥିଏଟର ସଂଖ୍ୟା ହ୍ରାସ ସମସ୍ୟାର
Read More...

ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ ସମ୍ମାନିତ ହେବେ ଆଶା ପାରେଖ

● ସେପ୍ଟେମ୍ବର ୩୦ ତାରିଖରେ ଅନୁଷ୍ଠିତ ହେବ ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ● ପୁରସ୍କାର ସମାରୋହରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ, (ପିଆଇବି) : ବିଶିଷ୍ଟ ଅଭିନେତ୍ରୀ ଆଶା ପାରେଖଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ୨୦୨୦ରେ
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କ ସହିତ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉଦଘାଟନୀ ବକ୍ତବ୍ୟ

ନୂଆଦିଲ୍ଲୀ, (ପିଆଇବି) :ମହାମହିମ,ଆଜି ଏକ ଦୁଃଖଦ ବେଳାରେ ଆମ ଦୁହିଁଙ୍କର ଭେଟ ହୋଇଛି । ଆଜି ଜାପାନରେ ଆସି ପହଞ୍ଚିବା ପରେ, ମୁଁ ଅଧିକ ଶୋକାଭିଭୂତ ଅନୁଭବ କରୁଛି । କାରଣ ଗତ ଥର ଯେତେବେଳେ ମୁଁ ଏଠାକୁ ଆସିଥିଲି ଆବେ ସାନଙ୍କ ସହିତ ଦୀର୍ଘ ସମୟ ଧରି କଥା ହୋଇଥିଲି । ତା’ଛଡ଼ା ଫେରିଯିବା ପରେ
Read More...

ସେନ୍‌ସେକ୍ସରେ ୯୫୪ ପଏଣ୍ଟ ହ୍ରାସ

ମୁମ୍ବାଇ : ବମ୍ବେ ଷ୍ଟକ ଏକ୍ସଚେଞ୍ଜ୍‌ କାରବାରରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା । ନିବେଶକମାନେ ସେୟାର ବିକ୍ରି କରିବା ଯୋଗୁଁ ସେନ୍‌ସେକ୍ସ ୯୫୪ ପଏଣ୍ଟ ହ୍ରାସ ପାଇ ୫୭, ୧୮୪ ପଏଣ୍ଟରେ ବନ୍ଦ ହୋଇଛି । ଏହାକୁ ମିଶାଇ ଚାରିଟି କାରବାର ଦିନରେ ସେନ୍‌ସେକ୍ସରେ ୨୮୭୪ ପଏଣ୍ଟ ହ୍ରାସ ହୋଇଛି
Read More...