Browsing Category
ଦେଶ ବିଦେଶ
ଦକ୍ଷିଣ ଆଫ୍ରିକା ଗସ୍ତରେ ଜୁନିୟର ମହିଳା ହକି ଟିମ୍
ବାଙ୍ଗାଲୋର : ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଗତକାଲି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମ୍ରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ,!-->…
Read More...
Read More...
ଏହି ବଜେଟ୍ ବଞ୍ଚିତ ଲୋକଙ୍କୁ ପ୍ରାଥମିକତା ଦେଇଛି : ପ୍ରଧାନମନ୍ତ୍ରୀ
“ଅମୃତ କାଳର ପ୍ରଥମ ବଜେଟ୍ ଏକ ବିକଶିତ ଭାରତର ଆକାଂକ୍ଷା ଏବଂ ସଂକଳ୍ପ ପାଇଁ ଏକ ଦୃଢ ମୂଳଦୁଆ ପକାଇଛି”“ଏହି ବଜେଟ୍ ବଞ୍ଚିତ ମାନଙ୍କୁ ପ୍ରାଥମିକତା ଦେଇଛି”“ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା କୌଶଳ ସମ୍ମାନ ଅର୍ଥାତ ପିଏମ୍ ବିକାଶ କୋଟି କୋଟି ବିଶ୍ୱକର୍ମାଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ!-->…
Read More...
Read More...
ବଜେଟ୍ ୨୦୨୩-୨୪ ଅମୃତ କାଳର ଲକ୍ଷ୍ୟ ଉପସ୍ଥାପିତ କରେ-ଏହା ଏକ ସଶକ୍ତ ଏବଂ ସମାବେଶୀ ଅର୍ଥନୀତିର ନକ୍ସା
ତ୍ରିମୁଖୀ ଦୃଷ୍ଟିକେନ୍ଦ୍ରୀତ ବିଷୟ ଚାରିଟି ପରିବର୍ତ୍ତନଶୀଳ ସୁଯୋଗ ଦ୍ୱାରା ପରିଚାଳିତ ହୋଇ ଅମୃତକାଳର ମୂଳଦୁଆକୁ ପ୍ରସ୍ତୁତ କରୁଛିସାତଟି ଅଗ୍ରାଧିକାର ବିଷୟ ସପ୍ତଋଷି ପରି ଅମୃତକାଳର ଲକ୍ଷ୍ୟକୁ ନିର୍ଦ୍ଦେଶିତ କରିବପାରମ୍ପରିକ କାରିଗରଙ୍କ ପାଇଁ ନୂଆ ଯୋଜନା-ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା!-->…
Read More...
Read More...
ରେଳବାଇ ନିମନ୍ତେ ବ୍ୟୟ ଅଟକଳ ୨.୪୦ ଲକ୍ଷ କୋଟି
ଶହେ ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପ ଚିହ୍ନଟ
ନୂଆଦିଲ୍ଲୀ, (ପିଆଇବି) : କରୋନା ବୈଶ୍ୱିକ ମହାମାରୀ ପରାଭୂତ ହେବା ପରେ ଘରୋଇ ନିବେଶ ପୁଣି ବୃଦ୍ଧି ପାଉଛି । ଆଜି ସଂସଦରେ କେନ୍ଦ୍ର ଅର୍ଥ ଓ ବାଣିଜ୍ୟିକ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ୨୦୨୩-୨୪ କେନ୍ଦ୍ରୀୟ ବଜେଟ!-->!-->!-->…
Read More...
Read More...
ଭାରତୀୟ ବାୟୁସେନା ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କ ଦାୟିତ୍ୱ ଗ୍ରହଣ
ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନୂତନ ଉପାଧ୍ୟକ୍ଷ ଭାବେ ଏୟାର ମାର୍ଶଲ ଏପି ସିଂଙ୍କୁ ନିଯୁକ୍ତ କରାଯାଇଛି । ସେ ଏୟାର ମାର୍ଶଲ ସନ୍ଦୀପ ସିଂଙ୍କ ସ୍ଥାନ ନେଇଛନ୍ତି । ଜାନୁୟାରୀ ୩୧ରେ ସନ୍ଦୀପ ଅବସର ନେଇଥିଲେ । ବାୟୁସେନା ଉପାଧ୍ୟକ୍ଷ ହେବା ପୂର୍ବରୁ ଏୟାର ମାର୍ଶଲ ଏପି ସିଂ ସେଣ୍ଟ୍ରାଲ!-->…
Read More...
Read More...
ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା…
ନୂଆଦିଲ୍ଲୀ : ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସଂସଦରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ୍ରେ ସବୁ ଦିଗକୁ ବିଶେଷ ଧ୍ୟାନ ଦିଆଯାଇଥିବା ବେଳେ ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ମୋଦୀ ସରକାରଙ୍କ ଏହା ହେଉଛି!-->…
Read More...
Read More...
ଆର୍ଥିକ ସର୍ବେକ୍ଷଣ ରିପୋର୍ଟ ୨୦୨୨-୨୩ : ମୁଖ୍ୟାଂଶ
ନୂଆଦିଲ୍ଲୀ, (ପିଆଇବି) :
ବିଭିନ୍ନ କ୍ଷେତ୍ରରେ ବ୍ୟାପକ ସୁଧାର ମାର୍ଗରେ ଅଗ୍ରସର ହେଉଛି ଭାରତୀୟ ଅର୍ଥବ୍ୟବସ୍ଥା, ୨୦୨୩ ଆର୍ଥିକ ବର୍ଷରେ ମହାମାରୀ ପୂର୍ବ ବିକାଶ ହାର ହାସଲ କରିବା ଲାଗି ପ୍ରସ୍ତୁତଖୁଚୁରା ମୁଦ୍ରାସ୍ଫିତୀ ନଭେମ୍ବର ୨୦୨୨ରେ ଆରବିଆଇର ନିର୍ଦ୍ଧାରିତ ଲକ୍ଷ୍ୟକୁ!-->!-->!-->…
Read More...
Read More...
ଅର୍ଥନୈତିକ ସର୍ଭେ ରିପୋର୍ଟରେ ଗ୍ରାମ୍ୟ ଉନ୍ନୟନ ଉପରେ ଗୁରୁତ୍ୱ
ଗ୍ରାମାଞ୍ଚଳରେ ଜୀବନ ଧାରଣ ମାନରେ ଉନ୍ନତି ଆଣି ସମତାଭିତ୍ତିକ ଓ ସମାବେଶୀ ବିକାଶ ହାସଲ ଲକ୍ଷ୍ୟଏମ୍ଜିନରେଗା ଯୋଜନା ଅଧୀନରେ ସୃଷ୍ଟି ହେଉଥିବା ସମ୍ବଳର ଭଲ ପ୍ରଭାବ କୃଷି ଉତ୍ପାଦକତା ଓ ପାରିବାରିକ ଆୟ ଉପରେ ପଡିଛି; ଏହା ଫଳରେ ଗ୍ରାମଞ୍ଚଳରୁ ଲୋକଙ୍କ ପଳାୟନ ଓ ଋଣଗ୍ରସ୍ତ ହେବାର ହାର!-->…
Read More...
Read More...
ପେଶୱାର ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩ କୁ ବୃଦ୍ଧି, ତେହେରିକ-ଇ-ତାଲିବାନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କଲା
ପେଶୱାର : ପାକିସ୍ତାନରେ ପେଶୱାର ମସଜିଦରେ ହୋଇଥିବା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୬୩କୁ ବୃଦ୍ଧି ପାଇଥିବା ବେଳେ ୧୫୭ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ନିଜେ ଦାୟୀ ବୋଲି ସ୍ୱୀକାର କରିଛି । ଅଧିକାରୀମାନେ କହିଛନ୍ତି ଯେ, ଆଗ ଧାଡିରେ!-->…
Read More...
Read More...
ବର୍ତ୍ତମାନ ରୁଷ ଏବଂ ଆମେରିକା ମଧ୍ୟ ଯୁଦ୍ଧର ନିକଟତର ହେଉଛନ୍ତି, ହ୍ୱାଇଟ ହାଉସକୁ ରୁଷ ବୈଦେଶିକ ମନ୍ତ୍ରୀଙ୍କ ଚେତାବନୀ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧରେ ଆମେରିକା ରାଷ୍ଟ୍ରପତି ଜେଲେନସ୍କିଙ୍କୁ ମାରାତ୍ମକ ଅସ୍ତ୍ର ଯୋଗାଇବା ଏବଂ ୟୁରୋପୀୟ ଦେଶଗୁଡ଼ିକୁ ରୁଷ ବିରୁଦ୍ଧରେ ଏକତ୍ର କରିବା ଜୋ ବାଇଡେନଙ୍କୁ ମହଙ୍ଗା ପଡ଼ିପାରେ । ରୁଷର ଡେପୁଟି ବୈଦେଶିକ ମନ୍ତ୍ରୀ ସର୍ଗି ରୟାବକୋଭ ୟୁକ୍ରେନକୁ ମାରାତ୍ମକ ଅସ୍ତ୍ର!-->…
Read More...
Read More...