Browsing Category
ଦେଶ ବିଦେଶ
କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ନଂ ଜାତୀୟ ରାଜପଥ ପ୍ରଶସ୍ତିକରଣକୁ କେନ୍ଦ୍ର ସରକାରଙ୍କ ମଞ୍ଜୁରି
୨୬.୯୬ କିଲୋମିଟର ରାଜପଥ ପ୍ରଶସ୍ତିକରଣ ଓ ସୁଦୃଢ଼ିକରଣ ପାଇଁ ପାଇଁ ୭୧୮.୨୬ କୋଟି ଟଙ୍କା ମଞ୍ଜୁର କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ
ଭୁବନେଶ୍ୱର, (ପିଆଇବି) : ଓଡ଼ିଶାର କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ଦେଇ ଯାଇଥିବା ୫୯ ନମ୍ବର ଜାତୀୟ ରାଜପଥ ଦାରିଙ୍ଗିବାଡ଼ି ଘାଟ ସେକ୍ସନର!-->!-->!-->…
Read More...
Read More...
ଆଉ ନାହାନ୍ତି ଟେଲି ଅଭିନେତା ଋତୁରାଜ୍ ସିଂ
ମୁମ୍ଵାଇ : ଟିଭି ଅଭିନେତା ରିତୁରାଜ ସିଂଙ୍କ ଦେହାନ୍ତ ହୋଇଯାଇଛି । ୫୯ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା କହିଛନ୍ତି । ସେ ୧୯୯୩ରେ ଟିଭିରେ ପ୍ରସାରିତ ହୋଗି ଆପ୍ନି ବାତ୍, ଜ୍ୟୋତି, ହିଟ୍ଲର୍ ଦିଦି, ଶପଥ, ଆହାଟ୍ ଔର ଅଦାଲତ, ଦିୟା ଅର୍ ବାତି ହମ୍ ଭଳି ଅନେକ ଭାରତୀୟ ଟିଭି ଶୋ’ରେ ସେ!-->…
Read More...
Read More...
ଉତ୍ତରପ୍ରଦେଶରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କଲେ ମୋଦୀ
ଲକ୍ଷ୍ନୌ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭାଲଠାରେ ଶ୍ରୀ କଲ୍କୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ତାଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ବି ଉପସ୍ଥିିତ ଥିଲେ । ବୈଦିକ ମନ୍ତ୍ର ଉଚ୍ଚାରଣ ଭିତରେ!-->…
Read More...
Read More...
୪୫ କୋଟି ଜନଧନ ଆକାଉଣ୍ଟରେ ୨.୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର
ବିଗତ ୧୦ ବର୍ଷରେ ୨୫ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି, ଯାହାକି ସରକାରୀ ଯୋଜନାରୁ ଲୋକମାନେ ଉପକୃତ ହେବାର ପ୍ରମାଣଶତ ପ୍ରତିଶତ ସରକାରୀ ଯୋଜନାର ଲାଭ ହିତାଧିକାରୀଙ୍କ ପାଖରେ ପହଞ୍ଚୁଛି : ଶ୍ରୀ ଠାକୁର
ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର!-->!-->!-->…
Read More...
Read More...
ହରିୟାଣାର ରେଓ୍ଵାରିରେ ୯,୭୫୦ କୋଟିରୁ ଅଧିକ ଟଙ୍କାର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ…
ପ୍ରାୟ ୫,୪୫୦ କୋଟି ଟଙ୍କା ବ୍ୟୟରେ ବିକଶିତ ହେବାକୁ ଥିବା ଗୁରୁଗ୍ରାମ ମେଟ୍ରୋ ରେଳ ପ୍ରକଳ୍ପର ଶିଳାନ୍ୟାସପାଖାପାଖି ୧୬୫୦ କୋଟି ଟଙ୍କା ବ୍ୟୟରେ ଏମ୍ସ ରେୱାରୀର ଶିଳାନ୍ୟାସକୁରୁକ୍ଷେତ୍ରର ଜ୍ୟୋତିସାରଠାରେ ଅନୁଭୂତିମୂଳକ ସଂଗ୍ରହାଳୟ 'ଅନୁଭବ କେନ୍ଦ୍ର'ର ଉଦ୍ଘାଟନଏକାଧିକ ରେଳ ପ୍ରକଳ୍ପର!-->…
Read More...
Read More...
