Browsing Category
ଅପରାଧ
କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା : ପ୍ରତିବାଦରେ ମହୀଧରପୁର-ଅନୁଗୁଳ ମୁଖ୍ୟ ରାସ୍ତା ଅବରୋଧ
ଅନୁଗୁଳ : ଘରଠାରୁ ଅଳ୍ପ ଦୂରରେ ପ୍ରବାହିତ ଗାଁ ନାଳକୁ ଗାଧୋଇ ଯାଇଥିବା ଜଣେ କଲେଜ ଛାତ୍ରୀଙ୍କ ମୃତଦେହ ବୁଦାମୂଳରୁ ଉଦ୍ଧାର ହୋଇଛି । ଅଭିଯୁକ୍ତ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ହତ୍ୟା କରିଥିବା କୁହାଯାଉଛି । ସେଥିପାଇଁ ସ୍ଥାନୀୟ ଅଂଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସୂଚନା!-->…
Read More...
Read More...
ରାତିରେ ଘରେ ପଶି ମୁଖାପିନ୍ଧା ଦୁବୁର୍ତ୍ତ ଭୂଜାଲି ଧରି ଚୋରି ଉଦ୍ୟମ କଲେ
ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁର ନିଲାମ୍ବର ମେହେରଙ୍କ ଘରକୁ ଗତକାଲି ବିଳମ୍ବିତ ରାତ୍ରିରେ ୫ରୁ ଅଧିକ ମୁଖାପିନ୍ଧା ଦୁବୁର୍ତ୍ତ ପଶି ଭୂଜାଲି ଧରି ଚୋରି ଉଦ୍ୟମ କରିଥିବା ନେଇ ବଙ୍ଗୋମୁଣ୍ଡା ଥାନାରେ ଏତଲା ଦେଇଛନ୍ତି ।!-->…
Read More...
Read More...
ଦୁଇ ଶିଶୁକୁ କୂଅକୁ ଠେଲି ହତ୍ୟା କରିବା ଘଟଣା : ବାପା ଓ ମା’ ଗିରଫ
ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅର୍ନ୍ତଗତ ରାଇକିଆ ଥାନା ଖ୍ରୀଷ୍ଟିଆନ ସାହିରେ ଦୁଇ ଶିଶୁଙ୍କୁ ମା' କୂଅକୁ ଠେଲି ହତ୍ୟା କରିବା ଘଟଣାରେ ପୁଲିସ ବାପା ଏମ୍.ରାଜେଶ ପାତ୍ର ଓ ମା’ ଭାଗ୍ୟଲକ୍ଷ୍ମୀ ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ!-->…
Read More...
Read More...
ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ନିର୍ମମ ହତ୍ୟା
ଇସ୍ଲାମାବାଦ : ମଙ୍ଗଳବାର ଦିନ ପାକିସ୍ତାନରେ ପୂର୍ବତନ କୂଟନୀତିଜ୍ଞଙ୍କ ଝିଅଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଖବର ଅନୁଯାୟୀ ଦକ୍ଷିଣ କୋରିଆରେ ପାକିସ୍ତାନର ରାଷ୍ଟ୍ରଦୂତ ରହିଥିବା ଶୌକତ ମୁକାଦମଙ୍କ ଝିଅ ନୁର ମୁକାଦମଙ୍କୁ ତାଙ୍କ ଘରେ ହତ୍ୟା କରାଯାଇଛି । ହତ୍ୟାକାରୀ ପ୍ରଥମେ!-->…
Read More...
Read More...
ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ : ୨୦ ହଜାର ଟଙ୍କା ଲୁଟ୍
ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ପୁଇଁନ୍ତଲା ଥାନା ଅଧିନସ୍ଥ ମାଧିଆପାଲି ଗାଁରେ ଜଣେ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ କରି ଦୁର୍ବୃତ୍ତମାନେ ୨୦ ହଜାର ଟଙ୍କା ଲୁଟ୍ କରି ନେଇଥିବା ଜଣାପଡିଛି । ସୂଚନା ଅନୁସାରେ ଏହି ବ୍ଲକର ଅଇଁଲାସାରି ଗାଁର ଶିକ୍ଷକ ଉକାଲୁ ସା ବଲାଙ୍ଗିରରେ ନିଜ କାମ!-->…
Read More...
Read More...
