Browsing Category

ଅପରାଧ

ଭେଣେଇର ମୁଣ୍ଡ କାଟି ପୋଲିସ ଷ୍ଟେସନରେ ପହଞ୍ଚିଲା ଅଭିଯୁକ୍ତ ଶାଳକ : ଭଉଣୀ ମଧ୍ୟ ଫାଶ ଲଗାଇ ଆତ୍ମହତ୍ୟା କଲେ

ଜବଲପୁର : ମଧ୍ୟପ୍ରଦେଶର ଜବଲପୁରରେ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଅନର୍‌ କିଲିଂ ମାମଲାରେ ଏକ ନୂଆ କାହାଣୀ ଉଭା ହୋଇଛି । ଭେଣେଇର ହତ୍ୟା ଅଭିଯୁକ୍ତ ଶାଳକ ଧୀରଜ ପୋଲିସକୁ ଘଟଣାର ପୁରା କାହାଣୀ କହିଛି । ଧୀରଜ ପୋଲିସକୁ କହିଛି ଯେ, ଭେଣେଇ ତାଙ୍କ ଭଉଣୀକୁ ହଇରାଣ କରୁଥିଲେ ।
Read More...

ଲୋକଙ୍କୁ ହତ୍ୟା କରିବା ପରେ ବୀମା ରାଶି ହଡ଼ପ୍‌ କରୁଥିବା ଗ୍ୟାଙ୍ଗର ପ‌ର୍ଦ୍ଦାଫାଶ

ହାଇଦ୍ରାବାଦ : ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲାରେ ସଡ଼କ ଦୁର୍ଘଟଣା କରାଇବା ପରେ ଜୀବନ ବୀମା ଜାଲିଆତି କରିବାରେ ସମ୍ପୃକ୍ତ ଥିବାରୁ ୫ ଜଣଙ୍କୁ ଗିରଫ କରାଯାଇଛି । ମଙ୍ଗଳବାର ପୋଲିସ ସୂତ୍ରରୁ ଏହା ଜଣାପଡିଛି । ସୂତ୍ରରୁ ପ୍ରକାଶ ଯେ, ଏହି ଗ୍ୟାଙ୍ଗ ହତ୍ୟା କରିବା ପାଇଁ ପୀଡିତଙ୍କ ଛାତିରେ
Read More...

ଶାନ୍ତିପୁର ଡକାୟତି ଘଟଣା : ୪୬ ଗ୍ରାମ ସୁନା ସମେତ ଆଉ ୨ ଜଣ ଗିରଫ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଖପ୍ରାଖୋଲ ଅନ୍ତର୍ଗତ ଶାନ୍ତିପୁର ଗ୍ରାମରେ ଘଟିଥିବା ଡକାୟତି ଘଟଣା ସମ୍ପୃକ୍ତିରେ ଆଜି ବଲାଙ୍ଗିର ପୋଲିସ ଆଉ ୨ ଜଣକୁ ଗିରଫ କରିବା ସହ ସେମାନଙ୍କ ପାଖରୁ ପ୍ରାୟ ୪୬ ଗ୍ରାମ ସୁନା ଜବତ କରିଛି । ଗିରଫ ଅଭିଯୁକ୍ତମାନେ ନୟାଗଡ଼ ଜିଲ୍ଲାର କାଳିଆ ସୁବୁଦ୍ଧି (୪୮)
Read More...

ଘର ବାହାରେ ଫୁଲ ତୋଳୁଥିବା ସମୟରେ ମହିଳାଙ୍କ ସୁନା ଚେନ୍‌ ଲୁଟିନେଲେ ୨ ଜଣ ଲୁଟେରା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଲୁଟେରା‌ଙ୍କ ଲୁଟ୍‌ କାରବାର ଦିନକୁ ଦିନ ବଢିବାରେ ଲାଗିଥିବା ବେଳେ ଅନେକ ନିରୀହ ଲୋକ ଲୁଟ୍‌ର ଶିକାର ହେଉଛ‌ନ୍ତି । ତେବେ ଆଜି ପୁଣି ଥରେ ଘର ବାହାରୁ ଫୁଲ ତୋଳୁ ଥିବା ସମୟରେ ମହିଳାଙ୍କ ଉପରେ ଲୁଟେରାମାନେ ଆକ୍ରମଣ କରି ଲୁଟିନେଲେ ସୁନା ଚେନ । ଏଭଲି ଏକ
Read More...

ବିଚ୍ ବଜାରରେ ଯୁବକଙ୍କୁ ଗୋଡେଇ ଗୋଡେଇ ହତ୍ୟା

ଭୁବନେଶ୍ୱର, (ସୁଶା‌ନ୍ତ ସାହୁ) : ରାଜଧାନୀ ସିଆରପି ଛକରେ ଜଣେ ଯୁବକଙ୍କୁ ଗୋଡେଇ ଗୋଡେଇ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରାଯାଇଥିବା ଖବର ମଳିଛି । ସୂଚନା ଯୋଗ୍ୟ ଯେ, ଏକ ପିକଅପ୍ ଭ୍ୟାନରେ ୩ ଜଣ ଯୁବକ ଜଟିଆ, ସୁଧୀର ଓ ସାଗର ବସିଥିଲେ ତେବେ ହଠାତ୍‌ କୌଣସି କାରଣରୁ ସେମାନଙ୍କ ମଧ୍ୟରେ
Read More...

