Browsing Category

ଦେଶ ବିଦେଶ

ଶିମିଳିପାଳ ଅଭୟାରଣ୍ୟରେ ୧୦ଟି କଳାବାଘ

ନୂଆଦିଲ୍ଲୀ : ଭାରତରେ ମୋଟ ୧୦ଟି କଳାବାଘ ଅଛନ୍ତି । ସମସ୍ତ କଳାବାଘ ଓଡ଼ିଶାର ଶିମିଳିପାଳରୁ ମିଳିଥିବା କେନ୍ଦ୍ର ସରକାର ଗୁରୁବାର ରାଜ୍ୟ ସଭାରେ ଉତ୍ତର ରଖିଛନ୍ତି । କେବଳ ଓଡ଼ିଶା ଶିମିଳିପାଳ ଅଭୟାରଣ୍ୟରେ ଏହି ବାଘ ରହିଥିବା କାଗଜପତ୍ରରେ ଦର୍ଶାଯାଇଛି ବୋଲି ପରିବେଶ ରାଷ୍ଟ୍ରମନ୍ତ୍ରୀ
Read More...

ପନିର୍‌ ତର୍‌କାରୀର୍‌ ଲାଗି ଘିଚାଟନା

ନୂଆଦିଲ୍ଲୀ : ମାଂସ ଖାଏବାର୍‌ ଲାଗି ସିନେ ଲୋକ୍‌ ମାଡ଼୍‌ ଲାଗ୍‌ସନ୍‌ ଇନ ପନିର୍‌ ଖାଏବାର୍‌ ଲାଗି ଘିଚାଟନା ମାଡ଼୍‌ଧର୍‌ ହେଉଛନ୍‌ । ଚୌକି ଫିକାଫୁକି ସାଙ୍ଗେ ଲାତ୍‌ ବିଧା ଥାପଡ଼୍‌ ଚାପଡ଼୍‌ ଆର୍‌ କେତେ କାଣା । ଏନ୍ତା ଗୁଟେ ଭିଡିଓ ଇହାଦେ ସୋସିଆଲ୍‌ ମିଡ଼ିଆ ଥି ଭାଏରାଲ୍‌ ହେବାର କେ
Read More...

ଶୁଆ ପାଇଁ ଛାଡପତ୍ର

ପୁନେ : ଶୁଆ ପାଇଁ ଛାଡପତ୍ର । ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପାଇଁ ଆଫ୍ରିକୀୟ ଧୂସର ଶୁଆକୁ ଫେରାଇବାକୁ ଦାବି କରିଥିଲେ । ବିବାହ ପୂର୍ବରୁ ସେ ତାଙ୍କୁ ଏହି ଶୁଆ ଉପହାର ଦେଇଥିଲେ । ପରିବାର କୋର୍ଟରେ ଆଡଭୋକେଟ ଭାଗାଶ୍ରୀ ସୁଭାଷ ଗୁଜର କହିଛନ୍ତି, ସ୍ତ୍ରୀଙ୍କ ପକ୍ଷରୁ
Read More...

ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା

ହେଇଲୋଙ୍ଗଜିଆଙ୍ଗ : ଚୀନ୍‌ କୋଇଲା ଖଣିରେ ଦୁର୍ଘଟଣା ଘଟିଛି । ଫଳରେ ଖଣିରେ କାମ କରିବାକୁ ଯାଉଥିବା ୧୨ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଏହି ଦୁର୍ଘଟଣା ହେଇଲୋଙ୍ଗଜିଆଙ୍ଗ ପ୍ରାନ୍ତରେ ଥିବା ଜିକ୍ସି ସହରର କୁୟୁ କୋଇଲା ଖଣିରେ ଦୁର୍ଘଟଣା ଘଟିଛି ।
Read More...

ମୋବାଇଲ ଫୋନରେ ରିଲ୍ସ ଦେଖି ଆତ୍ମହତ୍ୟା କଲେ ପଞ୍ଚମ ଶ୍ରେଣୀ ଛାତ୍ର

ଲକ୍ଷ୍ନୌ : ମୋବାଇଲ ଫୋନରେ ରିଲ୍ସ ଦେଖି ଜଣେ ପଞ୍ଚମ ଶ୍ରେଣୀର ଛାତ୍ର ଆତ୍ମହତ୍ୟା କରିଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର ହମିରପୁର ଜିଲ୍ଲାରେ । ସହରର ୱାର୍ଡ ନମ୍ବର ୧୮ ରବୀନ୍ଦ୍ରନାଥ ଟାଗୋର ନଗରର ବାସିନ୍ଦା ଅବଧେଶ ସାହୁଙ୍କ ପୁଅ ନିଖିଲ (୧୧) ସହରର ଏକ ସରକାରୀ
Read More...

ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି : ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ : ନୂଆବର୍ଷ ପୂର୍ବରୁ ଏଲ୍‌ପିଜି ଉପଭୋକ୍ତାଙ୍କୁ ସରକାରଙ୍କ ଭେଟି । ଶସ୍ତା ହେଲା କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର । ୧୯ କିଲୋଗ୍ରାମ୍ ଗ୍ୟାସ୍ ସିଲିଣ୍ଡର ଉପରେ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଲାଗୁ ହେଉଥିବା ବେଳେ ଦିଲ୍ଲୀରେ ବର୍ତ୍ତମାନ ୧୭୫୭.୫୦ ଟଙ୍କାରେ ମିଳିବ
Read More...

ସେନା ଟ୍ରକ୍‌ ଉପରେ ଆକ୍ରମଣ କଲେ ଆତଙ୍କବାଦୀ : ୪ ଯବାନ ଶହୀଦ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ଡେରା କି ଗଲି ଦେଇ ଗୁରୁବାର ଅପରାହ୍ନରେ ସୈନ୍ୟବାହିନୀର ଦୁଇଟି ଟ୍ରକ୍‌ ଯାଉଥିବା ବେଳେ ଆତଙ୍କବାଦୀମାନେ ଏହା ଉପରେ ଅର୍ତ୍ତର୍କିତ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳିବିନିମୟ ବେଳେ ୪ ଯବାନ ଶହୀଦ ହେବା ସହ
Read More...

ତାମିଲନାଡ଼ୁରେ ବନ୍ୟା ବିତ୍ପାତ

ଚେନ୍ନାଇ : ତାମିଲନାଡ଼ୁରେ ବନ୍ୟା ସ୍ଥିତି ଭୟଙ୍କର । ପ୍ରବଳ ବର୍ଷା ଓ ବନ୍ୟା ପାଇଁ ଛାରଖାର ହୋଇଛି ଦକ୍ଷିଣ ପ୍ରାନ୍ତ । ଘରଦ୍ୱାର ଭାଙ୍ଗିବା ସହିତ ରାସ୍ତାଘାଟ ଧୋଇ ହୋଇଯାଇଛି । ବନ୍ୟା ସ୍ଥିତି ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ସବୁଠି ହାହାକାର ପରିସ୍ଥିତି ଦେଖାଦେଇଛି । ପାଣି
Read More...

ସମ୍ପତ୍ତି ଲୋଭରେ ବନ୍ଧୁ ପାଲଟିଲା ବଇରୀ : ସାଙ୍ଗ ପରିବାରର ଛଅ ଜଣକୁ ହତ୍ୟା

ନୂଆଦିଲ୍ଲୀ : କୁହାଯାଏ ଅସୁବିଧା ସମୟରେ ବନ୍ଧୁ ହିଁ କାମରେ ଆସିଥାଏ ହେଲେ ଯଦି ସେହି ବନ୍ଧୁ ହିଁ ଶତ୍ରୁ ପାଲଟିଯାଏ । ଏଭଳି ଏକ ଘଟଣା ଘଟିଛି ତେଲେଙ୍ଗାନାର ଜଣେ ବ୍ୟକ୍ତିଙ୍କ ସହ । ଅସୁବିଧା ସମୟରେ ଏହି ବ୍ୟକ୍ତି ନିଜ ବନ୍ଧୁଙ୍କ ଉପରେ ଭରସା କରିଥିଲେ । ହେଲେ ସେ ଜାଣିନଥିଲେ ତାଙ୍କର ବନ୍ଧୁ
Read More...

ଉପରାଷ୍ଟ୍ରପତିଙ୍କୁ ଫୋନ କଲ କରି ପବିତ୍ର ସଂସଦ ପରିସରରେ କିଛି ସାଂସଦଙ୍କ ଘୃଣ୍ୟ ନାଟକୀୟତା ଉପରେ ଅତ୍ୟନ୍ତ ଦୁଃଖ…

● ମୁଁ ୨୦ ବର୍ଷ ଧରି ଏଭଳି ଅପମାନର ଶିକାର ହୋଇଛି - ପ୍ରଧାନମନ୍ତ୍ରୀ● ଭାରତର ଉପରାଷ୍ଟ୍ରପତିଙ୍କ ଭଳି ସାମ୍ବିଧାନିକ ପଦବୀ ପ୍ରତି ଏଭଳି ଘଟିବା ଦୁର୍ଭାଗ୍ୟଜନକ- ପ୍ରଧାନମନ୍ତ୍ରୀ● କିଛି ଲୋକଙ୍କ କାର୍ଯ୍ୟକଳାପ ମୋତେ ମୋର କର୍ତ୍ତବ୍ୟ ପାଳନ କରିବାରେ ବାଧା ଦେଇପାରିବ ନାହିଁ -
Read More...