Browsing Category
ଦେଶ ବିଦେଶ
ସେନା ହେଲିକେପ୍ଟର ଦୁର୍ଘଟଣାରେ ୬ ମୃତ
ଇସଲାମାବାଦ : ଦକ୍ଷିଣ ପଶ୍ଚିମ ପାକିସ୍ତାନର ବେଲୁଚିସ୍ତାରେ ରାତି ମିଶନ ସମୟରେ ଏକ ସେନା ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଦୁଇ ସେନା ମେଜର(ଉଭୟ ପାଇଲଟ୍)ଙ୍କ ସମେତ ବିମାନରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବିବୃତ୍ତିରେ ସେନା ପକ୍ଷରୁ କୁହାଯାଇଛି, ବେଲୁଚିସ୍ତାନର ରାଜଧାନୀ!-->…
Read More...
Read More...
ପୋଖରିକୁ ଖସିଗଲା ଟ୍ରାକ୍ଟର ଟ୍ରଲି, ୧୦ ମୃତ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏକ ଟ୍ରାକ୍ଟର ଟ୍ରଲିରେ ପ୍ରାୟ ୪୭ ଲୋକ ଯାତ୍ରା କରୁଥିବା ବେଳେ ଟ୍ରାକ୍ଟର ଟ୍ରଲିଟି ନିୟନ୍ତ୍ରଣ ହରାଇ ଏକ ପୋଖରି ମଧ୍ୟକୁ ଖସି ପଡିଥିଲା । ଫଳରେ ୧୦ ଜଣଙ୍କ ମୃତ୍ୟୁ ହୋଇଯାଇଛି!-->…
Read More...
Read More...
୧୦ଟି ୟୁଟ୍ୟୁବ୍ ଚାନେଲରେ ପ୍ରସାରିତ ୪୫ଟି ଭିଡିଓକୁ ବ୍ଲକ୍ କଲା ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ
• ଆଇଟି ନିୟମାବଳୀ, ୨୦୨୧ ଅଧୀନରେ ମନ୍ତ୍ରଣାଳୟ ପକ୍ଷରୁ ନିଆଗଲା କାର୍ଯ୍ୟାନୁଷ୍ଠାନ• ବ୍ଲକ୍ ହୋଇଥିବା ଭିଡିଓଗୁଡ଼ିକରେ ଧାର୍ମିକ ସମୁଦାୟ ବିରୋଧରେ ଘୃଣାପୂର୍ଣ୍ଣ ମନ୍ତବ୍ୟ ତଥା ସାମ୍ପ୍ରଦାୟିକ ବିଦ୍ବେଷ ସୃଷ୍ଟିକାରୀ ବିଷୟବସ୍ତୁ ପ୍ରସାରିତ ହେଉଥିଲା• ଭାରତର ରାଷ୍ଟ୍ରୀୟ ସୁରକ୍ଷା, ବୈଦେଶିକ!-->…
Read More...
Read More...
ସ୍ୱଚ୍ଛ ଅମୃତ ମହୋତ୍ସବ
ଆବାସ ଓ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବର୍ଜ୍ୟବସ୍ତୁରୁ ଖେଳଣା ତିଆରି ଡିଜାଇନ ପ୍ରସ୍ତୁତ କରିବା ପ୍ରତିଯୋଗିତା “ସ୍ୱଚ୍ଛ ଟଏକାଥନ” ଆରମ୍ଭଆର୍ବଜନାକୁ ଖେଳନାରେ ପରିବର୍ତ୍ତନ କରି ନବସୃଜନାତ୍ମକ ସମାଧାନ ମାର୍ଗ ବାହାର କରିବା ପାଇଁ ଆଗେଇ ଆସିବାକୁ ସର୍ଜନାତ୍ମକ ପ୍ରତିଭାଧାରୀଙ୍କୁ!-->…
Read More...
Read More...
