Browsing Category

ବିଚିତ୍ରା

ଆଜି ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ଜନ୍ମ ଦିନ

ନୂଆଦିଲ୍ଲୀ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜାହ୍ନବୀ କପୁର‌ଙ୍କ ଆଜି ୨୪ ତମ ଜ‌ନ୍ମ ଦିବସ । ସେ ହେଉଛନ୍ତି ବଲିଉଡର ଜଣେ ଆଗଧାଡିର ଲୋକପ୍ରିୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ । ଜାହ୍ନବୀ ତାଙ୍କର ପରବର୍ତ୍ତୀ ଫି‌ଲ୍ମ ‘ଶୁଭ ଭାଗ୍ୟ ଜେରୀ’ର ସୁଟିଂସେଟ୍‌ ପଞ୍ଜାବରେ ତା‌ଙ୍କର ଦଳ ସହ ୨୪ ତମ
Read More...

ରିଲିଜ୍ ହେଲା ଫିଲ୍ମ’ସାଇନା’ର ଟିଜର

ନୂଆଦିଲ୍ଲୀ : 'ସାଇନା'ର ଅଫିସିଆଲ ଟିଜର୍ ଗୁରୁବାର ରିଲିଜ୍ ହୋଇଯାଇଛି । ଏହି ଫିଲ୍ମ ବ୍ୟାଡମିଣ୍ଟନ ଚାମ୍ପିୟନ୍ ସାଇନା ନେହୱାଲଙ୍କ ବାୟୋପିକ୍ ଅଟେ । ଟିଜରରେ ପରିଣୀତି ଚୋପ୍ରା ଏକଦମ୍ ସାଇନା ନେହୱାଲଙ୍କ ଲୁକରେ ନଜର ଆସୁଛନ୍ତି । ଫିଲ୍ମଟି ୨୬ ମାର୍ଚ୍ଚରେ ରିଲିଜ୍ ହେବାକୁ ଯାଉଛି ।
Read More...

ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ

ମୁମ୍ବାଇ : ଭାରତୀୟ ବ୍ୟାଡମିଂଟନ ଷ୍ଟାର ସାଇନା ନେହ୍ୱାଲଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ସାଇନା ୨୬ ମାର୍ଚ୍ଚରେ ପରଦାକୁ ଆସିବ । ଏଥିରେ ପରିଣୀତି ଚୋପ୍ରା ବ୍ୟାଡମିଂଟନ ଷ୍ଟାରଙ୍କ ଭୂମିକା କରୁଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ ମଧ୍ୟ କରିଛନ୍ତି । ସାଇନାଙ୍କ ସଂଘର୍ଷରୁ ସଫଳତାର କାହାଣୀ
Read More...

ଭାରତୀୟ ଭୂତ ଚଳଚ୍ଚିତ୍ର ବେଶ୍‌ ଭୟଭୀତ କରାଏ, କିନ୍ତୁ ବିଶେଷ ରୋଜଗାର କରି ପାରେନାହିଁ !

ମୁ‌ମ୍ବାଇ : ଯେତେବେଳେ ହିନ୍ଦୀ ଚଳଚ୍ଚିତ୍ରଗୁଡ଼ିକର କଥା ଉଲ୍ଲେଖ କରାଯାଏ, ନୃତ୍ୟ-ଗୀତ, ପାରିବାରିକ, ଦୃଢ଼ କାର୍ୟ୍ୟ ଏବଂ କମେଡି ଚଳଚ୍ଚିତ୍ରଗୁଡ଼ିକ ପ୍ରଥମେ ଉଲ୍ଲେଖ କରାଯାଏ । କିନ୍ତୁ ନିକଟ ଅତୀତରେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ଅବହେଳିତ 'ଭୂତ ଚଳଚ୍ଚିତ୍ରର ସ୍କ୍ରିପ୍ଟ'କୁ ମଧ୍ୟ
Read More...