ହାଇୱା ଲୁଟ କରି ଦୁଇ ଗିରଫ : ୧ ଫେରାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ହାଇୱା ଡକାୟତିରେ ବଲାଙ୍ଗିର ଟାଉନ ପୋଲିସ ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମନାଙ୍କ ମଧ୍ୟରୁ ଜଣେ ଶୁଭମ ପରମଗୁରୁ ନାବାଳକ ହୋଇଥିବା ବେଳେ ଅନ୍ୟ ଜଣକ ହାତି ପଡାର ସଞ୍ଜୟ କୁମ୍ଭାର (୨୧) ବୋଲି ପୋଲିସ ସୂଚନା ଦେଇଛି । ଉକ୍ତ ଲୁଟରେ ବ୍ୟବହୃତ
Read More...

ଧୁବା ପଡା ହତ୍ୟା ଘଟଣା ମାମଲା : ଭୋଜି ଭାତ, ବଚସାରୁ ହତ୍ୟା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ସ୍ଥାନୀୟ ଧୁବାପଡା(ଗେଟ ସରୋବର ପଡା) ରେ ଘଟିଥିଭା ବଙ୍ଗାଳି ଯୁବକ ବାନିରୁଲ ସେଖ ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । ଅପୋସ ଭିତରେ ଭୋଜିଭାତ, ମଦ୍ୟପାନ ପରେ ବଚସାରୁ ଉତ୍ୟକ୍ତ ହୋଇ ମୃତ ବାନି ସାଥିମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହି
Read More...

କ୍ରାଇମ ବ୍ରାଞ୍ଚର ଅଧିକାରୀ ସାଜି ଏଟିଏମ୍‌ କାର୍ଡ ନେଲେ : ଏଟିଏମରୁ କାଢ଼ିଲେ ୧ ଲକ୍ଷ ଟଙ୍କା

ନୋଏଡା : ଦିଲ୍ଲୀ ନିକଟସ୍ଥ ନୋଏଡା ଠାରେ ଏକ ଏଟିଏମ୍ ଠକେଇର ମାମଲା ସାମ୍ନାକୁ ଆସିଛି । ମହାମାୟା ଫ୍ଲାଏ ଓଭରରେ ହୋଣ୍ଡା ସିଟି କାରରେ ଯାଉଥିବା ଅପରାଧୀମାନେ ନିଜକୁ କ୍ରାଇମ ବ୍ରାଞ୍ଚର ଅଧିକାରୀ ବୋଲି କହି ଜଣେ ସର୍ଭିସ ଇଞ୍ଜିନିୟରଙ୍କୁ ଲିଫ୍ଟ ଦେଇଥିଲେ । ଏହା ପରେ ସେମାନେ ଯାଞ୍ଚ ଭୟ ଦେଖାଇ
Read More...

ପୋଲିସ ହାତରେ ଧରାପଡ଼ିଲା ଚୋର : ଚୋରି ସାମଗ୍ରୀ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୋଲିସ ହାତରେ ଧରାପଡ଼ିଛି ଜଣେ ଚୋର । ତା’ଠାରୁ ଚୋରି ସାମଗ୍ରୀ ମଧ୍ୟ ଜବତ୍‌ କରିବାରେ ବଲାଙ୍ଗିର ଟାଉନ୍‌ ପୋଲିସକୁ ସଫଳତା ମିଳିଛି । ପ୍ରାପ୍ତ ସୂଚନା ଅନୁସାରେ ସ୍ଥାନୀୟ ରାଜୀବନଗର ନିବାସୀ ମହେନ୍ଦ୍ର କୁମାର ପଣ୍ଡା ସେ ଘରେ ଅନୁପସ୍ଥିତ ଥିବା ବେଳେ ଗତ ୨୫
Read More...

ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍ୱାମୀ ସିଂଦୁକରେ ଲୁଚେଇ ରଖିଥିଲା ଶବ : ମାତ୍ର ୬ ମାସ ପୂର୍ବରୁ ବିବାହ କରିଥିଲା

ନାହନ : ହିମାଚଳ ପ୍ରଦେଶର ସିର୍‌ମୋର ଜିଲ୍ଲାର ପାଂବ୍‌ଟା ସାହିବ୍‌ର ପୁରୁୱାଲା ଗାଁର ଏକ ଘରେ ମିଳିଛି ଜଣେ ମହିଳାଙ୍କ ମୃତଦେହ । ଏହି ମୃତଦେହ ଲୁହା ସିଂଦୁକରେ ଲୁଚାଯାଇଥିଲା । ହତ୍ୟା ଅଭିଯୋଗରେ ପୋଲିସ ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିଛି । ଦୁଇ ତିନି ଦିନ ପୂର୍ବରୁ ମହିଳାଙ୍କ ମୃତ୍ୟୁ
Read More...