Browsing Category
ଦେଶ ବିଦେଶ
ପାପର ହାଣ୍ଡି ପୂରିଗଲା : ଜଣେ ଶିଷ୍ୟଙ୍କୁ ବଳାତ୍କାର ମାମଲାରେ ଆଶାରାମଙ୍କୁ ଆଜୀବନ କାରାଦଣ୍ଡ
ଗାନ୍ଧିନଗର : ସାଧୁ ବସ୍ତ୍ର ପରିଧାନ କରିଥିବା ଆଶାରାମ ବାପୁଙ୍କ ପାପର ହାଣ୍ଡି ପୂରିଯାଇଛି । ବଳାତ୍କାର ମାମଲାରେ ତାଙ୍କ ପାଇଁ ଦଣ୍ଡ ଘୋଷଣା କରାଯାଇଛି । ଗାନ୍ଧିନଗର କୋର୍ଟ ଆଶାରାମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସୋମବାର ଦିନ ବଳାତ୍କାର ମାମଲାରେ କୋର୍ଟ ଅସାରାମଙ୍କୁ ଦୋଷୀ!-->…
Read More...
Read More...
ଆନ୍ଧ୍ରପ୍ରଦେଶର ନୂତନ ରାଜଧାନୀ ହେବ ବିଶାଖାପାଟନମ୍ : ମୁଖ୍ୟମନ୍ତ୍ରୀ ଜଗନ୍ ରେଡ୍ଡୀଙ୍କ ଘୋଷଣା
ବିଶାଖାପାଟନମ୍ : ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ୍ ମୋହନ ରେଡ୍ଡୀ ମଙ୍ଗଳବାର ଘୋଷଣା କରିଛନ୍ତି ଯେ, ବିଶାଖାପାଟନମ୍ ସହର ଆନ୍ଧ୍ରପ୍ରଦେଶର ରାଜଧାନୀ ହେବାକୁ ଯାଉଛି । ଦିଲ୍ଲୀର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ସେ କହିଛନ୍ତି, "ମୁଁ ସମସ୍ତଙ୍କୁ ବିଶାଖାପାଟନମକୁ ନିମନ୍ତ୍ରଣ!-->…
Read More...
Read More...
ଭୂକମ୍ପରେ ଥରିଲା ଆଣ୍ଡାମାନ
ପୋର୍ଟ ବ୍ଲେୟାର୍ : ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର ଆଣ୍ଡାମାନ ସାଗର ନିକଟରେ ମଙ୍ଗଳବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରହିଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ଭୋର ପ୍ରାୟ ୩.୪୦ ସମୟରେ ଏହି ଭୂକମ୍ପ ଘଟିଥିଲା । ଏନସିଏସ!-->…
Read More...
Read More...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୪ ମୃତ
ମୁମ୍ବାଇ : ମହାରାଷ୍ଟ୍ରର ପାଲଘର ଜିଲ୍ଲା ଦାହାନୁ ଅଞ୍ଚଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ସୋମବାର ବିଳମ୍ବିତ ରାତିରେ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଏକ କାର୍ -ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି!-->…
Read More...
Read More...
ଆକାଶଦୀପ’ ସମ୍ମାନରେ ସମ୍ମାନିତ ହେବେ ପ୍ରତିଭା ରାୟ
ନୂଆଦିଲ୍ଲୀ : ଅମର ଉଜାଲା ପକ୍ଷରୁ ନୂଆଦିଲ୍ଲୀରେ ଆଜି ଶବ୍ଦ ସମ୍ମାନ ଅନୁଷ୍ଠିତ ହେବ । ସର୍ବୋଚ୍ଚ ଶବ୍ଦ ସମ୍ମାନ ‘ଆକାଶଦୀପ’ ହିନ୍ଦୀ ଭାଷାର ପ୍ରଖ୍ୟାତ କଥାକାର ଦିବଂଗତ ଶେଖର ଯୋଶୀ ଓ ବିଖ୍ୟାତ ଓଡିଆ ଲେଖିକା ପ୍ରତିଭା ରାୟଙ୍କୁ ପ୍ରଦାନ କରାଯିବ । ପୁନମ ୱାସମ, ସୁଧୀର ଚନ୍ଦ୍ର, ଚନ୍ଦନ!-->…
Read More...