ଅତାବିରା ପୋଲିସ ଦ୍ୱାରା ବ୍ରାଉନସୁଗାର ଜବତ : ୨ ଗିରଫ
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଅତାବିରା ଥାନା ଅଞ୍ଚଳରେ ବ୍ରାଉନସୁଗାର କାରବାର କରୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲେ । ଏଥିରେ ପୋଲିସ ବରଗଡ଼ ଅଞ୍ଚଳର ପ୍ରବଜିତ ସିଂ ଏବଂ ଦଶରଥ ବାରିକ ନାମକ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ତାଙ୍କ ଠାରୁ ୫.୮୫!-->…
Read More...
Read More...
ଯୁବକଙ୍କୁ ଅତର୍କିତ ଭାବେ ହତ୍ୟା : ଦୁଇଜଣ ହତ୍ୟାକାରୀ ଚମ୍ପଟ
ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଧରକୋଟ ଥାନା ଅଧିନସ୍ଥ ଜାହାଡ଼ା ଗ୍ରାମରେ ପ୍ରତାପ ଖଟେଇ ନାମକ ଜଣେ ଯୁବକ ଗାଁର ଏକ ଦୋକାନରେ ରାଶନ କିଣୁଥିବା ବେଳେ ହଠାତ୍ ଦୁଇଜଣ ଯୁବକ ମାରଣାସ୍ତ୍ର ଧରି ଆସି ଅତର୍କିତ ଭାବେ ହତ୍ୟା କରି ଚାଲିଯାଇଥିବା ସୂଚନା ମିଳିଛି । ଦୁଇଜଣ!-->…
Read More...
Read More...
ଡବଲ୍ ମର୍ଡର : ପୁତୁରା ଖୁଡ଼ିଙ୍କୁ ଡାହାଣୀ ସଂଦେହ କରି ହତ୍ୟା କଲା, କକା ହତ୍ୟା କଲା ପୁତୁରାକୁ
ଗୁମ୍ଲା : ଝାରଖଣ୍ଡର ଗୁମ୍ଲା ଜିଲ୍ଲାର ଚେନପୁର ବ୍ଲକରେ ଡବଲ୍ ମର୍ଡରର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଯୁବକ ସନ୍ଦେହ କରିଥିଲା ଯେ, ତା' ଖୁଡ଼ି ଡାହାଣୀ ବିଦ୍ୟା ଅଭ୍ୟାସ କରୁଛନ୍ତି । ଏହି ଯୁବକ ଜଣକ ନିଜ ଖୁଡ଼ିଙ୍କୁ ଡାହାଣୀ ଭାବି ହତ୍ୟା କରିଥିଲା । ଯଦିଓ ଏହି ଘଟଣା!-->…
Read More...
Read More...
ପାଗଳ ପ୍ରେମିକର ନୃଶଂସ ପାଗଳାମୀ : ରାଜଧାନୀରେ ଜଣେ କିଶୋରୀଙ୍କୁ ମାରାତ୍ମକ ଆକ୍ରମଣ
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଜଣେ କିଶୋରୀଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି । ଦକ୍ଷିଣ ମୋତି ବାଗ ଅଞ୍ଚଳରେ ସ୍ପଷ୍ଟ ଦିବାଲୋକରେ ଜଣେ ୧୬ ବର୍ଷର ବାଳିକାଙ୍କୁ କୁରାଢ଼ିରେ ଆକ୍ରମଣ ଯୋଗୁଁ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ କିଶୋରୀଙ୍କୁ ସଫଦରଜଙ୍ଗ ଡାକ୍ତରଖାନାକୁ!-->…
Read More...
Read More...
କଣ୍ଟାମାଳରେ କାର୍ ସମେତ ୭୭ କେଜି ଗଞ୍ଜେଇ ଜବତ : ୨ଗିରଫ
ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲାର ବିଭିନ୍ନ ରାସ୍ତା ଦେଇ ପଡୋସୀ ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣର ଚେର ଲମ୍ବିଥିବା ବେଳେ ପୋଲିସ ପାଇଁ ଚାଲାଣକାରୀଙ୍କୁ ଧରିବା ଚ୍ୟାଲେଜିଂ ହୋଇପଡିଛି । ତେବେ ଆଜି କଣ୍ଟାମାଳ ପୋଲିସକୁ ଏକ ବଡ ସଫଳତା ମିଳିଛି । ଆଜି ପୋଟ୍ରୋଲିଂ!-->…
Read More...
Read More...