Browsing Category

ଦେଶ ବିଦେଶ

‘ବିଗ୍ ବସ୍ ୧୬’ର ବିଜେତା ହେଲେ ଏମ୍‌ସି ଷ୍ଟାନ୍

ମୁମ୍ବାଇ : ଏମସି ଷ୍ଟାନ୍ 'ବିଗ୍ ବସ୍ ୧୬' ବିଜେତା ହୋଇଛନ୍ତି । ସେ ଶିବ ଠାକରେଙ୍କୁ ପଛରେ ପକାଇ ଏହି ସୋ'ର ଟ୍ରଫି ନିଜ ନାଁରେ କରିଛନ୍ତି । ପୂର୍ବରୁ ପ୍ରିୟଙ୍କା ଚହର ଚୌଧୁରୀ ଏବଂ ଶିବଙ୍କ ମଧ୍ୟରେ ମୁକାବିଲା ଜଣାପଡୁଥିଲା, କିନ୍ତୁ ଶେଷ ମୁହୂର୍ତ୍ତରେ ବାଜି ପଲଟିଗଲା । ପ୍ରିୟଙ୍କା ତିନି
Read More...

ଗୁଲମର୍ଗରେ ଶୀତକାଳୀନ ଖେଲୋ ଇଣ୍ଡିଆରର ୩ୟ ସଂସ୍କରଣକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଅନୁରାଗ ସିଂହ ଠାକୁର,…

ଏହି ଅବସରରେ ଜାମ୍ମୁ ଏବଂ କାଶ୍ମୀରରେରେ ୪୦ତମ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭାରମ୍ଭ ହୋଇଥିଲା ଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୁକ୍ରବାର ଦିନ ଗୁଲମର୍ଗରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ୩ୟ ସଂସ୍କରଣର ଘୋଷଣା କରିଛନ୍ତି । ଜାମ୍ମୁ
Read More...

ମନ୍ତ୍ରୀଙ୍କୁ କିଏ ଲଗାଇଲା ବିଛୁଆତି : କୁଣ୍ଡାଇ କୁଣ୍ଡାଇ ଅଥା, ଭିଡିଓ ଭାଇରାଲ

ଭୋପାଳ : ମଧ୍ୟପ୍ରଦେଶ ସରକାରଙ୍କ ପିଏଚ୍‌ଇ ରାଜ୍ୟ ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବ ତାଙ୍କ ନିର୍ବାଚନ ମଣ୍ଡଳୀରେ ବିକାଶ ଯାତ୍ରା ସମୟରେ କିଏ ତାଙ୍କୁ ବିଛୁଆତି ଲଗାଇ ଦେଇଥିଲା । ଏହା ପରେ ମନ୍ତ୍ରୀ କୁଣ୍ଡାଇ କୁଣ୍ଡାଇ ଅଥା । ସ୍ଥିତି ଏଭଳି ହେଲା ଯେ, ମନ୍ତ୍ରୀଙ୍କୁ କୁର୍ତ୍ତା ଉତାରିବାକୁ
Read More...

‘ବିଜେପି ଡବଲ୍ ଗେମ୍ ଖେଳୁଛି’ : ବେଙ୍ଗଲ ବିଭାଜନ ବିରୋଧରେ ପ୍ରସ୍ତାବ ଆଣିବ ଟିଏମସି, ୪୮ ଘଣ୍ଟାର…

କୋଲକାତା : ପଶ୍ଚିମବଙ୍ଗ ବଜେଟ୍ ଅଧିବେଶନର ପ୍ରଥମ ଦିନରେ ତୃଣମୂଳ କଂଗ୍ରେସ (ଟିଏମସି) ଭାରତୀୟ ଜନତା ପାର୍ଟି (ବିଜେପି)କୁ ଉତ୍ତର ବେଙ୍ଗଲ ପାଇଁ ଅଲଗା ରାଜ୍ୟ ଦାବୀ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ କହିଛି । ବଙ୍ଗଳା ବିଭାଜନ ବିରୋଧରେ ବିଧାନସଭାରେ ଏକ ପ୍ରସ୍ତାବ ଆଣିବାକୁ ଟିଏମସି
Read More...