Read More...
ଭୂମିକମ୍ପରେ ଥରିଲା ପାକିସ୍ତାନ
ଇସ୍ଲାମାବାଦ : ପାକିସ୍ତାନର ପ୍ରାୟ ୫୦ ପ୍ରତିଶତ ଅଞ୍ଚଳ ଗତକାଲି ୬.୩ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି । ଏହି ଭୂମିକମ୍ପର କେନ୍ଦ୍ର ତାଜିକସ୍ତାନରେ ଥିବା ବେଳେ ଏହାର ଗଭୀରତା ୧୫୦ କିମି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଭୂମିକମ୍ପଜନିତ କ୍ଷୟକ୍ଷତି ନେଇ କୌଣସି ରିପୋର୍ଟ!-->…
Read More...
Read More...
ତୁର୍କୀ-ଇରାନ ସୀମାରେ ଭୂମିକମ୍ପ ଅନୁଭୂତ
ତେହରାନ : ଶନିବାର ବିଳମ୍ବିତ ରାତିରେ ତୁର୍କୀ ସୀମା ନିକଟରେ ଉତ୍ତର-ପଶ୍ଚିମ ଇରାନରେ ୫.୯ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପରେ ଅତି କମ୍ରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮୧୬ ଜଣ ଆହତ ହୋଇଛନ୍ତି ବୋଲି ଇରାନ ଗଣମାଧ୍ୟମ କହିଛି । ଭୂମିକମ୍ପ ପ୍ରଭାବରେ ପ୍ରାୟ ୧!-->…
Read More...
Read More...
ନଦୀକୁ ଖସିଲା ବରଯାତ୍ରୀ କାର୍
କୋଲକାତା : ଶନିବାର ସକାଳେ ଉତ୍ତରବଙ୍ଗର କାଲିମ୍ପଙ୍ଗରେ ଏକ ବରଯାତ୍ରୀ କାର୍ ନଦୀକୁ ଖସି ପଡିଥିବାରୁ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବର ଓ କନ୍ୟା ସମେତ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ପୁଲିସ କହିଛି ଯେ, ଗାଡିଟି ଏକ ବ୍ରିଜ ଉପରୁ ରଙ୍ଗଡଙ୍ଗ ନଦୀକୁ ଖସିପଡିଥିଲା । ସ୍ଥାନୀୟ ଲୋକଙ୍କ!-->…
Read More...
Read More...
ସର୍ବସାଧାରଣଙ୍କ ପାଇଁ ମଙ୍ଗଳବାରଠାରୁ ଖୋଲିବ ‘ଅମୃତ ଉଦ୍ୟାନ’
ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଉଦ୍ୟାନ ଉତ୍ସବ ୨୦୨୩ର ଉଦ୍ଘାଟନ କରିଛନ୍ତି । ରାଷ୍ଟ୍ରପତି ଭବନରେ ଥିବା ଐତିହାସିକ ମୋଗଲ ଗାର୍ଡେନର ନାମ ବଦଳାଇ ଶନିବାର ଏହାର ନୂତନ ନାମ ରଖାଯାଇଥିଲା 'ଅମୃତ ଉଦ୍ୟାନ' । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 'ଅମୃତ ଉଦ୍ୟାନ' ପରିଦର୍ଶନ!-->…
Read More...
Read More...
ଏଟିଏମ୍ ଭାଙ୍ଗି ଟଙ୍କା ଲୁଟ୍ ଅଭିଯୋଗ
ଧୋଡ୍ରା : ଧୋଡ୍ରାସ୍ଥିତ ଏସ୍ବିଆଇ ଏଟିଏମ୍ ଭାଙ୍ଗି ଲକ୍ଷାଧିକ ଟଙ୍କା ଚୋରି ହୋଇଛି । ଖବରପାଇ ଉମରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । କିଛି ସ୍ଥାନୀୟ ବ୍ୟକ୍ତି ଏଟିଏମ୍ରୁ ଟଙ୍କା ଉଠାଣ ପାଇଁ ଯିବା ସମୟରେ ଏଟିଏମ୍ ମେସିନ ଭଙ୍ଗା ହୋଇ ଥିବା ଦେଖିବାକୁ ପାଇଥିଲେ ।!-->…
Read More...
Read More...