Browsing Category

ବିଚିତ୍ରା

ତାଙ୍କ ମୃତ୍ୟୁ ପରେ ୩ ଟି ରାଜ୍ୟରୁ ୭ ଜଣଙ୍କୁ ନୂତନ ଜୀବନ ଦେଲେ କାମିନୀ

ସୁରଟ : ସୁରଟର ଜଣେ ମହିଳାଙ୍କ ଅଙ୍ଗରୁ ପାଞ୍ଚ ଜଣ ନୂଆ ଜୀବନ ପାଇଛନ୍ତି ଏବଂ ଆଉ ଦୁଇଜଣ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଏହି ମହିଳା ଜଣକ ଆଉ ଏହି ଦୁନିଆରେ ନାହାଁନ୍ତି । କିନ୍ତୁ ତାଙ୍କ ହୃଦୟ ଏବେ ବି ଜଣେ ମହିଳାଙ୍କ ଛାତିରେ ଜୀବିତ ରହିଛି । ତାଙ୍କ ଫୁସଫୁସ ଅନ୍ୟ ମହିଳାଙ୍କ ରକ୍ତରେ
Read More...

କରୋନାର ତୃତୀୟ ତରଙ୍ଗ ପିଲାମାନଙ୍କ ପାଇଁ ବିପଦଜନକ ହେବ ନାହିଁ : ଡକ୍ଟର ଗୁଲେରିଆ

ନୂଆଦିଲ୍ଲୀ : କୋଭିଡ -୧୯ର ତୃତୀୟ ତରଙ୍ଗକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତୃତୀୟ ତରଙ୍ଗ ପିଲାମାନଙ୍କୁ ପ୍ରଭାବିତ କରିବ ବୋଲି କୌଣସି ପ୍ରମାଣ ନାହିଁ ବୋଲି ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଦୁନିଆର କୌଣସି ସର୍ଭେରୁ ଏଭଳି ଘଟଣା ବାହାରି
Read More...

ଭଲ ଖବର : କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ସରକାର ନିର୍ଦ୍ଦେଶ ଦେଲେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୂତନ ଟିକା ନୀତି ଘୋଷଣା କରିବା ପରେ କେନ୍ଦ୍ର ସରକାର ମଙ୍ଗଳବାର କହିଛନ୍ତି ଯେ, କୋଭିଡ ଆଣ୍ଟି ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନର ୪୪ କୋଟି ଡୋଜ୍‌ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଘୋଷଣା କରିଛନ୍ତି ଯେ, କେନ୍ଦ୍ର
Read More...

ବିଶ୍ୱ ମସ୍ତିଷ୍କ ଟ୍ୟୁମର ଦିବସ : ମସ୍ତିଷ୍କ ଟ୍ୟୁମର କ’ଣ ଓ ଏହାର ଲକ୍ଷଣ କ’ଣ, ଜାଣିବା ଆସନ୍ତୁ

ପ୍ରତିବର୍ଷ ୮ ଜୁନ୍‌ରେ ବିଶ୍ୱ ଟ୍ୟୁମର ଦିବସ ପାଳନ କରାଯାଏ । ଏହି ମାରାତ୍ମକ ରୋଗ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଏହାର ଶୀଘ୍ର ନିରାକରଣ ପାଇଁ ଏହା ୨୦୦୦ ମସିହାରେ ଜର୍ମାନ ବ୍ରେନ୍ ଟ୍ୟୁମର୍ ଆସୋସିଏସନ୍ ଦ୍ୱାରା ଆରମ୍ଭ ହୋଇଥିଲା । ମସ୍ତିଷ୍କ ଟ୍ୟୁମର ରୋଗୀ ଏବଂ ସେମାନଙ୍କ ପରିବାର
Read More...