ୟୁପି ରାଜନୀତିରେ ଝଡ଼ : କେଶବ ପ୍ରସାଦ ମୌର୍ଯ୍ୟଙ୍କ ପରେ ଆଉ ଜଣେ ମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସମର୍ଥନ କଲେ

ଲକ୍ଷ୍ନୌ : ବିହାର ପରେ ଏବେ ଉତ୍ତରପ୍ରଦେଶରେ ଜାତିଗତ ଜନଗଣନା ପାଇଁ ସମର୍ଥନ ବଢ଼ିବାରେ ଲାଗିଛି । ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଗତ କିଛି ଦିନ ହେବ ଏହି ଦାବୀ କରିଆସୁଛନ୍ତି । ରାଜ୍ୟର ଡେପୁଟି ସିଏମ୍ କେଶବ ପ୍ରସାଦ ମୌର୍ଯ୍ୟ ଅଖିଳେଶ ଯାଦବଙ୍କ ଦାବୀକୁ ସମର୍ଥନ କରିଛନ୍ତି । ଏଥି
Read More...

ତୁର୍କୀ ଭୂକମ୍ପରେ ୪ ହଜାର ୩୬୫ ଜଣ ନିହତ, ୫ ହଜାର ୬୦୦ କୋଠା ନଷ୍ଟ ହୋଇଛି, ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବ,…

ନୂଆଦିଲ୍ଲୀ : ଭୂକମ୍ପ ଯୋଗୁଁ ଭୟାନକ ବିନାଶ ଭିତରେ ତୁର୍କୀରେ ପୁଣି ଏକ ବଡ଼ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ବୋଲି କୁହାଯାଇଛି । ତୁର୍କୀରେ ହୋଇଥିବା ଭୟଙ୍କର ଭୂକମ୍ପକୁ ଦୃଷ୍ଟିରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତୁର୍କୀ ରାଷ୍ଟ୍ରପତି ରାଜାବ
Read More...

ଚୀନ୍‌ରେ ସିରିଜ ଦୁର୍ଘଟଣା : ୧୬ ମୃତ, ୬୬ ଆହତ

ବେଜିଂ : ଚୀନ୍‌ର ହ୍ୟୁନାନ ପ୍ରଦେଶ ରାଜଧାନୀ ଚାଙ୍ଗସା ସିଟିର ଏକ ଏକ୍ସପ୍ରେସୱେ'ରେ ୫୦ରୁ ଅଧିକ ଗାଡି ପରସ୍ପର ସହ ଧକ୍କା ଲାଗିଛି । ଏଥିରେ ୧୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୬୬ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ୮ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗତକାଲି ସନ୍ଧ୍ୟାରେ
Read More...

ଗ୍ରାମୀ ଆୱାର୍ଡ୍ସରେ ତୃତୀୟ ଥର ପୁରସ୍କାର ହାତେଇଲେ ରିକି କେଜ୍

ନୂଆଦିଲ୍ଲୀ : ୨୦୨୩ ବର୍ଷର ବହୁ ପ୍ରତୀକ୍ଷିତ ସଂଗୀତ ପୁରସ୍କାର କାର୍ୟ୍ୟକ୍ରମ ଗ୍ରାମୀ ଆୱାର୍ଡ୍ସରେ ପୁଣି ଥରେ ଭାରତ ସ୍ଥାନ ପାଇଛି । ବେଙ୍ଗାଲୁରୁର ସଂଗୀତକାର ରିକି କେଜ୍ ତୃତୀୟ ଥର ଗ୍ରାମୀ ପୁରସ୍କାର ଜିତିଛନ୍ତି । ରିକିଙ୍କୁ ତାଙ୍କ ଆଲବମ୍ 'ଡିଭାଇନ୍ ଟାଇଡ୍‌ସ' ପାଇଁ ଏହି ପୁରସ୍କାରରେ
Read More...

ତୁର୍କିରେ ଭୂମିକମ୍ପ ଝଟ୍‌କା

ନୂଆଦିଲ୍ଲୀ : ତୁର୍କିରେ ଭୂମିକମ୍ପର ଝଟ୍‌କା । ନୁର୍ଦଗୀ ଠାରୁ ୨୩ କିଲୋମିଟର ପୂର୍ବରେ ଏହି ଭୂମିକମ୍ପ ଅନୁଭବ କରାଯାଇଥିବା ବେଳେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୫ ମପାଯାଇଛି । ତେବେ ଏଥିରେ କିଛି କୋଠା ଭାଙ୍ଗିଥିବା ସୂଚନା ମିଳୁଛି । ନ୍ୟାସନାଲ୍‌ ସେଣ୍ଟର ଫର୍ ସିସ୍ମୋଲୋଜି
Read More...

ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ

ନୂଆଦିଲ୍ଲୀ : ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ ବୁଧବାର କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି । ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରଣାଳୟ ପାଇଁ ୩୩୮୯ କୋଟି ଟଙ୍କାର ବଜେଟ ଆବଂଟନ କରାଯାଇଛି । ୨୦୨୨ରେ ଏ ବାବଦକୁ ୨୬୭୧ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ଖେଲୋ ଇଣ୍ଡିଆ ବଜେଟରେ
Read More...