Browsing Category

ଦେଶ ବିଦେଶ

ଭାରତୀୟ ଅର୍ଥନୀତିର ପ୍ରଦର୍ଶନକୁ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ପ୍ରଶଂସା

ଭାରତର ଏହି ପ୍ରଦର୍ଶନକୁ “ଷ୍ଟାର ପରଫର୍ମର’ କହି ବୈଶ୍ୱିକ ଅଭିବୃଦ୍ଧିରେ ଏହାର ଅବଦାନ ୧୬ ଶତାଂଶରୁ ଅଧିକ ହେବ ବୋଲି କହିଲା ଆଇ ଏମ ଏଫଦେଶର ଡିଜିଟାଲ ପବ୍ଲିକ ଇନ୍ଫ୍ରାଷ୍ଟକଚର (ଡିପିଆଇ) ଓ ମଜବୁତ ସରକାରୀ ଭିତ୍ତିଭୂମିକୁ ଏଭଳି ନିରନ୍ତର ଅଭିବୃଦ୍ଧି ନିମନ୍ତେ ଶ୍ରେୟ ଦେଲା ଆନ୍ତର୍ଜାତିକ
Read More...

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା : ଧୂଆଁ ମୁକ୍ତ ରୋଷେଇ ଘରର ସ୍ୱପ୍ନ ପୂରଣ

ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଯୋଜନାର ସକାରାତ୍ମକ ପ୍ରଭାବ ବିଷୟରେ ବର୍ଣ୍ଣନା କଲେ ବହୁ ହିତାଧିକାରୀ ନୂଆଦିଲ୍ଲୀ, (ପିଆଇବି) : ଚଳିତ ବିକଶିତ ଭାରତ ସଂକଳ୍ପ ଯାତ୍ରା ସମୟରେ ଅନେକ ମହିଳା ପିଏମ୍ ଉଜ୍ଜ୍ୱଳା ଯୋଜନାରେ ଏଲପିଜି ସିଲିଣ୍ଡର ପାଇବା ପରେ ସେମାନଙ୍କ ଜୀବନରେ ଆସିଥିବା
Read More...

ଓସାକା ତରଫରୁ ହାଇଦ୍ରାବାଦ୍‌ରେ ପଶ୍ଚିମ ଓଡିଶା ଆଧାରିତ ସେମିନାର ଅୟୋଜିତ

ହାଇଦ୍ରାବାଦ୍ : ପ୍ରଥମ ଥର ପାଇଁ ହାଇଦ୍ରାବାଦରେ ୧୭ ଡିସେମ୍ବର ଦିନ ପଶ୍ଚିମ ଓଡିଶାର ଗୌରବମୟ ଐତିହ୍ୟ ଏବଂ ଉନ୍ନତି ଉପରେ ଆଲୋଚନା ପାଇଁ ଏକ ସେମିନାର ଅୟୋଜିତ ହୋଇଥିଲା । ହାଇଦ୍ରାବାଦ୍ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ଏହି ସେମିନାର ଆୟୋଜନ କରିଥିଲା ।
Read More...

ଆଇସ୍‌ଲ୍ୟାଣ୍ଡରେ ଆଗ୍ନେୟଗିରି ଉଦ୍‌ଗିରଣ

ରିକଜାଭିକ : ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଆଗ୍ନେୟଗିରି ବିସ୍ଫୋରଣ ହେତୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଦକ୍ଷିଣ ପଶ୍ଚିମ ଆଇସ୍‌ଲ୍ୟାଣ୍ଡର ରେକଜାନ୍ସ ଉପଦ୍ୱୀପରେ ଏକ ଆଗ୍ନେୟଗିରି ବିସ୍ଫୋରଣ ଘଟିଛି ବୋଲି ଜାତୀୟ ପାଣିପାଗ ବିଭାଗ ଆଜି ସକାଳେ ସୂଚନା ଦେଇଛନ୍ତି ।
Read More...

ଚୀନରେ ଭୀଷଣ ଭୂମିକମ୍ପ : ୧୧୧ ମୃତ

ବେଜିଂ : ପଶ୍ଚିମ ଚୀନର ଗାଂସୁ ପ୍ରାନ୍ତରେ ଭୀଷଣ ଭୂମିକମ୍ପ ଅନୁଭୂତ ହୋଇଥିବା ଖବର ମିଳିଛି । ସୋମବାର ବିଳମ୍ବିତ ରାତି ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୟଙ୍କର ଭୂକମ୍ପରେ ପ୍ରାୟ ୧୧୧ଜଣଙ୍କ ମୃତ୍ୟୁ ହୋଇଛି । ଭୂମିକମ୍ପର ତୀବ୍ରତା ଏତେ
Read More...