ଓଡ଼ିଶାରେ ୬,୬୦୦ କୋଟି ଟଙ୍କାର ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ନୀତିନ ଗଡକରୀ
ନୂଆଦିଲ୍ଲୀ, (ପିଆଇବି) : ଓଡ଼ିଶାର ସମୃଦ୍ଧି ପାଇଁ ଉନ୍ନତ ଯୋଗାଯୋଗକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ପୁରୀଠାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୬,୬୦୦ କୋଟି ଟଙ୍କା ବ୍ୟୟରେ ୨୮ଟି ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ!-->…
Read More...
Read More...
ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ସୂଚନା ଓ ପ୍ରସାରଣ ସଚିବ ପ୍ରକାଶନ ବିଭାଗର ‘ଇଣ୍ଡିଆ ଇୟର ବୁକ୍ ୨୦୨୪’…
ନୂଆଦିଲ୍ଲୀ, (ପିଆଇବି) : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ସଞ୍ଜୟ ଜାଜୁ ଆଜି ପ୍ରଗତି ମଇଦାନଠାରେ ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳାରେ ପ୍ରକାଶନ ବିଭାଗ ଦ୍ୱାରା ପ୍ରକାଶିତ 'ଇଣ୍ଡିଆ ଇୟର ବୁକ୍ ୨୦୨୪' ଏବଂ 'କ୍ୟାରିୟର କଲିଂ'କୁ ଉନ୍ମୋଚନ କରିଛନ୍ତି ।'ଇଣ୍ଡିଆ ଇୟର ବୁକ୍ ୨୦୨୪' ହେଉଛି!-->…
Read More...
Read More...
ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ ବିଦାୟ ଦେଲେ ପ୍ରଧାନମନ୍ତ୍ରୀ
ଆମ ଗଣତନ୍ତ୍ରର ପ୍ରତ୍ୟେକ ଆଲୋଚନାରେ ଡ.ମନମୋହନ ସିଂହଙ୍କ ନାମ ରହିବ
"ଏହି ଗୃହ ଛଅ ବର୍ଷର ଏକ ବିବିଧ ବିଶ୍ୱବିଦ୍ୟାଳୟ, ଯାହା ସମସ୍ତଙ୍କ ଅନୁଭୂତି ଦ୍ୱାରା ଆକାର ପାଇଛି"
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଜ୍ୟସଭାର ଅବସରପ୍ରାପ୍ତ ସଦସ୍ୟମାନଙ୍କୁ!-->!-->!-->!-->!-->…
Read More...
Read More...
ହଜାରେ ବର୍ଷର ପୁରୁଣା ବିଷ୍ଣୁମୂର୍ତ୍ତି ଓ ଶିବଲିଙ୍ଗ ଉଦ୍ଧାର
ବେଙ୍ଗାଲୁରୁ : ତେଲେଙ୍ଗାନା-କର୍ଣ୍ଣାଟକ ସୀମା ନିକଟ କୃଷ୍ଣା ନଦୀତଟରୁ ଏକ ପ୍ରାଚୀନ ବିଷ୍ଣୁମୂର୍ତ୍ତି ଏବଂ ଶିବଲିଙ୍ଗ ଉଦ୍ଧାର କରାଯାଇଛି । କର୍ଣ୍ଣାଟକର ରାଇଚୁରରେ ଏକ ପୋଲ ନିର୍ମାଣ ସମୟରେ ଏହି ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି । ବିଶ୍ୱାସ କରାଯାଉଛି ଯେ, ଏହି ମୂର୍ତ୍ତିଗୁଡ଼ିକ!-->…
Read More...
Read More...
ଗୋଆରେ ବିକଶିତ ଭାରତ, ବିକଶିତ ଗୋଆ ୨୦୪୭ କାର୍ଯ୍ୟକ୍ରମରେ ୧୩୩୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଏବଂ…
ଗୋଆସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ସ୍ଥାୟୀ କ୍ୟାମ୍ପସ ଉଦ୍ଘାଟିତନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ୱାଟର ସ୍ପୋର୍ଟସର ନୂତନ କ୍ୟାମ୍ପସକୁ ଲୋକାର୍ପଣ କରାଯାଇଛିଯାତ୍ରୀ ରୋପୱେ ସହିତ ଆନୁସଙ୍ଗିକ ପର୍ଯ୍ୟଟନ କାର୍ଯ୍ୟ ଏବଂ ୧୦୦ ଏମ୍ଏଲ୍ଡି ଜଳ ବିଶୋଧନ ପ୍ଲାଣ୍ଟ ପାଇଁ!-->…
Read More...
Read More...