Browsing Category

ଅପରାଧ

ବେଲପଡା ପୋଲିସ ଦ୍ୱାରା ୩ ହତ୍ୟାକାରୀ ଗିରଫ

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ବେଲପଡା ଥାନା ଅନ୍ତର୍ଗତ ପଲସାପଡା, ଭରୁଆପାଲି ଗ୍ରାମର ସୁରେନ୍ଦ୍ର ବନଛୋରଙ୍କୁ ହତ୍ୟା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜକୁମାର ବନଛୋର, ଉଦ୍ଧବ ଛତ୍ରିଆ ଏବଂ ନରସିଂହ ଛତ୍ରିଆ । ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା
Read More...

ଭଉଣୀକୁ ବଳି ଦେଇ ଜେଲ ଯାଇଥିଲା ଭାଇ : ଏବେ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ୍

କଂଟାବାଂଜି, (କେପିଏନ୍ଏସ୍) : ଭଉଣୀକୁ ବଳି ଦେଇ ପୂର୍ବରୁ ଭାଇ ଜେଲ ଯାଇଥିବା ବେଳେ ଏବେ ସେହି ଘଟଣାର ମାଷ୍ଟର ମାଇଣ୍ଡ ପୁଲିସ ହାତରେ ଧରାପଡ଼ିଛି । ସୂଚନାଯୋଗ୍ୟ ଯେ, ସିନେ୍ଧକେଲା ଥାନା ଅନ୍ତର୍ଗତ ସାଲେବରଟ ଗାଁରେ ୧୨ ବର୍ଷର ଭଉଣୀକୁ ବଳି ଦେଇଥିବା ଅଭିଯୋଗରେ ଗତ ଜାନୁଆରୀ ମାସ ୬ ତାରିଖ
Read More...

ବିଜାଖମନ ରାସ୍ତାରେ ବଢ଼ୁଛି ଲୁଟ୍ ତରାଜ୍ : ଜଣେ ଗିରଫ୍, ୪ ଫେରାର୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଟିଟିଲାଗଡ଼ ରୋଡ଼ରେ ବାରମ୍ବାର ଡକାୟତି, ଲୁଟ୍ ତରାଜ୍, ରାହାଜାନି ହେଉଥିବା ବେଳେ ଅସାମାଜିକ ତତ୍ତ୍ୱଙ୍କର କାୟା ବିସ୍ତାର ବିଢ଼ି ଚାଲିଛି । ସାମାନ୍ୟ ଟଙ୍କା ଲୁଟ୍ ପାଇଁ ଲହୁଲୁହାଣ ହେଉଛନ୍ତି ନିରୀହ ଲୋକେ । ଆଜି ଏହାର ଆଉ ଏକ ଉଦାହରଣ ଦେଖିବାକୁ
Read More...

ପତ୍ନୀର ଚରିତ୍ରକୁ ସନ୍ଦେହ କରି ହତ୍ୟାକାଣ୍ଡ : ଆତ୍ମ ସମର୍ପଣ କଲା ହତ୍ୟାକାରୀ

ନବରଂଗପୁର, (କେପିଏନ୍ଏସ୍) : ଜନୈକ ଯୁବକ ନିଜ ପତ୍ନୀର ଚରିତ୍ରକୁ ସଂଦେହ କରି ହତ୍ୟାକାଣ୍ଡ ଘଟାଇବା ପରେ ଆତ୍ମ ସମର୍ପଣ କରିଛି ପୁଲିସ ପାଖରେ । ଏହି ଘଟଣା ସାରା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି । ନବରଂଗପୁର ଜିଲ୍ଲା ଅଧୀନସ୍ଥ ଝରିଗାଁ ଥାନାର ହାତିବାରୀ ଗାଁରେ ଘଟିଛି ଏ ଭଳି ଏକ ଘଟଣା ।
Read More...

ଅମାନବୀୟ କାଣ୍ଡ : ମଦ୍ୟପ ସ୍ୱାମୀ ତଂଟି ଚିପି ହତ୍ୟା କଲା ୯ ମାସର ଗର୍ଭବତୀ ସ୍ତ୍ରୀକୁ

ବଲାଙ୍ଗିର, (କେପିଏନ୍ଏସ୍) : ମଦ କ’ଣ ନକରେ । ମାତାଲ୍ ଅବସ୍ଥାରେ ଜଣେ ମଦ୍ୟପ ନିଜ ୯ ମାସର ଗର୍ଭବତୀ ସ୍ତ୍ରୀକୁ ତଂଟି ଚିପି ହତ୍ୟା କରିବା ଭଳି ଏକ ବିଭତ୍ସ ଘଟଣା ଘଟିଛି ବଲାଙ୍ଗିର ସହରର ରାଧାରାଣୀପଡ଼ାରେ । ସୂଚନା ଅନୁସାରେ ଗତ ରାତିରେ ଏହି ଘଟଣା ଘଟିଥିବା ବେଳେ ନିଜ ସ୍ତ୍ରୀକୁ ବର୍ବର
Read More...

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ଘଟଣା : ସିବିଆଇ ତଦନ୍ତ ପାଇଁ ସୁପାରିଶ କଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା, (କେପିଏନ୍ଏସ୍) : ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ରାଜ୍ୟପାଳ ଫଗୁ ଚୌହାନ ମଧ୍ୟ ଏହାକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ସୁଶାନ୍ତ ସିଂହଙ୍କ ବାପା ଏବଂ ବିହାର ବିଧାନସଭା
Read More...

ବଲାଙ୍ଗିର ଟାଉନ ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍

ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ପୁଲିସ ଦ୍ୱାରା ୪ ଲୁଟେରା ଗିରଫ୍ ହୋଇଥିବା ସଂପୃକ୍ତ ଥାନା ପକ୍ଷରୁ ସୂଚନା ଦିଆଯାଇଛି । ଗତ ୩୧ ତାରିଖ ଦିନ ମଧ୍ୟାହ୍ନ ୧ଟା ୩୦ମି.ରେ ଘଟିଥିବା ଲୁଟ୍ ମାମଲାରେ ଗିରଫ୍ ଅଭିଯୁକ୍ତମାନେ ହେଲେ ବିଭୂତିପଡ଼ାର ରାକେଶ ଭୋଇ ଓ ଗୌତମ ସୁନା,
Read More...

ଡୁଡୁକାଶିରା ଲୁଟ୍ ଘଟଣା : ୪ ଅଭିଯୁକ୍ତ ଗିରଫ

ବଲାଙ୍ଗିର, (ନିପ୍ର) : ବଲାଙ୍ଗିର ଚୁଡାପାଲି ରାସ୍ତା ଡୁଡୁକାଶିରାରୁ ଅଢେଇ ଲକ୍ଷ ଟଙ୍କା ଲୁଟ କରିଥିବା ଅଭିଯୋଗରେ ସଦର ଥାନା ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସଦର ଥାନା ଅନ୍ତର୍ଗତ ଖର୍ଲିକାନୀର ଦିଲିପ ବଗର୍ତ୍ତି(୩୫), ବାଗଭାଡିର ଗୋପାଳ ବାରିକ (୨୮),
Read More...