ଆଇସିୟୁରେ ଭର୍ତ୍ତି ହେଲେ କାଜୋଲଙ୍କ ମାଆ ତନୁଜା

ମୁମ୍ଵାଇ : ୬୦ ଦଶକର ଜଣାଶୁଣା ଚଳଚ୍ଚିତ୍ର ଅଭିନେତ୍ରୀ ତନୁଜାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଛି । ତାଙ୍କୁ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତନୁଜା ବର୍ତ୍ତମାନ ଡାକ୍ତରଖାନାର ଆଇସିୟୁରେ ଅଛନ୍ତି । ତାଙ୍କ ସହ କ’ଣ ହୋଇଛି ସେ ସମ୍ପର୍କରେ ଅଧିକ ସୂଚନା ନାହିଁ ।
Read More...

ବଲିଉଡ୍‌ ଏବଂ ଭୋଜପୁରୀର ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀ ଆଉ ନାହାଁନ୍ତି

ମୁମ୍ଵାଇ : ବଲିଉଡ୍‌ ଏବଂ ଭୋଜପୁରୀ ପ୍ରସିଦ୍ଧ ଅଭିନେତା ବ୍ରିଜେଶ ତ୍ରିପାଠୀଙ୍କ ପରଲୋକ ହୋଇଯାଇଥିବା ଖବର ମିଳିଛି । ସେ ତାଙ୍କ ମୁମ୍ବାଇରେ ଥିବା ଘରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଖବର ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୭୨ବର୍ଷ
Read More...

ରୋବର୍ଟ ସୃଷ୍ଟି କଲା ବିଶ୍ୱ ରେକର୍ଡ : ମାତ୍ର ୧୯.୮୭ ସେକେଣ୍ଡରେ ଶେଷ କଲା ୧୦୦ମିଟର ଦୌଡ

ନୂଆଦିଲ୍ଲୀ : ଦକ୍ଷିଣ କୋରିଆର ଡେଜିଆନ୍‌ ସ୍ଥିତ କୋରିଆ ଆଡଭାନ୍ସଡ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି, ଡାଇନାମିକ୍ ରୋବଟ୍ କଣ୍ଟ୍ରୋଲ୍ ଏବଂ ଡିଜାଇନ୍ ଲାବୋରେଟୋରୀ ସହଯୋଗରେ ହାଉଣ୍ଡ ନାମକ ଏକ ୪ ଗୋଡ଼ ବିଶିଷ୍ଟ ରୋବଟ୍ ତିଆରି କରିଥିଲା । ଏହି ରୋବଟ୍ ଏକ ରେସ୍‌ରେ ଦୌଡି ବିଶ୍ୱ
Read More...

ଟ୍ରକ୍‌-କାର ଧକ୍କାରେ ୬ ମୃତ

ମହାରାଷ୍ଟ୍ର : ମହାରାଷ୍ଟ୍ର ନାଗପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଟ୍ରକ୍ ଓ କାର ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଛି । ବିଳମ୍ୱିତ ରାତ୍ରିରେ କାଟୋଲ-କଲମେଶ୍ୱର ରାସ୍ତାର ସୋନଖମ୍ବ ଗ୍ରାମ ନିକଟରେ ଘଟିଛି ଏହି ଦୁର୍ଘଟଣା । ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, ବିବାହ ସମାରୋହରେ ଯୋଗଦେଇ
Read More...

ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର

ନୂଆଦିଲ୍ଲୀ : ଅଭିନେତା ଶ୍ରେୟସ୍‌ ତଲପଡେ ହୃଦଘାତର ଶିକାର । ସେ ମରାଠୀ ଚଳଚ୍ଚିତ୍ର ସହିତ ହିନ୍ଦୀରେ କାମ କରିଛନ୍ତି । ଗୁରୁବାର ଦିନ ସନ୍ଧ୍ୟାରେ ସୁଟିଂ ସାରି ଘରକୁ ଯିବା ପରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଶ୍ରେୟାସଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ମୁମ୍ବାଇର
Read More...