ଆତ୍ମନିର୍ଭର ଭାରତ ଦିଗରେ ନୂଆ ପଦକ୍ଷେପ
• ପିଷ୍ଟନ ଇଞ୍ଜିନ ବିଶିଷ୍ଟ ବିମାନ ଏବଂ ମାନବବିହୀନ ବିମାନ ପାଇଁ ସ୍ୱତନ୍ତ୍ର ବିମାନ ଇନ୍ଧନ ଏଭିଜିଏଏସ ୧୦୦ ଏଲଏଲ ଉନ୍ମୋଚିତ• ସ୍ୱଦେଶୀ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ ଉପଲବ୍ଧ ହେବା ପରେ ଅତି ମୂଲ୍ୟବାନ ବିଦେଶୀ ମୁଦ୍ରା ସଞ୍ଚୟ କରିବାକୁ ସକ୍ଷମ ହେବ ଦେଶ• ଦେଶରେ ଏଭିଜିଏଏସ ୧୦୦ ଏଲଏଲ ଇନ୍ଧନ!-->…
Read More...
Read More...
ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଆଜି ରାତିରେ…
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାତ୍ରା କରିବେ । ସେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ରାଷ୍ଟ୍ରୀୟ ଅନ୍ତିମ ସଂସ୍କାରରେ ଅଂଶଗ୍ରହଣ କରିବା ଲାଗି ଜାପାନ ଅଭିମୁଖେ ଯାଉଛନ୍ତି ।
ପ୍ରଧାନମନ୍ତ୍ରୀ ଏକାଧିକ ଟୁଇଟ୍!-->!-->!-->…
Read More...
Read More...
ଆୟୁଷ୍ମାନ ଭାରତ-ପିଏମଜେଏୱାଇକୁ ୪ ବର୍ଷ ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନକୁ ପୂରିଲା ଏକ ବର୍ଷ
ଦୁଇ ଦିନିଆ ଆରୋଗ୍ୟ ମନ୍ଥନ ୨୦୨୨ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
• ସର୍ବବୃହତ ଜନ ସ୍ବାସ୍ଥ୍ୟ ବୀମା ଯୋଜନାରେ ପିଏମ-ଜେଏୱାଇ ହିତାଧିକାରୀମାନେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଅଂଶୀଦାର : ଡକ୍ଟର ମନସୁଖ ମାଣ୍ଡଭ୍ୟ• ‘‘ପିଏମ-ଜେଏୱାଇ ସ୍ବାସ୍ଥ୍ୟ ସେବା ଉପଲବ୍ଧତା!-->!-->!-->…
Read More...
Read More...
ନୂଆଦିଲ୍ଲୀ ଠାରେ ସ୍ୱଚ୍ଛତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର…
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ଆଜି ନୂଆଦିଲ୍ଲୀର ତ୍ୟାଗରାଜ ନଗରର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱଚ୍ଛତା ତଥା ଜନସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି ।
ପ୍ରଧାନମନ୍ତ୍ରୀ!-->!-->!-->…
Read More...
Read More...
ଭାରତରେ ଶିଶୁ ମୃତ୍ୟୁ ହାର ହ୍ରାସ କରିବାରେ ମହତ୍ତ୍ୱପୂର୍ଣ୍ଣ ଉପଲବ୍ଧିହାସଲ
ନିରବଚ୍ଛିନ୍ନ ଭାବେ ହ୍ରାସ ଘଟିଚାଲିବା ପରେ ଶିଶୁ ମୃତ୍ୟୁ ହାର (ଆଇଏମଆର), ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁମାନଙ୍କ ମୃତ୍ୟୁ ହାର (ୟୁ୫ଏମଆର) ଏବଂ ନବଜାତ ମୃତ୍ୟୁ ହାର (ଏନଏମଆର)ରେ ଆହୁରି ହ୍ରାସ ଘଟିଛିକେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ମଜଭୁତ କେନ୍ଦ୍ର-ରାଜ୍ୟ ସହଭାଗୀତା ଏବଂ ସ୍ୱାସ୍ଥ୍ୟ!-->…
Read More...
Read More...
ଜାତୀୟ ସେବା ଯୋଜନା ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
• ବିଭିନ୍ନ ବର୍ଗରେ ଓଡ଼ିଶାର ୩ ଜଣଙ୍କୁ ମିଳିଲା ଏନଏସଏସ ପୁରସ୍କାର
ନୂଆଦିଲ୍ଲୀ, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି । ଶନିବାର (ସେପ୍ଟେମ୍ବର ୨୪, ୨୦୨୨)ରେ ରାଷ୍ଟ୍ରପତି ଭବନରେ ଏହି!-->!-->!-->…
Read More...
Read More...