ଅମିତାଭ ବଚ୍ଚନ ଏବଂ ଜୟାଙ୍କ ବିବାହକୁ ୪୮ ବର୍ଷ ପୂରିଲା, ବିଗ୍ ବି ସେୟାର କଲେ ବିଶେଷ ଚିତ୍ର

ମୁମ୍ବାଇ : ବଲିଉଡର ଭେଟେରାନ ଅଭିନେତା ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ଜୟା ବଚ୍ଚନ ବିବାହର ୪୮ ବର୍ଷ ସମାପ୍ତ କରିଛନ୍ତି । ଏହି ବିଶେଷ ଅବସରରେ ବିଗ୍ ବି ସୋସିଆଲ ମିଡିଆରେ ତାଙ୍କ ବିବାହର ଏକ ଆକର୍ଷଣୀୟ ଚିତ୍ର ସେୟାର କରିଛନ୍ତି । ଯେଉଁମାନେ ତାଙ୍କୁ ଏବଂ ଜୟାଙ୍କୁ ବିବାହ ବାର୍ଷିକୀରେ
Read More...

ଅଦା : ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ

ଅଦା ସ୍ୱାଦ ଏବଂ ଔଷଧୀୟ ଗୁଣରେ ଭରପୂର । ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଉପକାରୀ । କାହିଁ କେଉଁ କାଳରୁ ଅଦାର ବ୍ୟବହାର ଆମ ଆୟୁର୍ବେଦ ଶାସ୍ତ୍ରରେ ରହି ଆସିଛି । ପେଟର ବିଭିନ୍ନ ପ୍ରକାର ସମସ୍ୟା ପାଇଁ ଅଦା ଯେତିକି ଉପକାରୀ କଫ ଓ ଥଣ୍ଡା ରୋଗର ଉପଶମ ପାଇଁ ମଧ୍ୟ ସେତେକି ଫଳପ୍ରଦ ବୋଲି କୁହାଯାଏ ।
Read More...

କରୋନାରେ ଆକ୍ରାନ୍ତ ହେଲେ କଙ୍ଗନା

ନୂଆଦିଲ୍ଲୀ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱାତ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଇନଷ୍ଟାଗ୍ରାମରେ ପୋଷ୍ଟ କରି କଙ୍ଗନା ଏହା ସୂଚନା ଦେଇଛନ୍ତି । ନିଜର ଟେଷ୍ଟ ରିପୋର୍ଟ ଇନଷ୍ଟାଗ୍ରାମରେ ସାର୍ବଜନୀନ କରି ପଜିଟିଭ ହୋଇଛନ୍ତି ବୋଲି କଙ୍ଗନା କହିଛନ୍ତି । ତାଙ୍କୁ କିଛି ଦିନ ହେଲା ଦୁର୍ବଳତା
Read More...

ଟାଉନ୍‌ ଥାନା ଆଇଆଇସି.ଙ୍କ ପ୍ରଶଂସନୀୟ ପଦକ୍ଷେପ : ମେଡ଼ିକାଲରେ ଭର୍ତ୍ତି କଲେ ଅସହାୟ ଅସୁସ୍ଥ କୋଭିଡ୍‌ ରୋଗୀଙ୍କୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁନାମଧନ୍ୟ ସାହିତ୍ୟିକ ରଘୁନାଥ ବାବୁ ଗତକାଲି ସ୍ଥାନୀୟ ରାମେଶ୍ୱର ନଗରର ଦୀର୍ଘ ୫ ଦିନ ଧରି ଜ୍ୱରରେ ପୀଡ଼ିତ ଥିବା ଦୈତାରୀ ମେହେର ନାମକ ଜଣେ ଅସହାୟ ବ୍ୟକ୍ତିଙ୍କୁ ଖାଦ୍ୟ ଯୋଗାଇବା ପରେ ତାଙ୍କୁ ମେଡ଼ିକାଲ୍‌ ସୁବିଧା ଯୋଗାଇ ଦେବାକୁ ସୋସିଆଲ୍‌ ମିଡ଼ିଆରେ
Read More...