ଡୁଙ୍ଗୁରିପାଲିରେ କନ୍ଧ ରୀତିନୀତିରେ ‘ଯୋଟ ଘାଟ’ ବିବାହ ସମ୍ପନ୍ନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଗତକାଲି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲିରେ କନ୍ଧ ସମ୍ପ୍ରଦାୟର ପତନାଭିମୁଖୀ ଉଚ୍ଚ ପରମ୍ପରା ସମ୍ପନ୍ନ ଯୋଟ ଘାଟ ବିବାହ କନ୍ଧ ସମାଜ ଯୁବ ସଂଗଠନ ବଲାଙ୍ଗିରଙ୍କ ତତ୍ତ୍ଵାବଧାନରେ ଧୁମଧାମରେ ସମ୍ପନ୍ନ ହୋଇଛି । ପ୍ରକାଶ ଯୋଗ୍ୟ ଯେ, ଏହି ବିବାହରେ
Read More...

ଶାହାରୁଖ ଖାନ ଆଲିଆ ଭଟ୍ଟଙ୍କ ଫିଲ୍ମ ‘ଡାର୍ଲିଙ୍ଗ୍ସ’ର ପ୍ରଥମ ଝଲକ ଉପସ୍ଥାପନ କଲେ, ଲେଖିଥିଲେ-‘ୟେ…

ମୁମ୍ବାଇ : 'ଡ଼ିଅର୍‌ ଜିନ୍ଦେଗି' ପରେ ଶାହରୁଖ ଖାନ ଏବଂ ଆଲିଆ ଭଟ୍ଟ ଏକାଠି ହୋଇ 'ଡାର୍ଲିଙ୍ଗ୍ସ' ସହିତ ମା'ଝିଅର ଏକ ମଜାଳିଆ କାହାଣୀ ପ୍ରଦର୍ଶନ କରିବାକୁ ଯାଉଛନ୍ତି । କିନ୍ତୁ ଏଥର ଅଭିନେତା ଜଣେ ନିର୍ମାତା ଭାବରେ ଦାୟିତ୍‌ତ୍ୱ ଗ୍ରହଣ କରୁଛନ୍ତି । ଏଥି ସହିତ ଆଲିଆ ମଧ୍ୟ ଏହି ଫିଲ୍ମର
Read More...

ଆସନ୍ତାକାଲି ବିବାହ କରିବେ ଓଲିଉଡ କ୍ୱିନ୍ ଅର୍ଚ୍ଚିତା ଏବଂ ସୁପରଷ୍ଟାର ସବ୍ୟସାଚୀ

ଭୁବନେ‌ଶ୍ୱର : ଆସନ୍ତାକାଲି ଓଲିଉଡ କ୍ୱିନ୍ ଅର୍ଚ୍ଚିତାଙ୍କୁ ବିବାହ କରିବେ ସୁପରଷ୍ଟାର ସବ୍ୟସାଚୀ ମିଶ୍ର । ପୂର୍ବରୁ ତାଙ୍କର ନିର୍ବନ୍ଧ ହୋଇଛି । ତେବେ ବିବାହ ନେଇ ଦୁହେଁ ଆଜି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏପରିକି ସୋସିଆଲ ମିଡିଆରେ ପୋଷ୍ଟ କରି ସବ୍ୟସାଚୀ ଲେଖିଛନ୍ତି, ପ୍ରଭୁ
Read More...

ବରଗଡ଼ର ସ୍ୱାତୀ କୌର : ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାର୍‌ଫର୍‌ମର୍‌ ଘୋଷିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ର ଝିଅ ସ୍ୱାତୀ କୌର ନିକଟରେ ଗୁଜରାଟର ଅହମଦାବାଦ ଠାରେ ବିପିଆର ଏଣ୍ଟରଟେଣ୍ଟମେଣ୍ଟ ସଂସ୍ଥା ପକ୍ଷରୁ ଆୟୋଜିତ ଶ୍ରୀମତୀ ଭାରତ ପ୍ରତିଯୋଗୀତାରେ ମିସେସ ଡ଼େଜଲିଙ୍ଗ ପାରଫରମର ଘୋଷିତ ହୋଇଛନ୍ତି । ଏହାର ଫାଇନାଲ ଇଭେଣ୍ଟ ଅହମଦାବାଦ ଠାରେ ୧୭ ଫେବୃଆରୀରୁ ୨୦
Read More...